Browsing Category

National

୨ରୁ ମୋଦିଙ୍କ ଥାଇଲ୍ୟାଣ୍ଡ ଗସ୍ତ

ନୂଆଦିଲ୍ଲୀ: ଆସନ୍ତା ୨ ତାରିଖରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଥାଇଲ୍ୟାଣ୍ଡ ଗସ୍ତରେ ଯିବେ। ୪ ତାରିଖ ଯାଏ ଥିବା ଏହି ବିଦେଶ ଗସ୍ତ ବେଳେ ମୋଦି ଏସିଆନ-ଇଣ୍ଡିଆ, ଇଷ୍ଟ ଏସିଆ ଓ ଆରସିଇପି ସମ୍ମିଳନୀରେ ଯୋଗଦେବାର…
Read More...

ମହଙ୍ଗା ହେଲା ସୁନା ଓ ରୂପା ଦର

ନୂଆଦିଲ୍ଲୀ:ପୁଣି ବଢିଲା ସୁନା ଦର । କିଛି ଦିନ ହେବ ଲଗାତାର ଭାବେ ସୁନା ରୂପା ଦରରେ ବୃଦ୍ଧି ଘଟୁଛି । ଗୁରୁବାର ଦିନ ମଧ୍ୟ ପୁଣି ବଜାରରେ ସୁନାର ମୂଲ୍ୟ ଉପରେ ୧୧୫ଟଙ୍କା ବୃଦ୍ଧି ଘଟିଥିବା ସୁନା କେତ୍ରାଙ୍କ ପାଇଁ ଚିନ୍ତାର…
Read More...

ଇନ୍ଦିରା ଗାନ୍ଧୀଙ୍କ ମହାପ୍ରାୟାଣ ଦିବସରେ ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ ମୋଦୀ, ସୋନିଆ ଏବଂ ରାହୁଳ ଗାନ୍ଧୀ

ନୂଆଦିଲ୍ଲୀ: ଗୁରୁବାର ଦିନ ମୃତ୍ୟୁ ବାର୍ଷିକୀରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳିଜ୍ଞାପନ କରିଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କଂଗ୍ରେସର…
Read More...

ଶ୍ରଦ୍ଧାଞ୍ଜଳି ଦେଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ଭାରତର ପ୍ରଥମ ଗୃହମନ୍ତ୍ରୀ ତଥା ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୪୪ତମ ଜୟନ୍ତୀ ଅବସରରେ ଗୁରୁବାର ନୂଆଦିଲ୍ଲୀରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ଗୁଜୁରାଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ…
Read More...

କରାଚି-ରାୱଲପିଣ୍ଡି ତେଜଗାମ୍ ଏକ୍ସପ୍ରେସରେ ଅଗ୍ନିକାଣ୍ଡ; ମୃତ୍ୟୁ ସଂଖ୍ୟା ୪୬କୁ ବୃଦ୍ଧି

କରାଚି:ପାକିସ୍ତାନର କରାଚୀ ଠାରୁ ରାଓଲପିଣ୍ଡୀ ଯାଉଥିବା ତେଜଗାମ ଏକ୍ସପ୍ରେସରେ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡ ଘଟଣା ଯୋଗୁଁ ଟ୍ରେନରେ ଥିବା ୪୬ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏହି ଘଟଣାରେ ଅନେକ…
Read More...

ଶପଥ ନେଲେ ଲଦାଖର ପ୍ରଥମ ଉପରାଜ୍ୟପାଳ

ଶ୍ରୀନଗର: କେନ୍ଦ୍ରଶାସିତ ଅଞ୍ଚଳ ଲଦାଖର ପ୍ରଥମ ଉପରାଜ୍ୟପାଳ ଭାବେ ରାଧାକୃଷ୍ଣ ମାଥୁର ଆଜି ଶପଥ ନେଇଛନ୍ତି। ଜମ୍ମୁ-କଶ୍ମୀର ହାଇକୋର୍ଟର ମୁଖ୍ୟ ବିଚାରପତି ଗୀତା ମିତ୍ତଲ ଆରକେ ମାଥୁରଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ…
Read More...

ଆଜିଠୁ ସମ୍ପୂର୍ଣ୍ଣ ଭାବେ ଲାଗୁ ହେବ ସମ୍ବିଧାନ

ଶ୍ରୀନଗର:ଜମ୍ମୁ-କାଶ୍ମୀର ଓ ଲଦାଖ କେନ୍ଦ୍ର ଶାସିତ ଅଂଚଳ ଭାବେ ଗଢି ଉଠିବା ପରେ ଏଠାରେ ପ୍ରଶାସିକ ଓ ଆର୍ଥିକ ସ୍ତରରେ ପରିବର୍ତନ ଆସିବ  । ଆଜି କେନ୍ଦ୍ରଶାସିତ ଅଂଚଳ ଜମ୍ମୁ-କାଶ୍ମୀରରେ ୧୦୬ଟି କେନ୍ଦ୍ରୀୟ ଆଇନ ଲାଗୁ ହେବ ।…
Read More...

ଚିଦାମ୍ବରମଙ୍କ ହାଜତ ମିଆଦ ବଢିଲା ୧୪ ଦିନ

ନୂଆଦିଲ୍ଲୀ:ଆଇଏନଏକ୍ସ ମିଡିଆ ମାମଲାରେ ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କୁ ପୁଣି ଥରେ ଶକ୍ତ ଧକ୍କା ଲାଗିଛି। କୋର୍ଟ ତାଙ୍କର ଜାମିନ ଆବେଦନ ଖାରଜ କରି ତାଙ୍କୁ ନଭେମ୍ବର ୧୩ ଯାଏ ବିଚାର ବିଭାଗୀୟ ହାଜତକୁ…
Read More...

