Browsing Category

National

ଇଞ୍ଜିନିୟର ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: ଇଞ୍ଜିନିୟର ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁଭେଚ୍ଛା ଜଣାଇଛନ୍ତି । ଭାରତ ରତ୍ନ ଏମ.ବିଶ୍ୱେସ୍ୱରାୟାଙ୍କ ଜନ୍ମ ତିଥିକୁ ଭାରତରେ ଇଞ୍ଜିନିୟର ଦିବସ ରୂପେ…
Read More...

୬୦ ବର୍ଷରେ ପାଦ ଥାପିଲା ଦୂରଦର୍ଶନ

ନୂଆଦିଲ୍ଲୀ: ଭାରତରେ ଟିଭି ଉଦ୍ୟୋଗ ବିଳମ୍ୱରେ ଆରମ୍ବ ହୋଇଛି କିନ୍ତୁ ଦୂରଦର୍ଶନ ହିଁ ଥିଲା ଯିଏ ଦୀର୍ଘ ଦିନ ଧରି ଦେଶବାସୀଙ୍କ ମନୋରଞ୍ଜନ କରିଥିଲା । ଏଥିରେ ପ୍ରସାରିତ ହେଉଥିବା ଧାରାବାହିକ କୌତୁହଳ, ମନୋରଞ୍ଜନ ଭିତ୍ତିକ,…
Read More...

ଗୋଦାବରୀ ନଦୀରେ ଲଞ୍ଚ୍ ବୁଡି ୨୩ ନିଖୋଜ

ଦେବୀପଟ୍ଟନମ :ଆନ୍ଧ୍ରପ୍ରଦେଶ ଗୋଦାବରୀ ନଦୀରେ ଏକ ଅଭାବନୀୟ ଘଟଣା ଘଟିଛି। ଏକ ଲଞ୍ଚ୍ ବୁଡି ୨୩ ଜଣ ଯାତ୍ରୀ ନିଖୋଜ ଥିବା ସୂଚନା ମିଳିଛି। ପୋଲିସ ଓ ଉଦ୍ଧାରକାରୀ ଟିମ୍ ଦ୍ଵାରା ଏବେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।…
Read More...

ଆଜି ଅନ୍ତର୍ଜାତୀୟ ଗଣତନ୍ତ୍ର ଦିବସ

ହାଇଦ୍ରାବାଦ: ଗଣତନ୍ତ୍ରର ମୂଳ ଯଥାର୍ଥକୁ ବଞ୍ଚାଇ ରଖିବାକୁ ପାଳିତ ହୋଇଆସୁଛି ଅନ୍ତର୍ଜାତୀୟ ଗଣତନ୍ତ୍ର ଦିବସ । ଲୋକତନ୍ତ୍ରର ସମାବେଶ, ସମାନ ଭାଗିଦାରୀ ଓ ଉପଚାରକୁ ସୂଚାଇ ପ୍ରତିବର୍ଷ ସେପ୍ଟେମ୍ବର 15ରେ ଅନ୍ତର୍ଜାତୀୟ…
Read More...

ଆତଙ୍କବାଦ ନ ରୋକିଲେ ଖଣ୍ଡ ଖଣ୍ଡ ହୋଇଯିବ:ରାଜନାଥ

ନୂଆଦିଲ୍ଲୀ:ରକ୍ଷାମନ୍ତ୍ରୀ ରାଜନାଥ ସିଂହ ସୁରାଟରେ ଆୟୋଜିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ପାକିସ୍ତାନକୁ ଟାର୍ଗେଟ କରିଛନ୍ତି । ପାକିସ୍ତାନ ଯଦି ଆତଙ୍କବାଦୀଙ୍କ ସାଥ ଦେବା ନ ଛାଡ଼ିବ ତେବେ ତାର ବିନାଶ ହେବାକୁ କେହି ରୋକି…
Read More...

ଭାରତ ସହ ଯୁଦ୍ଧ ହେଲେ ହାରିବୁ କିନ୍ତୁ ଲଢେଇ କରିବୁ:ଇମରାନ

ଇସଲାମବାଦ:ଜମ୍ମୁ-କାଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟିବା ପରେ ପାକିସ୍ତାନ ବିଚଳିତ ହୋଇପଡିଛି । ଏହାପରେ ପାକ୍ ବାରମ୍ବାର ଯୁଦ୍ଧ ନେଇ ଫମ୍ପା ଧମକ ମଧ୍ୟ ଦେଉଛି । ପୁଣି ଥରେ ସେଠାକାର ପ୍ରଧାନମନ୍ତ୍ରୀ ଇମରାନ ଖାନ ଏପରି କିଛି…
Read More...

ଗ୍ରାହକଙ୍କୁ ଭେଟି ଦେବ ଆରବିଆଇ: ଏହି ସବୁ ଜିନିଷ ଉପରେ ଲୋନ ହେବ ଶସ୍ତା

ନୂଆଦିଲ୍ଲୀ:ବ୍ୟାଙ୍କ ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର । ଏଣିକି କଂଜ୍ୟୁମର ପ୍ରଡକ୍ଟସ, ମୋବାଇଲ ଫୋନ, ଘର ଉପକରଣ ସାଙ୍ଗକୁ ଯାନବାହାନ କ୍ରୟ ଉପରେ ଲୋନ ମିଳିବ । କାରଣ ଭାରତୀୟ ରିଜର୍ଭ ଲୋନ କଂଜ୍ୟୁମର କ୍ରେଡିଟ ରିିିିିକ୍ସ…
Read More...

