Browsing Category

National

କୋରୋନା ପାଇଁ “ପିଏମ୍ କେଆର୍ସ ଫଣ୍ଡ” ଗଠନ କରି ସହଯୋଗ ଲାଗି ନିବେଦନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: କୋରୋନା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି “ପିଏମ୍ କେଆର୍ସ ଫଣ୍ଡ” ନାମକ ଏକ ସାର୍ବଜନୀନ ଦାନଗ୍ରହଣକାରୀ ଟ୍ରଷ୍ଟ ଗଠନ କରିଛନ୍ତି । ଏହାସହ ଦେଶବାସୀଙ୍କୁ ସହାୟତାର ହାତ ବଢ଼ାଇବା ପାଇଁ ମଧ୍ୟ…
Read More...

ପ୍ରବାସୀ ଶ୍ରମିକଙ୍କୁ ସମସ୍ତ ପ୍ରକାର ସହାୟତା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ : ଅମିତ ଶାହ

ନୂଆଦିଲ୍ଲୀ: କୋଭିଡ-୧୯ ସଂକ୍ରମଣକୁ ପ୍ରତିହତ କରିବା ଲାଗି ଦେଶବ୍ୟାପୀ ଗ୍ରହଣ କରାଯାଇଥିବା ପଦକ୍ଷେପର ସମୀକ୍ଷା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହ । ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର…
Read More...

ଲକ୍‌ଡାଉନରୁ କୃଷି ଏବଂ ଆନୁସଙ୍ଗିକ କାର୍ଯ୍ୟକଳାପ ବାଦ

ନୂଆଦିଲ୍ଲୀ: କରୋନା ଭୂତାଣୁ ସଂକ୍ରମଣର ମୁକାବିଲା ଲାଗି ଦେଶବ୍ୟାପୀ ଲକଡାଉନ ଜାରି ହୋଇଛି । ତେବେ ଏହି କାରଣରୁ କୃଷି ଓ ଚାଷକାର୍ଯ୍ୟ ତଥା ଆନୁସଙ୍ଗିକ ସେବାରେ ନିୟୋଜିତ ଲୋକମାନେ ସମସ୍ୟା ଭୋଗିବାର ଆଶଙ୍କା ସୃଷ୍ଟି ହୋଇଛି ।…
Read More...

କୋରୋନା ଆକ୍ରାନ୍ତ ଙ୍କୁ ଟ୍ରାକ୍ କରିବ ନୂଆ ଆପ୍

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର ମନ୍ତ୍ରଣାଳୟ ଆଇଟି ମନ୍ତ୍ରଣାଳୟ ସହିତ ମିଶି ଏକ ଆପ୍ସର ଶୁଭାରମ୍ଭ କରିଛି। ଯାହାକି କୋରୋନା ଆକ୍ରାନ୍ତଙ୍କୁ ଟ୍ରାକ କରିବ।ଏହି ଆପ୍ସର ନାମ କୋରୋନା କବଚ (corona kavach)…
Read More...

ଲକ୍ ଡାଉନ୍ ରେ ବିଲରେ କାମ କରିପାରିବେ କୃଷକ

ନୂଆଦିଲ୍ଲୀ: କୋରୋନା ଯୋଗୁଁ ଦେଶବ୍ୟାପୀ ଲକ୍ ଡାଉନ୍ ଘୋଷଣା କରାଯାଇଥିବାବେଳେ କୃଷକମାନେ ନିଜ ବିଲରେ କାମ କରିପାରିବେ ବୋଲି ସରକାରୀ ଅଧିକାରୀମାନେ କହିଛନ୍ତି । ଏଥିନିମନ୍ତେ ଖୁବ୍ ଶୀଘ୍ର ନୀତି ନିୟମ ଲାଗୁ କରାଯିବ ବୋଲି ଏକ…
Read More...

ଦେଶରେ ୮୭୩ ଛୁଇଁଲା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା, ୧୯ ମୃତ

ନୂଆଦିଲ୍ଲୀ: ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୭୩ରେ ପହଂଚିଛି । ଏମାନଙ୍କ ମଧ୍ୟରୁ ୧୯ ଜଣଙ୍କ ମୃତ୍ୟୁ ହୋଇସାରିଥିବା ବେଳେ ୭୯ ଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି । ଆକ୍ରାନ୍ତଙ୍କ ମଧ୍ୟରେ ବିଦେଶୀ ନାଗରିକ ବି ସାମିଲ ଥିବା…
Read More...

ଇଟାଲୀରେ କୋରୋନା ଯୋଗୁଁ ଗୋଟିଏ ଦିନରେ ଗଲା ୧୦୦୦ ଜୀବନ

ରୋମ: ଆତଙ୍କ ଖେଳାଇଛି ମହାମାରୀ କୋରୋନା ଭାଇରସ । କୋରୋନାର କେନ୍ଦ୍ର ପାଲଟିଥିବା ଇଟାଲୀରେ ପ୍ରତିଦନ ମୃତ୍ୟୁର ସଂଖ୍ୟା ବଢିଚାଲିଛି । ଏହି ମହାମାରୀ ଯଦି କୌଣସି ଦେଶରେ ଅଧିକ ପ୍ରଭାବ ପକାଇଥାଏ, ତେବେ ସେ ଦେଶ ହେଉଛି ଇଟାଲୀ ।…
Read More...

