Browsing Category

National

ସେନଗରଙ୍କୁ ହେପାଜତକୁ ନେବ ସିବିଆଇ

ନୂଆଦିଲ୍ଲୀ: ଉନ୍ନାଓ ବଳାତ୍କାର ମାମଲାରେ ଅଭିଯୁକ୍ତ ବିଧାୟକ କୁଳଦୀପ ସିଂହ ସେନଗରଙ୍କ ସମେତ ଅନ୍ୟ ୩ ଜଣଙ୍କୁ ଜେରା ପାଇଁ ନିଜ ହାଜତକୁ ନେବାକୁ ସିବିଆଇ ଶୁକ୍ରବାର ଲକ୍ଷ୍ନୌର ସ୍ବତନ୍ତ୍ର କୋର୍ଟରେ ଆବେଦନ କରିଛି। ଅନ୍ୟ…
Read More...

ଜଣେ ଆତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁ କଶ୍ମୀରର ସୋପିଆନ୍ ଜିଲ୍ଲାରେ ଗତକାଲି ଆତଙ୍କବାଦୀ ଏବଂ ସେନା ମୁହାଁମୁହିଁ ହୋଇଥିଲେ। ଏଥିରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଜଣେ ଯବାନ ସହିଦ ହୋଇଥିବା ସେନା ପକ୍ଷରୁ କୁହାଯାଇଛି। ଦକ୍ଷିଣ…
Read More...

୭ ରାଷ୍ଟ୍ରାୟତ ବ୍ୟାଙ୍କ ଉପରେ ଜରିମାନା ଲଗାଇଲା ରିଜର୍ଭ ବ୍ୟାଙ୍କ

ନୂଆଦିଲ୍ଲୀ : ବିଭିନ୍ନ ନିୟମ ଉଲ୍ଲଙ୍ଘନ କରିଥିବାରୁ ରିଜର୍ଭ ବ୍ୟାଙ୍କ ପକ୍ଷରୁ ୭ଟି ରାଷ୍ଟ୍ରାୟତ ବ୍ୟାଙ୍କ ଉପରେ ମୋଟ ୧୧ କୋଟି ଟଙ୍କାର ଜରିମାନା ଲଗାଯାଇଛି । ଏସବୁ ବ୍ୟାଙ୍କମାନେ ନୂଆ ଆକାଉଣ୍ଟ ଖୋଲିବା ଓ ମନିଟରିଂ କରିବା,…
Read More...

କୃଷକଙ୍କୁ ମିଳିବ ୩୦୦୦ ଟଙ୍କା ପେନସନ !

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୧୫ରେ କିଷାନ ପେନସନ ଯୋଜନା ଶୁଭାରମ୍ଭର ଘୋଷଣା କରି ପାରନ୍ତି। କୃଷି ସଚିବ ରାଜ୍ୟ ସରକାରଙ୍କୁ ଚିଠି ଲେଖି ଯୋଜନାକୁ ଲାଗୁ କରିବା ପାଇଁ ଢାଞ୍ଚା ପ୍ରସ୍ତୁତ କରିବାକୁ…
Read More...

ଅଯୋଧ୍ୟା ମାମଲା: ମଧ୍ୟସ୍ଥତା ଫେଲ୍‍, ସୁପ୍ରିମକୋର୍ଟରେ ୬ରୁ ନିୟମିତ ଶୁଣାଣି

ନୂଆଦିଲ୍ଲୀ : ଅଯୋଧ୍ୟା ବାବ୍ରି ମସଜିଦ ଏବଂ ରାମଜନ୍ମଭୂମି ଜମି ବିବାଦ ମାମଲାର ସମାଧାନ ପାଇଁ ଗଠିତ ମଧ୍ୟସ୍ଥତା କମିଟି ବିଫଳ ହୋଇଛି। ଫଳରେ ଅଗଷ୍ଟ ୬ରୁ ଏହି ମାମଲାର ନିୟମିତ ଶୁଣାଣି ହେବ ବୋଲି ସୁପ୍ରମକୋର୍ଟର ସାମ୍ବିଧାନିକ…
Read More...

