Browsing Category
National
ଆସନ୍ତାକାଲି ନିଗମବୋଧ ଘାଟରେ ହେବ ଜେଟଲୀଙ୍କ ଅନ୍ତିମ ସଂସ୍କାର
ନୂଆଦିଲ୍ଲୀ :ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ମର ଶରୀର ଏମ୍ସରୁ ଘରକୁ ଅଣାଯାଇଛି। ବିଜେପି ନେତା ସୁଧାଂଶୁ ମିତ୍ତଲଙ୍କ ମୁତାବକ ରବିବାର ଅପରାହ୍ନରେ ନିଗମବୋଧ ଘାଟରେ ଜେଟଲୀଙ୍କ ଅନ୍ତିମ ସଂସ୍କାର କରାଯିବ। ଜେଟଲୀଙ୍କ!-->…
Read More...
Read More...
ଅରୁଣ ଜେଟଲୀଙ୍କ ନିଧନରେ ଗଭୀର ଶୋକ ପ୍ରକଟ କଲେ ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ: ପୂର୍ବତନ ଅର୍ଥମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଅରୁଣ ଜେଟଲୀଙ୍କ ଆଜି ଦିଲ୍ଲୀ ସ୍ଥିତ ଏମ୍ସରେ ଦେହାନ୍ତ ଘଟିଛି। ଜେଟଲୀଙ୍କ ନିଧନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ପ୍ରକଟ କରିଛନ୍ତି।!-->…
Read More...
Read More...
ନକ୍ସଲ-ଯବାନ ମୁହାଁମୁହିଁ, ୫ ନକ୍ସଲ ନିହତ
ରାୟପୁର: ଛତିଶଗଡ଼ ନାରାୟଣପୁର ଜିଲ୍ଲାର ଅବୁଝାମାରରେ ଆଜି ନକ୍ସଲ ଏବଂ ଯବାନ ମୁହାଁମୁହିଁ ହୋଇଥିଲେ। ଏଥିରେ ୫ ନକ୍ସଲ ନିହତ ହୋଇଥିବା ବେଳେ ୨ ଯବାନ ଆହତ ହୋଇଛନ୍ତି। ଏବେ ବି ନକ୍ସଲ ଓ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ଜାରି!-->…
Read More...
Read More...
ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ପରଲୋକ
ନୂଆଦିଲ୍ଲୀ: ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ଦେଶର ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କର ଆଜି ପରଲୋକ ହୋଇଯାଇଛି। ନୂଆଦିଲ୍ଲୀ ସ୍ଥିତ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ!-->…
Read More...
Read More...
ୟୁଏଇ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ: ତ୍ରିଦେଶୀୟ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ମୋଦି ଶୁକ୍ରବାର ସଂଯୁକ୍ତ ଆରବ ଏମିରେଟର ଅର୍ଥନୈତିକ ରାଜଧାନୀ ଦୁବାଇରେ ପହଞ୍ଚିଛନ୍ତି । ସେଠାରେ ପ୍ରଧାନମନ୍ତ୍ରୀ ନିଜର ୟୁଏଇ ପ୍ରତିପକ୍ଷଙ୍କ ସହ ଉଭୟ ରାଷ୍ଟ୍ର!-->…
Read More...
Read More...
୪ ମହଲା କୋଠା ଭୁଶୁଡ଼ି ୨ ମୃତ
ମୁମ୍ୱାଇ: ମହାରାଷ୍ଟ୍ର ଭିଓ୍ୱଣ୍ଡିର ଶାନ୍ତି ନଗର ଅଞ୍ଚଳରେ ଥିବା ଏକ ୪ ମହଲା କୋଠା ଭୁଶୁଡ଼ି ପଡ଼ିଛି। ଏଥିରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଲୋକଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି। ୪ ଆହତଙ୍କୁ ସ୍ଥାନୀୟ!-->…
Read More...
Read More...
ଜର୍ମାନୀ ନିକଟରେ ଗୁହାରୀ କଲା ପାକିସ୍ତାନ
ଲାହୋର:ପାକିସ୍ତାନ କାଶ୍ମୀର ପ୍ରସଙ୍ଗରେ ବିଚଳିତ ହୋଇ ପଡିଛି । ପ୍ରଧାନମନ୍ତ୍ରୀ ଇମରାନ ଖାନ ବିଭିନ୍ନ ଦେଶଠାରୁ ସମର୍ଥନ ମାଗି ବୁଲୁଛନ୍ତି । କିନ୍ତୁ କୌଣସୀ ଦେଶ ଇମରାନଙ୍କୁ ସମର୍ଥନ ଦେଉନାହିଁ । ଏବେ ସେ ଜର୍ମାନୀର!-->…
Read More...
Read More...
ଆଜି ଶ୍ରୀନଗର ଗସ୍ତରେ ଯିବେ ରାହୁଲ
ନୂଆଦିଲ୍ଲୀ : ଜାମ୍ମୁ-କାଶ୍ମୀରରୁ ୩୭୦ ଉଚ୍ଛେଦ ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶନିବାର ପ୍ରଥମ କରି ଶ୍ରୀନଗର ଗସ୍ତରେ ଯିବେ। ରାହୁଲଙ୍କ ସହିତ ସିପିଆଇ-ଏମ୍, ସିପିଆଇ, ଆରଜେଡି, ଏନସିପି, ଟିଏମସି ଓ ଡିଏମକେ ଭଳି!-->…
Read More...
