Browsing Category

National

ମହାରାଷ୍ଟ୍ର: ଆରମ୍ଭ ହେଲା ଠାକରେ ରାଜ୍, ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଉଦ୍ଧବ ଠାକରେ

ମୁମ୍ବାଇ : ଐତିହାସିକ ଶିବାଜୀ ପାର୍କରେ ବିପୁଳ ଜନ ସମାଗମ ମଧ୍ୟରେ ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଶପଥ ଗ୍ରହଣ କରିଛନ୍ତି । ରାଜ୍ୟପାଳ ଭଗତ ସିଂ କୋଶ୍ୟାରୀ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ ।…
Read More...

ମହାରାଷ୍ଟ୍ର : ଶପଥ ଗ୍ରହଣ ପୂର୍ବରୁ ସର୍ବନିମ୍ନ ସାଧାରଣ କାର୍ଯ୍ୟକ୍ରମ ଜାରି କଲା ମେଣ୍ଟ

ମୁମ୍ବାଇ : ମହାରାଷ୍ଟ୍ରରେ ଶପଥ ନେବାକୁ ଯାଉଥିବା ଶିବସେନା, କଂଗ୍ରେସ ଓ ଏନସିପି ମିଳିତ ସରକାର ନିଜର ସର୍ବନିମ୍ନ ସାଧାରଣ କାର୍ଯ୍ୟକ୍ରମ ପ୍ରକାଶ କରିଛନ୍ତି । ଶିବସେନାର ବିରୋଧ ସତ୍ତ୍ୱେ ଏଥିରେ ଧର୍ମନିରପେକ୍ଷତା ଉପରେ…
Read More...

ସଂସଦୀୟ ସୁରକ୍ଷା ପାନେଲରୁ ବିଦା ହେଲେ ପ୍ରଜ୍ଞା ଠାକୁର

ନୂଆଦିଲ୍ଲୀ: ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡ଼ସେଙ୍କ ବିଷୟରେ ଦେଇଥିବା ମନ୍ତବ୍ୟ କାରଣରୁ ବିବାଦୀୟ ସାଂସଦ ପ୍ରଜ୍ଞା ଠାକୁରଙ୍କୁ ଭାରତୀୟ ଜନତା ପାର୍ଟି ନିନ୍ଦା କରିବା ସହ ସଂସଦୀୟ ସୁରକ୍ଷା ପାନେଲରୁ ବାଦ…
Read More...

ବିଜେପିରୁ ବିଦା ହେବେ ସାଂସଦ ପ୍ରଜ୍ଞା ଠାକୁର !

ନୂଆଦିଲ୍ଲୀ: ବିଜେପିରୁ ବିଦା ହୋଇପାରନ୍ତି ଭୋପାଳର ବିଜେପି ସାଂସଦ ପ୍ରଜ୍ଞା ଠାକୁର। ଏ ନେଇ ବିଜେପିର କେନ୍ଦ୍ରୀୟ ନେତା ବିଚାର କରୁଥିବା ସୂଚନା ରହିଛି। ଗତକାଲି ସଂସଦରେ ପ୍ରଜ୍ଞା ଠାକୁର ନାଥୁରାମ୍‌ ଗଡ୍‌ସେକୁ ଦେଶ ଭକ୍ତ…
Read More...

ପାହାଡ ତଳକୁ ଖସି ପଡ଼ିଲା ବସ୍: ୧୮ ମୃତ

କାଠମାଣ୍ଡୁ: ଭାରସାମ୍ୟ ହରାଇ ପାହାଡ଼ ତଳକୁ ଖସି ପଡ଼ିଲା ଯାତ୍ରୀବାହୀ ବସ୍। ଏଯାଏ ୧୮ ଜଣଙ୍କ ମୃତ୍ୟୁ ଘଟିଛି। ଆଗକୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ସୂଚନା ରହିଛି। ଗତକାଲି ସଂଧ୍ୟାରେ ନେପାଳର ଅର୍ଘଖାଞ୍ଚି ଜିଲ୍ଲାର…
Read More...

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଶପଥ ଗ୍ରହଣ ସମାରୋହ ପାଇଁ ନିମନ୍ତ୍ରଣ କଲେ ଉଦ୍ଧବ ଠାକରେ

ନୂଆଦିଲ୍ଲୀ: ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଗୁରୁବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ଶପଥ ଗ୍ରହଣ ସମାରୋହ  ସନ୍ଧ୍ୟାରେ ଆୟୋଜନ ହେବ । ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇର ଶିବାଜୀ ପାର୍କରେ ଆୟୋଜନ ହେବାକୁ ଥିବା ଶପଥ…
Read More...

ଆଜି ଉଦ୍ଧବ ଠାକ୍‌ରେ ନେବେ ଶପଥ

ମୁମ୍ବା‌ଇ : ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେ ଆସନ୍ତାକାଲି ସନ୍ଧ୍ୟା ୬ଟା ୪୦ରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ତାଙ୍କ ସହିତ ଅନ୍ୟ ମନ୍ତ୍ରୀମାନେ ମଧ୍ୟ ଶପଥ ନେବେ ବୋଲି ଜଣାପଡ଼ିଛି। ଏଥିରେ ଶିବ ସେନା,…
Read More...

