Browsing Category

National

ମୁମ୍ବାଇରେ ୩ଟି ମେଟ୍ରୋ ଲାଇନ୍‌ କାର୍ଯ୍ୟର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ମୁମ୍ବାଇ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମୁମ୍ବାଇଠାରେ ତିନୋଟି ମେଟ୍ରୋ ଲାଇନର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ମୋଦୀ ଆଜି ମେଟ୍ରୋ-୧୦, ୧୧ ଓ ୧୨ କରିଡର୍ର ଶୁଭାରମ୍ଭ କରିଛନ୍ତି । ପ୍ରାୟ ୧୯ ହଜାର କୋଟି…
Read More...

ମହିଳାଙ୍କୁ ‘ମାଗଣା ଯାତ୍ରା’ ଯୋଜନାରେ ଦିଲ୍ଲୀ ମେଟ୍ରୋର କ୍ଷତି ନେଇ ପ୍ରଶ୍ନ ଉଠାଇଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ମେଟ୍ରୋରେ ସବୁ ବର୍ଗର ମହିଳାମାନେ ମାଗଣା ଯାତ୍ରା କରିପାରିବେ ବୋଲି ସ୍ଥାନୀୟ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଘୋଷଣାର ଭବିଷ୍ୟତକୁ ନେଇ ଏବେ ଆଶଙ୍କା ସୃଷ୍ଟି ହୋଇଛି। କାରଣ ସୁପ୍ରିମ୍‌କୋର୍ଟ…
Read More...

ଆପ୍‌ ଛାଡ଼ିଲେ ଦିଲ୍ଲୀ ବିଧାୟିକା ଅଳକା ଲାମ୍ବା

ନୂଆଦିଲ୍ଲୀ: ଆମ୍‌ ଆଦମୀ ପାର୍ଟି(ଆପ୍‌) ବିଧାୟିକା ଅଳକା ଲାମ୍ବା ଶୁକ୍ରବାର ଦଳ ଛାଡ଼ିଛନ୍ତି। ସେ ଦଳର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଛନ୍ତି। ଏହା ସହିତ ଦଳକୁ ଗୁଡ୍‌ବାଏ କହିବାର ସମୟ ଆସିଛି ବୋଲି ୪୩ ବର୍ଷୀୟା…
Read More...

ଟ୍ରେନ ବଗିରେ ନିଆଁ

ନୂଆଦିଲ୍ଲୀ: ରେଳ ଷ୍ଟେସନରେ ଛିଡ଼ା ହୋଇଥିବା ବେଳେ ହଠାତ୍ ଏଥିରେ ନିଆଁ ଲାଗି ଯାଇଛି। ଦିଲ୍ଲୀ ଷ୍ଟେସନରେ ଏଭଳି ଘଟଣା ଘଟିଛି। ଚଣ୍ଡିଗଡ଼-କୋଚୁଭାଲ୍ଲି ଏକ୍ସପ୍ରେସର ସାମ୍ନା ପଟ ବଗିରେ ଏହି ଅଗ୍ନିକାଣ୍ଡ ଘଟିଛି।…
Read More...

ଗାଈ କ୍ଷୀର ମୂଲ୍ୟ ୨ ଟଙ୍କା ବଢ଼ାଇଲା ମଦର ଡାଏରୀ

ନୂଆଦିଲ୍ଲୀ: ମଦର ଡାଏରୀ ଦିଲ୍ଲୀ ଓ ଏନସିଆରରେ କ୍ଷୀର ଲିଟର ପିଛା ୪୪ଟଙ୍କା କରିଛି । ଅଧଲିଟର କ୍ଷୀର ମୂଲ୍ୟ ୨୩ଟଙ୍କା । ନୂତନ ଦର ଶୁକ୍ରବାର ଠାରୁ ଲାଗୁ କରି ଦିଆଯାଇଛି । କଂପାନୀ କହିଛି ଯେ, ଚାଷୀଙ୍କୁ କଞ୍ଚା କ୍ଷୀର…
Read More...

ତିହାରର ୭ ନମ୍ବର ଜେଲରେ ରହିବେ ଚିଦାମ୍ବରମ

ନୂଆଦିଲ୍ଲୀ:ଦିଲ୍ଲୀର ସ୍ଵତନ୍ତ୍ର ସିବିଆଇ କୋର୍ଟ ଆଇଏନଏକ୍ସ ମିଡ଼ିଆ ସ୍କାମ ମାମଲାରେ ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମଙ୍କୁ ସେପ୍ଟେମ୍ବର ୧୯ ପର୍ଯ୍ୟନ୍ତ ତିହାର ଜେଲକୁ…
Read More...

ଏୟାରସେଲ- ମାକ୍ସିସ ମାମଲା: ପି.ଚିଦାମ୍ବରମ ଓ କାର୍ତ୍ତି ଚିଦାମ୍ବରମଙ୍କୁ ଆଗୁଆ ଜାମିନ

ନୂଆଦିଲ୍ଲୀ:ଏୟାରସେଲ-ମାକ୍ସିସ ମାମଲାରେ ପି.ଚିଦାମ୍ୱରମ ଏବଂ ତାଙ୍କ ପୁଅ କାର୍ତ୍ତି ଚିଦାମ୍ୱରମଙ୍କୁ ଦିଲ୍ଲୀର ରାଉଜ ଏଭେନ୍ୟୁ କୋର୍ଟ ଆଶ୍ୱସ୍ତି ପ୍ରଦାନ କରିଛନ୍ତି । କୋର୍ଟ ଇଡି ଏବଂ ସିବିଆଇ ମାମଲାରେ କାର୍ତ୍ତି ଏବଂ…
Read More...

