Browsing Category

National

ପାକିସ୍ତାନର କୁଚଲକ ମସଜିଦରେ ବିସ୍ଫୋରଣ: ୪ ମୃତ, ୧୫ ଆହତ

ପାକିସ୍ତାନ: ପାକିସ୍ତାନର ଉତ୍ତରପଶ୍ଚିମ ବଲୁଚିସ୍ତାନ ଅନ୍ତର୍ଗତ କ୍ୱେଟା ସହରର କୁଚଲକ ମସଜିଦରେ ଶୁକ୍ରବାର ବିସ୍ଫୋରଣ ଘଟି ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ରୁ ଅଧିକ ଆହତ ହୋଇଛନ୍ତି। ସ୍ଥାନୀୟ ପୁଲିସ ଓ ଗଣମାଧ୍ୟମର…
Read More...

ଜେଟଲୀଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବା ପାଇଁ ଏମ୍ସ ଗଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ଦିଲ୍ଲୀ ସ୍ଥିତ ଏମ୍ସ ଯାଇ ବରିଷ୍ଠ ବିଜେପି ନେତା ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀ(୬୬)ଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ଗତ ସପ୍ତାହରୁ ଜେଟଲୀ ଏମ୍ସରେ…
Read More...

ବିଜେପି ସାଂସଦ ରୁପା ଗାଙ୍ଗୁଲିଙ୍କ ପୁଅ ଗିରଫ

କୋଲକାତା: ବିଜେପି ସାଂସଦ ତଥା ଅଭିନେତ୍ରୀ ରୁପା ଗାଙ୍ଗୁଲିଙ୍କ ପୁଅ ଆକାଶ ମୁଖୋପାଧ୍ୟାୟ(୨୦) ବେପରୁଆ ଗାଡ଼ି ଚଳାଉଥିବା ଅଭିଯୋଗରେ ଗତକାଲି ବିଳମ୍ୱିତ ରାତିରେ ଗିରଫ ହୋଇଛନ୍ତି। କୋଲକାତା କ୍ଲବ(ରୟାଲ କାଲକାଟା ଗଲ୍ଫ…
Read More...

ପାକିସ୍ତାନକୁ ଜାତିସଂଘ ସୁରକ୍ଷା ପରିଷଦରେ ମିଳିଲାନି ସମର୍ଥନ

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗରେ ଜାତିସଂଘ ସୁରକ୍ଷା ପରିଷଦର ବୈଠକ ପୂର୍ବରୁ ପାକିସ୍ତାନକୁ ଝଟକା। ଚାଇନାକୁ ଛାଡ଼ି ଅନ୍ୟ କୌଣସି ଦେଶ ପାକିସ୍ତାନକୁ ସମର୍ଥନ କରିବେ ନାହିଁ ବୋଲି…
Read More...

ଅଟଳବିହାରୀ ବାଜପେୟୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ ରାଷ୍ଟ୍ରପତି କୋବିନ୍ଦ ଓ…

ନୂଆଦିଲ୍ଲୀ: ଶୁକ୍ରବାର ଦିନ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବିଜେପିର ପ୍ରତିଷ୍ଠାତା ସଦସ୍ୟ ଅଟଳବିହାରୀ ବାଜପେୟୀଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ତାଙ୍କର ସ୍ମାରକୀ ‘ସଦୈବ ଅଟଳ’ ଠାରେ ଭାରତୀୟ ଜନତା ପାର୍ଟି…
Read More...

ତିନି ସେନା ବାହିନୀର ମୁଖ୍ୟ ହେବେ ଜେନେରାଲ ବିପନ ରାୱତ!

ନୂଆଦିଲ୍ଲୀ: ଆଜି ଏକ ଐତିହାସିକ ନିଷ୍ପତ୍ତିକ୍ରମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ ବା ସିଡିଏସ୍‌ ପଦ ସୃଷ୍ଟି କରାଯିବ ବୋଲି ଘୋଷଣା କରିଛନ୍ତି।ଏହି ସିଡିଏସ୍‌ ୩ଟି ସେନା…
Read More...

ସ୍ୱାଧିନତା ଦିବସ ଅବସରରେ କୃଷକଙ୍କୁ ଉପହାର ଦେଲା ଇଫକୋ

ନୂଆଦିଲ୍ଲୀ:ସ୍ୱାଧିନତା ଦିବସ ଅବସରରେ ସରକାରୀ କମ୍ପାନୀ ଇଫକୋ କୃଷକଙ୍କୁ ଏକ ବଡ ଉପହାର ଦେଇଛି । ସାର ଉତ୍ପାଦନ କରୁଥିବା ଏହି ସରକାରୀ କମ୍ପାନୀ ସାରର ଦର ହ୍ରାସ କରିବାକୁ ଘୋଷଣା କରିଛି । ଏବେ ଚାଷୀମାନଙ୍କୁ ପ୍ରତି ବସ୍ତା…
Read More...

