Browsing Category

National

ଆଜିଠୁ ‘ଗୋଟିଏ ଦେଶ, ଗୋଟିଏ ରାସନ କାର୍ଡ’ ଯୋଜନା ଆରମ୍ଭ !

ନୂଆଦିଲ୍ଲୀ: ‘ଗୋଟିଏ ଦେଶ-ଗୋଟିଏ ନିର୍ବାଚନ’ ଲାଗୁ କରାଯିବା ସପକ୍ଷରେ ମୋଦି ସରକାର ବିଚାର କରୁଛନ୍ତି। ଏବେ ସମାନ ନୀତିରେ ସରକାର ଆଜିଠୁ ଆରମ୍ଭ କରିଛନ୍ତି ‘ଗୋଟିଏ ଦେଶ, ଗୋଟିଏ ରାସନ କାର୍ଡ’ ଯୋଜନା। ଅର୍ଥାତ୍ କୌଣସି…
Read More...

ଦିଲ୍ଲୀରେ ୨୦୦ ୟୁନିଟ୍‌ ଯାଏଁ ବିଜୁଳି ବ୍ୟବହାର ମାଗଣା

ନୂଆଦିଲ୍ଲୀ: ଦିଲ୍ଲୀରେ ୨୦୦ ୟୁନିଟ୍‌ ପର୍ଯ୍ୟନ୍ତ ବିଜୁଳି ବ୍ୟବହାର ମାଗଣା ହେଲା ବୋଲି ଗୁରୁବାର ଦିନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍‌ ଘୋଷଣା କରିଛନ୍ତି। ଫେବ୍ରୁଆରି ୨୦୨୦ରେ ଦିଲ୍ଲୀରେ ବିଧାନସଭା ନିର୍ବାଚନ…
Read More...

ରାଜ୍ୟସଭାରେ ହେଲା ବିଲ ପାସ୍: ନାବାଳକ ଗାଡି ଚଲାଇଲେ ମାଲିକ ଦେବେ ଜରିମାନା

ନୂଆଦିଲ୍ଲୀ: ସଡକ ଦୁର୍ଘଟଣା ରୋକିବା ପାଇଁ ସରକାର ମୋଟର ଯାନ ବିଲ ୨୦୧୯ ସଂଶୋଧନ କରିଥିଲେ । ଏହି ବିଲ ଆଜି ରାଜ୍ୟସଭାରେ ପାସ୍ ହୋଇଛି । ଏହି ବିଧେୟକ ଉପରେ ଚର୍ଚ୍ଚା କରିବା ପରେ ସରକାର ୧୩ ମୁକାବିଲାରେ ୧୦୮ ମତରେ ପାରିତ…
Read More...

ତିନି ତଲାକ୍‍ ବିଲକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଲେ ମଞ୍ଜୁରୀ

ନୂଆଦିଲ୍ଲୀ : ରଷ୍ଟ୍ରପତି ରାମନାଥ କୋବିନ୍ଦ ବୁଧବାର ରାତିରେ ମୁସଲିମ ମହିଳା ବିବାହ ଅଧିକାର ସୁରକ୍ଷା (ତିନି ତଲାକ) ବିଧେୟକ ୨୦୧୯କୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହାସହ ଏକା ଥରକେ ତିନି ତିନି ତଲାକକୁ ଦଣ୍ଡନୀୟ ଅପରାଧ…
Read More...

୬୨ ଟଙ୍କା ୫୦ ପଇସା ଶସ୍ତା ହେଲା ବିନା ସବସିଡି ଗ୍ୟାସ

ନୂଆଦିଲ୍ଲୀ : ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଏବଂ ଗ୍ୟାସ ଦାମ ହ୍ରାସର ସକରାତ୍ମକ ପ୍ରଭାବ ଭାରତୀୟ ବଜାରରେ ପଡିଛି। ଏହି କ୍ରମରେ ଅଣରିଆତି ରନ୍ଧନ ଗ୍ୟାସ (ଏଲପିଜି) ସିଲିଣ୍ଡର ଦାମ ବୁଧବାର ୬୨ ଟଙ୍କା ୫୦ ପଇସା ହ୍ରାସ…
Read More...

ଓସାମା ବିନ୍ ଲାଡେନର ପୁଅ ହମଜା ମୃତ

ଓ୍ୱାଶିଂଟନ: ଆତଙ୍କବାଦୀ ସଂଗଠନ ଅଲ୍ କାଏଦାର ନିହତ ମୁଖ୍ୟ ଓସାମା ବିନ ଲାଡେନର ପୁଅ ହମଜା ବିନ୍ ଲାଡେନ(୩୦)ର ମୃତ୍ୟୁ ହୋଇଛି। ତାକୁ ମାରି ଦିଆଯାଇଥିବା ବୁଧବାର ଆମେରିକାର ସରକାରୀ ଅଧିକାରୀ କହିଛନ୍ତି। ତେବେ କେଉଁ ସ୍ଥାନରେ…
Read More...

କଫି ଡେ’ର ଅନ୍ତରୀଣ ଅଧ୍ୟକ୍ଷ ହେଲେ ଏସ୍‌ଭି ରଙ୍ଗନାଥ

ନୂଆଦିଲ୍ଲୀ: କ୍ୟାଫେ କଫି ଡେ’ର ମାଲିକ ଭିଜି ସିଦ୍ଧାର୍ଥଙ୍କ ଆତ୍ମହତ୍ୟା ପରେ ଆଜି କଫି ଡେ’ ଗ୍ରୁପ ପକ୍ଷରୁ ଅନ୍ତରୀଣ ଅଧ୍ୟକ୍ଷଙ୍କ ନାଁ ଘୋଷଣା ହୋଇଛି। ସ୍ଥାୟୀ ଅଧ୍ୟକ୍ଷ ନିଯୁକ୍ତି ହେବା ଯାଏ ଏସଭି ରଙ୍ଗନାଥ କଫି…
Read More...