ଆତଙ୍କବାଦୀ ଆକ୍ରମଣ ଆଶଙ୍କା: ଅମରନାଥ ଯାତ୍ରା ଉପରେ ରୋକ୍, ଶ୍ରଦ୍ଧାଳୁଙ୍କୁ ଫେରିଯିବାକୁ ପରାମର୍ଶ

ନୂଆଦିଲ୍ଲୀ: ଅମରନାଥ ଯାତ୍ରାରେ ସାମିଲ ଥିବା ଶ୍ରଦ୍ଧାଳୁଙ୍କ ଉପରେ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀମାନେ ଆକ୍ରମଣ କରିବାର ଆଶଙ୍କା ବଢ଼ିବାରେ ଲାଗିଛି। ଏନେଇ ଗୁଇନ୍ଦା ବିଭାଗ ସୂଚନା ଦେବା ପରେ ଆଜି ଜମ୍ମୁ-କଶ୍ମୀର…
Read More...

ଉନ୍ନାଓ ଦୁଷ୍କର୍ମ ମାମଲାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ: ଲକ୍ଷ୍ନୌରେ ହେବ ପୀଡିତାଙ୍କ ଚିକିତ୍ସା

ନୂଆଦିଲ୍ଲୀ: ଉନ୍ନାଓ ଦୁଷ୍କର୍ମ ମାମଲାରେ ସୁପ୍ରିମକୋର୍ଟ ଆଜି ଦ୍ୱିତୀୟ ଦିନର ଶୁଣାଣୀ କରିଛନ୍ତି । ଗତକାଲି ପୀଡିତାଙ୍କୁ ଚିକିତ୍ସା ପାଇଁ ଦିଲ୍ଲୀ ସ୍ଥାନାନ୍ତରଣ କରିବାକୁ ବିଚାର କରାଯାଉଥିଲା । ତେବେ ଆଜି ପୀଡିତାଙ୍କ…
Read More...

ଆଜି କୁଳଭୂଷଣଙ୍କୁ ଭେଟିବାକୁ ଯିବେ ଭାରତୀୟ ଅଧିକାରୀ

ନୂଆଦିଲ୍ଲୀ:ପାକିସ୍ତାନରେ ବନ୍ଦୀ ଥିବା ଭାରତୀୟ ନୌସେନା ଅଧିକାରୀ କୁଳଭୂଷଣ ଯାଧବଙ୍କୁ ଶୁକ୍ରବାର ଦିନ କନସୁଲାର ଆକସେସ୍ ପ୍ରଦାନ କରାଯିବ । ଅର୍ଥାତ ତାଙ୍କୁ ଭାରତୀୟ ଅଧିକାରୀମାନେ ଭେଟିପାରିବେ । ଏନେଇ ପାକିସ୍ତାନର…
Read More...

ଜିଡିପି ଖସି ୭ମ ସ୍ଥାନରେ ଭାରତ

ନୂଆଦିଲ୍ଲୀ: ସକଳ ଘରୋଇ ଉତ୍ପାଦ ଅର୍ଥାତ୍ ଜିଡିପି ର ବୈଶ୍ୱିକ ର‌୍ୟାଙ୍କରେ ଭାରତୀୟ ଅର୍ଥବ୍ୟବସ୍ଥା ୫ମ ସ୍ଥାନରୁ ଖସି ୭ମ ସ୍ଥାନରେ ପହଁଚିଛି । ବାଣିଜ୍ୟ ବର୍ଷ ୨୦୧୮ ପାଇଁ ବିଶ୍ୱ ବ୍ୟାଙ୍କ ଆକଳନ ମୁତାବକ ଜିଡିପିରେ ଭାରତ…
Read More...

