Browsing Category

National

ହାଇଦ୍ରାବାଦ ଗଣଦୁଷ୍କର୍ମ ଓ ହତ୍ୟା ଘଟଣା: ଦୋଷୀଙ୍କୁ ପିଟିପିଟି ମାରିଦେବାକୁ ସାଂସଦଙ୍କ ଦାବି

ନୂଆଦିଲ୍ଲୀ: ହାଇଦ୍ରାବାଦରେ ଭେଟେରିନାରୀ ମହିଳା ଡାକ୍ତରଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ଏବେ ସାରା ଦେଶରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ବିଭିନ୍ନ ସ୍ଥାନରେ ବିକ୍ଷୋଭ ଓ ଜନଅସନ୍ତୋଷ ବୃଦ୍ଧି ପାଉଥିବାରୁ ଆଜି ସଂସଦର…
Read More...

୨୬ ଜିଲ୍ଲାପାଳଙ୍କୁ ନୋଟସି ଜାରି କଲେ ଉତ୍ତର ପ୍ରଦେଶର ଯୋଗୀ ସରକାର

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ସରକାର ଅନେକ ବିଲରେ ନଡା ଜଳାଇବା ଘଟଣାକୁ ନେଇ କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି। ସରକାର ଏହା ବାବଦରେ ୨୬ ଜିଲ୍ଲାପାଳଙ୍କୁ ନୋଟସି ଜାରି କରିଛନ୍ତି । ନଡ଼ା-ପାଳ ଜଳାଇବା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ…
Read More...

କାନ୍ଥ ଭୁଷୁଡି ୧୫ ମୃତ

ମେଟ୍ଟୁପାଲୟମ: ତାମିଲନାଡୁରେ ମୂଶଳ ଧାରାରେ ବର୍ଷା ହେବା କାରଣରୁ ଏକ କାନ୍ଥ ଭୁଷୁଡି ତିନୋଟି ଘର ଭାଙ୍ଗି ଯାଇଛି। ଏଥିରେ ୧୫ ଜଣ ଲୋକ ମୃତ୍ୟୁବରଣ କରିଥିବା ବେଳେ ଆହତଙ୍କ ସଂଖ୍ୟା ଆକଳନ କରାଯାଇ ନାହିଁ। ଆଜି ସକାଳେ…
Read More...

ପୁଅ ଟ୍ରାଫିକ୍ ନିୟମ ଭାଙ୍ଗିବାରୁ ବାପା ଗଣିଲେ ତଣ୍ଡ

କଟକ: ଟ୍ରାଫିକ୍ ନିୟମ ଏବେ କଡାକଡି ଭାବରେ ଯାଂଚ୍ କରାଯାଉଛି। ନିୟମ ଉଲ୍ଲଙ୍ଘନ କଲେ ମୋଟା ଅଙ୍କର ତଣ୍ଡ ଗଣିବାକୁ ପଡୁଛି। ପୁଣି ଜଣେ ମୋଟା ଅଙ୍କର ଜରିମାନା ଭରି ସାମ୍ନାକୁ ଆସିଛନ୍ତି। କଟକ ମଧୁପାଟଣା ଛକରେ ଜଣେ ନାବାଳକ…
Read More...

ହାଇଦ୍ରାବାଦ ଦୁଷ୍କର୍ମ ଘଟଣା: ଏଭଳି ପ୍ରତିକ୍ରିୟା ରଖିଲେ ଅଭିଯୁକ୍ତଙ୍କ ମା’

ହାଇଦ୍ରାବାଦ: ତେଲେଙ୍ଗାନା ରାଜଧାନୀ ହାଇଦ୍ରାବାଦର ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ କରି ହତ୍ୟା ପରେ ପୋଡ଼ି ଦେବା ମାମଲାକୁ ନେଇ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଦୋଷୀକୁ କଠୋର ଦଣ୍ଡ ଦିଆଯାଉ ବୋଲି ସମସ୍ତେ…
Read More...