Read More...
ବିଗୁଡୁଛି ଜେଟଲୀଙ୍କ ସ୍ୱାସ୍ଥ୍ୟାବସ୍ଥା,ଏମ୍ସରେ ଭେଟିଲେ ଉମା ଭାରତୀ
ନୂଆଦିଲ୍ଲୀ:ଏମ୍ସରେ ଚିକିତ୍ସିତ ହେଉଥିବା ପୂର୍ବତନ ଅର୍ଥମନ୍ତ୍ରୀ ଚିଦମ୍ବରମଙ୍କ ସ୍ୱାସ୍ଥ୍ୟାବସ୍ଥା ଶୁକ୍ରବାରଠାରୁ ବିଗିଡିବାରେ ଲାଗିଛି । ଏନେଇ ମେଡିକାଲ କର୍ତୃପକ୍ଷ ସୂଚନା ଦେଇଛନ୍ତି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଉମା!-->…
Read More...
Read More...
ଇଡି ମାମଲାରେ ଚିଦାମ୍ବରମଙ୍କୁ ଅନ୍ତରୀଣ ଜାମିନ
ନୂଆଦିଲ୍ଲୀ: କଂଗ୍ରେସ ନେତା ପି. ଚିଦାମ୍ବରମଙ୍କୁ ସୁପ୍ରିମକୋର୍ଟ ଇଡି ମାମଲାରେ ସୋମବାର ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। କିନ୍ତୁ ସିବିଆଇ ଦ୍ୱାରା ଗିରଫ ମାମଲାରେ ସୁପ୍ରିମକୋର୍ଟ କୌଣସି ଶୁଣାଣି!-->…
Read More...
Read More...
ବ୍ୟାଙ୍କ ଗୁଡିକୁ ୭୦ ହଜାର କୋଟି ଦେବେ ସରକାର, ଆର୍ଥିକ ବଜାରରେ ହେବ ୫ ଲକ୍ଷ କୋଟି ଟଙ୍କାର କେସ ଫ୍ଲୋ
ନୂଆଦିଲ୍ଲୀ : ଅର୍ଥବ୍ୟବସ୍ଥାରେ ଦେଖାଦେଇଥିବା ମାନ୍ଦାବାସ୍ଥା ଉପରେ ସାମ୍ୱାଦିକ ସମ୍ମିଳନୀ କରି ଦେଶର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଆମର ଅର୍ଥବ୍ୟବସ୍ଥା ବହୁତ ଭଲ ଅବସ୍ଥାରେ ରହିଛି । ସାରା ବିଶ୍ୱରେ ଉତ୍ପାଦର!-->…
Read More...
Read More...
ପାକିସ୍ତାନକୁ କଳା ତାଲିକାରେ ସାମିଲ କଲା ଏଫଟିଏଫ
ନୂଆଦିଲ୍ଲୀ:କାଶ୍ମୀର ପ୍ରସଙ୍ଗରେ ଭାରତକୁ ଅଡୁଆରେ ପକାଇବା ପାଇଁ ପ୍ରୟାସ କରୁଥିବା ପାକିସ୍ତାନକୁ ଶକ୍ତ ଝଟକା ଲାଗିଛି । ଏହି ଦେଶ ଆଗକୁ ଆହୁରି ଖରାପ ଦିନ ଦେଖିବ । କାରଣ ଆତଙ୍କବାଦୀଙ୍କୁ ଆର୍ଥିକ ଫଣ୍ଡିଂ ସହାୟତା!-->…
Read More...
Read More...
ତିନି ତଲାକ ବିଲ୍ର ସାମ୍ବିଧାନିକ ବୈଧତାର ଶୁଣାଣୀ କରିବେ ସୁପ୍ରିମକୋର୍ଟ, କେନ୍ଦ୍ରକୁ ନୋଟିସ୍
ନୂଆଦିଲ୍ଲୀ:ତିନି ତଲାକ ଏକ ଦଣ୍ଡନୀୟ ଅପରାଧ ଆଇନର ସାମ୍ବିଧାନିକ ବୈଧତତା ନେଇ ଆବେଦନ କରାଯାଇଥିବା ଯାଚିକା ଉପରେ ସର୍ବୋଚ୍ଚ ନ୍ୟାୟଳୟ ଶୁଣାଣୀ କରିବେ । ଏହି ଆବେଦନକୁ ସୁପ୍ରିମକୋର୍ଟ ଗ୍ରହଣ କରି ଶୁଣାଣୀ ପାଇଁ ସହମତି!-->…
Read More...
Read More...
ଚିଦାମ୍ୱରମଙ୍କ ଅଗ୍ରୀମ ଜାମିନ୍ ଆବେଦନର ଶୁଣାଣି କରିବେ ସୁପ୍ରିମକୋର୍ଟ୍
ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ର ଗୃହମନ୍ତ୍ରୀ ପି. ଚିଦାମ୍ୱରମଙ୍କ ଏକ ଆବେଦନର ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ। ମଙ୍ଗଳବାର ଦିଲ୍ଲୀ ହାଇକୋର୍ଟ ତାଙ୍କ ଅଗ୍ରୀମ୍ ଜାମିନ୍ ଖାରଜ କରିବା ପରେ ଏହାକୁ ଚ୍ୟାଲେଞ୍ଜ କରି!-->…
Read More...
Read More...
