Browsing Category

National

ଗୋଆର ନୂତନ ରାଜ୍ୟପାଳ ରୂପେ ଶପଥ ନେଲେ ସତ୍ୟପାଲ ମଲ୍ଲିକ

ପାନାଜୀ: ଗୋଆର ନୂତନ ରାଜ୍ୟପାଳ ରୂପେ ସତ୍ୟପାଲ ମଲ୍ଲିକ ଆଜି ଅପରାହ୍ଣରେ ଶପଥ ଗ୍ରହଣ କରିଛନ୍ତି। ବମ୍ବେ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ପ୍ରଦୀପ୍‌ ନନ୍ଦରାଜୋଗ୍‌ ନୂତନ ରାଜ୍ୟପାଳଙ୍କୁ ତାଙ୍କ ପଦ ଓ ଗୋପନୀୟତାର ଶପଥ…
Read More...

ଦିଲ୍ଲୀରେ ବାୟୁ ପ୍ରଦୂଷଣ: ଘନ କୁହୁଡ଼ି ଯୋଗୁଁ ବିମାନ ବନ୍ଦରରେ ଅବତରଣ କରିପାରିଲା ନାହିଁ ୩୨ ଯାତ୍ରୀବାହୀ ବିମାନ

ନୂଆଦିଲ୍ଲୀ: ଦୀପାବଳି ପରେ ପରେ ରାଜଧାନୀ ନୂଆଦିଲ୍ଲୀରେ ସୃଷ୍ଟି ହୋଇଥିବା ବାୟୁ ପ୍ରଦୂଷଣ କ୍ରମଶଃ ଉତ୍କଟ ହେବାରେ ଲାଗିଛି। ବାୟୁ ପ୍ରଦୂଷଣ କାରଣରୁ ଦିଲ୍ଲୀରେ ପାଗ ଖରାପ ହେବା ସହ ଘନ କୁହୁଡ଼ି ସୃଷ୍ଟି ହେବା ଯୋଗୁଁ ଦିନରେ…
Read More...

ଭାରତର ନୂତନ ମାନଚିତ୍ରକୁ ଭୁଲ ଓ ବେଆଇନ ଦର୍ଶାଇଲା ପାକିସ୍ତାନ

ଇସଲାମାବାଦ:ଜାମ୍ମୁ-କାଶ୍ମୀର  ଓ ଲଦାଖ ଦୁଇ କେନ୍ଦ୍ର ଶାସିତ ରାଜ୍ୟର ମାନ୍ୟତା ପାଇବା ପରେ ଭାରତ ସରକାର ନୂତନ ରାଜନୈତିକ ମାନଚିତ୍ର ଜାରି କରିଛନ୍ତି, ଯାହାକୁ ମାନିବାକୁ ପାକିସ୍ତାନ ପ୍ରସ୍ତୁତ ନୁହଁ। ପାକିସ୍ତାନ…
Read More...

ଉଦ୍‌ଘାଟନ ପୂର୍ବରୁ କର୍ତ୍ତାରପୁର କରିଡରର ଫଟୋକୁ ଟୁଇଟରରେ ଛାଡ଼ିଲେ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌

ଇସ୍‌ଲାମାବାଦ: ବହୁ ଚର୍ଚ୍ଚିତ କର୍ତ୍ତାରପୁର କରିଡର ସମେତ କର୍ତ୍ତାରପୁର କମ୍ପ୍ଲେକ୍ସ ଓ ଗୁରୁଦ୍ବାରା ଦର୍‌ବାର ସାହିବର ଫଟୋକୁ ଆଜି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ତାଙ୍କ ଟୁଇଟର ହ୍ୟାଣ୍ଡେଲରେ ଛାଡ଼ିଛନ୍ତି।…
Read More...

