Browsing Category

National

ନୂଆ ସ୍ୱରାଷ୍ଟ୍ର ସଚିବ ହେଲେ ଅଜୟ କୁମାର ଭଲ୍ଲା

ନୂଆଦିଲ୍ଲୀ: ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ନୂଆ ସଚିବ ଭାବେ ଅଜୟ କୁମାର ଭଲ୍ଲାଙ୍କୁ ନିଯୁକ୍ତି ମିଳିଛି। ବର୍ତ୍ତମାନ ସେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟରେ ଅଫିସର ଅନ୍‌ ସ୍ପେଶାଲ ଡ୍ୟୁଟି ବା ଓଏସ୍‌ଡି ଭାବେ କାର୍ଯ୍ୟ କରୁଥିଲେ। …
Read More...

ପୁଣି ନିରାଶ ହେଲେ ନିରବ ମୋଦି

ଲଣ୍ଡନ: ପଳତାକ ଘୋଷିତ ହୀରା ବ୍ୟବସାୟୀ ନିରବ ମୋଦିଙ୍କୁ ବ୍ରିଟେନ୍‌ର ଏକ କୋର୍ଟରେ ପୁଣିଥରେ ନିରାଶ ହେବାକୁ ପଡ଼ିଛି। ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କରୁ ଋଣ ନେଇ ଫେରାର ହୋଇଯାଇଥିବା ନିରବ ମୋଦି ଜାମିନ୍‌ ପାଇଁ ଆବେଦନ କରିଥିଲେ…
Read More...

୩ ସପ୍ତାହ ବଢ଼ିଲା ରାଜୀବ ଗାନ୍ଧୀ ହତ୍ୟାକାଣ୍ଡର ଦୋଷୀ ନଳିନୀଙ୍କ ପାରୋଲ

ଚେନ୍ନାଇ: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟାକାଣ୍ଡର ଦୋଷୀ ନଲିନୀ ଶ୍ରୀହରନଙ୍କ ପାରୋଲକୁ ମାଦ୍ରାସ ହାଇକୋର୍ଟ ତିନି ସପ୍ତାହ ପର‌୍ୟ୍ୟନ୍ତ ବୃଦ୍ଧି କରିଛିନ୍ତି । ନଳିନୀ ନିଜ ଝିଅଙ୍କ ବାହାଘର ପାଇଁ…
Read More...

ସହମତିରେ ହୋଇଥିବା ସମ୍ପର୍କ ବଳାତ୍କାର ନୁହେଁ: ସୁପ୍ରିମକାର୍ଟ

ନୂଆଦିଲ୍ଲୀ: ଯଦି ମହିଳା ତାଙ୍କ ସାଥୀଙ୍କୁ ବିବାହ କରିବେ ନାହିଁ ବୋଲି ଜାଣି ସୁଦ୍ଧା ତାଙ୍କ ସହ ଶରୀରିକ ସମ୍ପର୍କ ରଖୁଛନ୍ତି, ତେବେ ତାହା ପରବର୍ତ୍ତୀ ସମୟରେ ବଳାତ୍କାର ବିବେଚନା ହେବ ନାହିଁ । ଏହି ଆଧାରରେ ବିବାହର ମିଥ୍ୟା…
Read More...

ପି. ଚିଦମ୍ବରମଙ୍କୁ ସିବିଆଇର ଜେରା ସରିଲା

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା କଂଗ୍ରେସ ନେତା ପି. ଚିଦମ୍ବରମଙ୍କୁ ସିବିଆଇ ପକ୍ଷରୁ ଜେରା ଶେଷ ହୋଇଥିବାର ସୂଚନା ମିଳିଛି। ଏହାପରେ ତାଙ୍କୁ ସିବିଆଇର ସ୍ବତନ୍ତ୍ର ଅଦାଲତରେ ହାଜର କରାଯିବ ବୋଲି ଜଣାଯାଇଛି।…
Read More...

ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ମିଶ୍ରାଙ୍କୁ ୨୧ ତୋପ ସଲାମି ବେଳେ ଫୁଟିଲାନି ଗୁଳି

ପାଟନା: ବିହାର ପୁଲିସକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା। ବୁଧବାର ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ମିଶ୍ରାଙ୍କ ଅନ୍ତ୍ୟେଷ୍ଟି କ୍ରିୟା ବେଳେ ସରକାରଙ୍କ ତରଫରୁ ରାଜକୀୟ ସମ୍ମାନ ଦିଆଯାଇଥିଲା। ଏହି କ୍ରମରେ ବିହାର…
Read More...

ଆଜି ରାଜ ଠାକରେଙ୍କୁ ପଚରାଉଚରା କରିବ ଇଡି: ଧାରା ୧୪୪ ଲାଗୁ

ମୁମ୍ବାଇ:ମୁମ୍ବାଇ ପୋଲିସ ଆଜି ପ୍ରବର୍ତନ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟ ବାହାରେ ଧାରା ୧୪୪ ଲାଗୁ କରିଛି । ଏଠାରେ ଆଜି ମହାରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟ ରାଜ ଠାକରେ ଇଡି ସମ୍ମୁଖରେ ହାଜର ହେବେ । ମେରାଇନ ଡ୍ରାଇଭ, …
Read More...

