Browsing Category

National

ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଜୟନ୍ତୀ ଅବସରରେ ରାହୁଲ, ସୋନିଆ, ମୋଦୀଙ୍କ ସମେତ ବହୁ ନେତା ଦେଲେ…

ନୂଆଦିଲ୍ଲୀ :ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ୭୫ତମ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି । ରାଜୀବ ଗାନ୍ଧୀଙ୍କ ସମାଧିସ୍ଥଳ ବୀର ଭୂମି ଉପରେ ତାଙ୍କ…
Read More...

୨୨ରୁ ତିନି ଦିନିଆ ବିଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୨୨ରୁ ୨୬ ତାରିଖ ପର୍ଯ୍ୟନ୍ତ ସଂଯୁକ୍ତ ଆରବ ଏମିରେଟ୍ସ, ବାହାରିନ୍‍ ଓ ଫ୍ରାନ୍ସ ଗସ୍ତ କରିବେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସଂକ୍ରାନ୍ତରେ ବୈଦେଶିକ…
Read More...

କମଲ ନାଥଙ୍କ ଭଣଜା ରତୁଲ ପୁରୀ ଗିରଫ

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସର ନେତା ତଥା ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲ ନାଥଙ୍କ ଭଣଜା ରତୁଲ ପୁରୀଙ୍କୁ ଆଜି ସକାଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି। ବ୍ୟାଙ୍କ ଠକେଇ ମାମଲାରେ ତାଙ୍କୁ ଗିରଫ…
Read More...

୩ ବର୍ଷ ବଢିଲା ପାକ୍ ସେନା ମୁଖ୍ୟ ବାଜଓ୍ଵାଙ୍କ କାର୍ଯ୍ୟକାଳ

ଇସଲାମାବାଦ:ପାକିସ୍ତାନର ଆର୍ମି ମୁଖ୍ୟ ଜେନେରାଲ ଜାଭେଦ ବାଜଓ୍ଵାଙ୍କ କାର୍ଯ୍ୟକାଳ ତିନି ବର୍ଷ ବୃଦ୍ଧି ପାଇଛି। ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଏହି ପ୍ରସ୍ତାବକୁ ସୋମବାର ମଞ୍ଜୁରୀ ମିଳିଛି। କୁହାଯାଉଛି ଯେ ଭାରତ ଓ…
Read More...

ଭେଣ୍ଟିଲେଟରରେ ଜେଟଲୀ, ଏମ୍‌ସ ପହଞ୍ଚିଲେ ଆଡଭାନୀ

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି। ଏବେ ସେ ଦିଲ୍ଲୀ ଏମ୍‌ସର ସ୍ୱତନ୍ତ୍ର ୱାର୍ଡରେ ଭେଣ୍ଟିଲେଟରରେ ରହିଛନ୍ତି। ଆଜି ମଧ୍ୟାହ୍ଣରେ ବିଜେପିର ବରିଷ୍ଠ ନେତା ଏଲକେ…
Read More...

ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ମିଶ୍ରଙ୍କ ପରଲୋକ

ପାଟନା :ବହୁ ଦିନ ଧରି ଅସୁସ୍ଥ ଥିବା କାରଣରୁ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ମିଶ୍ରଙ୍କର ନିଧନ ହୋଇଛି । ୮୨ ବର୍ଷରେ ଦିଲ୍ଲୀରେ ତାଙ୍କର ପରଲୋକ ଘଟିଛି। ଜଗନ୍ନାଥଙ୍କ ବିୟୋଗରେ ସମ୍ପୂର୍ଣ୍ଣ ବିହାରରେ ଶୋକର…
Read More...

ଜମ୍ମୁ କଶ୍ମୀରରେ ଖୋଲିଲା ସମସ୍ତ ସ୍କୁଲ ଓ କଲେଜ

ଶ୍ରୀନଗର: ନବଗଠିତ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ କଶ୍ମୀରରେ ଆଜି ସ୍କୁଲ, କଲେଜ ସମେତ ସମସ୍ତ ସରକାରୀ କାର୍ଯ୍ୟାଳୟ ଖୋଲିଛି। ଦୀର୍ଘ ୨ ସପ୍ତାହ ପରେ ଆଜି ୧୯୦ଟି ସ୍କୁଲ ଓ କଲେଜ ଖୋଲିଥିବା ଶ୍ରୀନଗର ଡେପୁଟି କମିଶନର ଶାହିଦ…
Read More...

ଦିନକୁ ଦିନ ବିଗୁଡୁଛି ଜେଟଲୀଙ୍କ ସ୍ୱାସ୍ଥ୍ୟବସ୍ଥା

ନୂଆଦିଲ୍ଲୀ :ପୂର୍ବତନ ଅର୍ଥମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଅରୁଣ ଜେଟଲୀଙ୍କ ସ୍ୱାସ୍ଥ୍ୟାବସ୍ତାରେ କୌଣସୀ ସୁଧାର ହୋଇ ନାହିଁ । ଦିଲ୍ଲୀର ଏମ୍ସରେ ତାଙ୍କର ଚିକିତ୍ସା ଚାଲୁଛି । ତାଙ୍କୁ ଏକ୍ସଟ୍ରା…
Read More...

