Browsing Category

National

ବଢ଼ିଲା ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍‌ ଡୋଭାଲଙ୍କ କାର୍ଯ୍ୟକାଳ

ନୂଆଦିଲ୍ଲୀ : ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ କାର୍ଯ୍ୟକାଳ ବୃଦ୍ଧି ହୋଇଛି । ଏବେ ସେ ଆହୁରି ୫ବର୍ଷ ଜାତୀୟ ସୁରକ୍ଷା ପରାମର୍ଶଦାତା ଭାବେ କାମ କରିବେ । ଏହା ସହ ତାଙ୍କୁ କ୍ୟାବିନେଟ ପାହ୍ୟା ଦେବାକୁ…
Read More...

ମହିଳାଙ୍କ ପାଇଁ କେଜ୍ରିୱାଲଙ୍କ ବଡ ଘୋଷଣା: ମେଟ୍ରୋ ଏବଂ ବସ ଯାତ୍ରା ହେବ ମାଗଣା

ନୂଆଦିଲ୍ଲୀ : ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ଦିଲ୍ଲୀ ସରକାର ମହିଳାମାନଙ୍କ ପାଇଁ ଏକ ବଡ ଘୋଷଣା କରିଛନ୍ତି । ଦିଲ୍ଲୀ ମେଟ୍ରୋ, ଡିଟିସି ବସ ଏବଂ କ୍ଲଷ୍ଟର ବସଗୁଡ଼ିକରେ ମହିଳାମାନଙ୍କ ପାଇଁ ଦେୟମୁକ୍ତ କରାଯିବ ।…
Read More...

ସାଇକେଲ୍ ଚଢ଼ି ଅଫିସ୍ ଆସିଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ହେଉଛି ବିଶ୍ୱ ସାଇକେଲ୍ ଦିବସ। ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ଆଜି ସାଇକେଲ୍ ଚଢ଼ି ନିଜ ବାସଭବନରୁ ଅଫିସକୁ ଆସିଥିଲେ।ତାଙ୍କର ଏହି ସାଇକେଲ ଚଢ଼ା ଘଟଣା ଏବେ ଚର୍ଚ୍ଚାର ବିଷୟ…
Read More...

କେଦାରନାଥରେ ଭିଆଇପି ଦର୍ଶନ ବନ୍ଦ

ରୁଦ୍ରପ୍ରୟାଗ : ଶ୍ରଦ୍ଧାଳୁଙ୍କ ଘୋର ବିରୋଧ ଯୋଗୁଁ କେଦାରନାଥରେ ଭିଆଇପି ଦର୍ଶନକୁ ବନ୍ଦ କରିଦିଆଯାଇଛି। ବଦ୍ରିନାଥ-କେଦାରନାଥ ମନ୍ଦିର ସମିତି (ବିକେଟିସି) ପକ୍ଷରୁ ରବିବାର ଏହି ଘୋଷଣା କରାଯାଇଛି। ନିଷ୍ପତ୍ତି ଅନୁସାରେ…
Read More...

ଅମରନାଥ ଯାତ୍ରା ପାଇଁ ୧.୧୦ଲକ୍ଷ ଯାତ୍ରୀଙ୍କ ନାମ ପଞ୍ଜୀକରଣ

ନୂଆଦିଲ୍ଲୀ : ଦକ୍ଷିଣ କାଶ୍ମୀରର ହିମାଳୟ ପର୍ବତାଞ୍ଚଳରେ ଅବସ୍ଥିତ ଅମରନାଥଙ୍କ ପବିତ୍ର ଗୁମ୍ଫା ଦର୍ଶନ ପାଇଁ ଆସନ୍ତା ଜୁଲାଇ ୧ତାରିଖରୁ ଆରମ୍ଭ ହେଉଥିବା ଯାତ୍ରା ନିମନ୍ତେ ଚଳିତବର୍ଷ ୧ଲକ୍ଷ ୧୦ହଜାରରୁ ଅଧିକ ତୀର୍ଥଯାତ୍ରୀ…
Read More...

ଅଗ୍ନିକାଣ୍ଡରେ ଜଳିଗଲା ୫୦ରୁ ଅଧିକ କାର

ନୂଆଦିଲ୍ଲୀ:ରାଜଧାନୀ ଦିଲ୍ଲୀରେ ପୁଣି ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ। ମିଳିଥିବା ସୂଚନା ଅନୁଯାୟୀ ନୂଆଦିଲ୍ଲୀର ସାଗରପୁର ଷ୍ଟେସନ ନିକଟରେ ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଥିଲା। ଏହାଫଳରେ ୫୦ରୁ ଅଧିକ କାର ଜଳି…
Read More...

ଦେଶର ପ୍ରଥମ ଡାଇନୋସର ପାର୍କ ଏବେ ଗୁଜୁରାଟରେ

ଅହମଦାବାଦ: ଗୁଜୁରାଟର ଵାଲାସୀନୋରରେ ଏବେ ଦେଶର ପ୍ରଥମ ତଥା ନିଆରା ପାର୍କର ନିର୍ମାଣ କରାଯାଇଛି | ଏହା ଦୁନିଆର ତୃତୀୟ ବୃହତ୍‌ ତଥା ଦେଶର ପ୍ରଥମ ଡାଇନୋସର ମ୍ୟୁଜିୟମ ପାର୍କ ଭାବେ ମାନ୍ୟତା ପାଇଛି | ଖୁବଶୀଘ୍ର ଏହାକୁ…
Read More...

