Browsing Category

National

ନିର୍ଭୟା ମାମଲା: ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଏବଂ ହତ୍ୟାକାଣ୍ଡ ମାମଲାରେ ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି କେନ୍ଦ୍ର ସରକାର । ହାଇକୋର୍ଟଙ୍କ ଆଦେଶ ବିରୋଧରେ ସରକାର ସୁପ୍ରିମକୋର୍ଟରେ ଯାଚିକା ଦାଖଲ…
Read More...

ୟେଦୁରପ୍ପାଙ୍କ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରିତ; ସାମିଲ ହେଲେ ୧୦ ନୂଆ ମନ୍ତ୍ରୀ

ବେଙ୍ଗାଲୁରୁ: ଆଜି ନିଜ ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣ କରିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପା । ୟେଦୁରପ୍ପାଙ୍କ କ୍ୟାବିନେଟରେ ୧୦ ନୂଆ ମନ୍ତ୍ରୀ ସାମିଲ ହୋଇଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ୟେଦୁରପ୍ପା ୧୦ ଜଣ…
Read More...

ସିନେଟରେ ଟ୍ରମ୍ପଙ୍କୁ କ୍ଲିନଚିଟ, ଖାରଜ ହେଲା ମହାଭିଯୋଗ ପ୍ରସ୍ତାବ

ୱାଂଶିଟନ : ସମସ୍ତ ଅଭିଯୋଗକୁ ଖଣ୍ଡନ କରି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ କ୍ଲିନଚିଟ ପ୍ରଦାନ କରିଛନ୍ତି ଆମେରିକା ସିନେଟ । ନିଜ ଶକ୍ତିର ଦୁରୂପଯୋଗ କରୁଥିବା ନେଇ ଟ୍ରମ୍ପଙ୍କ ଉପରେ ଅଭିଯୋଗ ରହିଥଲା । ତେବେ…
Read More...

କୋରୋନା ଭୟ: ଗଲାଣି ୫୬୦ ଜୀବନ

ବେଜିଂ: ଚୀନ୍‌ରେ ଭୟଙ୍କର ରୂପ ଧାରଣ କରିଥିବା କୋରୋନା ଭାଇରସ ଜନିତ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଏବେ ସୁଦ୍ଧା ଭାଇରସ୍ ସଂକ୍ରମଣ ଜନିତ ମୃତ୍ୟୁ ସଂଖ୍ୟା ୫୬୦କୁ ଛୁଇଁଛି। ସେହିପରି ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ…
Read More...

ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ରକୁ ପ୍ରଥମେ କେନ୍ଦ୍ର ସରକାର ୧ ଟଙ୍କା ଦେଲେ ଦାନ

ନୂଆଦିଲ୍ଲୀ: ଉତରପ୍ରଦେଶ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ “ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର” ଟ୍ରଷ୍ଟ ଗଠନ କରାଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ଘୋଷଣା କରିଥିଲେ । ତେବେ ଟ୍ରଷ୍ଟ ପାଇଁ ନଗଦ ୧…
Read More...

ଶ୍ରୀନଗରରେ ଆତଙ୍କବାଦୀ ଆକ୍ରମଣ: ୨ ଆତଙ୍କବାଦୀ ନିହତ, ଜଣେ ଯବାନ ଶହୀଦ

ଶ୍ରୀନଗର: ଜମ୍ମୁ-କାଶ୍ମୀରର ପୁଣି ସୁରକ୍ଷାକର୍ମୀଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ । ଶ୍ରୀନଗରର ପାରିମ ପୋରାସ୍ଥିତ ଚେକ ପୋଷ୍ଟ ନିକଟରେ ଏହି ଆକ୍ରମଣ ହୋଇଛି । ଏଥିରେ ସିଆରପିଏଫର ଜଣେ ଯବାନ ଶହୀଦ ହୋଇଛନ୍ତି । ସେପଟେ ସିଆରପିଏଫ…
Read More...

ନିର୍ଭୟା ମାମଲା: ଦୋଷୀଙ୍କୁ ୭ଦିନର ସମୟ ଦେଲେ କୋର୍ଟ

ନୂଆଦିଲ୍ଲୀ: ନିର୍ଭୟା ମାମଲାରେ ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର ସରକାରଙ୍କ ଯାଚିକାକୁ ଖାରଜ କରିଦେଇଛନ୍ତି । ଏହାସହ ଦୋଷୀଙ୍କୁ ଅଲଗା ଅଲଗା ଫାଶୀ ଦିଆଯିବ ନାହିଁ ବୋଲି କହିଛନ୍ତି । ଏହାସହ ଦୋଷୀଙ୍କୁ ୭ ଦିନର ସମୟ ଦିଆଯାଇଛି ।…
Read More...

ଆଜି ନିର୍ଭୟା ମାମଲାର ଶୁଣାଣି କରିବେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ଆଜି ଦିଲ୍ଲୀ ହାଇକୋର୍ଟ ନିର୍ଭୟା ମାମଲାରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଆବେଦନର ଶୁଣାଣି କରିବେ। ପୂର୍ବରୁ ପଟିଆଲା ହାଉସ୍‌ କୋର୍ଟ ୪ ନିର୍ଭାୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀଙ୍କ ଫାଶୀ…
Read More...

