Browsing Category

National

ଆଇଏନଏକ୍ସ ମିଡିଆ: ଚିଦାମ୍ବରମଙ୍କ ବିରୋଧରେ ଚାର୍ଜଶିଟ୍‌ ଦାଖଲ କରିବ ସିବିଆଇ

ନୂଆଦିଲ୍ଲୀ: ଆଇଏନଏକ୍ସ ମିଡିଆ ମାମଲାର ତଦନ୍ତ କରୁଥିବା ସିବିଆଇ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମଙ୍କ ନାଁରେ ଖୁବଶୀଘ୍ର ଚାର୍ଜଶିଟ୍‌ ଦାଖଲ କରିବ। ବର୍ତ୍ତମାନ ଏହି ମାମଲାରେ ଚଦାମ୍ବରମ ତିହାର ଜେଲରେ ରହିଛନ୍ତି। …
Read More...

ଚନ୍ଦ୍ରରେ ଲ୍ୟାଣ୍ଡର ବିକ୍ରମ ସୁରକ୍ଷିତ

ନୂଆଦିଲ୍ଲୀ: ସଫ୍ଟ ଲ୍ୟାଣ୍ଡିଂ କରିନପାରି ଚନ୍ଦ୍ରରେ ଖସିପଡ଼ିଥିଲା ଲ୍ୟାଣ୍ଡର ବିକ୍ରମ। ହେଲେ ଏହାର କୌଣସି ଅଂଶ ଭାଙ୍ଗି ନାହିଁ। କେବଳ ଏକ ପାଖିଆ ଢଳି ପଡ଼ିଥିବା ଜଣା ପଡ଼ିଛି। ଇସ୍ରୋର ପୂର୍ବତନ ମୁଖ୍ୟ ଜି. ମାଧବନ ନାୟାର…
Read More...

ଆଜି କନଫ୍ରେନ୍ସ ଅଫ ପାର୍ଟିକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ପୂର୍ବାହ୍ଣ ୧୧ଟା ୧୫ରେ ଗ୍ରେଟର ନୋଏଡାସ୍ଥିତ ଏକ୍ସପୋ ମାର୍ଟରେ ଜାରି ଥିବା ୧୨ ଦିବସୀୟ କର୍ପ-୧୪ (କନଫ୍ରେନ୍ସ ଅଫ ପାର୍ଟିଜ)କୁ ସମ୍ବୋଧିତ କରିବେ । ଏହି ସମ୍ମିଳନୀରେ…
Read More...

ମଣିପୁର ସରକାରଙ୍କ ଘୋଷଣା: ଶନିବାର ସ୍କୁଲ ବ୍ୟାଗ ନେବେ ନାହିଁ ପିଲା

ମଣିପୁର: ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂହ ନିକଟରେ କହିଥିଲେ, ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ଛାତ୍ରଛାତ୍ରୀ ଶନିବାର ଦିନ ସ୍କୁଲକୁ  ସ୍କୁଲ ବ୍ୟାଗ ନେଇ ନଆସନ୍ତୁ ।  ଜାତୀୟ ଗଣମାଧ୍ୟମର ଟୁଇଟ ଅନୁସାରେ ବିଶ୍ୱ…
Read More...

ତେଲେଙ୍ଗାନାର ଦ୍ୱିତୀୟ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ ତାମିଲିସାଇ ସୌନ୍ଦରରାଜନ

ନୂଆଦିଲ୍ଲୀ: ରବିବାର ସକାଳେ ତାମିଲନାଡୁର ବିଜେପି ସଭାପତି ଡକ୍ଟର ତାମିଲିସାଇ ସୌନ୍ଦରରାଜନ ତେଲେଙ୍ଗାନାର ଦ୍ୱିତୀୟ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଛନ୍ତି।ତେଲେଙ୍ଗାନା ହାଇକୋର୍ଟର ମୁଖ୍ୟ ବିଚାରପତି ରାଘବେନ୍ଦ୍ର ସିଂହ…
Read More...

ଜେଠମଲାନିଙ୍କ ପରଲୋକରେ ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଶୋକ ପ୍ରକାଶ

ନୂଆଦିଲ୍ଲୀ: ଦୀର୍ଘ ଦିନ ହେବ ଅସୁସ୍ଥ ଥିବା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ ଆଇନଜୀବୀ ରାମ ଜେଠମଲାନିଙ୍କ ପରଲୋକରେ ଗଭୀର ଶୋକ ପ୍ରକାଶ କରିଛନ୍ତି ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
Read More...

ଚନ୍ଦ୍ରରେ ମିଳିଲା ବିକ୍ରମ ଲ୍ୟାଣ୍ଡର , ସଂପର୍କ ସ୍ଥାପନ ପାଇଁ ପ୍ରୟାସ ଜାରି

ନୂଆଦିଲ୍ଲୀ :ଚନ୍ଦ୍ରଯାନ- ୨ ର ଲ୍ୟାଣ୍ଡର ବିକ୍ରର ସନ୍ଧାନ ମିଳିଥିବା ସୂଚନା ମିଳିଛି । ଚନ୍ଦ୍ର ପୃଷ୍ଠରୁ ଲ୍ୟାଣ୍ଡରର ସଠିକ ଲୋକେସନର ସନ୍ଧାନ ମିଳିଛି । ଅର୍ବିଟର ବିକ୍ରମ ଲ୍ୟାଣ୍ଡର ଗୋଟିଏ ଥର୍ମଲ ଫଟୋ ଉଠାଇଛି । ଇସ୍ରୋର…
Read More...

