Browsing Category

National

ଅଯୋଧ୍ୟା ରାୟ: ଆଗ୍ରା ଓ ଆଲିଗଡ଼ରେ ଇଣ୍ଟରନେଟ୍‌ ସେବା ବନ୍ଦ ହେଲା

ଲକ୍ଷ୍ମୌ: ଅଯୋଧ୍ୟା ରାମ ମନ୍ଦିରକୁ ନେଇ ସୁପ୍ରିମକୋର୍ଟ ଐତିହାସିକ ରାୟ ଶୁଣାଇବା ପରେ ସଂପୃକ୍ତ ଅଞ୍ଚଳର କେତେକ ସ୍ଥାନରେ ଇଣ୍ଟରନେଟ୍‌ ସେବା ବନ୍ଦ ‌ହୋଇଛି। ସୁପ୍ରିମକୋର୍ଟଙ୍କ ଏହି ରାୟ ଶୁଣାଣି ପରେ କାଳେ ସଂପୃକ୍ତ…
Read More...

ଦେଶତ୍ମାବୋଧର ବାର୍ତ୍ତା ଦେଲେ ପ୍ରଧାନମନ୍ତ୍ରୀ, ନିୟୁ ଇଣ୍ଡିଆ ଗଢିବାକୁ ଦେଲେ ଆହ୍ୱାନ

ଅଯୋଧ୍ୟା ରାୟ ପ୍ରସଙ୍ଗରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ ଅଯୋଧ୍ୟା ରାୟ ପ୍ରସଙ୍ଗରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନମୋର ପ୍ରିୟ ଦେଶବାସୀ, ମୁଁ ସାରା ଦିନ ପଞ୍ଜାବରେ ଥିଲି । ମୋର କର୍ତବ୍ୟ…
Read More...

ଇସ୍ପାତ୍ ଉତ୍ପାଦନ ପାଇଁ ପୂର୍ବ ଭାରତ ଆମର ପ୍ରାଥମିକତା- ଧର୍ମେନ୍ଦ୍ର ପ୍ରଧାନ

ଆନ୍ଧ୍ରପ୍ରଦେଶ ଗସ୍ତର ଦ୍ୱିତୀୟ ଦିନରେ ଭାଇଜାଗ ଇସ୍ପାତ କାରଖାନା ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀବିଶାଖାପାଟଣା : ପୂର୍ବ ଭାରତରେ ଅଧିକ ଇସ୍ପାତ୍ ଉତ୍ପାଦନ ହେଉଥିବା କାରଣରୁ ପୂର୍ବ ଭାରତକୁ ଅଧିକ ପ୍ରାଧାନ୍ୟ…
Read More...

ଐତିହାସିକ ଅଯୋଧ୍ୟା ରାୟ ପ୍ରକାଶ: ନିର୍ମାଣ ହେବ ମନ୍ଦିର, ମସଜିଦ୍ ପାଇଁ ଦିଆଯିବ ଅନ୍ୟତ୍ର ଯାଗା

ନୂଆଦିଲ୍ଲୀ: ବିବାଦୀୟ ଢାଞ୍ଚା ଉପରେ ମନ୍ଦିର ନିର୍ମାଣ ହେବ ଏବଂ ମସ୍‌ଜିଦ୍‌ ନିର୍ମାଣ ପାଇଁ ମୁସଲମାନମାନଙ୍କୁ ବିକଳ୍ପ ଜମି ଯୋଗାଇ ଦିଆଯାଉ ବୋଲି ଅଯୋଧ୍ୟା ମାମଲାର ଶୁଣାଣି କରି ଶନିବାର ଦିନ ସୁପ୍ରିମ୍‌ କୋର୍ଟ କହିଛନ୍ତି। …
Read More...

କରତାରପୁର କରିଡର ଉଦଘାଟନ କରିବାକୁ ପହଁଚିଲେ ମୋଦୀ

କରତାରପୁର:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସୁଲତାନପୁର ଲୋଧୀରେ ପହଁଚିଛନ୍ତି। ଏଠାରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ମୋଦୀଙ୍କୁ ସ୍ଵାଗତ କରିଛନ୍ତି। ମୋଦୀ ଆଜି ସକାଳେ ସୁଲତାନପୁର ଲୋଧୀର ବେର ସାହେବର…
Read More...

ସୁପ୍ରିମ୍‌ କୋର୍ଟରେ ଅଯୋଧ୍ୟା ମାମଲାର ରାୟ ଶୁଣାଣି ଆରମ୍ଭ

ନୂଆଦିଲ୍ଲୀ: ନିର୍ଦ୍ଧାରିତ ସମୟ ଶନିବାର ପୂର୍ବାହ୍ନ ୧୦: ୩୦ ସମୟରେ ସୁପ୍ରିମ୍‌ କୋର୍ଟର ୧ ନମ୍ବର କୋର୍ଟରେ ରାମ ଜନ୍ମଭୂମୀ- ବାବ୍ରି ମସ୍‌ଜିଦ୍‌ ଜମି ବିବାଦର ରାୟ ଶୁଣାଣି ଆରମ୍ଭ କରିଛନ୍ତି ପ୍ରଧାନ ବିଚାରପତି ରଞ୍ଜନ…
Read More...

ବଢ଼ିଲା ପ୍ରଧାନ ବିଚାରପତି ଓ ଅନ୍ୟ ବିଚାରପତିଙ୍କ ସୁରକ୍ଷା

ନୂଆଦିଲ୍ଲୀ: ଆଜି ସୁପ୍ରିମକୋର୍ଟ ଅଯୋଧ୍ୟା ମାମଲାର ରାୟ ପ୍ରକାଶ କରିବେ। ଏହା ପୂର୍ବରୁ ସୁପ୍ରିମକୋର୍ଟ ସମେତ ରାଜଧାନୀ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି। ଏଥିସହିତ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ…
Read More...