ଅକ୍ଟୋବର ୨୯ରୁ ମହିଳାଙ୍କ ପାଇଁ ବସ୍‌ ଯାତ୍ରା ମାଗଣା

ନୂଆଦିଲ୍ଲୀ: ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସ୍ୱାଧୀନତା ଦିବସ ଅବସରରେ ବଡ଼ ଘୋଷଣା କରିଛନ୍ତି। ଆସନ୍ତା ଅକ୍ଟୋବର ୨୯ରୁ ଦିଲ୍ଲୀର ସମସ୍ତ ସରକାରୀ ବସ୍‌ରେ ମହିଳାମାନେ ବିନା ଟିକେଟ୍‌ରେ ଯାତ୍ରା…
Read More...

ଖୁବ୍ ଶୀଘ୍ର ଦେଶରୁ ଦୁର୍ନୀତିକୁ ସମୂଳେ ନଷ୍ଟ କରାଯିବ: ମୋଦି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସ୍ୱାଧୀନତା ଦିବସ ଉପଲକ୍ଷେ ନୂଆଦିଲ୍ଲୀର ଲାଲକିଲ୍ଲାଠାରେ ପତାକା ଉତୋଳନ କରିଛନ୍ତି । ଏହା ସହ ସେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ଏହି ପରିପ୍ରେକ୍ଷୀରେ ସେ…
Read More...

ଶ୍ରୀନଗରରେ ପତାକା ଉତ୍ତୋଳନ କଲେ ରାଜ୍ୟପାଳ ସତ୍ୟପାଲ ମଲିକ

ଶ୍ରୀନଗର: ଜମ୍ମୁ-କାଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲିକ ୭୩ତମ ସ୍ୱାଧିନତା ଦିବସ ଉପଲକ୍ଷେ ଜମ୍ମୁ-କାଶ୍ମୀରର ଶ୍ରୀନଗର ସ୍ଥିତ ଶେ-ଏ-କାଶ୍ମୀର ଷ୍ଟାଡିୟମରେ ଜାତୀୟ ପତାକା ଉତୋଳନ କରିଛନ୍ତି । ଷ୍ଟାଡିୟମରେ ସ୍ୱାଧିନତା ଦିବସ…
Read More...

ମାଉଣ୍ଟ କିଲିମଞ୍ଜାରୋରେ ଜାତୀୟ ପତାକା ଉଡ଼ାଇଲେ ବିସ୍ମୟ ବାଳକ ଅଦ୍ୱୈତ

ପୁନେ: ମହାରାଷ୍ଟ୍ରର ପୁନେର ଜଣେ ୯ ବର୍ଷିଅ ବାଳକ ବିଶ୍ୱର ଅନ୍ୟତମ ଉଚ୍ଚ ଶୃଙ୍ଗ ତାଞ୍ଜାନିଆ ସ୍ଥିତ ମାଉଣ୍ଟ କିଲିମଞ୍ଜାରୋ ରେ ଭାରତର ଜାତୀୟ ପତାକା ଉଡ଼ାଇଥିବା ଜଣାଯାଇଛି । ଏହି ବିସ୍ମୟ ବାଳକଙ୍କର ନାମ ଅଦ୍ୱୈତ ଭାରତୀୟ ।…
Read More...

ତିନି ସେନା ମୁଖ୍ୟଙ୍କ ଉପରେ ରହିବେ ‘ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌’

ନୂଆଦିଲ୍ଲୀ: ପୁଣି ଏକ ଐତିହାସିକ ନିଷ୍ପତ୍ତି ସମ୍ପର୍କରେ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ୭୩ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରେ ପତାକା ଉତ୍ତୋଳନ କରି ମୋଦି ସେନା ବାହିନୀ ସମ୍ପର୍କରେ…
Read More...

ଲାଲକିଲ୍ଲାରେ ତ୍ରିରଙ୍ଗା ଉଡାଇଲେ ପ୍ରଧାନମନ୍ତ୍ରୀ

ପରିବାରକୁ ଛୋଟ ରଖିବା ଦେଶଭକ୍ତି ସହ ସମାନନୂଆଦିଲ୍ଲୀ : ସାରା ଦେଶ ପାଳୁଛି ୭୩ତମ ସ୍ବାଧୀନତା ଦିବସ । ଦିଲ୍ଲୀରୁ ପଲ୍ଲୀ ସବୁଠି ଫରଫର ଉଡୁଛି ତ୍ରୀରଙ୍ଗା ।  ଲାଲକିଲ୍ଲାରେ ତ୍ରିରଙ୍ଗା ଉଡାଇଲେ ପ୍ରଧାନମନ୍ତ୍ରୀ ।…
Read More...

ମୋଦୀ ଦେଶର ସବୁଠୁ ଲୋକପ୍ରିୟ ପ୍ରଧାନମନ୍ତ୍ରୀ

ଇଣ୍ଡିଆଟୁଡ଼େ ଓ କାରବି ଇନସାଇଟ ସର୍ଭେନୂଆଦିଲ୍ଲୀ: କେନ୍ଦ୍ରରେ ଦ୍ଵିତୀୟ ଥର କ୍ଷମତାକୁ ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଲୋକପ୍ରିୟତା ବଢ଼ିବାରେ ଲାଗିଛି ଜ୍ଝ ମୋଦୀଙ୍କ କାମ କରିବା ଶୈଳୀକୁ ଲୋକ ପସନ୍ଦ…
Read More...