Browsing Category

National

ଆସନ୍ତାକାଲି ଫାଶୀ ପାଇବେନି ୪ ନିର୍ଭୟା ଦୋଷୀ

ନୂଆଦିଲ୍ଲୀ: ନିର୍ଭୟା ମାମଲାର ୪ ଦୋଷୀ ଆସନ୍ତାକାଲି ଫାଶୀ ପାଇବା ନେଇ ସମୟ ନିର୍ଦ୍ଧାରିତ ହୋଇଥିବାବେଳେ ତାହା ଟଳିଯାଇଥିବା ଜଣାପଡିଛି । ଫଳରେ ମୃତ୍ୟୁ ପରୱାନା ଉପରେ ରୋକ ଲାଗିଛି ।ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟ…
Read More...

ଭାରତରେ କୋରୋନା ଭାଇରସ: ଦୁଇ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଭାରତରେ କୋରୋନା ଭାଇରସ ଚିହ୍ନଟ । ଦୁଇ ଜଣ ଯାତ୍ରୀଙ୍କ ଠାରେ ଏହି ନମୁନା ରହିଥିବା ରିପୋର୍ଟ ହୋଇଛି । ଭାରତ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ହୋଇଛି ଏହି ସୂଚନା ।ଜଣଙ୍କୁ ଦିଲ୍ଲୀ ବିମାନବନ୍ଦରରେ…
Read More...

ପୱନର କ୍ୟୁରେଟିଭ ପିଟିସନକୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ନିର୍ଭୟା ଦୋଷୀ ପୱନ ଗୁପ୍ତାର କ୍ୟୁରେଟିଭ ପିଟିସନକୁ ଖାରଜ କଲେ ସୁପ୍ରିମକୋର୍ଟ । ଜଷ୍ଟିସ ଏନ.ଭି ରମଣଙ୍କ ୫ଜଣିଆ ଖଣ୍ଡପୀଠରେ ଏହି ମାମଲାର ରାୟ ଶୁଣାଇଛନ୍ତି । ମୃତ୍ୟୁ ଦଣ୍ଡାଦେଶକୁ ଆଜୀବନ କାରାଦଣ୍ଡରେ…
Read More...

କୋରୋନା ଭାଇରସ: ଇଟାଲିରେ ଫସିଛନ୍ତି ୮୫ଜଣ ଭାରତୀୟ ଛାତ୍ର,ସାହାଯ୍ୟ ପାଇଁ ପଠାଇଲେ ବାର୍ତା

ଜୟପୁର: ଇଟାଲିରେ ଏକ ସପ୍ତାହ ହେବ ଅଟକି ରହିଥିବା ପ୍ରାୟ ୮୫ଜଣ ଭାରତୀୟ ଛାତ୍ର ସରକାରଙ୍କୁ ତୁରନ୍ତ ସ୍ଥାନାନ୍ତର ପାଇଁ ନିବେଦନ କରି ଜରୁରୀ ବାର୍ତା ପଠାଇଛନ୍ତି। କରୋନାଭାଇରସ୍‌ ସଂକ୍ରମଣ ଘଟି ଉତର ଇଟାଲିର ଲୋମ୍ବାର୍ଡି…
Read More...

ଆଜିଠୁ ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ

ନୂଆଦିଲ୍ଲୀ: ସଂସଦରେ ଆଜିଠୁ ଆରମ୍ଭ ହେଉଛି ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ । ଦିଲ୍ଲୀ ହିଂସାକୁ ନେଇ ସରକାରଙ୍କୁ ଘେରିବେ ବିରୋଧୀ ।କଂଗ୍ରେସ ସଂସଦର ଉଭୟ ରାଜ୍ୟସଭା ଓ ଲୋକସଭାରେ କାର୍ଯ୍ୟ ସ୍ଥଗିତ ପ୍ରସ୍ତାବ ନୋଟିସ…
Read More...

ସରିଯିବ ପୃଥିବୀର ଲଭ୍‌ ଷ୍ଟୋରି, ଫେରିଯିବ ସରଗ ଶଶିର ସାଙ୍ଗ

ଭୁବନେଶ୍ବର : କଣ ଆପଣ ଜଣିଛନ୍ତି କି ପୃଥିବୀକୁ ପରିକ୍ରମା କରୁଥିବା ଜହ୍ନର ଏକ ସାଙ୍ଗ ବି ଅଛି। ଗତ ତିନି ବର୍ଷ ହେଲା ସେ ବି ମିତ ବସିଛି। ଆଉ ପୃଥିବୀକୁ ପରିକ୍ରମା କରୁଛି। ଏହାର ସାଇଜ୍‌ ଖୁବ୍‌ ଛୋଟ। ଆଉ କିଛି ବର୍ଷ ପରେ…
Read More...

କୋରୋନା ଭାଇରସ୍ ଯୋଗୁଁ ଚୀନରୁ ବନ୍ଦ ହେଲା ଆମଦାନୀ

ନୂଆଦିଲ୍ଲୀ: କୋରୋନା ଭାଇରସ୍ ଯୋଗୁଁ ଚୀନରୁ ଆମଦାନୀ ହେଉଥିବା ସମସ୍ତ ସମଗ୍ରୀ ଆମଦାନୀ ଉପରେ ରୋଲ ଲଗାଇଛି ଭାରତ । କୋରୋନାର ସ୍ଥିତି ସୁଧୁରୁନଥିବାରୁ ଏବେ ଚୀନରୁ ଆମଦାନୀ ହେଉଥିବା ସାମଗ୍ରୀକୁ ଅନ୍ୟ ଦେଶରୁ ଆମଦାନୀ କରିବା…
Read More...

