Browsing Category
National
ଅମିତ୍ ଓ ମନିଷଙ୍କୁ ସମ୍ବର୍ଦ୍ଧିତ କଲେ କ୍ରୀଡ଼ାମନ୍ତ୍ରୀ
ନୂଆଦିଲ୍ଲୀ: ରୁଷର ଏକାଟେରିନାବର୍ଗରେ ୱାର୍ଲ୍ଡ ବକ୍ସିଂ ଚାମ୍ପିୟନଶିପରେ ପଦକ ଜିତିଥିବା ଅମିତ୍ ପଙ୍ଘାଲ ଓ ମନିଷ କୌଶିକଙ୍କୁ ସୋମବାର କ୍ରୀଡ଼ାମନ୍ତ୍ରୀ କିରନ୍ ରିଜିଜୁ ନଗଦ ଅର୍ଥରାଶି ଦେଇ ସମ୍ମାନିତ କରିଛନ୍ତି। ରୌପ୍ୟ ପଦକ!-->…
Read More...
Read More...
ଅକ୍ଟୋବର ୫ରୁ ଦିଲ୍ଲୀ-ଲକ୍ଷେ୍ନø ମଧ୍ୟରେ ଦୌଡ଼ିବ ତେଜସ ଏକ୍ସପ୍ରେସ
ନୂଆଦିଲ୍ଲୀ: ଭାରତୀୟ ରେଳବାଇ ସୋମବାର ଘୋଷଣା କରିଛି ଯେ, ଇଣ୍ଡିଆନ ରେଲୱେ କ୍ୟାଟରିଂ ଆଣ୍ଡ ଟୁରିଜିମ କର୍ପୋରେଶନ (ଆଇଆରସିଟିସି) ଦ୍ୱାରା ପରିଚାଳିତ ତେଜସ ଏକ୍ସପ୍ରେସ ଜାତୀୟ ରାଜଧାନୀ ଠାରୁ ଲକ୍ଷେ୍ନø ପର୍ଯ୍ୟନ୍ତ ସପ୍ତାହକୁ!-->…
Read More...
Read More...
ଆଜି ଟ୍ରମ୍ପଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ପୁଣି ଥରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବେ । ୟୁଏନ ସାଧାରଣ ସଭାର ୭୪ତମ ସଂସ୍କରଣ ଅବସରରେ ମୋଦୀ ଓ ଟ୍ରମ୍ପଙ୍କ ସାକ୍ଷାତକାର ସମୟରେ କିଛି!-->…
Read More...
Read More...
ଆନ୍ଧ୍ର ସୀମାରେ ଗୁଳି ବିନିମୟ, ୨ ମାଓବାଦୀ ଟଳିଲେ
ବିଶାଖାପାଟଣା:ଓଡ଼ିଶା ସୀମାନ୍ତ ଆନ୍ଧ୍ର ପ୍ରଦେଶର ମାଡ଼ିଗାମାଲୁ ଜଙ୍ଗଲରେ ସୁରକ୍ଷାବାହିନୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ସୁରକ୍ଷା ବାହିନୀଙ୍କ ଗୁଳିରେ ୨ ମାଓବାଦୀ ନିହତ ହୋଇଛି । ଘଟଣା ପରେ ଆନ୍ଧ୍ର!-->…
Read More...
Read More...
ଅନ୍ନଦାତା ଚାଷୀ ଭାଇଙ୍କୁ ଉର୍ଜା ଦାତା କରିବା ଆମର ଲକ୍ଷ୍ୟ -ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ/ଭୁବନେଶ୍ୱର: ନୂଆଦିଲ୍ଲୀ ଠାରେ ସୋମବାର ସିଆଇଆଇ ପକ୍ଷରୁ ଆୟୋଜିତ ଜୈବ ଇନ୍ଧନ ଶକ୍ତି ସମ୍ମିଳନୀରେ ଉଦ୍ବୋଧନ ଦେଇ ଦେଶର ଅନ୍ନଦାତା ଚାଷୀ ଭାଇଙ୍କୁ ଉର୍ଜା ଦାତା କରିବା ଭାରତ ସରକାରଙ୍କର ପ୍ରଥମିକତା ବୋଲି!-->…
Read More...