ପାକିସ୍ତାନ ଯଦି ଯୁଦ୍ଧ ଚାହୁଁଛି; ଜବାବ୍‌ ଦେବା ପାଇଁ ଭାରତୀୟ ସେନା ମଧ୍ୟ ପ୍ରସ୍ତୁତ: ସେନାମୁଖ୍ୟ ଜେନେରାଲ ରାଓ୍ଵତ୍‌

ଶ୍ରୀନଗର: ଜମ୍ମୁ- କଶ୍ମୀର ପ୍ରସଙ୍ଗରେ ଆଜି ପାକିସ୍ତାନକୁ କଡ଼ା ଚେତାବନୀ ଶୁଣାଇଛନ୍ତି ଭାରତର ସେନାମୁଖ୍ୟ ଜେନେରାଲ ବିପିନ୍‌ ରାଓ୍ଵତ୍‌। ସେନାମୁଖ୍ୟ ଜେନେରାଲ ରାଓ୍ଵତ ବେଶ ସ୍ପଷ୍ଟ ଶବ୍ଦରେ କହିଛନ୍ତି ଯେ ଯଦି…
Read More...

ସୁଦୂର ର୍ପବାଞ୍ଚଳ ବିକାଶ ପାଇଁ ରୁଷକୁ ୧୦୦କୋଟି ଡଲାର ଋଣ ଦେବ ଭାରତ: ମୋଦୀ

ଭ୍ଲାଦିଭୋସ୍ତକ: ସୁଦୂର ପୂର୍ବାଞ୍ଚଳର ବିକାଶ ପାଇଁ ଭାରତ ରୁଷକୁ ୧୦୦ କୋଟି ଡଲାର ଋଣ ପ୍ରଦାନ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ରୁଷର ଭ୍ଲାଦିଭୋସ୍ତକଠାରେ ଅନୁଷ୍ଠିତ ପୂର୍ବାଞ୍ଚଳ ଅର୍ଥନୈତିକ ମଞ୍ଚରେ…
Read More...

ଏଲ୍‌ଓସିରେ ୨୦୦୦ ସୈନ୍ୟ ମୁତୟନ କଲା ପାକିସ୍ତାନ

ନୂଆଦିଲ୍ଲୀ:କଶ୍ମୀର ମାମଲାରେ ଅନ୍ତରାଷ୍ଟ୍ରୀୟ ସ୍ତରରେ ବିଫଳ ହେବା ପରେ ଏବେ ପାକିସ୍ତାନ ଯୁଦ୍ଧ କରିବାକୁ ଫମ୍ପା ଧମକ ଦେଉଛି । ପ୍ରଧାନମନ୍ତ୍ରୀ ଇମରାନ ଖାନ ପରମାଣୁ ବୋମା ଆକ୍ରମଣ ପାଇଁ ଭାରତକୁ ଚେତାବନୀ ଦେଉଛନ୍ତି ।…
Read More...

ଗୁରୁ ଦିବସ: ଶୁଭେଚ୍ଛା ଜଣାଇଲେ ପିଏମ ମୋଦି ଓ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଗୁରୁ ଦିବସର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି ଏବଂ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଦେଶର ସମସ୍ତ ଗୁରୁମାନଙ୍କ ଉଦ୍ଦେଶ୍ୟରେ ଟ୍ବିଟ କରିଛନ୍ତି ।ଡ.ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ୧୩୧ତମ ଜନ୍ମ…
Read More...

ପେଟ୍ରୋଲ୍‌ ଓ ଡିଜେଲ୍‌ ଗାଡ଼ି ଉପରେ ଲାଗିବନି କଟକଣା: ଗଡ଼କରୀ

ନୂଆଦିଲ୍ଲୀ:ଦେଶରେ ଏବେ ନୂତନ ଟ୍ରାଫିକ୍‌ ନିୟମ ଆସିଛି । ତୀଳେ ମାତ୍ର ଟ୍ରାଫିକ ନିୟମ ଉଲ୍ଲଂଘନ କଲେ ବଡ଼ ଆକାରରେ ଜୋରିମାନା ପୈଠ କରିବାକୁ ପଡ଼ିବ । ଏହାକୁ ଏବେ ସାରା ଦେଶରେ କଡ଼ାକଡ଼ି ଭାବେ ଲାଗୁ କରାଯାଇଛି । ଏଥିପାଇଁ…
Read More...

ପ୍ରବଳ ବର୍ଷାରେ ମୁମ୍ବାଇ ବେହାଲ

ମୁମ୍ବାଇ : ପ୍ରବଳ ବର୍ଷା ଯୋଗୁଁ ମୁମ୍ବାଇ ସହରରେ ସାଧାରଣ ଜୀବନଯାତ୍ରା ଠପ୍‌ ହୋଇଯାଇଛି। ବ୍ୟାପକ ଅଂଚଳରେ ରାସ୍ତାଘାଟ ଜଳମଗ୍ନ ରହିବା ଶହ ଶତାଧିକ ସ୍ଥାନରେ ପାଣି ଜମି ରହିବାରୁ ଲୋକେ ଘରୁ ବାହାରି ପାରୁନାହାନ୍ତି। ଗତ ୨୪…
Read More...

ଜାପାନ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ

ଭ୍ଲାଦିଭୋସ୍ତକ୍‌: ୩୬ ଘଣ୍ଟିଆ ରୁଷ୍‌ ଗସ୍ତ ଅବସରରେ ଗୁରୁବାର ଦିନ ପ୍ରଧାମନ୍ତ୍ରୀ ମୋଦୀ ଜାପାନର ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ଜାପାନର ଓସାକା ଠାରେ ଜି-୨୦ ଶିଖର ସମ୍ମିଳନୀ ଏବଂ…
Read More...