Browsing Category

National

ପାକିସ୍ତାନ ଯିବା ପାଇଁ ସିଦ୍ଧୁଙ୍କୁ ଅନୁମତି ଦେଲେ ଭାରତ ସରକାର

ନୂଆଦିଲ୍ଲୀ : ପୂର୍ବତନ କ୍ରିକେଟ ଖେଳାଳି ତଥା ପଞ୍ଜାବରେ କଂଗ୍ରେସ ବିଧାୟକ ନବଜ୍ୟୋତ ସିଂ ସିଦ୍ଧୁଙ୍କୁ ଆସନ୍ତା ୯ ତାରିଖରେ ପାକିସ୍ତାନ ଯିବା ପାଇଁ ଅନୁମତି ଦେଇଛନ୍ତି ଭାରତ ସରକାର । ପାକିସ୍ତାନ ଯିବା ପାଇଁ କେନ୍ଦ୍ର…
Read More...

ପାକିସ୍ତାନକୁ ଦେଶର ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇ ଓଡ଼ିଆ ଯବାନ ଗିରଫ

ଜୟପୁର: ଓଡ଼ିଆ ଯବାନ ବିଚିତ୍ର ବେହେରା ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇକୁ ଦେଶର ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇ ଗିରଫ ହୋଇଛନ୍ତି। ରାଜସ୍ଥାନର ଜୟପୁର ରେଲଓ୍ୱେ ଷ୍ଟେସନରୁ ମଙ୍ଗଳବାର ବିଚିତ୍ରଙ୍କୁ ପୁଲିସ ଅଟକ ରଖିଥିଲା।…
Read More...

ଅସମ୍ପୂର୍ଣ୍ଣ ଗୃହନିର୍ମାଣ ପ୍ରକଳ୍ପ ପାଇଁ ୨୫ ହଜାର କୋଟି ମଞ୍ଜୁର କଲା କେନ୍ଦ୍ର

ନୂଆଦିଲ୍ଲୀ: ବୁଧବାର କେନ୍ଦ୍ର କ୍ୟାବିନେଟ୍‌ ଅସମ୍ପୂର୍ଣ୍ଣ ହୋଇ ପଡ଼ି ରହିଥିବା ଗୃହ ନିର୍ମାଣ ପ୍ରକଳ୍ପ ପାଇଁ ୨୫ ହଜାର କୋଟି ମଞ୍ଜୁର କରିଛନ୍ତି। ଏଥିରେ ୧୬୦୦ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ହେବ। ଅନାଦେୟ ଋଣ କାରଣରୁ ବା…
Read More...

କମଲ ହାସନଙ୍କୁ ଝଟକା; ଦଳର ୩ ଲୋକସଭା ପ୍ରାର୍ଥୀ ବିଜେପିରେ ସାମିଲ

ଚେନ୍ନାଇ: ଅଭିନେତାରୁ ବଡ଼ ରାଜନେତା ପାଲଟି ସ୍ବପ୍ନ ଦେଖୁଥିବା କମଲ ହାସନଙ୍କୁ ଲାଗିଛି ଏକ ବଡ଼ ଝଟକା। ତାଙ୍କ ଦଳ ମକ୍କଲ ନିଧି ମୟମ (ଏମଏନଏମ) ପକ୍ଷରୁ ଗତ ଲୋକସଭା ନିର୍ବାଚନରେ ପ୍ରାର୍ଥୀ କରାଯାଇଥିବା ୩ ଜଣ ପ୍ରାର୍ଥୀ…
Read More...

ଆତଙ୍କବାଦୀଙ୍କ ଟାର୍ଗେଟରେ ଜାମ୍ମୁ-କାଶ୍ମୀର ଉପ ରାଜ୍ୟପାଳ ଗିରୀଶ ଚନ୍ଦ୍ର ମୁର୍ମୁ

ଶ୍ରୀନଗର:ଜାମ୍ମୁ-କାଶ୍ମୀରରୁ ସ୍ଵତନ୍ତ୍ର ରାଜ୍ୟ ମାନ୍ୟତା ପ୍ରତ୍ୟାହାର ପରଠୁ ଉପତ୍ୟକାରେ ଅଶାନ୍ତର ବାତାବରଣ ସୃଷ୍ଟି କରିବା ଲାଗି ପାକ୍ ପ୍ରାୟୋଜିତ ଆତଙ୍କବାଦୀ ରୀତିମତ ଚେଷ୍ଟା ଚଳାଇଛନ୍ତି। ଏହା ସହିତ ଦେଶରେ ବଡ଼ ଧରଣର…
Read More...

