Browsing Category

National

କେଜ୍ରିୱାଲଙ୍କୁ ବିଜୟର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଅରବିନ୍ଦ କେଜ୍ରିୱାଲଙ୍କ ବମ୍ଫର ବିଜୟ ପରେ ସବୁଠୁ ଛୁଟୁଛି ଶୁଭେଛାର ସୁଅ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟର ଜରିଆରେ କେଜ୍ରିୱାଲଙ୍କୁ ଜଣାଇଛନ୍ତି ଶୁଭେଛା । ଦିଲ୍ଲୀବାସୀଙ୍କ ଆକାକ୍ଷାଂକୁ ପୂରଣ…
Read More...

ପତ୍ନୀ ସୁନିତାଙ୍କୁ ଜନ୍ମଦିନର ଭେଟି ଦେଲେ କେଜ୍ରିୱାଲ

ନୂଆଦିଲ୍ଲୀ: ପୁନଃର୍ବାର ପୁର୍ଣ୍ଣ ବହୁମତ ସହକାରେ ଦିଲ୍ଲୀ ଦଖଲ କରିବାରେ ସଫଳ ହୋଇଛି ଆପ । ସମସ୍ତ ୭୦ ଆସନ ମଧ୍ୟରୁ ବର୍ତମାନ ସୁଦ୍ଧା ୬୭ଟି ବିଧାନସଭା କ୍ଷେତ୍ରକୁ ପୋଛି ନେଇଛି ଝାଡ଼ୁ । ଦଳର ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ…
Read More...

ଦିଲ୍ଲୀ ନିର୍ବାଚନ ଫଳାଫଳ: କେଜ୍ରିୱାଲଙ୍କୁ ଶୁଭେଚ୍ଛା ଜଣାଇଲେ ମମତା

କୋଲକତା: ଭୋଟ ଗଣତିରେ ଆଗୁଆ ରହିଛନ୍ତି କେଜ୍ରିୱାଲ ସରକାର। ତୃତୀୟ ଥର ପାଇଁ ଦିଲ୍ଲୀରେ ଆପ, ସରକାର ଗଠନ ନେଇ ଚିତ୍ର ସ୍ପଷ୍ଟ ହୋଇଥିବାବେଳେ, ଆପ କାର୍ଯ୍ୟାଳୟ ଓ ବିଭିନ୍ନ ସ୍ଥାନରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି।…
Read More...

ନିର୍ଭୟା ମାମଲା: ୪ ଦୋଷୀ ଫାଶୀ ପାଇବା ନେଇ ଏଭଳି ନିଷ୍ପତି ନେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ନିର୍ଭୟା ମାମଲାରେ ଆଜି ସୁପ୍ରିମକୋର୍ଟ ତାଙ୍କର ରାୟ ଶୁଣାଇଛନ୍ତି । ଏହି ରାୟରେ ୪ ଦୋଷୀଙ୍କୁ ଯଥାଶୀଘ୍ର ଫାଶୀରେ ଝୁଲାଇବା ପାଇଁ ଆଉ ଏକ ନୂତନ ‘ମୃତ୍ୟୁ ପରୱାନା’ (ଡେଥ୍‌ ୱାରେଂଟ) ଜାରି ପାଇଁ ‘ଟ୍ରାଏଲ…
Read More...

ବିଜୟୀ ହେଲେ ମନୀଷ ସିସୋଦିଆ

ନୂଆଦିଲ୍ଲୀ: ଆଜି ଦିଲ୍ଲୀ ବିଧାନସଭା ନିର୍ବାଚନ ଭୋଟ ଗଣତି କାର୍ଯ୍ୟକ୍ରମ ଜାରି ରହିଛି । ତେବେ ଏହି ଗଣତିରେ ବହୁ ମାତ୍ରାରେ ଆପ୍ ଆଗରେ ରହିଥିବାବେଳେ ପଛରେ ପଡିଯାଇଛି ବିଜେପି । ଅନ୍ୟପଟେ କଂଗ୍ରେସ ଖାତା ଖୋଲି ନ ଥିବା…
Read More...

୨୪ରେ ଭାରତ ଗସ୍ତରେ ଆସିବେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଗସ୍ତରେ ଆସୁଛନ୍ତି । ଏ ନେଇ ଆମେରିକା ରାଷ୍ଟ୍ରପତି ଭବନ ହ୍ୱାଇଟ୍ ହାଉସ୍ ରୁ ସୂଚନା ମିଳିଛି । ୨୪ ଓ ୨୫ରେ ଗସ୍ତ ସମୟରେ ଟ୍ରମ୍ପଙ୍କ ସହ ପତ୍ନୀ ମେଲାନିଆ ମଧ୍ୟ…
Read More...