ଅଟଳ କମ୍ୟୁନିଟି ନବସୃଜନ କେନ୍ଦ୍ରର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ : ଦେଶରେ ଏବଂ ସାମାଜିକ ସ୍ତରରେ ନବସୃଜନ ଭାବନାକୁ ପ୍ରୋତ୍ସାହିତ କରିବା ପାଇଁ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ଏବଂ ଇସ୍ପାତ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ନୂଆଦିଲ୍ଲୀଠାରେ ଅଟଳ କମ୍ୟୁନିଟି ନବସୃଜନ…
Read More...

ଓଲା, ଉବର୍‌ ଉପରେ ଲାଗିବ ଅଙ୍କୁଶ

ନୂଆଦିଲ୍ଲୀ: ସଂପ୍ରତି ଦେଶରେ ଓଲା, ଉବର୍‌ ପରି ମୋବାଇଲ ଆପ୍‌ ଜରିଆରେ ‘କ୍ୟାବ’ (ଟ୍ୟାକ୍ସି) ସେବା ଯୋଗାଉଥିବା କମ୍ପାନିମାନଙ୍କର ଚାହିଦା ଦିନକୁ ଦିନ ବଢ଼ିବାରେ ଲାଗିଛି। ଅନ୍ୟପକ୍ଷରେ ଓଲା, ଉବର୍‌ର କ୍ୟାବ୍‌…
Read More...

ଆସନ୍ତାକାଲି ସୁପ୍ରିମକୋର୍ଟରେ ଉନ୍ନାଓ ପୀଡ଼ିତାଙ୍କ ଆବେଦନର ଶୁଣାଣି

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଉତ୍ତର ପ୍ରଦେଶ ଉନ୍ନାଓ ଦୁଷ୍କର୍ମ ପୀଡ଼ିତାଙ୍କ କାର ଦୁର୍ଘଟଣା ଓ ସୁରକ୍ଷା ପ୍ରସଙ୍ଗ ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି। ଆସନ୍ତାକାଲି ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରିବେ। କାର୍‌…
Read More...

ଆଜମ ଖାନ୍‌ଙ୍କ ପୁଅ ଗିରଫ

ରାମପୁର: ସମାଜବାଦୀ ପାର୍ଟିର ବରିଷ୍ଠ ନେତା ତଥା ରାମପୁର ସାଂସଦ ଆଜମ ଖାନ୍‌ଙ୍କ ପୁଅକୁ ଆଜି ପୁଲିସ୍‌ ଗିରଫ କରିଛି। ପୁଲିସ୍‌ ଆଜି ଜୋହର ବିଶ୍ୱ ବିଦ୍ୟାଳୟରେ ଚୋରି ହୋଇଥିବା ବହିର ଯାଞ୍ଚ ପାଇଁ ପହଞ୍ଚିଥିଲା। କିନ୍ତୁ ଏହି…
Read More...

ଲୋକସଭାର ପ୍ରଥମ ଧାଡ଼ିରେ ସ୍ଥାନ ପାଇଲେ ସ୍ମୃତି ଇରାନୀ

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ଲୋକସଭାର ପ୍ରଥମ ଧାଡ଼ିରେ ଆସନ ମିଳିଛି। ଇରାନୀ ପ୍ରଥମ ଥର ପାଇଁ ଗାନ୍ଧୀ ପରିବାରର ଗଡ଼ ଆମେଥିରୁ ରାହୁଲଙ୍କୁ ପରାଜିତ କରି ଲୋକସଭାକୁ ନିର୍ବାଚିତ ହୋଇଛନ୍ତି। ସେ…
Read More...

୪୦୦୦ ପଣ୍ଡିତଙ୍କୁ ନେଇ ଯଜ୍ଞ କରିବେ କେସିଆର: ପ୍ରଧାନମନ୍ତ୍ରୀଙ୍କୁ କରିବେ ନିମନ୍ତ୍ରଣ

ହାଇଦରାବାଦ : ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ (କେସିଆର) ଏକ ବିଶାଳ ଯଜ୍ଞ ଆୟୋଜନ କରୁଛନ୍ତି। ଏଥିପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ୟାଦାଦ୍ରୀ ଭୁବନଗିରି ଜିଲାର ହିନ୍ଦୁ ପାହାଡ଼ି…
Read More...

ଆଫଗାନିସ୍ଥାନରେ ବୋମା ବିସ୍ଫୋରଣ: ୩୪ ମୃତ

ନୂଆଦିଲ୍ଲୀ : ଆଫଗାନିସ୍ଥାନରେ ଏକ ବଡ ବୋମା ବିସ୍ଫୋରଣ ହୋଇଛି । ହେରାତ-କନ୍ଧାର ହାଇୱେରେ ଆଜି ସକାଳେ ରାସ୍ତା କଡରେ ବୋମା ବିସ୍ଫୋରଣ ହୋଇଥିଲା । ଏହି ବିସ୍ଫୋରଣରେ ମହିଳା ଓ ଶିଶୁଙ୍କ ସମେତ ୩୪ଜଣ ପ୍ରାଣ ହରେଇଥିବା ବେଳେ…
Read More...