ଆସନ୍ତାକାଲି ସିଆଚେନ୍‍ ଗ୍ଲାସିଅର୍‍ ଗସ୍ତରେ ଯିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

ନୂଆଦିଲ୍ଲୀ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆସନ୍ତାକାଲି (ସୋମବାର) ସିଆଚେନ୍‍ ଗ୍ଲାସିଅର୍‍ ଗସ୍ତରେ ଯିବେ ଏବଂ ସେଠାକାର ସୁରକ୍ଷା ପରିସ୍ଥିତି ସମୀକ୍ଷା କରିବେ । ବା​ୟୁ​ସେନାମୁଖ୍ୟ ଜେନେରାଲ ବିପିନ୍‍ ରାୱତ୍‍ ମଧ୍ୟ…
Read More...

ଜଳୁଛି ସାରା ଭାରତ : ଉତ୍ତର ପଶ୍ଚିମ ଭାରତରେ ଅସହ୍ୟ ଗ୍ରୀଷ୍ମ, ଅଂଶୁଘାତରେ ୩୦ ମୃତ

ପଶ୍ଚିମ ଓଡିଶା ଜଳୁଛି, ୧୦ ସହରର ପାରା ୪୦ ଡିଗ୍ରୀ ଉପରେନୂଆଦିଲ୍ଲୀ : ଜଳୁଛି ସାରା ଭାରତ । ଦିଲ୍ଲୀ ସମେତ ଉତ୍ତର ପଶ୍ଚିମ ଭାରତ ଅସହ୍ୟ ଗ୍ରୀଷ୍ମ ତାପରେ ଆଉଟୁପାଉଟୁ ହେଉଛି । ରାଜସ୍ଥାନର ଚୁରୁରେ ତାପମାତ୍ରା ସର୍ବାଧିକ…
Read More...

ଜୁନ ୫ରେ ଭାରତ ସହିତ ଅଧିମାନ୍ୟ ବାଣିଜ୍ୟ ଚୁକ୍ତି ଶେଷ କରିବ ଆମେରିକା

ୱାଶିଂଟନ: ଭାରତ ବିରୋଧରେ ବାଣିଜ୍ୟ କ୍ଷେତ୍ରରେ କଠୋର ହୋଇଛି ଆମେରିକା। ପୂର୍ବରୁ ବିନା ଶୁଳ୍କରେ ଭାରତ ନିଜର ସାମଗ୍ରୀ ଆମେରିକାକୁ ରପ୍ତାନୀ କରିପାରୁଥିଲା। ମାତ୍ର ଟ୍ରମ୍ପ ପ୍ରଶାସନ ଏହା ଉପରେ କଟକଣା ଲଗାଇବ। ଭାରତ ସହିତ…
Read More...

କାର୍ଯ୍ୟାଳୟରେ କର୍ମଚାରୀଙ୍କ ଆଖିବୁଜା ଗୁଳିମାଡ଼: ୧୨ ସହକର୍ମୀଙ୍କୁ ହତ୍ୟା

ୱାଶିଂଟନ: ଆମେରିକାର ଭର୍ଜିନିଆ ବିଚ୍‌ସ୍ଥିତ ଏକ ସରକାରୀ କାର୍ଯ୍ୟାଳୟରେ ଜଣେ କର୍ମଚାରୀ ଆଖିବୁଜା ଗୁଳିମାଡ଼ କରି ୧୨ ସହକର୍ମୀଙ୍କୁ ହତ୍ୟା କରିଛନ୍ତି। ଗୁଳିମାଡ଼ରେ ଅନ୍ୟ ୬ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଜଣେ ପୁଲିସ…
Read More...

ଆଜି ଖୋଲିଲା ଶିଖମାନଙ୍କର ପବିତ୍ର ଧାର୍ମିକସ୍ଥଳ ହେମକୁଣ୍ଡ ସାହିବ

ଡେରାଡୁନ: ଛଅମାସ ବନ୍ଦ ରହିବାପରେ ଆଜି ଶିଖମାନଙ୍କର ପବିତ୍ର ଧାର୍ମିକସ୍ଥଳ ହେମକୁଣ୍ଡ ସାହିବ ଗୁରୁଦ୍ୱାର ଶ୍ରଦ୍ଧାଳୁଙ୍କର ପାଇଁ ଖୋଲାଯାଇଥିବା ଜଣାଯାଇଛି । ଉତ୍ତରାଖଣ୍ଡର ବରଫାବୃତ୍ତ ପାହାଡରେ ଥିବା ଏହି ଧାର୍ମିକ ସ୍ଥଳକୁ…
Read More...

ଜୁନ ୧୭ରୁ ବଜେଟ ଅଧିବେଶନ, ଜୁଲାଇ ୫ରେ ଉପସ୍ଥାପନ ହେବ ପୂର୍ଣ୍ଣ ବଜେଟ୍

ନୂଆଦିଲ୍ଲୀ : ମୋଦି ସରକାର ଆଜି ନିଜର ୨ୟ ପର୍ଯ୍ୟାୟ କାର୍ଯ୍ୟକାଳ ଆରମ୍ଭ କରିଛି । ପ୍ରଥମ ଦିନରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ମୋଦି ଅଧ୍ୟକ୍ଷତା କରିଛନ୍ତି । ଏହି ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି…
Read More...

ପ୍ରଥମ ଦିନରେ କୃଷକମାନଙ୍କୁ ଭେଟି ଦେଲେ ମୋଦି

ନୂଆଦିଲ୍ଲୀ : ମୋଦି ସରକାର ଆଜି ନିଜର ୨ୟ ପର୍ଯ୍ୟାୟ କାର୍ଯ୍ୟକାଳ ଆରମ୍ଭ କରିଛି । ପ୍ରଥମ ଦିନରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ମୋଦି ଅଧ୍ୟକ୍ଷତା କରିଛନ୍ତି । ଏହି ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି…
Read More...