ମୋତେ ଭାରତକୁ ହସ୍ତାନ୍ତର କରାଗଲେ, ଆତ୍ମହତ୍ୟା କରିଦେବି: ନୀରବ ମୋଦୀ

ଲଣ୍ଡନ: ଭାରତରୁ ପଳାତକ ହୀରା ବ୍ୟବସାୟୀ ନୀରବ ମୋଦୀ ଚେତାବନୀ ଦେଇଛି । ସେ କହିଛି, ମୋତେ ଭାରତକୁ ହସ୍ତାନ୍ତର କରାଗଲେ ଆତ୍ମହତ୍ୟା କରିଦେବି । ସଂଯୁକ୍ତ ରାଷ୍ଟ୍ର କୋର୍ଟ ବୁଧବାର ଜାମିନ ଆବେଦନ ରଦ୍ଦ କରିବା ପରେ ନୀରବ ମୋଦୀ…
Read More...

ହନିପ୍ରୀତଙ୍କୁ ମିଳିଲା ଜାମିନ୍‌

ଚଣ୍ଡୀଗଡ଼: ୨୦୧୭ ମସିହାର ବହୁ ଚର୍ଚ୍ଚିତ ପଞ୍ଚକୁଲା ହିଂସା ମାମଲାରେ ଆତ୍ମଘୋଷିତ ବାବା ଗୁରମୀତ ସିଂହର ଘନିଷ୍ଠ ସହଯୋଗୀ ହନୀପ୍ରୀତ ସିଂହଙ୍କୁ ଜାମିନ୍‌ ମିଳିଛି। ଡେରା ସଚ୍ଚା ସୌଦା ମୁଖ୍ୟ ଗୁରୁମୀତ ଦୋଷୀ ସାବ୍ୟସ୍ତ…
Read More...

ଏବେ ଆଠ ଆଠ ଘଣ୍ଟା ପରିବର୍ତ୍ତେ ୯ ଘଣ୍ଟା କାମ କରିବେ ସରକାରୀ ଚାକିରୀ !

ନୂଆଦିଲ୍ଲୀ:କେନ୍ଦ୍ର ସରକାରଙ୍କ କର୍ମଚାରୀଙ୍କୁ ଏବେ ଆଠ ଘଣ୍ଟା ପରିବର୍ତ୍ତେ ୯ ଘଣ୍ଟା କାମ କରିବାକୁ ପଡିପାରେ । ଏଥିପାଇଁ ସରକାର ଖୁବଶୀଘ୍ର ନିୟମରେ ପରିବର୍ତ୍ତନ ଆଣିପାରନ୍ତି । କେନ୍ଦ୍ର ସରକାର ୱେଜ କୋଡ ରୁଲର ଡ୍ରାଫ୍ଟ…
Read More...

ଜମ୍ମୁ ଓ କଶ୍ମୀରରେ ଆରମ୍ଭ ହେବ ମୋବାଇଲ ଏସଏମଏସ ସେବା

ଶ୍ରୀନଗର : ଜମ୍ମୁ ଓ କଶ୍ମୀର ଖୁବଶୀଘ୍ର ମୋବାଇଲ ଏସଏମଏସ ସେବା ଆରମ୍ଭ କରିବାକୁ ସରକାର ବିଚାର କରୁଛନ୍ତି । ତେବେ ମୋବାଇଲ ଇଣ୍ଟରନେଟ ସେବା ଆଉ କିଛି ଦିନ ପାଇଁ ବନ୍ଦ ରହିବ ।ଗତ ଅଗଷ୍ଟ ୫ରେ ଧାରା ୩୭୦ ପ୍ରତ୍ୟାହାର…
Read More...