ଆଜି ଆସାମ ଯିବେ ଶାହା

ଗୁଆହାଟୀ: କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଆଜି ଦୁଇଦିନିଆ ଆସାମ ଗସ୍ତରେ ଯାଉଛନ୍ତି । ୩୧ ଅଗଷ୍ଟରେ ଜାରି ହୋଇଥିବା ଏନଆରସି ରିପୋର୍ଟ ପରେ ଅମିତଙ୍କର ଏହା ପ୍ରଥମ ଆସାମ ଗସ୍ତ । ଏହାସହ ଅମିତ ଗୃହମନ୍ତ୍ରୀ ହେବା ପରେ ଉତର…
Read More...

ବରିଷ୍ଠ ଆଇନଜୀବୀ ରାମ ଜେଠମଲାନୀଙ୍କ ପରଲୋକ

ନୂଆଦିଲ୍ଲୀ: ଦୀର୍ଘ ଦିନ ଧରି ଅସୁସ୍ଥ ରହିବା ପରେ ଦିଲ୍ଲୀସ୍ଥିତ ବାସଭବନରେ ବରିଷ୍ଠ ଆଇନଜୀବୀ ରାମ ଜେଠମଲାନୀଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳଙ୍କୁ ତାଙ୍କୁ ୯୫ ବର୍ଷ ହୋଇଥିଲା। ରାମ ଜେଠମଲାନୀ ସୁପ୍ରିମକୋର୍ଟର ଜଣେ…
Read More...

୮ କୋଟି ନମ୍ୱର ଉଜ୍ଜଳା କନେକ୍ସନ ବାଣ୍ଟିଲେ ପିଏମ ମୋଦୀ

ଔରଙ୍ଗାବାଦ : ଚନ୍ଦ୍ରଯାନ-୨ ମିଶନ ଅଳ୍ପକେ ଅସଫଳ ହେବା ପରେ ବି ବୈଜ୍ଞନିକମାନେ ଆତ୍ମବିଶ୍ୱାସରେ ଭରପୁର ଅଛନ୍ତି । ବୈଜ୍ଞାନିକମାନେ ଏବେ ଏଥିରୁ ଶିକ୍ଷା ଲାଭ କରି ଆଗକୁ ବଢିବା ନେଇ ପ୍ରତିଶ୍ରୁତିବଦ୍ଧ ଅଛନ୍ତି । ଇସ୍ରୋ ପରି…
Read More...

ଇସ୍ତଫା ଦେଲେ ମାଡ୍ରାସ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ବିଜୟା କେ ତାହିଲରମଣୀ

ଚେନ୍ନାଇ:ମାଡ୍ରାସ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ବିଜୟା କେ ତାହିଲରମଣୀ ନିଜ ପଦବୀରୁ ଇସ୍ତଫା ଦେଇଥିବା ଜଣାଯାଇଛି। ସେ ଆଜି ନିଜର ଇସ୍ତଫା ପତ୍ର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପାଖକୁ ପଠାଇଥିବା ଜଣାଯାଇଛି।ବିଜୟା…
Read More...

ଉତ୍ତରାଖଣ୍ଡରେ କୋଠା ଭୁଶୁଡ଼ି ପଡ଼ି ୨ ଜଣଙ୍କର ମୃତ୍ୟୁ

ପିଥୋରାଗଡ଼: ଉତ୍ତରାଖଣ୍ଡର ପିଥୋରାଗଡ଼ ଜିଲ୍ଲାର ନଛାନି ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଗତକାଲି ବିଳମ୍ବିତ ରାତିରେ ୩ଟି କୋଠା ଭୁଶୁଡ଼ି ପଡ଼ିବା ହେତୁ ୨ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି। ଏଥିରେ କିଛି ଲୋକ ଆହତ ମଧ୍ୟ…
Read More...

ମୋଦୀଙ୍କୁ ଜାବୁଡ଼ି ଧରି କାନ୍ଦିଲେ ଇସ୍ରୋ ଅଧ୍ୟକ୍ଷ

ବେଙ୍ଗାଲୁରୁ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇସ୍ରୋ ମୁଖ୍ୟାଳୟରୁ ଦେଶବାସୀ ଏବଂ ବୈଜ୍ଞାନିକମାନଙ୍କୁ ସମ୍ବୋଧିତ କରି ବାହାରିବା ବେଳେ ସେଠାରେ ଏକ ଭାବବିହ୍ବଳ ପରିବେଶ ସୃଷ୍ଟି ହୋଇଥିଲା। ମୋଦୀ ଯିବାକୁ ବାହାରିବା ସମୟରେ…
Read More...