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଫଡ଼ଣବିସ

ମୁମ୍ବାଇ:ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ଫଳାଫଳ ଆସିବାର ଦୁଇ ସପ୍ତାହ ବିତି ସାରିଥିଲେ ମଧ୍ୟ ସରକାର ଗଠନ ନେଇ ରାଜ୍ୟରେ ଅଚଳାବସ୍ଥା ଜାରି ରହିଛି। ବିଜେପି ଓ ଶିବସେନା ମଧ୍ୟରେ ସରକାର ଗଠନ ନେଇ ଅଙ୍କ ନଛିଣ୍ଡିବାରୁ ନୂତନ…
Read More...

କିନ୍ନରମାନଙ୍କ ପାଇଁ ଆଶ୍ରୟ ଗୃହ ଖୋଲିବେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: କିନ୍ନରମାନଙ୍କ ପାଇଁ ଆଶ୍ରୟ ଗୃହ ଖୋଲିବା ପାଇଁ ଯୋଜନା କରୁଛନ୍ତି କେନ୍ଦ୍ର ସରକାର। କିନ୍ନରମାନଙ୍କ ପାଇଁ ଆଶ୍ରୟ ଗୃହର ଅଭାବ ପରିଲଖିତ ହେବା ପରେ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି। ଅତି କମରେ ୧ ବର୍ଷ ଲାଗି…
Read More...

ଗାନ୍ଧି ପରିବାରଙ୍କୁ ଦିଆଯିବ ଜେଡ-ପ୍ଲସ ସୁରକ୍ଷା

ନୂଆଦିଲ୍ଲୀ : କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି, କଂଗ୍ରେସ ନେତା ତଥା ସାଂସଦ ରାହୁଲ ଗାନ୍ଧି ଓ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧିଙ୍କଠାରୁ ଏସପିଜି ସୁରକ୍ଷା ପ୍ରତ୍ୟାହାର କରିନିଆଯିବ । ଏ ନେଇ କେନ୍ଦ୍ର…
Read More...

କର୍ତ୍ତାରପୁର ଉଦଘାଟନ ଦିନ ଶିଖ ତୀର୍ଥଯାତ୍ରୀଙ୍କଠାରୁ ୨୦ ଡଲାର ଲେଖାଏଁ ଆଦାୟ କରିବ ପାକିସ୍ତାନ

ଇସ୍ଲାମାବାଦ : ବୋଧହୁଏ ପାକିସ୍ତାନରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଅସହାୟ ହୋଇପଡିଛନ୍ତି । ତାଙ୍କ କଥା କେହି ଶୁଣୁନାହାନ୍ତି । ସେ ଯେଉଁ ଘୋଷଣା କରୁଛନ୍ତି ପାକିସ୍ତାନ ସେନା ତାହାର ଠିକ ଓଲଟା କରୁଛି । ଗତ ସପ୍ତାହରେ…
Read More...

ଶସ୍ତା ହେବ ପିଆଜ

ନୂଆଦିଲ୍ଲୀ: ପିଆଜ ଦର ଆକାଶ ଛୁଆଁ ଥିବା ବେଳେ ଏବେ ଏଥିରୁ ସାମାନ୍ୟ ଆଶ୍ଵସ୍ତୀ ମିଳିଛି। ଭାରତ ବିଦେଶରୁ ପିଆଜ ଆମଦାନୀ କରିଛି। ଭାରତୀୟ ବନ୍ଦର ନିକଟରେ ଏବେ ୨୦୦ ଟନ ପିଆଜ ପହଁଚିଥିବା ବେଳେ ୩୦୦୦ ଟନ୍ ପିଆଜ ରାସ୍ତାରେ…
Read More...

କଶ୍ମୀର‌ରେ ପ୍ରବଳ ବରଫପାତ: ୪ ମୃତ

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରରେ ଶୀତ ଋତୁର ପ୍ରଥମ ବରଫପାତ ହୋଇଛି। ପ୍ରବଳ ବରଫପାତ ଯୋଗୁଁ ବିଭିନ୍ନ ସ୍ଥାନରେ ‌ଯୋଗାଯୋଗ ବିଚ୍ଛିନ୍ନ ହୋଇ ଯାଇଛି ଏବଂ ୪ ଜଣଙ୍କ ମୃତ୍ୟୁ ଘଟିଛି। ମନ୍‌ଜୁର ଅହମଦ ଏବଂ ଇସାକ୍‌ ଖାନ୍‌ ନାମକ…
Read More...

୯୨ ବର୍ଷରେ ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାଣୀ; ଶୁଭେଚ୍ଛା ଜଣାଇଲେ ମୋଦୀ

ନୂଆଦିଲ୍ଲୀ:ରାମ ମନ୍ଦିର ଆନ୍ଦୋଳନରେ ନେତୃତ୍ଵ ନେଇଥିବା ତଥା ଭାରତର ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାଣୀଙ୍କର ଆଜି ୯୨ତମ ଜନ୍ମ ଦିବସ। ବିଜେପିର ଆଉ ଜଣେ ଲୌହ ପୁରୁଷ କୁହାଯାଉଥିବା ଆଡଭାଣୀଙ୍କୁ ପ୍ରଧାନମନ୍ତ୍ରୀ…
Read More...