ମହାରାଷ୍ଟ୍ର: ବିଧାନସଭା ବାଚସ୍ପତି ହେଲେ କଂଗ୍ରେସ ନେତା ନାନା ପାଟୋଲ

ମୁମ୍ଵାଇ:କଂଗ୍ରେସ ନେତା ନାନା ପଟୋଲେ ମହାରାଷ୍ଟ୍ର ବିଧାନସଭାର ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି। ସେ ନିର୍ଦ୍ଵନ୍ଦରେ ବାଚସ୍ପତି ବାବେ ନିର୍ବାଚିତ ହୋଇଛନ୍ତି। କାରଣ ବିଜେପି ପ୍ରାର୍ଥୀ କିଶନ କଥୋରେ ଆଜି ତାଙ୍କର…
Read More...

ସୋମା ରାୟ ହେଲେ ନୂତନ କଣ୍ଟ୍ରୋଲର୍‌ଜେନେରାଲ୍‌ ଅଫ୍‌ ଏକାଉଣ୍ଟସ୍‌

ନୂଆଦିଲ୍ଲୀ: ଦେଶର ନୂତନ କଣ୍ଟ୍ରୋଲର୍‌ ଜେନେରାଲ୍‌ଅଫ୍‌ ଏକାଉଣ୍ଟ୍‌ସ ଭାବେ ସୋମା ରାୟଙ୍କୁ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ନିଯୁକ୍ତି ପ୍ରଦାନ କରିଛନ୍ତି।  ଉଲ୍ଲେଖଯୋଗ୍ୟ, ୧୯୮୬ ମସିହା ବ୍ୟାଚ୍‌ର ଇଣ୍ଡିଆନ୍‌ ସିଭିଲ୍‌…
Read More...

ମହାରାଷ୍ଟ୍ର: ଆଜି ବିଧାନସଭା ବାଚସ୍ପତି ନିର୍ବାଚନ

ମୁମ୍ବାଇ: କିଣା-ବିକାକୁ ଭୟ କରି ଶିବସେନା, କଂଗ୍ରେସ ଏବଂ ଏନସିପି ନିଜର ବିଧାୟକମାନଙ୍କୁ ପଞ୍ଚତାରକା ହୋଟେଲରେ ରଖିଛି । ବିଧାନସଭା ପାଇଁ ରବିବାର ବାଚସ୍ପତି ନିର୍ବାଚନ ହେବ । ଏହା ପରେ ସେମାନଙ୍କୁ ମୁକ୍ତି ମିଳିପାରେ ।…
Read More...

ଦକ୍ଷିଣ ଡାକୋଟାରେ ବିମାନ ଦୁର୍ଘଟଣା: ୯ ମୃତ

ନୂଆଦିଲ୍ଲୀ: ଦକ୍ଷିଣ ଡାକୋଟାରୁ ଉଡ଼ାଣ ଆରମ୍ଭ କରିବାର ଅଳ୍ପ ସମୟ ପରେ ଗୋଟାଏ ପିସି-୧୨ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ଅନ୍ୟୂନ ନଅ ଜଣ ଲୋକ ପ୍ରାଣ ହରାଇଛନ୍ତି।ଶନିବାର ଅପରାହ୍ଣ ପ୍ରାୟ ୧୨: ୩୦ ମିନିଟ୍‌ ସମୟରେ…
Read More...

ହାଇଦ୍ରାବାଦ ଗଣଦୁଷ୍କର୍ମ ଘଟଣା: ଏସଆଇ ସମେତ ୩ ପୋଲିସ କର୍ମଚାରୀ ନିଲମ୍ବିତ

ହାଇଦ୍ରାବାଦ: ହାଇଦ୍ରାବାଦରେ ଜଣେ ମହିଳା ଡାକ୍ତରଙ୍କୁ ଗଣଦୁଷ୍କର୍ମ ପରେ ନୃଶଂସ ଭାବେ ହତ୍ୟା ଘଟଣାରେ ପୋଲିସ ଦୃଢ଼ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିଛି । ତେଲେଙ୍ଗାନା ପୋଲିସ ଶନିବାର ଜଣେ ଏସଆଇଙ୍କ ସମେତ ୩ ଜଣ ପୋଲିସ…
Read More...

