Browsing Category

National

କୋରୋନା ମୁକାବିଲା ପାଇଁ ଲକଡାଉନ୍ ନୁହେଁ ଯଥେଷ୍ଟ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ନୂଆଦିଲ୍ଲୀ: କୋରୋନା ଭାଇରସର ସଂକ୍ରମଣକୁ ରୋକିବା ପାଇଁ ଅନେକ ଦେଶ ଲକ୍‌ଡାଉନ୍ କରୁଛନ୍ତି। ତେବେ ଲକ୍‌ଡାଉନ୍ ହେଲେ କୋରୋନା ସଂକ୍ରମଣ କମିବ ନାହିଁ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ମାଇକ୍ ରିୟାନ ଅନ୍ତର୍ଜାତୀୟ ଗଣମାଧ୍ୟମ…
Read More...

କୋରୋନା ଭୟ: ନୋଟ ବ୍ୟବହାରକୁ ନେଇ ଗାଇଡଲାଇନ୍‌

ନୂଆଦିଲ୍ଲୀ: କୋରୋନା ସଂକ୍ରମଣକୁ ରୋକିବା ପାଇଁ ସବୁବେଳେ ଭିନ୍ନ ଭିନ୍ନ ପଦକ୍ଷେପ ନିଆଯାଉଛି । ତେବେ ଭାରତୀୟ ବ୍ୟାଙ୍କ ଆସୋସିଏସନ୍ ବି ଏଥିରେ ସାମିଲ ହୋଇଛି । ଆସୋସିଏସନ୍ ପକ୍ଷରୁ ମଧ୍ୟ କୋରୋନା ସଂକ୍ରମଣ ରୋକିବା ପାଇଁ…
Read More...

କୋରୋନା ସତର୍କତା: ଦେଶର ୭୫ ଜିଲ୍ଲା ମାର୍ଚ୍ଚ ୩୧ ଯାଏଁ ଲକ୍‌ଡାଉନ୍‌

ନୂଆଦିଲ୍ଲୀ: ଭାରତରେ ଧିରେ ଧିରେ ବଢୁଥିବା କୋରୋନା ଚେନ୍‌କୁ ରୋକିବା ଲାଗି ୨୨ ରାଜ୍ୟର ୭୫ ଜିଲ୍ଲାକୁ ଲକ୍‌ଡାଉନ୍ କରାଯାଇଛି । ଏହି ଲକଡାଉନ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବଳବତର ରହିବ ବୋଲି କୁହାଯାଇଛି । ଏହାସହ ଦରକାର ପଡିଲେ…
Read More...

ଭାରତରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୯୬କୁ ବୃଦ୍ଧି

ନୂଆଦିଲ୍ଲୀ: ଧିରେ ଧିରେ ବୃଦ୍ଧି ପାଉଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ବର୍ତମାନ ସୁଦ୍ଧା ମୋଟ ୩୯୬ କୋରୋନା ପଜିଟିଭ୍ ମାମଲା ସାମ୍ନାକୁ ଆସିଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଏହି ସୂଚନା ଦେଇଛନ୍ତି । ସେମାନଙ୍କ ମଧ୍ୟରୁ…
Read More...

ସପରିବାର ଘଣ୍ଟି ବଜାଇ ଜରୁରୀ ସେବା ପ୍ରଦାନକାରୀଙ୍କୁ ଧନ୍ୟବାଦ ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,…

ଭୁବନେଶ୍ୱର : କରୋନା ଭଳି ଗମ୍ଭିର ସ୍ଥିତିରେ ଦେଶରେ ସେବା ଯୋଗାଉଥିବା ଲୋକମାନଙ୍କୁ ଧନ୍ୟବାଦ ଜଣାଇବା ଓ ସେମାନଙ୍କ ମନବଳକୁ ବଢାଇବା ଲାଗି ଘଣ୍ଟ ଓ ତାଳି ବଜାଇବା ଲାଗି ଆହ୍ୱାନ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।…
Read More...

ଭାରତରେ କୋରୋନା ମୃତ୍ୟୁ ସଂଖ୍ୟା ୭ରେ ପହଂଚିଲା

ନୂଆଦିଲ୍ଲୀ: ଗୁଜୁରାଟରେ ପ୍ରଥମ କୋରୋନା ପୀଡିତଙ୍କ ମୃତ୍ୟୁ ହୋଇଛି । ଏହି ମୃତ୍ୟୁ ସହ ଦେଶରେ କୋରୋନା ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି ପାଇଛି । ସେହିପରି ରବିବାର ଅପରାହ୍ନ ସୁଦ୍ଧା ଦେଶରେ ମୋଟ କୋରୋନା ପଜିଟିଭଙ୍କ…
Read More...

ବିଭିନ୍ନ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ ସହିତ କୋଭିଡ-୧୯ର ସ୍ଥିତି ସମୀକ୍ଷା କଲେ କ୍ୟାବିନେଟ୍ ସଚିବ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଏବଂ କ୍ୟାବିନେଟ୍ ସଚିବଙ୍କ ଦ୍ୱାରା ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବମାନଙ୍କ ସହିତ ଆଜି ସକାଳୁ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜନତା କର୍ଫ୍ୟୁ ପାଳନ ଲାଗି…
Read More...

