Browsing Category

National

ଆଜି ସେନା ଦିବସ: ଯୁଦ୍ଧ ସ୍ମାରକୀଠାରେ ସିଡିଏସ୍ ଙ୍କ ସହ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ୩ ସେନାର ମୁଖ୍ୟ

ନୂଆଦିଲ୍ଲୀ: ଆଜି ସେନା ଦିବସ । ଏହି ଅବସରରେ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍‌(ସିଡିଏସ୍‌) ଙ୍କ ସହ ୩ ସେନାର ମୁଖ୍ୟ ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକ ନିକଟରେ ପହଂଚି ଶଦୀଦଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଏହି ସମୟରେ ବହୁ…
Read More...

ତରଣଜୀତ୍ ସିଂହ ହେବେ ଆମେରିକାରେ ଭାରତୀୟ ରାଷ୍ଟ୍ରଦୂତ

ୱାଶିଂଟନ: ଆମେରିକାରେ ଭାରତୀୟ ରାଷ୍ଟ୍ରଦୂତ ଭାବେ ତରଣଜୀତ ସିଂହ ସାନ୍ଧୁ ଦାୟିତ୍ୱ ନେବେ । ହର୍ଷବର୍ଦ୍ଧନ ନିକଟରେ ଆମେରିକାରୁ ନୂଆଦିଲ୍ଲୀ ଫେରି ଆସିଥିବା ବେଳେ ସେ ଚଳିତ ମାସ ଶେଷ ସୁଦ୍ଧା ବିଦେଶ ସଚିବ ଭାବେ ଦାୟିତ୍ୱ ଗ୍ରହଣ…
Read More...

ରାଜଘାଟରେ ମହାତ୍ମାଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ ଆମାଜନ୍ ସିଇଓ

ନୂଆଦିଲ୍ଲୀ: ଭାରତ ଗସ୍ତରେ ଆସିଥିବା ଆମାଜନ ସିଇଓ ଜେଫ୍ ବେଜୋସ୍ ରାଜଘାଟରେ ପହଂଚି ମହାତ୍ମାଗାନ୍ଧୀଙ୍କୁ ଶ୍ରଦ୍ଧାଜ୍ଞଳି ଜ୍ଞାପନ କରିଛନ୍ତି । ଟୁଇଟ୍ କରି ସେ ରାଜଘାଟ ପରିଦର୍ଶନର ଏକ ଭିଡିଓ ସେୟାର କରିଛନ୍ତି ।Just…
Read More...

ଆଜିଠାରୁ ସୁନା ଅଳଙ୍କାରରେ ହଲମାର୍କ ହେବ ବାଧ୍ୟତାମୂଳକ

ନୂଆଦିଲ୍ଲୀ: ଏଣିକି ଦେଶରେ ସୁନା ଅଳଙ୍କାର ଓ କଳାକୃତିରେ ହଲମାର୍କକୁ ବାଧ୍ୟତାମୂଳକ କରାଯିବ । ଆଜି ଠାରୁ ବାଧ୍ୟତାମୂଳକ ହଲମାର୍କିଂ ଲାଗି ଏକ ବିଜ୍ଞପ୍ତି କେନ୍ଦ୍ର ଉପଭୋକ୍ତା ବ୍ୟାପାର ବିଭାଗ ପକ୍ଷରୁ ପ୍ରକାଶ ପାଇବ । ଆଜି…
Read More...

ବରଫ ଅତଡା ଖସି ୪ ଯବାନ ଶହୀଦ, ୬ ସାଧାରଣ ନାଗରିକ ମୃତ

ଶ୍ରୀନଗର: ଜମ୍ମୁ-କାଶ୍ମୀର କୁପୱାଡା ଜିଲ୍ଲା ନିକଟବର୍ତୀ ମଛଲ ଅଂଚଳରେ ବଡ ଅଘଟଣ । ମଙ୍ଗଳବାର ଏକ ତୁଷାରାବୃତ୍ତ ଗିରିଶୃଙ୍ଗ ଉପରୁ ବଡ ବରଫ ଅତଡା ତଳକୁ ଖସି ପଡିବା ଫଳରେ ଏହା ତଳେ ଚାପି ହୋଇ ୫ ଜଣ ଯବାନ ଶହୀଦ ହୋଇଛନ୍ତି ।…
Read More...

ନିର୍ଭୟା ମାମଲା: ସୁପ୍ରିମକୋର୍ଟରେ କ୍ୟୁରେଟିଭ୍ ପିଟିସନ୍ ଖାରଜ

ନୂଆଦିଲ୍ଲୀ: ନିର୍ଭୟା ମାମଲାରେ ଆବେଦନ କରାଯାଇଥିବା ୨ଟି କ୍ୟୁରେଟିଭ୍ ପିଟିସନ୍ ର ଶୁଣାଣି କରି ସୁପ୍ରିମକୋର୍ଟ ଏହାକୁ ଖାରଜ କରିଛନ୍ତି । ସୁପ୍ରିମକୋର୍ଟର ୫ ଜଣିଆ ଖଣ୍ଡପୀଠରେ କ୍ୟୁରେଟିଭ୍ ପିଟିସନ୍ ଖାରଜ କରାଯାଇଥିବାବେଳେ…
Read More...

ରଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ହେଲେ ଓଡ଼ିଆ ପୁଅ ମାଇକେଲ ପାତ୍ର

ନୂଆଦିଲ୍ଲୀ: ଭାରତୀୟ ରଜର୍ଭ ବ୍ୟାଙ୍କର ଡେପଟି ଗଭର୍ଣ୍ଣର ଭାବେ ଓଡ଼ିଆ ପୁଅ ମାଇକେଲ ପାତ୍ରଙ୍କୁ ମିଳିଛି ନିଯୁକ୍ତି । ସେ ୩ବର୍ଷ ପାଇଁ ଏହି କାର୍ଯ୍ୟଭାର ସମ୍ଭାଳିବେ । ରିଜର୍ଭ ବ୍ୟାଙ୍କର ଚତୁର୍ଥ ଡେପୁଟି ଗଭର୍ଣ୍ଣର ଭାବେ…
Read More...

ନିର୍ଭୟା ମାମଲା; ଆଜି କ୍ୟୁରେଟିଭ ପିଟିସନ୍ ର ଶୁଣାଣି

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ହତ୍ୟା ମାମଲାରେ ଦୋଷୀଙ୍କ କ୍ୟୁରେଟିଭ ଆବେଦନ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବ। ବିଚାରପତି ଏନ.ଭି.ରମନା, ଅରୁଣା ମିଶ୍ରା, ରୋହିଟନ ଫଲି ନରିମନ, ଆର. ଭାନୁମତୀ ଓ ବିଚାରପତି ଅଶୋକ…
Read More...

ଅଷ୍ଟମ ଆଶ୍ଚର୍ଯ୍ୟରେ ସ୍ଥାନ ପାଇଲା ‘ଷ୍ଟାଚୁ ଅଫ୍ ୟୁନିଟି’

ହାଇଦ୍ରାବାଦ: ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ମୂର୍ତିକୁ ଅଷ୍ଟମ ଆଶ୍ଚର୍ଯ୍ୟର ମାନ୍ୟତା । ସାଂଘାଇ କର୍ପୋରେସନ ଅରଗାନାଇଜେସନ ପକ୍ଷରୁ ଏହି ଘୋଷଣା କରାଯାଇଛି । ବିଶ୍ବର ସବୁଠାରୁ ଉଚ୍ଚତା ବିଶିଷ୍ଟ ପ୍ରତିମୂର୍ତି ହେଉଛି…
Read More...

ଆଜି ସୁପ୍ରିମକୋର୍ଟରେ ପୋଲାଭରମ୍ ମାମଲାର ଶୁଣାଣି

ନୂଆଦିଲ୍ଲୀ: ବହୁ ବିବାଦୀୟ ପୋଲାଭରମ୍ ମାମଲାର ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟର ବିଚାରପତି ଏନ ଭି ରମନ୍ନା, ବିଚାରପତି ସଞ୍ଜିବ ଖାନ୍ନା ଓ ବିଚାରପତି କୃଷ୍ଣା ମୁରାରୀଙ୍କ ଖଣ୍ଡପୀଠରେ ଏହି ମାମଲାର…
Read More...

ମୁସାରଫଙ୍କ ଫାଶୀ ଦଣ୍ଡାଦେଶ ହେଲା ରଦ୍ଦ

ଇସଲାମାବାଦ: ପାକିସ୍ତାନର ପୂର୍ବତନ ସେନାଧ୍ୟକ୍ଷ ତଥା ରାଷ୍ଟ୍ରପତି ଜେନେରାଲ ପରଭେଜ ମୁସାରଫଙ୍କ ଫାଶୀ ଦଣ୍ଡାଦେଶ ରଦ୍ଦ ହୋଇଛି । ଆଜି ଏହାକୁ ରଦ୍ଦ କରିଛନ୍ତି ଲାହୋର ହାଇକୋର୍ଟ ।ଲାହୋର ହାଇକୋର୍ଟର ଏକ ତିନିଜଣିଆ ବେଂଚ…
Read More...

ୟୁପି କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ନିଷ୍ପତି : ପୋଲିସ କମିଶନରେଟ ବ୍ୟବସ୍ଥା ଲାଗୁ

ଲକ୍ଷେ୍ନø: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ସୋମବାର ଉତରପ୍ରଦେଶ ସରକାରଙ୍କ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ରାଜ୍ୟରେ ପୋଲିସ କମିଶନରେଟ ବ୍ୟବସ୍ଥା ଲାଗୁ କରାଯିବା ଭଳି…
Read More...

ନିଆଁରେ ଭସ୍ମୀଭୂତ ବିଜେପି କାର୍ଯ୍ୟାଳୟ

ଆସନସୋଲ: ପଶ୍ଚିମବଙ୍ଗ ଆସନସୋଲର ବିଜେପି କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ । ରବିବାର ବିଳମ୍ବିତ ରାତିରେ ସାଲନପୁରସ୍ଥିତ ବିଜେପି କାର୍ଯ୍ୟାଳୟ ଜଳି ଯାଇଥିବା ଘଟଣା ଘଟିଛି । ଏହି ଅଗ୍ନିକାଣ୍ଡ ପଛରେ ଟିଏମସିର ହାତ ଥିବା ନେଇ…
Read More...

ପୁଣି ଘୁଂଚିଲା ସାବରିମାଳା ରାୟ

ନୂଆଦିଲ୍ଲୀ: ପୁଣିଥରେ ଘୁଂଚିଲା ସାବରିମାଳା ରାୟ । ସାବରିମାଲା ଏବଂ ସେଥିସହ ଜଡ଼ିତ ଅନ୍ୟାନ୍ୟ ପ୍ରସଙ୍ଗରେ ଉପୁଜିଥିବା ସମସ୍ୟାଗୁଡ଼ିକୁ ଚୂଡ଼ାନ୍ତ କରିବାକୁ ସୋମବାର ଦିନ ସୁପ୍ରିମ୍‌ କୋର୍ଟର ୯ଜଣ ବିଚାରପତିବିଶିଷ୍ଟ ଖଣ୍ଡପୀଠ…
Read More...