ଛଟ୍‌ ପୂଜା ଚାଲିଥିବା ବେଳେ ଭୁଶୁଡ଼ିଲା ମନ୍ଦିର କାନ୍ଥ; ୨ ମହିଳା ମୃତ

ପାଟନା: ଆଜି ଛଟ୍‌ ପୂଜା ଚାଲିଥିବା ବେଳେ ବିହାରର ସମସ୍ତିପୁର ଠାରେ ଘଟିଯାଇଛି ଏକ ଅଘଟଣ। ଛଟ୍‌ପୂଜା ଉଦ୍ଦେଶ୍ୟରେ ଏକ ନଦୀର ଘାଟରେ ନଦୀ ଜଳରେ ପ୍ରବେଶ କରି ସୂର୍ଯ୍ୟଙ୍କୁ ଅର୍ଘ ପ୍ରଦାନ କରୁଥିବା ବେଳେ ଘାଟ କୂଳରେ ଥିବା ଏକ…
Read More...

୯ ଫୁଟିଆ ଅଜଗର ଉଦ୍ଧାର

ଆଗ୍ରା: ତାଜମହଲର ପଶ୍ଚିମପଟକୁ ଥିବା ପାର୍କିଙ୍ଗ୍‌ସ୍ଥଳରୁ ଦଳେ ବନ୍ୟପ୍ରାଣୀ ବିଶେଷଜ୍ଞ ଗୋଟାଏ ୯ ଫୁଟିଆ ଅଜଗର (ଇଣ୍ଡିଆନ୍‌ ରକ୍‌ ପାଇଥନ୍‌) ଧରିଛନ୍ତି। ତା’ଉପରେ ଚଢ଼ି ଯାଉ ଯାଉ ଅଟକି ଯାଇଥିବା କେତେକ ନିର୍ମାଣ କର୍ମଚାରୀ…
Read More...

ଭୁବନେଶ୍ବର ଓ କଟକ ସମେତ ଦେଶର ବିଭିନ୍ନ ଅଞ୍ଚଳରେ ଛଟ ପର୍ବ ପାଳିତ

ନୂଆଦିଲ୍ଲୀ: ଦେଶର ବିଭିନ୍ନ ଅଞ୍ଚଳରେ ଛଟ ପର୍ବ ପାଳିତ ହୋଇଛି ।ଶ୍ରଦ୍ଧାଳୁମାନେ ପ୍ରଥମ ଦିନ ଅସ୍ତଗାମୀ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରିଥିବା ବେଳେ ଦ୍ୱିତୀୟ ଦିନ ଅର୍ଥାତ ଆଜି ପ୍ରାତଃ ସମୟରେ ଉଦିତ ସୂର୍ଯ୍ୟଙ୍କୁ…
Read More...

ଚନ୍ଦ୍ରପୃଷ୍ଠର ଦକ୍ଷିଣମେରୁରେ ବିକ୍ରମ ଲ୍ୟାଣ୍ଡରକୁ ଅବତରଣ କରାଇବାର ଦ୍ୱିତୀୟ ପ୍ରୟାସ ଆରମ୍ଭ କରିଛି ଇସ୍ରୋ

ନୂଆଦିଲ୍ଲୀ : ଚନ୍ଦ୍ରଯାନ-୨ର  ବିକ୍ରମ ଲ୍ୟାଣ୍ଡରକୁ ନେଇ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି । ପ୍ରଥମ ଚେଷ୍ଟାରେ ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠର ଦକ୍ଷିଣମେରୁରେ ଅବତରଣ କରିବାରେ ବିଫଳ ହୋଇଥିଲା । କିନ୍ତୁ ଏବେ ଭାରତୀୟ…
Read More...

ଜମ୍ମୁ-କଶ୍ମୀରର ପୁର୍ନଗଠନ ପରେ ଜାରି ହେଲା ଭାରତର ନୂଆ ମାନଚିତ୍ର

ନୂଆଦିଲ୍ଲୀ: କେନ୍ଦ୍ରୀୟ ଗୃହମନ୍ତ୍ରୀ ଜିତେନ୍ଦ୍ର ସିଂହ ଟୁଇଟ କରି ଭାରତର ନୂତନ ମାନଚିତ୍ର ଜାରି କରିଛନ୍ତି। ଏହି ମାନଚିତ୍ରରେ ଜମ୍ମୁ-କଶ୍ମୀର ରାଜ୍ୟକୁ ପୁର୍ନଗଠିତ କରାଯାଇ ସୃଷ୍ଟି ହୋଇଥିବା ଦୁଇ କେନ୍ଦ୍ର ଶାସିତ ଅଞ୍ଚଳ…
Read More...