ପାଠ୍ୟ ପୁସ୍ତକରୁ ବି ହଟିବ ଟିପୁ ସୁଲତାନ ସମ୍ପର୍କିତ ଲେଖା

ବେଙ୍ଗାଲୁରୁ:କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବିଏସ ୟେଦିୟୁରପ୍ପା ଟିପୁ ସୁଲତାନର ଜୟନ୍ତୀ ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି, “ଆମେ ସବୁ କିଛି ହଟାଇବାକୁ ଯାଉଛୁ । ଏହାସହ ପୁସ୍ତକରେ ତାଙ୍କ ସମ୍ପର୍କରେ ଯାହା ଲେଖା ଯାଇଛି…
Read More...

୫୫୦ତମ ଜୟନ୍ତୀ ପାଳନ ଅବସରରେ ଗୁରୁ ନାନକ ଦେବଙ୍କ ସମ୍ମାନାର୍ଥେ ସ୍ମାରକୀ ମୁଦ୍ରା ପ୍ରଚଳନ କଲା ପାକିସ୍ତାନ

ଇସ୍‌ଲାମ୍‌ବାଦ: ପାକିସ୍ତାନ ଗୁରୁ ନାନକ ଦେବଙ୍କ ୫୫୦ତମ ଜୟନ୍ତୀ ଅବସରରେ ସ୍ମାରକୀ ଧାତବ ମୁଦ୍ରା ପ୍ରକାଶ କରିଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ୍‌ ଖାନ୍‌ ଏହି ସ୍ମାରକୀ ମୁଦ୍ରାର ଏକ ଫଟୋକୁ ଫେସ୍‌ବୁକ୍‌ରେ…
Read More...

ନୀରବ ମୋଦୀଙ୍କ ନ୍ୟାୟିକ ହେପାଜତକୁ ନଭେମ୍ବର ୧୧କୁ ବର୍ଦ୍ଧିତ କଲେ ଲଣ୍ଡନ କୋର୍ଟ

ନୂଆଦିଲ୍ଳୀ: ୧୩,୫୦୦ କୋଟି ପଞ୍ଜାବ ନେସ୍‌ନାଲ୍‌ ବ୍ୟାଙ୍କ୍‌(ପିଏନ୍‌ବି) ଠକେଇ ମାମଲାରେ ପଳାତକ ହୀରା ବ୍ୟବସାୟୀ ନୀରବ ମୋଦୀଙ୍କ ନ୍ୟାୟିକ ହେପାଜତକୁ ୧୧ ନଭେମ୍ବର ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି ଲଣ୍ଡନ କୋର୍ଟ। ୪୮…
Read More...

ଡେପୁଟୀ NSA ଭାବେ ନିଯୁକ୍ତ ହେଲେ ମହାରାଷ୍ଟ୍ରର ପୂର୍ବତନ ଡିଜିପି ଦତ୍ତା ପଡସଲଗିକର

ନୂଆଦିଲ୍ଲୀ:କେନ୍ଦ୍ର ସରକାର ସୁରକ୍ଷା ସହିତ ଜଡିତ ଏକ ବଡ ପଦବୀ ଉପରେ ନିଯୁକ୍ତି ପ୍ରଦାନ କରିଛନ୍ତି । ମହାରାଷ୍ଟ୍ରର ପୂର୍ବତନ ଡିଜିପି ଏବଂ ମୁମ୍ୱାଇର ପୂର୍ବତନ ପୁଲିସ କମିଶନର ଦତ୍ତା ପଡସଲଗିକରଙ୍କୁ ଡିପୁଟୀ ଏନଏସଏ…
Read More...

ଶିରିଡିକୁ ଟୁର୍‌-ପ୍ୟାକେଜ୍‌ ଘୋଷଣା କଲା ଆଇଆରସିଟିସି

ନୂଆଦିଲ୍ଳୀ: ଯଦି ଆପଣ ଆସନ୍ତା ମାସ ଦିଲ୍ଳୀରୁ ଶିରିଡ଼ି ଯିବାର ଯୋଜନା କରୁଛନ୍ତି ତେବେ ଆପଣଙ୍କୁ ଆଇଆର୍‌ସିଟିସିର ଶିରିଡ଼ି ଟୁର୍‌ ପ୍ୟାକେଜ୍‌ ବିଷୟରେ ଚିନ୍ତା କରିବା ଉଚିତ। ଏହି ଟୁର୍‌ ପ୍ୟାକେଜ୍‌ର ନାମ…
Read More...

ସାଉଦି ଆରବ ଗସ୍ତ ଶେଷ କରି ସ୍ୱଦେଶ ଫେରିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ସାଉଦି ଆରବ ଗସ୍ତ ଶେଷ କରି ବୁଧବାର ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ରାଜଧାନୀରେ ପହଞ୍ଚିଛନ୍ତି। ସାଉଦୀ ରାଜା ସଲ୍‌ମନ୍‌ ବିନ୍‌ ଅବ୍‌ଦୁଲାଜିଜ୍‌ ଅଲ୍‌ ସାଉଦ୍‌ଙ୍କ ଆମନ୍ତ୍ରଣକ୍ରମେ…
Read More...