ସାମ୍ବାଦିକ ରବୀଶ କୁମାରଙ୍କୁ ‘ରେମନ ମାଗସେସେ’ ଆଓ୍ୱାର୍ଡ

ନୂଆଦିଲ୍ଲୀ: ଲୋକପ୍ରିୟ ସାମ୍ୱାଦିକ ରବୀଶ କୁମାରଙ୍କୁ ମିଳିବ ‘ରେମନ ମାଗସେସେ ଆଓ୍ୱାର୍ଡ୍’। ୨୦୧୯ ବର୍ଷ ପାଇଁ ଏହି ସମ୍ମାନରେ ସମ୍ମାନିତ ହେବେ ଏନଡିଟିଭି ଇଣ୍ଡିଆର ମ୍ୟାନେଜିଂ ଏଡିଟର। ହିନ୍ଦୀ ସାମ୍ୱାଦିକତା କ୍ଷେତ୍ରରେ…
Read More...

ଉନ୍ନାଓ ଦୁଷ୍କର୍ମ ମାମଲା: ୪୫ ଦିନରେ ନିଷ୍ପତି ସହ ମାମଲା ଦିଲ୍ଲୀକୁ ବଦଳି କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଉତ୍ତର ପ୍ରଦେଶ ଉନ୍ନାଓ ଦୁଷ୍କର୍ମ ଘଟଣା ଉପରେ ଆଜି ସୁପ୍ରିମକୋର୍ଟ ମାରାଥନ ଶୁଣାଣି କରି ଏକ ଐତିହାସିକ ନିର୍ଦ୍ଦେଶ ଦେଇଛନ୍ତି। ଉତ୍ତର ପ୍ରଦେଶର ଯୋଗୀ ସରକାର ମାମଲାର ଠିକ୍‌ ଭାବେ ତଦନ୍ତ କରି…
Read More...

ଅଯୋଧ୍ୟା ମାମଲା: ମଧ୍ୟସ୍ଥତା ପ୍ୟାନେଲ୍ ଦାଖଲ କଲେ ରିପୋର୍ଟ

ନୂଆଦିଲ୍ଲୀ: ଅଯୋଧ୍ୟାର ବହୁ ଚର୍ଚ୍ଚିତ ରାମ ମନ୍ଦିର-ବାବ୍ରୀ ମସଜିଦ୍‌ ଜମି ବିବାଦ ଘଟଣାରେ ଆଜି ମଧ୍ୟସ୍ଥତା ପ୍ୟାନେଲ ସୁପ୍ରିମକୋର୍ଟଙ୍କ ନିକଟରେ ତାଙ୍କ ଚୂଡ଼ାନ୍ତ ଷ୍ଟାଟସ୍‌ ରିପୋର୍ଟ ଦାଖଲ କରିଛନ୍ତି। ମଧ୍ୟସ୍ଥତା…
Read More...

କୁଲଭୂଷଣଙ୍କୁ କୂଟନୈତିକ ସହାୟତା ଦେବ ପାକିସ୍ତାନ

ନୂଆଦିଲ୍ଲୀ: ଶୁକ୍ରବାର ଅଗଷ୍ଟ ୨ରେ ପୂର୍ବତନ ନୌବାହିନୀ କମାଣ୍ଡର କୁଲଭୂଷଣ ଯାଦବଙ୍କୁ ଭାରତ ଆଇନଗତ ସହାୟତା ଦେଇପାରିବ ବୋଲି ପାକିସ୍ତାନ ରାଜି ହୋଇଛି। ଏନେଇ ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।…
Read More...

ଶେଷରେ ଦଳରୁ ବହିଷ୍କୃତ ହେଲେ ଜେଲରେ ଥିବା ଦୁଷ୍କର୍ମ ଅଭିଯୁକ୍ତ ବିଜେପି ବିଧାୟକ

ନୂଆଦିଲ୍ଲୀ: ଗଣମାଧ୍ୟମ ଓ ବିରୋଧୀଙ୍କ ଚାପ ଆଗରେ ଶେଷରେ ମୁଣ୍ଡ ନୁଆଁଇଛି ବିଜେପି। ଦୀର୍ଘ ଗୋଟିଏ ବର୍ଷ ହେଲା ଦୁଷ୍କର୍ମ ମାମଲାରେ ଜେଲରେ ଥିବା ବିଧାୟକ କୁଲଦୀପ ସେନଗାରଙ୍କୁ ବିଜେପି ଆଜି ଦଳରୁ ବହିଷ୍କୃତ କରିଛି।…
Read More...