ଜାନୁଆରିରେ ଘୋଷଣା ହେବ ଦିଲ୍ଲୀ ବିଧାନସଭା ନିର୍ବାଚନ ତାରିଖ!

ନୂଆଦିଲ୍ଲୀ: ଗତକାଲି ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ତାରିଖ ଘୋଷଣା ହେବାପରେ ଏବେ ସମସ୍ତଙ୍କ ନଜର ରହିଛି ଦିଲ୍ଲୀର ବିଧାନସଭା ନିର୍ବାଚନ ତାରିଖ ଉପରେ । ନିର୍ବାଚନ ଆୟୋଗ ତରଫରୁ ମିଳିଥିବା ସୂଚନା ଅନୁସାରେ ଦିଲ୍ଲୀ…
Read More...

ମହାରାଷ୍ଟ୍ରରେ ଚାଷୀ କହିଲେ ‘ମୋତେ ମୁଖ୍ୟମନ୍ତ୍ରୀ କରାଯାଉ’

ମୁମ୍ୱାଇ: ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ କିଏ ମୁଖ୍ୟମନ୍ତ୍ରୀ ହେବେ ଏବଂ କେଉଁଭଳି ସରକାର ଗଠନ ହେବ,ତାକୁ ନେଇ ସସପେନସ୍ ଜାରି ରହିଥିବା ବେଳେ ଜଣେ ଚାଷୀ ନିଜର ଅଭିଳାଷ ଜଣାଇଛନ୍ତି। ମହାରାଷ୍ଟ୍ରର ବିଡ୍ ଜିଲ୍ଲାର ଚାଷୀ…
Read More...

ଭାରତ ଗସ୍ତରେ ଜର୍ମାନୀ ଚାନ୍ସେଲର ମର୍କେଲ

ନୂଆଦିଲ୍ଲୀ:ଜର୍ମାନୀର ଚାନ୍ସେଲର ୨ ଦିନିଆ ଗସ୍ତରେ ଭାରତ ଆସିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କ ସହ କେତେକ ଦ୍ଵିପାକ୍ଷିକ ପ୍ରସଙ୍ଗରେ ଆଲୋଚନା କରିଵେ। ଦୁଇ ଦେଶ ମଧ୍ୟରେ ପାଖାପାଖି ୨୦ଟି ଚୁକ୍ତି…
Read More...

ଦିଲ୍ଲୀ ଆଇଜିଆଇ ବିମାନବନ୍ଦରରୁ ମିଳିଲା ସଦିଗ୍ଧ ବ୍ୟାଗ, ବଢ଼ିଲା ସୁରକ୍ଷା ବ୍ୟବସ୍ଥା

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ ୩ରେ ଶୁକ୍ରବାର ଏକ ସଦିଗ୍ଧ ବ୍ୟାଗ ମିଳିଛି । ଏହାକୁ ନେଇ ବିମାନବନ୍ଦରରେ କର୍ମଚାରୀ ଓ ଯାତ୍ରୀ ଭୟଭୀତ ହୋଇଯାଇଛନ୍ତି ।…
Read More...

ଭୟଙ୍କର ରୂପ ନେଉଛି ‘ମାହା’; ରେଡ ଆଲର୍ଟ ଜାରି

ନୂଆଦିଲ୍ଲୀ: ଦକ୍ଷିଣପୂର୍ବ ଆରବ ସାଗର ସହ ସମାନ୍ତରଳ ଭାବେ ଲାକ୍ଷାଦ୍ୱୀପ ଉପରେ ସୃଷ୍ଟି ହୋଇଥିବା ବାତ୍ୟା ମାହା କ୍ରମଶଃ ଘନୀଭୂତ ହେବାରେ ଲାଗିଛି। ଆଜି ସନ୍ଧ୍ୟାରେ ମାହା ଅଧିକ ଘନୀଭୂତ ହୋଇ ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ…
Read More...