ଡିସେମ୍ବର ୧୧ ପର୍ଯ୍ୟନ୍ତ ଜେଲରେ ରହିବେ ଚିଦମ୍ବରମ

ନୂଆଦିଲ୍ଲୀ : ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦମ୍ବରମଙ୍କ ଦୁର୍ଦ୍ଦଶା ବଢିବାରେ ଲାଗିଛି । ଆଜି ମଧ୍ୟ ତାଙ୍କୁ କୋର୍ଟରୁ କୌଣସି ଆଶ୍ୱସ୍ତି ମିଳିପରିନାହିଁ । ଆଉ ୧୪ ଦିନ ପାଇଁ ସେ ଜେଲରେ ରହିବେ । ଆଇନକ୍ସ ମିଡିଆ ମାମଲାରେ…
Read More...

ଏହି କାରଣରୁ ଅଜିତ ପାୱାରଙ୍କୁ ବିଶ୍ୱାସ କରିଥିଲା ବିଜେପି; କହିଲେ ଅମିତ ଶାହା

ନୂଆଦିଲ୍ଲୀ:ମହାରାଷ୍ଟ୍ରରେ ଫଡଣଭିସ ସରକାରର ଇସ୍ତଫା ପରେ ଆଲୋଚକଙ୍କ ନିଶାନାକୁ ଆସିଥିବା ଅମିତ ଶାହା ତାଙ୍କ ଦଳ କାହିଁକି ଅଜିତ ପାୱାରଙ୍କ ଉପରେ ବିଶ୍ୱାସ କଲା ତାହା ଉପରେ ଜବାବ ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଏହି…
Read More...

ଭୁଲିଲେ ପଛକଥା;ପୁଣିଥରେ ଏକାଠି ହେଲେ ଏନସିପି ନେତା ଅଜିତ୍ ପାୱାର ଓ ତାଙ୍କ ଭଉଣୀ ସୁପ୍ରିୟା ସୋଲେ

ନୂଆଦିଲ୍ଲୀ: ୨୪ ଘଣ୍ଟା ଭିତରେ ବଦଳିଛି ମହାରାଷ୍ଟ୍ର ରାଜନୀତିର ସମ୍ପୁର୍ଣ୍ଣ ଚିତ୍ର। ୭୮ ଘଣ୍ଟା ମୁଖ୍ୟମନ୍ତ୍ରୀ ପଦରେ ଦେବେନ୍ଦ୍ର ଫଡନଭିସ୍‌ ରହିବା ପରେ ଏବେ ଶିବସେନା ପ୍ରମୁଖ ଉଦ୍ଧବ୍‌ ଠାକରେ ଧରିବେ ମହାରାଷ୍ଟ୍ରର ମଙ୍ଗ।…
Read More...

ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଶୈଳୀରେ ହେବ ପରିବର୍ତ୍ତନ

ନୂଆଦିଲ୍ଲୀ: ଛାତ୍ରଛାତ୍ରୀଙ୍କ ମଧ୍ୟରେ ସୃଜନଶୀଳତା ଏବଂ ବିଶ୍ଳେଷଣ କ୍ଷମତା ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି ସିବିଏସଇ ବୋର୍ଡ। ଏଥିପାଇଁ ୨୦୨୩ରେ ଦେଶରେ ୧୦ମ ଏବଂ ଦ୍ୱାଦଶ ପରୀକ୍ଷା ବୋର୍ଡର ପରୀକ୍ଷା ଶୈଳୀରେ ପରିବର୍ତ୍ତନ…
Read More...

ପୂର୍ବତନ ନୌସେନା ମୁଖ୍ୟ ଆଡମିରାଲ ସୁଶିଲ କୁମାରଙ୍କ ପରଲୋକ

ନୂଆଦିଲ୍ଲୀ:ଦୀର୍ଘ ଦିନର ଅସୁସ୍ଥତା ପରେ ନୌସେନାର ପୂର୍ବତନ ମୁଖ୍ୟ ଆଡମିରାଲ ସୁଶିଲ କୁମାରଙ୍କ ଦେହାନ୍ତ ହୋଇଛି। ବୁଧବାର ଦିନ ଦିଲ୍ଲୀରେ ତାଙ୍କର ନିଧନ ହୋଇଛି । ସେ ୧୯୯୮ ମସିହାରୁ ୨୦୦୦ ପର‌୍ୟ୍ୟନ୍ତ ଭାରତୀୟ ନୌସେନାର…
Read More...

ମହାରାଷ୍ଟ୍ର ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ

ମୁମ୍ବାଇ: ନବ ନିର୍ବାଚିତ ୨୮୮ ଜଣ ବିଧାୟକମାନଙ୍କ ଶପଥ ଗ୍ରହଣ ନିମନ୍ତେ ବୁଧବାର ସକାଳେ ମହାରାଷ୍ଟ୍ର ବିଧାନସଭାର ଏକ ସ୍ୱତନ୍ତ୍ର ଅଧିବେଶ ଆରମ୍ଭ ହୋଇଛି। କାମଚଳା ବାଚସ୍ପତି କାଳିଦାସ କୋଲମ୍ବକର୍‌ ବିଧାୟକମାନଙ୍କୁ ଶପଥପାଠ…
Read More...

ଆଜି ରାହୁଲ ଓ ପ୍ରିୟଙ୍କା ଗାନ୍ଧୀ ତିହାର ଜେଲରେ ପି ଚିଦାମ୍ବରମଙ୍କୁ ଭେଟିବେ

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ଓ ୱାୟନାଡରୁ ସାଂସଦ ରାହୁଲ ଗାନ୍ଧୀ ଓ ନିଜର ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ର ବୁଧବାର ପୂର୍ବାହ୍ନ ୯ଟାରେ ପୂର୍ବତନ କେନ୍ଦ୍ର ଅର୍ଥ ମନ୍ତ୍ରୀ ପି. ଚିଦାମ୍ବରମଙ୍କୁ ଭେଟିବେ ।…
Read More...