ଡାକ୍ତରଙ୍କ ଅବହେଳା: ଅସ୍ତ୍ରୋପଚାରରେ ବାହରିଲା ପଥର, ମହିଳାଙ୍କ ପେଟରେ ରହିଗଲା ବ୍ୟାଣ୍ଡେଜ

ନୂଆଦିଲ୍ଲୀ: ଡାକ୍ତରଙ୍କ ବେପାରୁଆ ଅସ୍ତ୍ରୋପଚାର ପାଇଁ ଜଣେ ମହିଳାଙ୍କୁ ଅଧିକ ଯନ୍ତ୍ରଣା ଭୋଗିବାକୁ ପଡିଛି । ଅସ୍ତ୍ରୋପଚାର ପରେ ମହିଳାଙ୍କ ପେଟରୁ ପଥର ବାହାରି ଯିବା ପରେ ପରେ ପରିବାର ଲୋକେ ଆଶ୍ୱସ୍ତି ଲାଭ କରିଥିବା ବେଳେ…
Read More...

ଆନ୍ଧ୍ରପ୍ରଦେଶର ସମସ୍ତ ସ୍କୁଲରେ ଇଂରାଜୀ ମାଧ୍ୟମରେ ଦିଆଯିବ ଶିକ୍ଷାଦାନ

ଅମରାବତୀ :ଆନ୍ଧ୍ରପ୍ରଦେଶରେ ଏବେ ସରକାରୀ ସ୍କୁଲରେ ଇଂରାଜୀ ମାଧ୍ୟମରେ ଶିକ୍ଷାଦାନ କରାଯିବ ବୋଲି ସରକାର ଅନୁମତି ଦେଇଛନ୍ତି। ସମସ୍ତ ସରକାରୀ, ଏମପିପି ସ୍କୁଲ, ଜିଲ୍ଲା ପରିଷଦ ସ୍କୁଲ ଏବଂ ସମସ୍ତ କକ୍ଷରେ ଇଂରାଜୀ ମାଧ୍ୟମରେ…
Read More...

ସୁଷମାଙ୍କ କିଡନି ପ୍ରତ୍ୟାରୋପଣ ସର୍ଜରି ପାଇଁ ପ୍ରସ୍ତୁତ ନଥିଲେ ଏମ୍ସ ଡାକ୍ତର

ନୂଆଦିଲ୍ଲୀ: ଭାଜପାର ବରିଷ୍ଠ ନେତ୍ରୀ ଓ ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ନିଧନକୁ ତିନିମାସରୁ ଅଧିକ ସମୟ ହୋଇଗଲାଣି। ସୁଷମାଙ୍କ ପ୍ରଶଂସକ ତାଙ୍କ ସ୍ୱାମୀ ସ୍ୱରାଜ କୌଶଳଙ୍କ ସହିତ ଟୁଇଟରରେ କଥା ହୋଇଥାଆନ୍ତି।…
Read More...

ମହଙ୍ଗା ହେଲା ପିଆଜ ଦର

ନୂଆଦିଲ୍ଲୀ:ଦେଶରେ ପିଆଜ ଦର ଏବେ ଆକାଶ ଛୁଆଁ। ମହାରାଷ୍ଟ୍ର ଲାସଲଗାଁଓ ସ୍ଥିତ ପିଆଜ ମଣ୍ଡିରେ ଦର ବୃଦ୍ଧି ପାଇଛି। ପିଆଜ ଦର ହ୍ରାସ କରିବା ନେଇ ସରକାର ଆଶ୍ଵାସନା ଦେଇଥିଲେ ମଧ୍ୟ ଏହାର ଦୁଇ ଦିନ ପରେ ଅର୍ଥାତ୍ ଆଜି ପିଆଜ…
Read More...

ଓୟୋ ପ୍ରତିଷ୍ଠାତା ରିତେଶ ଅଗ୍ରୱାଲଙ୍କ ବିରୋଧରେ ଏଫଆଇଆର

ବେଙ୍ଗାଲୁରୁ:ଓୟୋ ହୋଟେଲ ଆଣ୍ଡ ହୋମ୍ସର ପ୍ରତିଷ୍ଠାତା ରିତେଶ ଅଗ୍ରୱାଲ ଏବଂ ଅନ୍ୟ ୬ ଜଣଙ୍କ ବିରୋଧରେ ଏଫଆଇଆର ରୁଜୁ ହୋଇଛି । ଜଣେ ହୋଟେଲ ବ୍ୟବସାୟୀ ଓୟୋ ଉପରେ ଗତ ୫ ମାସରୁ ବକେୟା ଦେଇ ନଥିବା ଅଭିଯୋଗ କରିଛନ୍ତି ।…
Read More...