ଶାହିନବାଗରେ ବ୍ୟାପକ ପୋଲିସ ମୁତୟନ, ୧୪୪ ଧାରା ଲାଗୁ

ନୂଆଦିଲ୍ଲୀ: ଶାହିନବାଗରେ ବ୍ୟାପକ ପୋଲିସ ମୁତୟନ । ସୁରକ୍ଷା ଦୃଷ୍ଟିରୁ ରବିବାର ଧାରଣାସ୍ଥଳରେ ମୁତୟନ ହୋଇଛନ୍ତି ପୋଲିସ । ଧାରଣାସ୍ଥଳକୁ ହଟାଇବା ପାଇଁ ହିନ୍ଦୁସେନା ଡାକରା ଦେବା ପରେ ରବିବାର ଶାହିନବାଗରେ ପୋଲିସ ଛାଉଣି…
Read More...

ଦିଲ୍ଲୀ ପୋଲିସ କମିଶନର ପଦରୁ ଅବସର ନେଲେ ଓଡିଆ ପୁଅ ଅମୂଲ୍ୟ

ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସ କମିଶନର ପଦରୁ ଅବସର ନେଇଛନ୍ତି ଅମୂଲ୍ୟ ପଟ୍ଟନାୟକ । ୩୦ ଜାନୁଆରୀ ୨୦୧୭ରେ ରାଜଧାନୀ ଦିଲ୍ଲୀର ପୋଲିସ କମିଶନର ଭାବେ ଯୋଗ ଦେଇଥିବା ଆଇପିଏସ ଅମୂଲ୍ୟ ପଟ୍ଟନାୟକ ଶନିବାର ନିଜ ପଦରୁ ଅବସର ନେଇଛନ୍ତି…
Read More...

କୋରୋନା ଭାଇରସ; ମୃତ୍ୟୁ ସଂଖ୍ୟା ୨୮୫୮ରେ ପହଂଚିଲା

ବେଜିଂ: କୋରୋନା ଭାଇରସ୍ ଯୋଗୁଁ ଏଯାବତ୍ ମୃତ୍ୟୁ ସଂଖ୍ୟା ୨୮୫୮ରେ ପହଂଚିଲା । ତେବେ ଏହି ଭାଇରସ୍ ଏବେ ୫୦ରୁ ଅଧିକ ଦେଶକୁ ଛୁଇଁଲାଣି । ଯାହାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟସଂଗଠନ ଚିନ୍ତା ପ୍ରକଟ କରୁଛି । ବିଶ୍ୱ ସ୍ୱାସ୍ଥ୍ୟ…
Read More...

ନିର୍ଭୟା ମାମଲା: ପୁଣି ବିଳମ୍ବ ହେବ ଫାଶୀ!

ନୂଆଦିଲ୍ଲୀ: ନିର୍ଭୟା ମାମଲାର ଫାଶୀ ତାରିଖ ପାଖେଇ ଆସିଥିଲେ ବି ସେହିଦିନ ସେମାନେ ଫାଶୀଖୁଂଟରେ ଝୁଲେବି ନାହିଁ ବୋଲି ସମ୍ଭାବନା ରହିଛି । କାରଣ ଆଜି ଏହି ମାମଲାର ଅନ୍ୟତମ ଦୋଷୀ ପୱନ କୁମାର ଗୁପ୍ତା ନିଜର କ୍ୟୁରେଟିଭ୍…
Read More...

ଦିଲ୍ଲୀ ହିଂସା; ମୃତ୍ୟୁ ସଂଖ୍ୟା ୪୨ରେ ପହଂଚିଲା

ନୂଆଦିଲ୍ଲୀ: ରବିବାରଠାରୁ ସିଏଏକୁ ନେଇ ଆରମ୍ଭ ହୋଇଥିବା ଦିଲ୍ଲୀ ହିଂସା ଥମିବାର ନାଁ ନେଉନି । ତେବେ ଏହି ହିଂସା କାରଣରୁ ଏବଯାତ୍ ୪୨ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ସ୍ଥିତିକୁ ସ୍ୱାଭାବିକ୍ କରିବା ଲାଗି…
Read More...

ମାର୍ଚ୍ଚ ରୁ ମେ’ ଯାଏଁ ଖରାରୁ ତ୍ରାହି ନାହିଁ: ଆଇଏମଡି

ନୂଆଦିଲ୍ଲୀ: ଚଳିତବର୍ଷ ମାର୍ଚ୍ଚ ମାସରୁ ମେ’ ଯାଏଁ ଲୋକଙ୍କ ଖରାରୁ ତ୍ରାହି ନାହିଁ । ଅର୍ଥାତ୍ ଏହି ୩ମାସରେ ତାପମାତ୍ରା ବୃଦ୍ଧି ପାଇବା ସହ ପ୍ରବଳ ମାତ୍ରାରେ ଗରମ ଅନୁଭୂତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମଡି)…
Read More...

ଦିଲ୍ଲୀ ହିଂସା; ମୃତ୍ୟୁ ସଂଖ୍ୟା ୨୭ରେ ପହଂଚିଲା, ୨୫୦ରୁ ଅଧିକ ଆହତ

ନୂଆଦିଲ୍ଲୀ: ସିଏଏକୁ ନେଇ ଚାଲିଥିବା ହିଂସାରେ ଏଯାବତ୍ ମୃତ୍ୟୁ ସଂଖ୍ୟା ୧୭ରେ ପହଂଚିଛି । ଏହି ହିଂସାରେ ୨୦ରୁ ଅଧିକ ଆହତ ହୋଇ ହସ୍ପିଟାଲରେ ଭର୍ତି କରାଯାଇଥିବା ଜଣାପଡିଛି ।ସେହିଭଳି ଏଲଏନଜେପି ହସ୍ପିଟାଲରେ ୨ ଜଣଙ୍କର…
Read More...