Browsing Category
National
ଲଦାଖ ସୀମାରେ ଭାରତ-ଚୀନ ସେନା ମୁହାଁମୁହିଁ
ନୂଆଦିଲ୍ଲୀ: ପୁଣି ମୁହାଁମୁହିଁ ହୋଇଛନ୍ତି ଭାରତ ଓ ଚୀନ ସେନା। ପୂର୍ବ ଲଦାଖ ସୀମାରେ ଗତ ବୁଧବାର ଚୀନ ସେନା ସହ ଭାରତୀୟ ସେନା ମୁହାଁମୁହିଁ ହୋଇଥିବା ସୂଚନା ମିଳିଛି । ଅନେକ ସମୟ ଧରି ଦୁଇ ସେନାର ଯବାନଙ୍କ ମଧ୍ୟରେ!-->…
Read More...
Read More...
ଆଜି ‘କିଷାନ ମନ ଧନ ଯୋଜନା’ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିନିକିଆ ଝାଡ଼ଖଣ୍ଡ ଗସ୍ତ କରୁଛନ୍ତି । ଏହି ଗସ୍ତ କାଳରେ ମୋଦୀ ରାଜ୍ୟର ରାଜଧାନୀ ରାଞ୍ଚିରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ‘କିଷାନ ମନ ଧନ ଯୋଜନା’!-->…
Read More...
Read More...
ମୋଷ୍ଟ୍ ୱାଣ୍ଟେଡ୍ ଲସ୍କର ଆତଙ୍କବାଦୀ ଆସିଫ୍ ନିପାତ
ଶ୍ରୀନଗର : ଜମ୍ମୁ କଶ୍ମୀରର ବାରମୁଳା ଜିଲ୍ଲା ସ୍ଥିତ ସୋପୁରରେ ଆଜି ସୁରକ୍ଷାବାହିନୀ ଗୁଳିରେ ମୋଷ୍ଟ୍ ୱାଣ୍ଟେଡ ଲସ୍କର ଆତଙ୍କବାଦୀ ଆସିଫ୍ ମକବୁଲ୍ ଭଟ୍ଟ ନିପାତ ହୋଇଛି। ଏହା ସୁରକ୍ଷାବାହିନୀ ପାଇଁ ଏକ ବଡ଼ ସଫଳତା ବୋଲି!-->…
Read More...
Read More...
ତୈଳ, ପେଟ୍ରୋଲିୟମ ଓ ଇସ୍ପାତ କ୍ଷେତ୍ରରେ ଭାରତର ପୁଞ୍ଜିନିବେଶ ନେଇ ବିଦେଶ ପ୍ରତିନିଧିଙ୍କ ସହ ଆଲୋଚନା କଲେ ଧର୍ମେନ୍ଦ୍ର…
ପାଂଚଦିନିଆ ତ୍ରିରାଷ୍ଟ୍ରୀୟ ବିଦେଶ ଗସ୍ତର
ଚତୁର୍ଥ ଦିନରେ କେନ୍ଦ୍ରମନ୍ତ୍ରୀଭୁବନେଶ୍ୱର : ପାଂଚଦିନିଆ ତ୍ରିରାଷ୍ଟ୍ରୀୟ ବିଦେଶ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର!-->!-->!-->…
Read More...
Read More...
ଉନ୍ନାଓ ଦୁଷ୍କର୍ମ ମାମଲା: ପୀଡ଼ିତାଙ୍କ ବୟାନ ରେକର୍ଡ ପାଇଁ ଏମ୍ସରେ ପ୍ରତିଷ୍ଠା ହେଲା ଅସ୍ଥାୟୀ କୋର୍ଟ
ନୂଆଦିଲ୍ଲୀ: ଉନ୍ନାଓ ବଳାତ୍କର ମାମଲାରେ ଶୁଣାଣି ପାଇଁ ଆଜି ଦିଲ୍ଲୀ ଏମ୍ସରେ ଅସ୍ଥାୟୀ କୋର୍ଟ ତିଆରି ହୋଇଥିଲା। ଏହି ଦୁଷ୍କର୍ମ ମାମଲରା ପୀଡିତା ଦୁର୍ଘଟଣାର ଶିକାର ହୋଇ ଏମ୍ସରେ ଭର୍ତ୍ତି ହୋଇଥିବାରୁ ଦିଲ୍ଲୀ ହାଇକୋର୍ଟଙ୍କ!-->…
Read More...
Read More...
ରାଜ୍ୟ ସରକାର ମୋଟରଯାନ ଜୋରିମାନା କମେଇପାରିବେ: ଗଡ଼କରୀ
ନୂଆଦିଲ୍ଲୀ: ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିଜ ରାଜ୍ୟ ଗୁଜରାଟ ସରକାର ନୂଆ ଟ୍ରାଫିକ ଆଇନରେ ଥିବା ଜୋରିମାନା ପରିମାଣ କମାଇବା ପରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରୀ। ସେ!-->…
Read More...
Read More...
ପିଏମ ମୋଦୀଙ୍କୁ ମିଳିଥିବା ୨୭୦୦ ଉପହାରର ହେବ ନିଲାମି
ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦେଶ-ବିଦେଶରୁ ଅନେକ ଉପହାର ମିଳିଥାଏ । ସେ ଯେବେବି କୌଣସି ଦେଶ ଗସ୍ତ କରନ୍ତି, ତାଙ୍କୁ ସେହି ଦେଶର ରାଷ୍ଟ୍ର ମୁଖ୍ୟଙ୍କ ଦ୍ୱାରା କିଛି ଉପହାର ଦିଆଯାଇଥାଏ । ଅନ୍ୟପଟେ, ଏବେ!-->…
Read More...
