Browsing Category

National

ନିର୍ଭୟା ମାମଲା: ଫାଶୀ ପାଇବା ପୂର୍ବରୁ ମା’କୁ ଭେଟିଲା ଅଭିଯୁକ୍ତ ମୁକେଶ !

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଅଭିଯୁକ୍ତ ୨୨ ତାରିଖ ସକାଳ ୭ଟାରେ ଫାଶୀ ପାଇବେ । ଫାଶୀ ସମୟ ପାଖେଇ ଆସୁଥିବାବେଳେ ସେମାନଙ୍କ ମଧ୍ୟରୁ ଅଭିଯୁକ୍ତ ମୁକେଶ କୁଆଡେ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛି । ତେବେ…
Read More...

ଦେଶବାସୀଙ୍କୁ ଲୋହରି ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଲୋହରି ପର୍ବ ଉପଲକ୍ଷେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ସେ ଏହି ଅବସରରେ ସମସ୍ତଙ୍କର ସମୃଦ୍ଧି କାମନା କରିଛନ୍ତି।ରାଷ୍ଟ୍ରପତି ନିଜ ଟ୍ବିଟରରେ ଲେଖିଛନ୍ତି, ‘ଲୋହରି…
Read More...

କାଶୀ ବିଶ୍ୱନାଥ ମନ୍ଦିରରେ ଲାଗୁ ହେଲା ଡ୍ରେସ୍ କୋର୍ଡ

ବାରଣାସୀ: ଉତରପ୍ରଦେଶର ବାରଣାସୀସ୍ଥିତ କାଶୀ ବିଶ୍ୱନାଥ ମନ୍ଦିରରେ ଦର୍ଶନ ପାଇଁ ଏଥର ଡ୍ରେସ କୋର୍ଡ ଲାଗୁ କରାଯାଇଛି । ଭକ୍ତ ଓ ଶ୍ରଦ୍ଧାଳୁ ନିଜ ମନପସନ୍ଦର ପୋଷାକରେ ବାବା ବିଶ୍ୱନାଥଙ୍କୁ ଦର୍ଶନ କରିପାରିବେ ନାହିଁ । ଅର୍ଥାତ…
Read More...

କମିଲା ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ/ଭୁବନେଶ୍ୱର: ଗତକାଲି ଅପେକ୍ଷା ଆଜି ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ପାଇଛି । ଶନିବାର ଅପେକ୍ଷା ଆଜି ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୧୧ ପଇସା କମ୍ ଦେବାକୁ ପଡିଛି ।ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୧୧ ପଇସା…
Read More...

କୋଲକାତା ପୋର୍ଟ ଟ୍ରଷ୍ଟକୁ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ନାମରେ ନାମିତ କଲେ ମୋଦି

କୋଲକାତା: କୋଲକାତା ପୋର୍ଟ ଟ୍ରଷ୍ଟର ୧୫୦ତମ ବାର୍ଷିକୀ ପାଳନରେ ଭାଗ ନେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାସହ ଏହି ବନ୍ଦରର ନାମ ପରିବର୍ତନ କରି ‘ଜନସଂଘର ସଂସ୍ଥାପକ ଡା. ଶ୍ୟାମାପ୍ରସାଦ ମୁଖାର୍ଜୀ’ଙ୍କ ନାମରେ…
Read More...

ସିଏଏ ନାଗରିକତା ଦେବା ଆଇନ, ନେବା ପାଇଁ ନୁହେଁ: ମୋଦି

କୋଲକାତା: ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ରହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସ୍ବାମୀ ବିବେକାନନ୍ଦଙ୍କ ୧୫୭ ତମ ଜନ୍ମ ଜୟନ୍ତୀ ଓ ରାଷ୍ଟ୍ରୀୟ ଯୁବ ଦିବସ ଅବସରରେ ବେଲୁର ମଠ ଠାରେ ଆୟୋଜିତ ଏକ କାର‌୍ୟ୍ୟକ୍ରମରେ…
Read More...

ଓମାନ୍ ସୁଲତାନଙ୍କ ପରଲୋକ ଯୋଗୁଁ ସୋମବାର ହେବ ରାଷ୍ଟ୍ରୀୟ ଶୋକ

ନୂଆଦିଲ୍ଲୀ: ଓମାନ୍ ସୁଲତାନଙ୍କ ପରଲୋକ ଯୋଗୁଁ ସୋମବାର ଦିନ ଗୋଟିଏ ଦିନ ପାଇଁ ରାଷ୍ଟ୍ରୀୟ ଶୋକ ପାଳନ କରାଯି । ଏ ନେଇ ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି । ଯାହା ଗୃହମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିିଛି ।…
Read More...

