Browsing Category

National

କେରଳରେ କୋରୋନା ଭାଇରସ: ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ନେଇ ସରକାରଙ୍କ ପକ୍ଷରୁ କଟକଣା

ଥିରୁବନନ୍ତପୁରମ୍‌: କେରଳରେ ଦିନକୁ ଦିନ କୋରୋନା ଭାଇରସ୍ ବୃଦ୍ଧି ପାଇବାକୁ ନେଇ ସରକାର କଡା କଟକଣା ଜାରି କରିଛନ୍ତି । ଅନେକ ସଂଖ୍ୟାରେ ଲୋକେ ଗୋଟିଏ ସ୍ଥାନରେ ଏକତ୍ରିତ ନ ହେବାକୁ କଟକଣା ଜାରି କରିଛନ୍ତି । ମାର୍ଚ୍ଚ ୩୧…
Read More...

ପାକିସ୍ତାନର ଏଫ-୧୬ ବିମାନ ଦୁର୍ଘଟଣାଗ୍ରସ୍ତ; ଉଇଙ୍ଗ କମାଣ୍ଡର ମୃତ

ଇସଲାମାବାଦ: ପାକିସ୍ତାନ ବାୟୁସେନାର ଏକ ଏଫ୍‌-୧୬ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ଏହି ଘଟଣାରେ ଉଇଙ୍ଗ କମାଣ୍ଡରଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମାର୍ଚ୍ଚ୨୩ ଦେଶର ସ୍ୱାଧିନତା ଦିବସ ପାଳନ କରିବା ପାଇଁ ଏହି…
Read More...

ଭାରତରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୬ରେ ଛୁଇଁଲା

ନୂଆଦିଲ୍ଲୀ: ବିଶ୍ୱବ୍ୟାପି କୋରୋନା ଭାଇରସର ଭୟ ଲାଗି ରହିଥିବାବେଳେ ବର୍ତମାନ ସୁଦ୍ଧା ଭାରତରେ ରୋଗୀ ସଂଖ୍ୟା ୫୬ରେ ପହଂଚିଛି ।କୋରୋନାର ମୁକାବିଲା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରମାନେ ଅନେକ ପଦକ୍ଷେପ ଗ୍ରହଣ କରୁଥିଲେ…
Read More...

ଦେଶବାସୀଙ୍କୁ ହୋଲିର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ହୋଲି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ । ଟ୍ବିଟ କରି ଦେଲେ ଶୁଭେଚ୍ଛା । ଭାରତ ଏବଂ ଭାରତୀୟମାନଙ୍କ ଶାନ୍ତି ଓ ସମୃଦ୍ଧି କାମନା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ…
Read More...

କେରଳରେ ୧୨ ଛୁଇଁଲା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଥିରୁଅନନ୍ତପୁରମ: ସାରା ବିଶ୍ବରେ ଆତଙ୍କ ଖେଳାଇଛି ମହାମାରୀ କୋରୋନା ଭାଇରସ । ଭାରତରେ ମଧ୍ୟ ଏହି ଭାଇରସ ଧିରେ ଧିରେ କାୟା ବିସ୍ତାର କରିବାରେ ଲାଗିଛି । କେରଳରେ ପୁଣି ୬ କୋରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଛନ୍ତି । ଏହାସହ…
Read More...

ଭାରତରେ ବ୍ୟାପୁଛି କୋରୋନା ଭାଇରସ: ଆକ୍ରାନ୍ତଙ୍କ ସଂଖ୍ୟା ୪୩ରେ ପହଂଚିଲା

ନୂଆଦିଲ୍ଲୀ: ଚୀନରେ ଆରମ୍ଭ ହୋଇଥିବା କୋରୋନା ଭାଇରସ ଏବେ ଅନ୍ୟ ଦେଶକୁ ବ୍ୟାପିବାରେ ଲାଗିଛି । ଯେଉଁଥିରୁ ବାଦ୍ ପଡିନି ଭାରତ । ତେବେ ଆଜି ସୁଦ୍ଧା କୋରୋନା ଭାଇରସର ଶିକାର ହେଲେଣି ୪୩ଜଣ ।ଭାରତରେ କୋରୋନା ସଂକ୍ରମଣ ନେଇ…
Read More...

କୋରୋନା କବଳରେ ୩ ବର୍ଷର କୋମଳମତି ଶିଶୁ

କୋଚି: କେରଳରେ ପୁଣି ଚିହ୍ନଟ ହେଲା କୋରୋନା ଆକ୍ରାନ୍ତ । କୋଚିର ଏକ ୩ ବର୍ଷ ଶିଶୁ ଠାରେ କୋରୋନା ପଜେଟିଭ ମିଳିଛି । ମାର୍ଚ୍ଚ ୭ ତାରିଖ ଦିନ ଶିଶୁଟି ନିଜ ପରିବାର ସହ ଇଟାଲୀରୁ ଭାରତକୁ ଫେରିଥିବାବେଳେ, ସେଠାରୁ…
Read More...

