Browsing Category

National

ନବରାତ୍ରୀ ସମୟରେ ଦିଲ୍ଲୀରୁ ବୈଷ୍ଣୋଦେବୀ ଚାଲିବ ବନ୍ଦେ ଭାରତ ଏକ୍ସପ୍ରେସ

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରୁ ବୈଷ୍ଣୋଦେବୀ ଧାମ ପାଇଁ କିଛି ଦିନ ମଧ୍ୟରେ ‘ବନ୍ଦେ ଭାରତ ଏକ୍ସପ୍ରେସ’ ଚାଲିବ । ଉତ୍ତର ଭାରତର ଅନ୍ୟତମ ଲୋକପ୍ରିୟ ତୀର୍ଥସ୍ଥଳକୁ ଭାରତୀୟ ରେଳବାଇର ଏହି ଅତ୍ୟାଧୁନିକ ଟ୍ରେନ ଚାଲିବା…
Read More...

ଗୁଗଲ୍‌ ଆପ୍‌ରେ ସ୍ଥାନ ପାଇବ ‘ଓଡ଼ିଆ’ ଭାଷା

ଭୁବନେଶ୍ୱର:ଓଡ଼ିଆମାନଙ୍କ ପାଇଁ ବଡ଼ ଘୋଷଣା କରିଛି ଗୁଗଲ୍‌ । ଏବେ ଗୁଗଲ୍‌ର ଲୋକପ୍ରିୟ ନ୍ୟୁଜ୍‌ ଫିଡ୍‌ ଆପ୍ଲିକେସନ୍‌ ‘ଗୁଗଲ୍‌ ଡିସ୍କଭର୍‌’ରେ ଓଡ଼ିଆ ଭାଷା ସ୍ଥାନ ପାଇବ । ଓଡ଼ିଆ ସହିତ ଉର୍ଦ୍ଦୁ ଏବଂ ପଞ୍ଜାବୀ ମଧ୍ୟ…
Read More...

ହ୍ଵାଇଟ୍ ହାଉସ୍ ନିକଟରେ ଆଖିବୁଜା ଗୁଳିବର୍ଷା, ୧ ମୃତ ୫ ଗୁରୁତର

ୱାସିଙ୍ଗଟନ୍ :ଆମେରିକାର ରାଜଧାନୀ ୱାସିଙ୍ଗଟନରେ ସ୍ଥାନୀୟ ସମୟ ମୁତାବକ ରାତି ୧୦ଟାରେ ଅଖିବୁଜା ଗୁଳିବର୍ଷା ହୋଇଥିଲା। ଏହି ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ଜଣ ଆହତ ହୋଇଛନ୍ତି। ହ୍ଵାଇଟ ହାଉସର କିଛି ମିଟର…
Read More...

ଯୌନ ଶୋଷଣ ମାମଲାରେ ସ୍ୱାମୀ ଚିନ୍ମୟାନନ୍ଦ ଗିରଫ

ଲକ୍ଷ୍ନୌ: ଶାହଜାହାନପୁର ଯୌନ ଶୋଷଣ ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ନେତା ସ୍ୱାମୀ ଚିନ୍ମୟାନନ୍ଦଙ୍କୁ ଆଜି ଗିରଫ କରାଯାଇଛି। ଉତ୍ତର ପ୍ରଦେଶର ସ୍ପେଶାଲ୍ ଇନ୍‌ଭେଷ୍ଟିଗେସନ୍ ଟିମ୍ (ଏସ୍‌ଆଇଟି) ତାଙ୍କୁ…
Read More...

ବାୟୁସେନାର ମୁଖ୍ୟ ହେବେ ରାକେଶ କୁମାର ସିଂହ ଭଦୌରିଆ

ନୂଆଦିଲ୍ଲୀ: ଏୟାର ମାର୍ଶଲ ରାକେଶ କୁମାର ସିଂହ ଭଦୌରିଆ ହେବେ ଭାରତୀୟ ବାୟୁ ସେନାର ଆଗାମୀ ମୁଖ୍ୟ। ଏଥିପାଇଁ କେନ୍ଦ୍ର ସରକାର ମୋହର ମାରି ସାରିଛନ୍ତି ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖପାତ୍ର ଆଜି କହିଛନ୍ତି। ଚଳିତ ମାସ…
Read More...

‘ବିକ୍ରମ’କୁ ଠାବ କରିପାରିଲାନି ନାସା

ନୂଆଦିଲ୍ଲୀ :ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଙ୍ଗଠନ ଇସ୍ରୋର ଲ୍ୟାଣ୍ଡର ବିକ୍ରମ ସହ ସମ୍ପର୍କ କରିବା ପାଇଁ ପ୍ରଚେଷ୍ଟା ଜାରୀ ରଖିଛି। କିନ୍ତୁ ଏଯାଏଁ ତାହା ସହ କୌଣସୀ ସମ୍ପର୍କ ସ୍ଥାପନ କରି ହେଉ ନାହିଁ। ଚନ୍ଦ୍ରରେ ଏବେ…
Read More...