ସାମ୍ନାକୁ ଆସିଲା କୋରୋନା ଭାଇରସ୍ ଚିତ୍ର

ନୂଆଦିଲ୍ଲୀ: ପୁନେର ବୈଜ୍ଞାନିକମାନେ କୋରୋନା ଭାଇରସର ଫଟୋ ଲୋକଲୋଚନା କରାଇଛନ୍ତି । ଭାରତରେ ପ୍ରଥମେ ୨୦୨୦ ଜାନୁଆରି ୩୦ ତାରିଖ ଦିନ ଲାବ୍ରୋଟରି ଦ୍ୱାରା ନିଶ୍ଚିତ କରାଯାଇଥିବା ଅଭିନବ କରୋନାଭାଇରସ୍ ଆକ୍ରାନ୍ତ ମହିଳାଙ୍କ…
Read More...

ଓଡିଶା ସମେତ ୮ଟି ରାଜ୍ୟପାଇଁ ୫୭୫୧.୨୭ କୋଟି ଟଙ୍କାର ଅତିରିକ୍ତ କେନ୍ଦ୍ରୀୟ ସହାୟତାକୁ ଅନୁମୋଦନ

ନୂଆଦିଲ୍ଲୀ:କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ କମିଟି ଦେଶର ୮ଟି ରାଜ୍ୟପାଇଁ ୫୭୫୧କୋଟି ୨୭ ଲକ୍ଷ ଟଙ୍କାର ଅତିରିକ୍ତ ସହାୟତା ରାଶି ଅନୁମୋଦନ କରିଛି । ବନ୍ୟା, ମରୁଡ଼ି, ଭୂସ୍ଖଳନ…
Read More...

ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ କୋରୋନା ପଜିଟିଭ

ଇଂଲଣ୍ଡ: ବ୍ରିଟେନ ପ୍ରଧାନମନ୍ତ୍ରୀ କୋରୋନା ସଂକ୍ରମିତ । ବିଟ୍ରେନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ କୋରୋନା ରିପୋର୍ଟ ପଜିଟିଭ । କୋରୋନା ଭାଇରସ୍ ପଜିଟିଭ୍ ରିପୋର୍ଟ ଆସିବା ପରେ ସେ ସେଲ୍ପ ଆଇସୋଲେସନରେ ରହିଛନ୍ତି ।…
Read More...

ଆଉ ୧୨୧ଟି ସରକାରୀ ଲ୍ୟାବରେ ପରୀକ୍ଷା ହେବ କୋଭିଡ-୧୯

ନୂଆଦିଲ୍ଲୀ: ମହାମାରୀ କୋରୋନା ଭାଇରସ୍ ର ପରୀକ୍ଷା ପାଇଁ ଇଣ୍ଡିଆନ୍ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚ(ଆଇସିଏମଆର) ଆଉ ୧୨୧ଟି ସରକାରୀ ଲାବୋରେଟୋରୀକୁ ଅନୁମୋଦନ ଦେଇଛି । ଫଳରେ ମୋଟ ୧୫୭ଟି ଲ୍ୟାବରେ ଏଥର ହେବ କୋରୋନା…
Read More...

ଆସନ୍ତାକାଲିଠାରୁ ପୁଣିଥରେ ପ୍ରସାରଣ ହେବ ରାମାୟଣ

ନୂଆଦିଲ୍ଲୀ: କୋରୋନା ପାଇଁ ପ୍ରଧାନମନ୍ତ୍ରୀ ଦେଶକୁ ୨୧ଦିନ ପାଇଁ ଲକ୍ ଡାଉନ୍ ଘୋଷଣା କରିଛନ୍ତି । ତେବେ ଲୋକମାନେ ଏହି ସମୟରେ ଘରେ ବସି ବିରକ୍ତ ହେଉଛନ୍ତି । ଏହି କାରଣରୁ କେନ୍ଦ୍ର ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଲୋକଙ୍କ…
Read More...

ବିଶିଷ୍ଟ ଚିତ୍ରକାର, ଲେଖକ ତଥା ପଦ୍ମ ବିଭୂଷଣ ସତୀଶ ଗୁଜରାଲଙ୍କ ପରଲୋକ

ନୂଆଦିଲ୍ଲୀ: ବିଶିଷ୍ଟ ଚିତ୍ରକାର, ଲେଖକ ତଥା ପଦ୍ମ ବିଭୂଷଣ ସତୀଶ ଗୁଜରାଲଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୯୪ବର୍ଷ ହୋଇଥିଲା ।ସେ ଅନେକ ରୋଗରେ ଆକ୍ରାନ୍ତ ଥିଲେ।ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଆଇ.କେ.…
Read More...

ଶ୍ରୀନଗରରେ କୋରୋନା ନେଲା ବୃଦ୍ଧଙ୍କ ଜୀବନ

ଶ୍ରୀନଗର: ଆତଙ୍କ ଖେଳାଇଛି ମହାମାରୀ କୋରୋନା ଭାଇରସ । ଭାରତରେ ବଢିଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏପରିସ୍ଥିତିରେ କୋରୋନା ଯୋଗୁଁ କେନ୍ଦ୍ରଶାସିତ ଅଂଚଳ ଜମ୍ମୁ କାଶ୍ମୀର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଯାଇଛି ।…
Read More...