Read More...
ପୂର୍ବ ଭାରତ ହେବ ଇସ୍ପାତ୍ ହବ୍ ଓ ଭାରତକୁ ୫ ଟ୍ରିଲିୟନ୍ ଡଲାର୍ ଅର୍ଥନୀତିର କେନ୍ଦ୍ର ବିନ୍ଦୁ – ଧର୍ମେନ୍ଦ୍ର…
ନୂଆଦିଲ୍ଲୀ/ ଭୁବନେଶ୍ୱର: ଭାରତର ମୁଣ୍ଡ ପିଛା ଇସ୍ପାତ ବ୍ୟବହାର ଆଗାମୀ ଦିନରେ ଦ୍ରୁତଗତିରେ ଅଭିବୃଦ୍ଧି ହେବାକୁ ଯାଉଛି । ଏହି ପୃଷ୍ଠଭୂମିରେ ଦେଶର ଇସ୍ପାତ ଶିଳ୍ପ ପାଇଁ ଏହା ଏକ ବଡ ସୁଯୋଗ ସୃଷ୍ଟି ହେବ ବୋଲି ସୋମବାର!-->…
Read More...
Read More...
ଜାମ୍ମୁ-କାଶ୍ମୀରରେ ବନ୍ଦ ପଡିଥିବା ୫୦ ହଜାର ହିନ୍ଦୁ ମନ୍ଦିରର ହେବ ସର୍ଭେ
ବେଙ୍ଗାଲୁରୁ :ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ କେନ୍ଦ୍ର ସରକାର ଆଉ ଏକ ବଡ ନିଷ୍ପତ୍ତି ନେବାକୁ ପ୍ରସ୍ତୁତ ହେଉଛନ୍ତି। ସେଠାରେ ବନ୍ଦ ପଡିଥିବା ହିନ୍ଦୁ ସ୍କୁଲ ଏବଂ ମନ୍ଦିରଗୁଡିକୁ ନେଇ ଏକ ସର୍ଭେ କରିବାକୁ!-->…
Read More...
Read More...
ଏଣିକି ଗୋଟିଏ କାର୍ଡରେ ଆଧାର, ପାସପୋର୍ଟ ଓ ଡ୍ରାଇଭିଂ ଲାଇସେନ୍ସ!
ନୂଆଦିଲ୍ଲୀ: ଆଧାର କାର୍ଡ, ପାସପୋର୍ଟ, ପାନ୍, ଡ୍ରାଇଭିଂ ଲାଇସେନ୍ସ ଓ ବ୍ୟାଙ୍କ ଖାତା ଭଳି ତମାମ ପରିଚୟପତ୍ର ଏକାସଙ୍ଗରେ ରଖିବାରେ ଆପଣ ନିଶ୍ଚିତ ଅସୁବିଧାର ସମ୍ମୁଖୀନ ହେଉଥିବେ। ହେଲେ ଏହି ଏକାଧିକ ପରିଚୟପତ୍ର ରଖିବା!-->…
Read More...
Read More...
ତିହାର ଜେଲରେ ଚଦାମ୍ବରମଙ୍କୁ ଭେଟିଲେ ସୋନିଆ ଓ ମନମୋହନ
ନୂଆଦିଲ୍ଲୀ: ଆଇଏନ୍ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ବରିଷ୍ଠ କଂଗ୍ରେସ ନେତା ପି ଚଦାମ୍ବରମ ଏବେ ତିହାର ଜେଲରେ ରହିଛନ୍ତି। ତାଙ୍କ ସହ ପୂରା ଦଳ ରହିଛି ବୋଲି ଦେଖାଇବା ପାଇଁ ଆଜି କଂଗ୍ରେସର ଅନ୍ତରୀଣ!-->…
Read More...
Read More...