ମୁମ୍ବାଇରେ ପ୍ରବଳ ବର୍ଷା; ୨ ଦିନ ସ୍କୁଲ-କଲେଜ ଛୁଟି ଘୋଷଣା

ମୁମ୍ବାଇ: ମୁମ୍ବାଇରେ ବର୍ଷାକୁ ନେଇ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି। ଗୁରୁବାର ଏବଂ ଶୁକ୍ରବାର ସହରରେ ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ସତର୍କ କରାଇବା ପରେ ଲୋକେ ଚିନ୍ତିତ ହୋଇପଡ଼ିଛନ୍ତି। ମୁମ୍ବାଇ…
Read More...

ପାକିସ୍ତାନ ଆକାଶରେ ଉଡ଼ିବନି ମୋଦିଙ୍କ ବିମାନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଗାମୀ ଆମେରିକା ଗସ୍ତରେ ପାକିସ୍ତାନ ଆକାଶମାର୍ଗରେ ବିମାନ ଉଡ଼ାଣ ଭରିବା ପାଇଁ କରଯାଇଥିବା ଅନୁରୋଧକୁ ପାକିସ୍ତାନ ମନା କରିଦେଇଛି। ଆସନ୍ତା ୨୧-୨୭ ମୋଦି ଆମେରିକା ଗସ୍ତ…
Read More...

ହିନ୍ଦୀକୁ ୨ୟ ଭାଷା ଭାବେ ଗ୍ରହଣ କରାଯାଉ: ଅମିତ ଶାହ

ନୂଆଦିଲ୍ଲୀ : ଦେଶରେ ବେଆଇନ ଭାବେ ରହୁଥିବା ବିଦେଶୀ ନାଗରିକଙ୍କୁ ଚିହ୍ନଟ କରିବା ଲାଗି ଉଦ୍ଦିଷ୍ଟ ଜାତୀୟ ନାଗରିକ ପଂଜିକା (ଏନ୍‌ଆର୍‌ସି) କେବଳ ଆସାମରେ ସୀମିତ ରହିବ ନାହିଁ। ପର୍ଯ୍ୟାୟକ୍ରମେ ଏହାକୁ ସାରା ଦେଶରେ ଲାଗୁ…
Read More...

ତେଜସରେ ଉଡାଣ ଭରି ଇତିହାସ ରଚିଲେ ରାଜନାଥ

ବାଙ୍ଗାଲୋର:ବାଙ୍ଗାଲୋରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ସକାଳେ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଲଢୁଆ ବିମାନ ତେଜସରେ ଉଡାଣ ଭରିଛନ୍ତି । ଏହାସହ ଇତିହାସ ମଧ୍ୟ ରଚିଛନ୍ତି ।  ଏହା ପ୍ରଥମ ଥର ପାଇଁ ହୋଇଛି ଯେ…
Read More...

ନାଲକୋର ନିଟ୍ ଲାଭ ୧୭୩୨ କୋଟି

ଭୁବନେଶ୍ୱର : ନବରତ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନ୍ୟାସନାଲ୍ ଆଲୁମିନିୟମ୍ କମ୍ପାନୀ ଲିମିଟେଡ୍ (ନାଲକୋର ) ୨୦୧୮-୧୯ ଆର୍ଥିକ ବର୍ଷରେ ବିତ୍ତୀୟ ଦିଗର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ଏହି ବର୍ଷ ପାଇଁ…
Read More...

ହ୍ରାସ ପାଇଲା ସୁନାଦର

ନୂଆଦିଲ୍ଲୀ : ଆଜି ସୁନାଦର ୨୧୫ ଟଙ୍କା ହ୍ରାସ ପାଇଛି । ଦିଲ୍ଲୀର ବୁଲିୟନ ମାର୍କେଟରେ ସୁନାଦର ୧୦ ଗ୍ରାମ ପିଛା ୨୧୫ ଟଙ୍କା ହ୍ରାସ ପାଇ ୩୮,୬୭୬ ଟଙ୍କାରେ ପହଞ୍ଚିଛି । ଗତ କିଛି ମାସଧରି ସୁନା କ୍ରମାଗତଭାବେ ବଢିଚାଲିଥିଲା ।…
Read More...

ରେଲଓ୍ଵେ କର୍ମଚାରୀଙ୍କ ପାଇଁ ଖୁସି ଖବର; ସରକାର ଦେବେ ୭୮ ଦିନର ବୋନସ୍

ନୂଆଦିଲ୍ଲୀ:କେନ୍ଦ୍ର ସରକାର ବୁଧବାର କ୍ୟାବିନେଟ୍ ବୈଠକରେ ଦୁଇଟି ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ସରକାର ପାର୍ବଣ ଋତୁ ପୂର୍ବରୁ ରେଲଓ୍ଵେ କର୍ମଚାରୀଙ୍କ ପାଇଁ ବୋନସ ଘୋଷଣା କରିଥିବା ବେଳେ ଅନ୍ୟ ପଟେ ଇ-ସିଗାରେଟକୁ…
Read More...