ସୁଲଭ ଗୃହ ନିର୍ମାଣ ଲାଗି ରିହାତି ଦରରେ ଋଣ ପ୍ରଦାନ କରାଯିବ : ସୀତାରମଣ

ନୂଆଦିଲ୍ଲୀ : ଅର୍ଥନୀତିରେ ସୁଧାର ଆଣିବାକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଗୃହନିର୍ମାଣ କ୍ଷେତ୍ରରେ କେତେକ ପଦକ୍ଷେପ ଘୋଷଣା କରିଛନ୍ତି । ଗୃହନିର୍ମାଣ କ୍ଷେତ୍ରରେ ଋଣ ପ୍ରଦାନକୁ ସୁଗମ କରିବା ଓ ଚାହିଦା ସୃଷ୍ଟି…
Read More...

ହିନ୍ଦୀ ଦିବସରେ ଶୁଭକାମନା ଜଣାଇଲେ ଅମିତ ଶାହା

ନୂଆଦିଲ୍ଲୀ:ସମ୍ପୂର୍ଣ୍ଣ ଭାରତବାସୀଙ୍କ  ଆଜି ହିନ୍ଦୀ ଦିବସର ଶୁଭକାମନା ଜଣାଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଦେଶ ତଥା ଦେଶବାସୀଙ୍କୁ ଏକାଠି କରିବା ସହ ହିନ୍ଦୀ ଉପଲବ୍ଧିକୁ ଜୋର ଦେଇ ଆଜି ଅମିତ ଶାହା କହିଛନ୍ତିି…
Read More...

ଭାରତୀୟ ସେନା ଗୁଳିରେ ୨ ପାକ୍ ସୈନିକ ନିପାତ

ନୂଆଦିଲ୍ଲୀ:ପାକିସ୍ତାନ ସେନାକୁ ଯୋରଦାର ଝଟକା ଲାଗିଛି । ପାକ୍ ସେନା ଭାରତୀୟ ସୀମାରେ ପଶିବାକୁ ଉଦ୍ୟମ କରିବା ବେଳେ ଭାରତୀୟ ସେନା କଡା ଜବାବ ଦେଇଛି । ଏଥିରେ ୨ଜଣ ପାକ୍ ବର୍ଡର ଆକ୍ସନ ଟିମର ବା ବାଟ୍ ଯବାନ ନିପାତ…
Read More...

ଏମ୍‌ସରେ ଝାଡୁ ମାରୁଥିବାର ନଜର ଆସିଲେ ଶାହା ଓ ନଡ୍ଡା

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନକୁ ଶନିବାର ଠାରୁ ସେବା ସପ୍ତାହ ଭାବେ ପାଳନ କରୁଛି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଆଜି ପୂର୍ବାହ୍ଣରେ ଦିଲ୍ଲୀସ୍ଥିତ ଅଖିଳ…
Read More...

ନୀରବ ମୋଦୀର ଭାଇ ବିରୋଧରେ ରେଡ କର୍ଣ୍ଣର ନୋଟିସ ଜାରି କଲା ଇଣ୍ଟରପୋଲ

ନୂଆଦିଲ୍ଲୀ:ବହୁ ଚର୍ଚ୍ଚିତ ପିଏନବି ଘୋଟାଲର ମୁଖ୍ୟ ଅଭିଯୁକ୍ତ ନୀରବ ମୋଦୀ ପାଇଁ ଅଡୁଆ ବଢିଛି । ୧୩,୬୦୦ କୋଟି ଟଙ୍କା ପିଏମବି ଘଟୋଲାର ଅଭିଯୁକ୍ତ ନୀରବ ମୋଦୀଙ୍କ ଭାଇ ନେହାଲ ମୋଦୀଙ୍କ ବିରୋଧରେ ଇଣ୍ଟରପୋଲ ରେଡ କର୍ଣ୍ଣର…
Read More...

୧୪ରେ ପୃଥିବୀର ଅତି ନିକଟ ଦେଇ ଗତି କରିବ ବିଶାଳ ଧୂମକେତୁ

ନୂଆଦିଲ୍ଲୀ:ଆମେରିକା ମହାକାଶ ଗବେଷଣା ଏଜେନ୍ସି ନାସା ଘୋଷଣା କରିଛି ଯେ ଆଜି ରାତିରେ ପୃଥିବୀର କକ୍ଷ ନିକଟରେ ଧୂମକେତୁ ଗତି କରିବ। ମାତ୍ର ଏଥିରୁ କୌଣସି ଧୂମକେତୁ ପୃଥିବୀ ସହ ଘର୍ଷଣ ହୋଇ ଯିବେ ନାହିଁ। ନାସାର…
Read More...

ବିଦେଶ ଯାଇପାରିବେ ରବର୍ଟ ଭଦ୍ରା: ମିଳିଲା ଅନୁମତି

ନୂଆଦିଲ୍ଲୀ: ଗାନ୍ଧି ପରିବାରର ଜ୍ୱାଇଁ ତଥା ବ୍ୟବସାୟୀ ରବର୍ଟ ଭଦ୍ରାଙ୍କୁ ଆଜି ଦିଲ୍ଲୀର ଏକ କୋର୍ଟ ବିଦେଶ ଯିବାକୁ ଅନୁମତି ଦେଇଛନ୍ତି। ତାଙ୍କ ନାଁରେ ମନି ଲଣ୍ଡରିଂ ମାମଲା ରୁଜୁ ହୋଇଥିବାରୁ ତାଙ୍କ ବିଦେଶ ଗସ୍ତ ଉପରେ…
Read More...