୬ ମାସ ପରେ ୱିଙ୍ଗ କମାଣ୍ଡର ଅଭିନନ୍ଦନ ପୁଣି ଉଡାଇଲେ ମିଗ୍ ୨୧

ନୂଆଦିଲ୍ଲୀ:ବାଲାକୋଟ ଏୟାର ଷ୍ଟ୍ରାଇକ ସମୟରେ ମିଗ-୨୧ ବିମାନରୁ ପାକିସ୍ତାନର ଏଫ-୧୬ ବିମାନକୁ ଧ୍ୱଂସ କରିଥିବା ଭାରତର ବୀର ପାଇଲଟ ତଥା ବୀରଚକ୍ର ବିଜେତା ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତମାନ ୬ ମାସ ପରେ ପୁଣି ମିଗ-୨୧…
Read More...

୨ ଦିନିଆ ଫ୍ରାନ୍ସ ଗସ୍ତରେ ମୋଦୀ

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଫ୍ରାନ୍ସ ଗସ୍ତରେ ଯାଇଛନ୍ତି । ଏହି ୨ ଦିନିଆ ଗସ୍ତରେ ସେ ସେଠାରେ ଫ୍ରାନ୍ସ ରାଷ୍ଟ୍ରପତି ଇମେନୁଏଲ ମାକ୍ରୋନ ଓ ପ୍ରଧାନମନ୍ତ୍ରୀ ଏଡୱର୍ଡ ଫିଲିପଙ୍କୁ ସାକ୍ଷାତ କରିବେ ।…
Read More...

ସେପ୍ଟେମ୍ବର ୧ରୁ ତମାଖୁ ପ୍ୟାକେଟ୍‌ରେ ନୂଆ ଚେତାବନୀ ଚିତ୍ର

ନୂଆଦିଲ୍ଲୀ : ଆସନ୍ତା ସେପ୍ଟେମ୍ବର ପହିଲାରୁ ତମାଖୁ ପ୍ୟାକେଟ୍‌ରେ ନୂଆ ଚେତାବନୀ ଚିତ୍ର ସ୍ଥାନ ପାଇବ। ଏହା ସହିତ ଏକ ନିଃଶୁଳ୍କ ହେଲ୍‌ପଲାଇନ୍ ନମ୍ବର ରହିବ। ଏଥିପାଇଁ ତମାଖୁ ଉତ୍ପାଦ (ପ୍ୟାକେଜିଂ ଓ ଲାବେଲିଂ) ନିୟମ…
Read More...

ସେପ୍ଟେମ୍ବର ୨୦ରେ ଭାରତକୁ ମିଳିବ ପ୍ରଥମ ରାଫେଲ

ନୂଆଦିଲ୍ଲୀ : ଆଗାମୀ ସେପ୍‌ଟେମ୍ବର ୨୦ ତାରିଖ ଦିନ ଭାରତୀୟ ବାୟୁସେନାକୁ ପ୍ରଥମ ଅତ୍ୟାଧୁନିକ ଲଢ଼ୁଆ ଯୁଦ୍ଧ ବିମାନ ରାଫେଲ ମିଳିବ। ବାୟୁସେନା ମୁଖ୍ୟ ବିଏସ୍‌ ଧନୋଆ ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଫ୍ରାନ୍ସରେ…
Read More...

ରାଜୀବ ଗୌବା ନୂଆ କ୍ୟାବିନେଟ ସଚିବ

ନୂଆଦିଲ୍ଲୀ : କେନ୍ଦ୍ର ସ୍ବରାଷ୍ଟ୍ର ସଚିବ ରାଜୀବ ଗୌବା ପରବର୍ତ୍ତୀ କ୍ୟାବିନେଟ ସଚିବ ଭାବେ ନିଯୁକ୍ତି ପାଇଛନ୍ତି। ଚଳିତ ମାସ ୩୦ତାରିଖରୁ ସେ ପି.କେ ସିହ୍ନାଙ୍କ ସ୍ଥାନରେ ଏହି ପଦଭାର ଗ୍ରହଣ କରିବେ ଓ ଆସନ୍ତା ଦୁଇ ବର୍ଷ…
Read More...

ଶୁକ୍ରବାର ସୁପ୍ରିମକୋର୍ଟରେ ଚିଦାମ୍ବରମ ମାମଲାର ଶୁଣାଣି

ନୂଆଦିଲ୍ଲୀ: ଆଇଏନଏକ୍ସ ମିଡ଼ିଆ ଅର୍ଥ ଠକେଇ ମାମଲାରେ ଗିରଫଦାରୀ ଏଡ଼ାଇବାକୁ ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ପି. ଚିଦାମ୍ବରମଙ୍କ ଦ୍ୱାରା ସୁପ୍ରିମକୋର୍ଟରେ ଦାୟର ଆଗୁଆ ଜାମିନର…
Read More...

ବାରମୂଳାରେ ଏନକାଉଣ୍ଟର: ଏସପିଓ ଶହୀଦ, ଜଣେ ଆତଙ୍କୀ ନିପାତ

ଶ୍ରୀନଗର: ଜମ୍ମୁ-କାଶ୍ମୀର ବାରମୂଳାରେ ଏନକାଉଣ୍ଟର । ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଛି ଗୁଳିବିନିମୟ । ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଜଣେ ପୋଲିସ ଅଧିକାରୀ (ଏସପିଓ) ଶହୀଦ ହୋଇଛନ୍ତି…
Read More...