ପିଆଜ ଦର ୭୦ ଛୁଇଁଲା
ନୂଆଦିଲ୍ଲୀ: ପୁଣି କନ୍ଦେଇଛି ପିଆଜ। ଦେଶରେ ଏବେ ପିଆଜ ଦର କିଲୋ ପିଛା ୭୦ ଟଙ୍କା ଛୁଇଁଥିବା ଜଣାପଡ଼ିଛି। ଦିଲ୍ଲୀ ଏନସିଆର ବଜାରରେ ପିଆଜ ଦର ୬୦ରୁ ୭୦ ଟଙ୍କା କିଲୋ ପ୍ରତି ରହିଥିବା ବେଳେ ମଣ୍ଡିରେ ହୋଲସେଲ ଦର ୩୫-୪୫ ଟଙ୍କା!-->…
Read More...
Read More...
ଆସାମରେ ବସ-ମିନିବସ ମୁହାଁମୁହିଁ; ୧୦ ମୃତ, ୪୦ ଆହତ
ଦିବୃଗଡ:ଆସାମରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏକ ବସ ଓ ମିନିବସ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୧୦ ଜଣ ପ୍ରାଣ ହରାଇଛନ୍ତି । ମୃତ୍ୟୁସଂଖ୍ୟା ବୃଦ୍ଧି ପାଇପାରେ ବୋଲି କୁହାଯାଉଛି ।!-->!-->!-->…
Read More...
Read More...
ପୁଣିଥରେ ହ୍ରାସ ପାଇଲା ସୁନାଦର
ନୂଆଦିଲ୍ଲୀ : ସୁନାଦର ଆଜି ୧୦ ଗ୍ରାମ ପିଛା ୧୩୦ ଟଙ୍କା ବୃଦ୍ଧି ପାଇ ୩୮,୯୬୦ ଟଙ୍କାରେ ପହଞ୍ଚିଛି । ସେହିପରି ରୁପାଦର କିଲୋଗ୍ରାମ ପିଛା ୯୦୦ ଟଙ୍କା ବୃଦ୍ଧି ପାଇ ୪୭,୯୯୦ ଟଙ୍କାରେ ପହଞ୍ଚିଛି । ଗତ ଶନିବାରଦିନ ମଧ୍ୟ!-->…
Read More...
Read More...
ସୁପ୍ରିମକୋର୍ଟରେ ଶପଥ ନେଲେ ୪ଜଣ ନୂଆ ବିଚାରପତି
ନୂଆଦିଲ୍ଲୀ:ସୁପ୍ରିମକୋର୍ଟରେ ଆଜି ୪ଜଣ ନୂଆ ବିଚାରପତି ଶପଥ ଗହଣ କରିଛନ୍ତି । ପୂର୍ବରୁ ୪ଟି ହାଇକୋର୍ଟରେ କାର୍ଯ୍ୟ କରୁଥିବା ବିଚାରପତି ସୁପ୍ରିମକୋର୍ଟରେ ଯୋଗ ଦେବା ପରେ ସୁପ୍ରିମକୋର୍ଟ ବିଚାରପତିଙ୍କ ସଂଖ୍ୟା ୩୪କୁ!-->…
Read More...
Read More...
ନ୍ୟୁୟର୍କରେ ପ୍ରଧାନମନ୍ତ୍ରୀ ମୋଦୀ
ନ୍ୟୁୟର୍କ: ଆମେରିକାର ଟେକ୍ସାସରେ ଆୟୋଜିତ ହାଓଡ଼ି ମୋଦୀ କାର୍ଯ୍ୟକ୍ରମରେ ରବିବାର ୫୦ ହଜାର ଭାରତୀୟ ବଂଶୋଦ୍ଭବଙ୍କୁ ସମ୍ବୋଧିତ କରିବା ପରେ ପ୍ରଧାନମନ୍ତ୍ରୀ ନ୍ୟୁୟର୍କ ଗସ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ସୋମବାର!-->…
Read More...
Read More...