ବସ୍‌-କଣ୍ଟେନର ଟ୍ରକ୍‌ ଧକ୍କା: ୧୧ ମୃତ, ୧୫ ଆହତ

ମୁମ୍ବଇ: ମହାରାଷ୍ଟ୍ରର ଧୁଲେ ଜିଲା ଅନ୍ତର୍ଗତ ନିମଗୁଲ ଗ୍ରାମ ନିକଟରେ ରବିବାର ରାତିରେ ଏକ ସରକାରୀ ଯାତ୍ରୀବାହୀ ବସ୍‌ ସହିତ ଗୋଟିଏ କଣ୍ଟେନର ଟ୍ରକ ଧକ୍କା ହେବାରୁ ୧୧ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଅନ୍ୟ ୧୫ ଜଣ ଆହତ…
Read More...

କ୍ଷୁଦ୍ର ଋଣଧାରୀଙ୍କୁ ଭେଟି ଦେବେ ମୋଦୀ ସରକାର

ନୂଆଦିଲ୍ଲୀ: କ୍ଷୁଦ୍ର ଋଣ ଧାରକଙ୍କୁ ମୋଦୀ ସରକାର ବଡ ଉପହାର ଦେଇ ପାରିନ୍ତି । ଇନସୋଲଭେନ୍ସି ଏଣ୍ଡ ବ୍ୟାଙ୍କରପ୍ସୀ କୋଡ(ଓଈଉ) ଅନୁସାରେ ସରକାର କ୍ଷୁଦ୍ର ଋଣଧାରୀଙ୍କ ଋଣ ଛାଡ କରିପାରନ୍ତି । ଏହି ସବୁ IBC ର ଫ୍ରେସ…
Read More...

ଜେଟଲୀଙ୍କ ଅବସ୍ଥା ସଂକଟାପନ୍ନ, ଦେଖିବାକୁ ଏମ୍ସ ଯିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ନିଜର ଦୁଇ ଦିନିଆ ଗସ୍ତ ଶେଷ କରି ଭୁଟାନରୁ ଭାରତ ଫେରିଆସିଛନ୍ତି। ଦିଲ୍ଲୀ ବିମାନବନ୍ଦରରେ ମୋଦୀଙ୍କୁ କେନ୍ଦ୍ର ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର ସ୍ୱାଗତ ଜଣାଇଛନ୍ତି।…
Read More...

ଗୁଗୁଲରେ ଭିକାରୀ ସର୍ଚ୍ଚ କଲେ ଆସୁଛି ଇମରାନଙ୍କ ଫଟୋ

ଲାହୋର:ଯଦି ଆପଣ ଗୁଗୁଲ ସର୍ଚ୍ଚ ଇଞ୍ଜିନରେ ଭିକାରୀ ସର୍ଚ୍ଚ କରୁଛନ୍ତି ତେବେ ରେଜଲ୍ଟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ଫଟୋ ଆସୁଛି । ଗୁଗୁଲ ଇମେଜରେ ନଜର ଆସୁଥିବା ଫଟୋରେ ସେ ହାତରେ ଭିକ୍ଷାଥାଳି ଧରିଥିବା…
Read More...

ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କଲେ ଶତ୍ରୁଘ୍ନ ସିହ୍ନା

ନୂଆଦିଲ୍ଲୀ: ବିଜେପିରେ ଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱକୁ ବାରମ୍ବାର ସମାଲୋଚନା କରିଆସୁଥିବା ଅଭିନେତା-ନେତା ଶତ୍ରୁଘ୍ନ ସିହ୍ନା ଏବେ ମୋଦିଙ୍କ ସ୍ୱାଧୀନତା ଦିବସ ଭାଷଣର ଉଚ୍ଚ ପ୍ରଶଂସା କରିଛନ୍ତି।…
Read More...

ପୁଣି ଜମ୍ମୁର ୫ ଜିଲ୍ଲାରେ ବନ୍ଦ ହେଲା ମୋବାଇଲ୍-ଇଣ୍ଟରନେଟ୍ ସେବା

ଶ୍ରୀନଗର: ଜମ୍ମର ୫ ଜିଲ୍ଲାରେ ପୁଣି ଥରେ ମୋବାଇଲ-ଇଣ୍ଟରନେଟ୍ ସେବା ଉପରେ ରୋକ୍ ଲଗାଇଛି ପ୍ରଶାସନ। ତେବେ ଏହା ପଛର କାରଣ କଣ, ତାହା ଜଣାପଡ଼ିନାହିଁ। ତେବେ ଗତକାଲି ସକାଳେ ହିଁ ଜମ୍ମୁ କଶ୍ମୀରର ୧୦୦ଟି ଟେଲିଫୋନ୍…
Read More...