Read More...
‘ଓମ’ ଓ ‘ଗାଈ’ର ଶବ୍ଦ ଶୁଣିବା ମାତ୍ରେ କିଛି ଲୋକଙ୍କୁ କରେଣ୍ଟ ଲାଗୁଛି: ମୋଦୀ
ମଥୁରା:କାହ୍ନାର ନଗରୀ ମଥୁରାରେ ପହଞ୍ଚି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଓମ’ ଓ ‘ଗାଈ’ ବାହାନାରେ ବିରୋଧୀଙ୍କ ଉପରେ କଡ଼ା ପ୍ରହାର କରିଛନ୍ତି। ସେ କହିଛନ୍ତି ଯେ ‘ଓମ’ ଶବ୍ଦ ଶୁଣିବା ମାତ୍ରେ କିଛି ଲୋକ ବ୍ୟତିବ୍ୟସ୍ତ!-->…
Read More...
Read More...
ମଥୁରାରେ ପଶୁ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୋଦୀ
ମଥୁରା :ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମଥୁରାର ଭେଟରନେରୀ ବିଶ୍ଵଵିଦ୍ୟାଳୟରେ ପଶୁମାନଙ୍କ ପାଇଁ ଏକ ବଡ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏହି ସମୟରେ ମୋଦୀ ପଶୁମାନଙ୍କୁ ବିଭିନ୍ନ ରୋଗରୁ ବଞ୍ଚାଇବାକୁ ଟୀକାକରଣ!-->…
Read More...
Read More...
ନୂଆ ମୋଟର ଯାନ ଆଇନ: ଜରିମାନା ହ୍ରାସ କଲେ ଗୁଜରାଟ ସରକାର
ଗାନ୍ଧିନଗର: ସେପ୍ଟେମ୍ବର ୧ରୁ ଦେଶରେ ନୂଆ ଟ୍ରାଫିକ ଓ ଜୋରିମାନା ଲାଗୁ ହେବା ପରେ ଏହାକୁ ନେଇ ଜନଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଟ୍ରାଫିକ୍ ଉଲ୍ଲଙ୍ଘନକାରୀଙ୍କ ନାଁରେ ମୋଟା ଅଙ୍କର ଚାଲାଣ କଟା ଯାଉଥିବାରୁ ଚାରିଆଡ଼େ!-->…
Read More...
Read More...
ଦଳାଚକଟାରେ ୩୧ ମୃତ, ୧୦୦ ଆହତ
ବାଗଦାଦ୍: ମଙ୍ଗଳବାର ଇରାକ୍ର କାରବାଲ ସହରରେ ଦଳାଚକଟା କାରଣରୁ ୩୧ ଜଣଙ୍କ ମୃତ୍ୟୁ ହୋଇଛି। ଶହ ଶହ ଲୋକ ଅଶୁରା ନାମକ ଏକ ଧାର୍ମିକ କାର୍ଯ୍ୟକ୍ରମ ପାଳନ କରିବା ପାଇଁ ଏକାଠି ହୋଇଥିବା ସମୟରେ ଏଭଳି ଘଟଣା ଘଟିଛି। ଶିଆଇଟ୍!-->…
Read More...
Read More...
ଶାଶୂଙ୍କୁ କାନ୍ଧ ଦେଲେ ୪ ବୋହୂ
ମୁମ୍ବାଇ : ମହାରାଷ୍ଟ୍ରର ବିଡ୍ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପୁଅଙ୍କ ପରି ଝିଅମାନେ ମଧ୍ୟ ନିଜ ବାପା ମା’ଙ୍କ ମୃତ୍ୟୁ ପରେ ଶେଷ ସଂସ୍କାର କରୁଛନ୍ତି ଏବଂ ମୁଖାଗ୍ନି ଦେଉଛନ୍ତି। କିନ୍ତୁ ମହାରାଷ୍ଟ୍ରର!-->…
Read More...
Read More...
‘ବିକ୍ରମ’ ସଫଳତା ପାଇଁ ଚନ୍ଦ୍ର ପୂଜା କଲେ ଲୋକେ
ଥାଞ୍ଜାଭୌର: ଚନ୍ଦ୍ରପୃଷ୍ଠରେ ମିଶନ୍ ଚନ୍ଦ୍ରଯାନ-୨ର ଲ୍ୟା୍ଡର ଅବତରଣ କରିଥିବା ଦେଇ ସୂଚନା ମିଳିସାରିଥିଲେ ହେଁ ଏଯାଏ ଏହା ସହ ଯୋଗାଯୋଗ ହୋଇପାରିନାହିଁ। ସମସ୍ତେ ଏହି ମୁହୂର୍ତ୍ତକୁ ଅପେକ୍ଷା କରିରହିଥିବାବେଳେ ଏଥିରେ!-->…
Read More...
Read More...
ପାକିସ୍ତାନରେ ତହରିକ-ଏ-ତାଲିବାନ ନେତାକୁ ଆତଙ୍କବାଦୀ ଘୋଷଣା କଲା ଆମେରିକା
ୱାଶିଂଟନ: ଆମେରିକା ମଙ୍ଗଳବାର ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ତହରିକ-ଏ-ତାଲିବାନ ନେତାକୁ ଆତଙ୍କବାଦୀ ଘୋଷଣା କରିଛି । ତହରିକ-ଏ-ତାଲିବାନକୁ ପାକିସ୍ତାନ ତାଲିବାନ ମଧ୍ୟ କୁହାଯାଇଥାଏ । ଏହି ସଂଗଠନ ଅନେକ ଆତ୍ମଘାତୀ ଓ ବମ!-->…
Read More...
Read More...