ଅଯୋଧ୍ୟାରେ ରାମ ମନ୍ଦିର ପାଇଁ ଗଠନ ହୋଇଛି “ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର” ଟ୍ରଷ୍ଟ

ନୂଆଦିଲ୍ଲୀ: ଉତରପ୍ରଦେଶର ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ନିର୍ମାଣ ହୋଇଥିବା ଟ୍ରଷ୍ଟ କଥା ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ଲୋକସଭାରେ ମୋଦି କହିଛନ୍ତି ଯେ, ରାମ ମନ୍ଦିର ନିର୍ମାଣ ପାଇଁ…
Read More...

କୋରୋନା ଭାଇରସ: ମୃତ୍ୟୁ ସଂଖ୍ୟା ୪୯୨କୁ ବୃଦ୍ଧି

ବେଜିଂ: ଚୀନରେ ବ୍ୟାପିଥିବା ମାରାତ୍ମକ କୋରୋନା ଭାଇରସ ସଂକ୍ରମଣ ଜନିତ ମୃତ୍ୟୁସଂଖ୍ୟା କ୍ରମାଗତ ଭାବରେ ବଢିବାରେ ଲାଗିଛି । ଗତ ୨୪ ଘଂଟା ମଧ୍ୟରେ ଏହି ଭାଇରସ ଜନିତ ମୃତ୍ୟୁର ୬୫ଟି ନୂଆ ମାମଲା ସାମ୍ନାକୁ ଆସିଥିବା ଚୀନ…
Read More...

ବିଦ୍ୟାଳୟରେ ରୋଷେଇ ହେଉଥିବା ତରକାରୀରେ ପଡି ୩ବର୍ଷର ଛାତ୍ରୀ ମୃତ

ମିର୍ଜାପୁର: ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ପାଇଁ ତିଆରି ହେଉଥିବା ତରକାରୀରେ ଜଣେ ୩ବର୍ଷର ଛାତ୍ରୀ ପଡି ମୃତ୍ୟୁବରଣ କରିଛନ୍ତି । ତେବେ ଏଭଳି ଘଟଣା ଘଟିଛି ଉତରପ୍ରଦେଶ ମିର୍ଜାପୁର ଜିଲ୍ଲାର ଲାଲଗଞ୍ଜ ଥାନା ଅନ୍ତର୍ଗତ ରାମପୁର…
Read More...

ବଜେଟ ଅଧିବେଶନ: ଦ୍ବିତୀୟ ଦିନରେ ଦିନ ୧୨ଟା ଯାଏଁ ଗୃହ ମୁଲତବୀ

ନୂଆଦିଲ୍ଲୀ: ଦ୍ବିତୀୟ ଦିନର ବଜେଟ ଅଧିବେଶନ ଆରମ୍ଭ ହେବା ପରେ ବିରୋଧି ସିଏଏ ଓ ଏନଆରସିକୁ ନେଇ ଲୋକସଭାରେ ହଙ୍ଗାମା । ଏହାପରେ ଦ୍ବିତୀୟ ଦିନରେ ମଧ୍ୟ ତଳ ସଦନରେ ଦିନ ୧୨ଟା ଯାଏଁ ଗୃହ ମୁଲତବୀ କରାଯାଇଛି ।ଅନ୍ୟପକ୍ଷେ…
Read More...

ଗ୍ରାହକଙ୍କୁ ସ୍ପାଇସଜେଟର ଅଫର; ଦିଲ୍ଲୀକୁ ଭୋଟ ଦେବାକୁ ଗଲେ ମାଗଣାରେ ମିଳିବ ଟିକେଟ

ନୂଆଦିଲ୍ଲୀ: ବିମାନ କମ୍ପାନୀ ସ୍ପାଇସଜେଟ ଗ୍ରାହକଙ୍କ ପାଇଁ ଆଣିଛି ଅଫର । ଯେଉଁ ଗ୍ରାହକ ଫେବୃଆରୀ ୮ରେ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଭୋଟ ଦେବା ପାଇଁ ଯିବେ, ସେମାନଙ୍କୁ ସ୍ପାଇସଭେଟ୍ ମାଗଣାରେ ଟିକେଟ ପ୍ରଦାନ କରିବ ।…
Read More...

କୋରୋନା ଭାଇରସ: ମୃତ୍ୟୁ ସଂଖ୍ୟା ୪୨୫କୁ ବୃଦ୍ଧି

ବେଜିଂ: ଚୀନରେ କୋରୋନା ଭାଇରସରେ ମୃତ୍ୟୁ ସଂଖ୍ୟା ୪୨୫ରେ ପହଂଚିଛି । ସେହିପରି ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦ହଜାର ୪ଶହକୁ ଅତିକ୍ରମ କରିଥିବା ଚୀନ ସରକାରଙ୍କ ପକ୍ଷରୁ ପ୍ରକାଶ କରାଯାଇଛି । କୋରୋନା ଭାଇରସ କେବଳ ଚୀନର…
Read More...