କୋରୋନା ଭାଇରସ: ୧୦୦୦ ଛୁଇଁଲା ମୃତ୍ୟୁ ସଂଖ୍ୟା

ବେଜିଂ: ଅଣାୟତ ହେଉଛି କୋରୋନା ଭାଇରସ । କୋରୋନା ଆତଙ୍କ ଥମିବାରେ ନାଁ ଧରୁନି । ମୃତ୍ୟୁ ସଂଖ୍ୟା ୧୦୦୦ ପାର୍ ହେଲାଣି । ଏହାସହ ୪ହଜାରରୁ ଉର୍ଦ୍ଧ୍ବ ନୂତନ ସଂକ୍ରମଣ ମାମଲା ସାମ୍ନାକୁ ଆସିଛି । ମୃତ୍ୟୁ ସଂଖ୍ୟା ଘନଘନ ବୃଦ୍ଧି…
Read More...

ନକ୍ସଲ-ଯବାନ ଗୁଳିବିନିମୟ: ୨ ଯବାନ ଶହୀଦ,ଜଣେ ନକ୍ସଲ ନିହତ

ବିଜାପୁର: ସ୍ଥାନୀୟ ଇରାପଲ୍ଲୀ ଅଂଚଳରେ ନକ୍ସଲ ଓ ଯବାନ ଗୁଳିବିନିମୟ ଘଟିଥିବା ସୂଚନା ମିଳିଛି । ଏଥିରେ ଜଣେ ନକ୍ସଲ ନିହତ ହୋଇଥିବାବେଳେ ୨୦୪ ବାଟାଲିୟନର ୨ କୋବ୍ରା ଯବାନ ଶହୀଦ ହୋଇଛନ୍ତି । ଏହାସହ ୨ ଯବାନ ଗୁରୁତର ଆହତ…
Read More...

ପୁଅ-ଝିଅକୁ କଲେ ଗୁଳି, ପରେ ଟ୍ରେନ ଆଗକୁ ଡେଇଁ ଜୀବନ ହାରିଲେ ବାପା

ନୂଆଦିଲ୍ଲୀ: ଜଣେ ବାପା ତାର ନିଜ ପୁଅ ଓ ଝିଅକୁ ଗୁଳି କରିବା ପରେ ନିଜେ ଯାଇ ମେଟ୍ରୋ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ମାତ୍ର ଏହି ଘଟଣାକୁ ବର୍ତି ଯାଇଛନ୍ତି ପତ୍ନୀ । କାରଣ ସେ ଘରେ ନ ଥିବାରୁ ସେ ବଂଚିଯାଇଥିବା…
Read More...

୧୯ରେ ଅଯୋଧ୍ୟା ରାମ ମନ୍ଦିର ଟ୍ରଷ୍ଟର ପ୍ରଥମ ବୈଠକ

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଟ୍ରଷ୍ଟ ଗଠନ ହୋଇସାରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ସଂସଦରେ ଏହାର ଘୋଷଣା କରିଥିଲେ । ଏବେ ‘ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର’ର ପ୍ରଥମ ବୈଠକ ୧୯…
Read More...

୭ମ ଶ୍ରେଣୀର ଛାତ୍ରୀ ଚଢ଼ିଲେ ଦକ୍ଷିଣ ଆମେରିକାର ସର୍ବୋର୍ଚ୍ଚ ପର୍ବତ ଶୃଙ୍ଗ

ନୂଆଦିଲ୍ଲୀ: ମୁମ୍ବାଇସ୍ଥିତ “ନେଭି ଚିଲଡ୍ରେନ୍ ” ସ୍କୁଲରେ ୭ମ ଶ୍ରେଣୀରେ ପାଠ ପଢ଼ନ୍ତି କାମିୟା କାର୍ତିକେୟନ୍ । ଏହି ବାଳିକା ଜଣଙ୍କ ଆମେରିକାର ସର୍ବୋଚ୍ଚ ପର୍ବତ ଶୃଙ୍ଗ “ମାଉଂଟ ଆକନକାଗୁଆ” ଆରୋହଣ କରି ରେକର୍ଡ ହାସଲ…
Read More...

ଆଜି କଶ୍ମୀରରେ ବନ୍ଦ କରାଗଲା ଇଂଟରନେଟ୍‌

ଶ୍ରୀନଗର: ଆଜି ଅଫଜଲ ଗୁରୁର ମୃତ୍ୟୁବାର୍ଷିକୀ । ତେବେ ସତର୍କତାକୁ ଦୃଷ୍ଟିରେ ରଖି କଶ୍ମୀର ଘାଟିରେ ଇଂଟରନେଟ୍ ସେବାକୁ ବନ୍ଦ କରିଦିଆଯାଇଛି । ୨୦୦୧ରେ ହୋଇଥିବା ଭାରତୀୟ ସଂସଦ ଉପରେ ଆକ୍ରମଣ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ…
Read More...

ପଦ୍ମଶ୍ରୀ ଗିରିରାଜ କିଶୋରଙ୍କ ପରଲୋକ

ଲକ୍ଷ୍ନୌ: ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ସାହିତ୍ୟକାର ଗିରିରାଜ କିଶୋରଙ୍କ ବିୟୋଗ । ରବିବାର ମୁଜାଫରନଗର ସ୍ଥିତ ବାସଗୃହରେ ତାଙ୍କର ନିଧନ ହୋଇଛି । ସୋମବାର ସକାଳ ୧୦ଟାରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ । ମୃତ୍ୟୁ…
Read More...