ଭାରତରେ କୋରୋନା ଭାଇରସ୍‌: ସଂକ୍ରମଣ ସଂଖ୍ୟା ୩୨୪, ମୃତ୍ୟୁ ସଂଖ୍ୟା ୬

ନୂଆଦିଲ୍ଲୀ: ବିଶ୍ୱ ମହାମାରୀ କୋରୋନା ସମସ୍ତଙ୍କ ଚିନ୍ତାର କାରଣ ପାଲଟିଥିବାବେଳେ ଭାରତରେ ମଧ୍ୟ ଏହାର ପ୍ରଭାବ ବିସ୍ତାର ହେବାରେ ଲାଗିଛି । ତେବେ ଏହି ଭାଇରସ୍ ରେ ଏଯାବତ୍ ଭାରତରେ ୩୨୪ ଜଣ ଆକ୍ରାନ୍ତ ହୋଇଥିବାବେଳେ ମୃତ୍ୟୁ…
Read More...

ଓଡ଼ିଶାରେ ପରେ ରାଜସ୍ଥାନରେ ଲାଗୁ ହେଲା ଲକ୍ ଡାଉନ୍

ନୂଆଦିଲ୍ଲୀ: ଓଡ଼ିଶା ପରେ ଏବେ ରାଜସ୍ଥାନରେ ଲାଗୁ ହୋଇଛି ଲକ୍ ଡାଉନ୍ ନିୟମ । ଯାହା ମାର୍ଚ୍ଚ ୩୧ ଯାଏଁ ଚାଲିବ । ଏ ନେଇ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଘୋଷଣା କରିଛନ୍ତି ।ସେ ଏକ ବିବୃତିରେ କହିଛନ୍ତି,…
Read More...

ଦେଶରେ ଜନତା କର୍ଫ୍ୟୁ

ନୂଆଦିଲ୍ଲୀ: ଆଜି ସାରା ଦେଶରେ ପାଳନ ହେଉଛି ଜନତା କର୍ଫ୍ୟୁ । କୋରୋନା ସଚେତନ ଯୋଗୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆହ୍ୱାନ କ୍ରମେ ଆଜି ଜନତା ପାଳୁଛନ୍ତି କର୍ଫ୍ୟୁ। ନିଜେ ଘରେ ରହି କରୁଛନ୍ତି ନିଜର ସୁରକ୍ଷା । ସକାଳ ୭ଟାରୁ…
Read More...

ସୁକମା ନକ୍ସଲ ଆକ୍ରମଣ: ଆହତ ଯବାନଙ୍କ ପାଇଁ ପ୍ରାର୍ଥନା କଲେ ଛତିଶଗଡ ମୁଖ୍ୟମନ୍ତ୍ରୀ

ରାୟପୁର: ଶନିବାର ଦିନ ସୁକମା ଜିଲ୍ଲାରେ ବଡ ଧରଣର ନକ୍ସଲ ଆକ୍ରମଣ । ଏହି ଆକ୍ରମଣରେ ୭ ଜଣ ଯବାନ ଶହୀଦ ହୋଇଛନ୍ତି । ଏଥିସହ ୧୪ଜଣ ଆହତ ଓ ୧୭ ଜଣ ନିଖୋଜ ଅଛନ୍ତି । ତେବେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଆହାତ ଯବାନଙ୍କ…
Read More...

କୋରୋନା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ହେଲା ହ୍ୱାଟସ୍ ଆପ୍ ନମ୍ବର

ନୂଆଦିଲ୍ଲୀ: ଦେଶରେ କୋରୋନା ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ଏହାକୁ ନେଇ ସୋସିଆଲ ମିଡିଆରେ ମଧ୍ୟ ଗୁଜବ ଦେଖିବାକୁ ମିଳୁଛି । ତେବେ ଏହି ଗୁଜବକୁ ରୋକିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ହ୍ୱାଟସ୍ ଆପ୍ ନମ୍ବର ଜାରି…
Read More...

କୋରୋନା ପାଇଁ ଆଦିତ୍ୟନାଥଙ୍କ ବଡ଼ ନିଷ୍ପତି: ବନ୍ଦ ସମୟରେ ଦିନ ମଜୁରିଆ ଓ ନିର୍ମାଣ ଶ୍ରମିକମାନଙ୍କୁ ମିଳିବ ୧୦୦୦ଟଙ୍କା

ନୂଆଦିଲ୍ଲୀ: କୋରୋନା ଭାଇରସ୍ ସଂକ୍ରମଣ ରୋକିବା ନିମନ୍ତେ ରାଜ୍ୟରେ କରାଯାଉଥିବା ବନ୍ଦ ସମୟରେ ଲକ୍ଷ ଲକ୍ଷ ଦିନ ମଜୁରିଆ ଏବଂ ଶ୍ରମିକମାନଙ୍କୁ ୧୦୦୦ ଟଙ୍କା ଲେଖାଏଁ ଦିଆଯିବ ବୋଲି ଘୋଷଣା କରିଛନ୍ତି ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ…
Read More...

ଜନତା କର୍ଫ୍ୟୁ ପାଇଁ ଆସନ୍ତାକାଲି ୩୭୦୦ ଟ୍ରେନ୍ ରଦ୍ଦ

ନୂଆଦିଲ୍ଲୀ: ଆସନ୍ତାକାଲି ଜନତା କର୍ଫ୍ୟୁ ପାଇଁ ଦେଶବ୍ୟାପି ୩୭୦୦ ଟ୍ରେନର ପରିଚାଳନାକୁ ରଦ୍ଦ କରି ଦିଆଯାଇଛି । ଏଥିରେ ପାସେଞ୍ଜର ସହ ଦୂରଗାମୀ ମେଲ ଓ ଏକ୍ସପ୍ରେସ ଟ୍ରେନ ମଧ୍ୟ ସାମିଲ ଅଛି । ରେଳବାଇ ଅନୁସାରେ ଶନିବାର ଓ…
Read More...