ଝାଡ଼ଖଣ୍ଡର ପ୍ରଥମ ପର୍ଯ୍ୟାୟ ନିର୍ବାଚନ: ୬୩% ମତଦାନ

ରାଞ୍ଚି : କାଁ ଭାଁ ହିଂସାକାଣ୍ଡ ମଧ୍ୟରେ ଝାଡ଼ଖଣ୍ଡରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି । ମିଳିଥିବା ସୂଚନା ମୁତାବକ ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୬୨.୮ ପ୍ରତିଶତ ମତଦାନ ହୋଇଛି । ଆଜି ଭୋଟଗ୍ରହଣ ହୋଇଥିବା ୧୩ଟି…
Read More...

ସିଆଚିନରେହିମସ୍ଖଳନ; ୨ ଯବାନ ସହିଦ

ଶ୍ରୀନଗର:ବିଶ୍ଵର ସବୁଠୁ ଉଚ୍ଚ ଯୁଦ୍ଧ କ୍ଷେତ୍ର ସିଆଚିନ ଗ୍ଲାସିୟରରେ ଆଜି ବରଫ ଅତଡ଼ା ଧସିବାରୁ ଭାରତୀୟ ସେନାର ଦୁଇ ଯବାନ ସହିଦ ହୋଇଛନ୍ତି। ଦକ୍ଷିଣ ସିଆଚିନ ଗ୍ଲାସିୟରର ୧୮,୦୦୦ ଫୁଟ୍ ଉଚ୍ଚରେ ପେଟ୍ରୋଲିଂ କରୁଥିବା ବେଳେ…
Read More...

ହାଇଦ୍ରାବାଦ ଡାକ୍ତରାଣୀ ହତ୍ୟା ମାମଲା : ଅପରାଧ ଘଟାଇବା ପୂର୍ବରୁ ତାଙ୍କୁ ବଳପୂର୍ବକ ମଦ ପିଆଇଥିଲେ ଅପରାଧୀ

ହାଇଦ୍ରାବାଦ : ହାଇଦ୍ରାବାଦରେ ହୋଇଥିବା ଡାକ୍ତରାଣୀ ଦୁଷ୍କର୍ମ ମାମଲାରେ ଆଉ କେତେକ ନୂଆ ତଥ୍ୟ ସାମନାକୁ ଆସିଛି । ଅଭିଯୁକ୍ତମାନେ ତାଙ୍କୁ ଦୁଷ୍କର୍ମ କରିବା ପୂର୍ବରୁ ମୃଦୁ ପାନୀୟରେ ମଦ ମିଶାଇ ବଳପୂର୍ବକ ତାଙ୍କୁ ପିଆଇଥିଲେ…
Read More...

ଆସ୍ଥାଭୋଟ ଜିତିଲେ ଉଦ୍ଧବ ଠାକରେ

ମୁମ୍ବାଇ : ମହାରାଷ୍ଟ୍ର ବିଧାନସଭାରେ ଆଜି ଉଦ୍ଧବ ଠାକରେ ନେତୃତ୍ୱାଧୀନ ଶିବସେନା-ଏନସିପି-କଂଗ୍ରେସ ସରକାର ଆସ୍ଥାଭୋଟରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ସରକାର ସପକ୍ଷରେ ୧୬୯ ଟି ଭୋଟ ପଡିଥିବା ବେଳେ ସମୁଦାୟ ବିପକ୍ଷ ଅର୍ଥାତ…
Read More...