ରଦ୍ଦ ହେଲା ପ୍ରଧାନମନ୍ତ୍ରୀ ମୋଦୀଙ୍କ ବାଲାଂଦେଶ ଗସ୍ତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାର୍ଚ୍ଚ ୧୭ରେ ଯିବାକୁ ଥିବା ବାଲାଂଦେଶ ଗସ୍ତ ରଦ୍ଦ ହୋଇଯାଇଛି । ରିପୋର୍ଟ ଅନୁସାରେ ବାଲାଂଦେଶରେ ୩ଜଣ କୋରୋନା ଭାଇରସ ସଂକ୍ରମଣ ଶିକାର ହୋଇଥିବାରୁ ଏହି ଗସ୍ତ ବାତିଲ ହୋଇଯାଇଛି…
Read More...

ସୋପିଆନରେ ଏନକାଉଂଟର: ୨ ଆତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁ-କାଶ୍ମୀରର ସୋପିଆନରେ ସୋମବାର ଆତଙ୍କବାଦୀ ଓ ସୁରକ୍ଷାବଳ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି । ଯବାନଙ୍କ ଗୁଳିରେ ଦୁଇ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ବର୍ତମାନ ସୁଦ୍ଧା ସର୍ଚ୍ଚ…
Read More...

ଦେଶରେ କୋରୋନା ଆକ୍ରାନ୍ତ ସଂଖ୍ୟା ୪୦କୁ ପହଂଚିଲା

ଚେନ୍ନାଇ: ଚୀନରେ ଉତ୍ପତି ହୋଇଥିବା ମାରାତ୍ମକ କୋରୋନା ଭାଇରସ ଏବେ ଭାରତରେ କାୟା ବିସ୍ତାର କରିବାରେ ଲାଗିଛି । ଭାରତରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଇବାରେ ଲାଗିଛି । ରବିବାର ଦେଶରେ କୋରୋନା…
Read More...

କେରଳରେ ଆଉ ୫ କୋରୋନା ପଜିଟିଭ ରୋଗୀ ଚିହ୍ନଟ

ଥିରୁଅନନ୍ତପୁରମ: ଭାରତରେ କୋରୋନା ଭାଇରସ ସଂକ୍ରମଣର ଆଉ ୫ଟି ମାମଲା ସାମ୍ନାକୁ ଆସିଛି । କେରଳରେ ୫ ଜଣ ବ୍ୟକ୍ତି କୋରୋନା ଭାଇରସରେ ସଂକ୍ରମିତ ଥିବା ଜଣାପଡିଛି । କେରଳର ସ୍ବାସ୍ଥ୍ୟମନ୍ତ୍ରୀ କେକେ ଶୈଳଜା ରବିବାର ଏନଇ ସୂଚନା…
Read More...

ଆଜି ମହିଳା ଟି-୨୦ ବିଶ୍ୱକପ୍ ଫାଇନାଲ; ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଆଜି ମହିଳା ଟି-୨୦ ବିଶ୍ୱକପ୍ ଫାଇନାଲ ମ୍ୟାଚ୍ । ଯାହା ଅଷ୍ଟ୍ରେଲିଆର ମେଲବୋର୍ଣ୍ଣ କ୍ରିକେଟ ଷ୍ଟାଡିୟମରେ ଅନୁଷ୍ଠିତ ହେବ । ଏହି ଫ୍ୟାଇନାଲ ମ୍ୟାଚରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ହେବ ।ତେବେ…
Read More...

ଭଗବାନଙ୍କ ସହ ତୁଳନା କଲେ ମହିଳା, ଭାବୁକ ହେଲେ ମୋଦୀ

ନୂଆଦିଲ୍ଲୀ: ଜନ ଔଷଧି ଦିବସ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ସମୟରେ ଭାବୁକ ହେଲେ ପିଏମ । କାର୍ଯ୍ୟକ୍ରମରେ ଜଣେ ମହିଳା ପ୍ରଧାନମନ୍ତ୍ରୀଙ୍କୁ ଭଗବାନଙ୍କ ସହ ତୁଳନା କରିଥିଲେ, ଯାହା ପରେ ପ୍ରଧାନମନ୍ତ୍ରୀ ଭାବପ୍ରବଣ…
Read More...

କୋରୋନା ଗୁଜବରୁ ଦୂରେଇ ରୁହନ୍ତୁ, ନମସ୍କାର କରନ୍ତୁ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଜନ ଔଷଧି ସପ୍ତାହ ଦିବସରେ ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଜନଔଷଧି କେନ୍ଦ୍ରର ହିତାଧିକାରୀଙ୍କୁ ସମ୍ବୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ କୋରୋନୋ ଭାଇରସ୍…
Read More...