ସୁରକ୍ଷାବଳଙ୍କ ଗୁଳିରେ ଟଳିଲେ ୨ ଆତଙ୍କବାଦୀ

ପୁଲୱାମା: ଭାରତୀୟ ସେନାଙ୍କ କଡା କାର୍ଯ୍ୟାନୁଷ୍ଠାନରେ ଟଳିଲେ ୨ ଆତଙ୍କବାଦୀ । ଜମ୍ମୁ-କାଶ୍ମୀର ପୁଲୱାମା ଜିଲ୍ଲାର ତ୍ରାଲ ଅଂଚଳରେ ସୁରକ୍ଷା ବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଚାଲିଥିଲା ଗୁଳିବିନିମୟ । ଯେଉଁଥିରେ…
Read More...

ଜାନୁଆରୀ ୧୯ରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେବେ ଜେ ପି ନଡ୍ଡା!

ନୂଆଦିଲ୍ଲୀ: ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ୧୯ ତାରିଖରେ ଦାୟିତ୍ୱ ନେଇପାରନ୍ତି ଜେ ପି ନଡ୍ଡା ବୋଲି ସୂଚନା ମିଳିଛି । ଏବେ ସେ ଦଳର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ଅଛନ୍ତି ।ସୂଚନାଯୋଗ୍ୟ, ବିଜେପିର ରାଷ୍ଟ୍ରୀୟ…
Read More...

ଆଜି ଜାତୀୟ ଯୁବ ଦିବସ

ନୂଆଦିଲ୍ଲୀ: ସ୍ୱାମୀ ବିବେକାନନ୍ଦଙ୍କୁ ଯୁବ ଶକ୍ତିର ପ୍ରତୀକ ଭାବେ କୁହାଯାଏ ।ତେବେ ତାଙ୍କର ଆଜି ଜୟନ୍ତୀ୍କୁ ପ୍ରତିବର୍ଷ ଯୁବ ଦିବସ ରୂପେ ପାଳନ କରାଯାଏ ।ଭାରତ ସରକାରଙ୍କ ଦ୍ୱାରା ୧୯୪୮ରେ ପ୍ରଥମ ଜାତୀୟ ଯୁବ ଦିବସ ପାଳନ…
Read More...

ମହାରାଷ୍ଟ୍ରର ଏକ କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ: ୮ମୃତ

ମୁମ୍ବାଇ: ଗତକାଲି ମହାରାଷ୍ଟ୍ରର ବୋଇସାରଠାରେ ଥିବା ଏକ କେମିକାଲ ଫ୍ୟାକ୍ଟ୍ରିରେ ଏକ ବଡ଼ ଧରଣର ବିସ୍ଫୋରଣ ହୋଇଛି । ଯାହାଫଳରେ ୮ଜଣ ଲୋକ ମୃତ୍ୟୁବରଣ କରିଛନ୍ତି ।ଆଙ୍କ ଫାର୍ମାର ଏହି ନିର୍ମାଣାଧୀନ ପ୍ଲାଂଟ ମହାରାଷ୍ଟ୍ର…
Read More...

ମୋଦିଙ୍କୁ ଭେଟିବା ପରେ ଅଡୁଆରେ ମମତା

କୋଲକତା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭେଟିବା ପରେ ଅଡୁଆରେ ପଡିଛନ୍ତି । ଶନିବାର ସନ୍ଧ୍ୟାରେ ଯୁବ ସଂଗଠନର ଧାରଣାସ୍ଥଳରେ ଏହାକୁ ନେଇ କିଛି ବାମପନ୍ଥୀ ଛାତ୍ରଛାତ୍ରୀ…
Read More...

କାଶ୍ମୀରରେ ୨ ଆତଙ୍କବାଦୀ ସହ ଜଣେ ଡିଏସପି ଗିରଫ

ଅନନ୍ତନାଗ: କାଶ୍ମୀରର କୁଲଗାମ ଜିଲ୍ଲାରେ ୨ଜଣ ଆତଙ୍କବାଦୀଙ୍କ ସହ ଜଣେ ପୋଲିସ ଡେପୁଟି ସୁପରିଂଟେଣ୍ଡେଂଟ(ଡିଏସପି) ଜମ୍ମୁ-କାଶ୍ମୀର ପୋଲିସ ହାତରେ ଗିରଫ ହୋଇଥିବା ଜଣାପଡିଛି ।ଡିଏସ୍‌ପି ସହ ତାଙ୍କ ମାରୁତି କାର୍‌ରେ ଦୁଇ…
Read More...

ଜାନୁଆରୀ ୧୪ରେ ନିର୍ଭୟା ଦୋଷୀଙ୍କ ଅନ୍ତିମ ଯାଚିକାର ଶୁଣାଣି

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ମାମଲାର ଦୁଇ ଦୋଷୀ ବିନୟ ଶର୍ମା ଓ ମୁକେଶଙ୍କ ପକ୍ଷରୁ ଆବେଦନ କରାଯାଇଥିବା ପୁର୍ନବିଚାର ଯାଚିକା ଉପରେ ଜାନୁଆରୀ ୧୪ରେ ସୁପ୍ରିମକୋର୍ଟରେ ଶୁଣାଣି କରାଯିବ। ୫ ଜଣିଆ ଖଣ୍ଡପୀଠ ଏହି ଯାଚିକାର…
Read More...