Browsing Category

National

ମୋଦିଙ୍କ ୨.୦ରେ ସହିଦ୍ ପିଲାଙ୍କ ପାଇଁ ପ୍ରଥମ ନିଷ୍ପତ୍ତି

ନୂଆଦିଲ୍ଲୀ : ଗତ କାଲି ଶପଥ ଗ୍ରହଣ କରିବା ପରେ ଆଜି କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳର ପ୍ରଥମ ବୈଠକ ଅନୁଷ୍ଠିତ ହେଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବୈଠକରେ ଅଧ୍ୟକ୍ଷତା କରୁଛନ୍ତି । ଏହି ବୈଠକରେ ଜାତୀୟ ପ୍ରତିରକ୍ଷା…
Read More...

ପ୍ରଥମ ମହିଳା ଯୁଦ୍ଧ ପାଇଲଟ ଭାବେ ଇତିହାସ ରଚିଲେ ମୋହନା ସିଂହ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ଫ୍ଲାଇଟ ଲେପ୍ଟନାଣ୍ଡ ମୋହନା ସିଂହ ପ୍ରଥମ ଏସି ଯୁଦ୍ଧ ମହିଳା ପାଇଲଟ ହୋଇଛନ୍ତି । ଯାହାକି ଦିନରେ ହାକ ଆଡଭାନ୍ସ ଜେଟରେ ମିଶନକୁ ସଫଳ କରିବା ପାଇଁ ସକ୍ଷମ । ସିଂହଙ୍କୁ ଦୁଇ ମହିଳା ଭାବନା…
Read More...

ଜାମିନ ପାଇଁ ବ୍ରିଟେନ ହାଇକୋର୍ଟର ଦ୍ୱାରସ୍ଥ ହେଲେ ନିରବ

ଲଣ୍ଡନ : ଜାମିନ ପାଇଁ ବ୍ରିଟିଶ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି ପ୍ରାୟ ୧୩ ହଜାର କୋଟି ଟଙ୍କାର ପିଏନବି ଋଣ ଠକେଇର ମୁଖ୍ୟ ଅଭିଯୁକ୍ତ ନିରବ ମୋଦି । ଗତ କାଲି ଲଣ୍ଡନର େଓ୍ଵଷ୍ଟମିନିଷ୍ଟର କୋର୍ଟ ନିରବର ଜାମିନ ଆବେଦନକୁ ଖାରଜ…
Read More...

ପ୍ରଥମ ମହିଳା ଅର୍ଥମନ୍ତ୍ରୀ ଭାବେ ଦାୟିତ୍ୱ ନେଲେ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ: ନରେନ୍ଦ୍ର ମୋଦୀଙ୍କ କ୍ୟାବିନେଟରେ ମନ୍ତ୍ରୀଙ୍କ ମଧ୍ୟରେ ବିଭାଗ ବଂଟନ କରାଯାଇଛି । ଶପଥ ଗ୍ରହଣ ସମାରୋହ ପରେ ମନ୍ତ୍ରାଳୟକୁ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଥିଲା । ଯାହା ଉପରେ ବିରାମ ଲାଗିଛି ।…
Read More...

ପଦ୍ମ ପୁରସ୍କାର: ୨୦୨୦ ପାଇଁ ନାମାଙ୍କନ ପତ୍ର ଆହ୍ୱାନ

ନୂଆଦିଲ୍ଲୀ: ଆସନ୍ତା ୨୦୨୦ ମସିହା ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସ ଅବସରରେ ପ୍ରଦାନ କରାଯିବାକୁ ଥିବା ପଦ୍ମ ପୁରସ୍କାର-୨୦୨୦ ପାଇଁ ନାମାଙ୍କନ/ସୁପାରିଶ ପତ୍ର ଦାଖଲ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ନାମାଙ୍କନ ପତ୍ର…
Read More...

ନୂଆ ନୌସେନା ମୁଖ୍ୟ ହେଲେ ଆଡ୍‌ମିରାଲ୍‌ କରମବୀର ସିଂ

ନୂଆଦିଲ୍ଲୀ: ନୌସେନାର ନୂଆ ପ୍ରମୁଖ ଭାଇସ ଆଡ୍‌ମିରାଲ୍‌ କରମବୀର ସିଂ ପଦ ଭାର ସମ୍ଭାଳିଛନ୍ତି | ଆଡ୍‌ମିରାଲ୍‌ କରମବୀର ସିଂ ଆଡ୍‌ମିରାଲ୍‌ ସୁନୀଲ ଲାମ୍ବାଙ୍କଠାରୁ ଦାୟିତ୍ୱ ନେଇଛନ୍ତି | ଆଡ୍‌ମିରାଲ୍‌ କରମବୀର ସିଂ…
Read More...

ସୋପିଆନରେ ଏନକାଉଣ୍ଟର, ଜଣେ ଆତଙ୍କବାଦୀ ନିହତ

ଶ୍ରୀନଗର: ଜାମ୍ମୁ-କାଶ୍ମୀରର ସୋପିଆନରେ ଶୁକ୍ରବାର ସକାଳେ ଯବାନ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଘଟିଛି। ଏଥିରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି। ସୋପିଆନ ଜିଲାର ଦ୍ରାଗଦ ସୁଗାନ ଅଞ୍ଚଳରେ ଏହି…
Read More...

ପୂର୍ବତନ ଲ୍ୟୁଟ୍‌ନାଣ୍ଟ ଜେନେରାଲଙ୍କୁ ଆଜୀବନ, ବ୍ରିଗେଡିୟରଙ୍କୁ ଫାଶୀ ଦଣ୍ଡ

ଇସଲାମାବାଦ: ଗୁପ୍ତଚର କାର୍ଯ୍ୟରେ ଲିପ୍ତ ଥିବା ଅଭିଯୋଗରେ ଜଣେ ପୂର୍ବତନ ଲ୍ୟୁଟ୍‌ନାଣ୍ଟ ଜେନେରାଲ ଏବଂ ବ୍ରିଗେଡିୟରଙ୍କୁ ପାକିସ୍ତାନ ସେନା ଦୋଷୀ ସାବ୍ୟସ୍ତ କରିଛି। ପୂର୍ବତନ ଲ୍ୟୁଟନାଣ୍ଟ ଜେନେରାଲଙ୍କୁ ଆଜୀବନ ଏବଂ…
Read More...

୨ୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ମୋଦି

ନୂଆଦିଲ୍ଲୀ: ଦେଶରେ ଆରମ୍ଭ ହୋଇଛି ମୋଦୀ ରାଜ। ଭାରତର ପଞ୍ଚଦଶ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ନରେନ୍ଦ୍ର ଦାମୋଦର ଦାସ ମୋଦୀ। ରାଷ୍ଟ୍ରପତି ରାମନାଥ କୋବିନ୍ଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପଦ ଓ…
Read More...

ବଢିଲା ନୀରବ ମୋଦୀଙ୍କ ରିମାଣ୍ଡ ଅବଧି

ନୂଆଦିଲ୍ଲୀ : ପିଏମବି ଘୋଟାଲା ଏବଂ ବେଆଇନ ଅର୍ଥ କାରବାର ମାମାଲାରେ ଅଭିଯୁକ୍ତ ହୀରା ବ୍ୟବସାୟୀ ନୀରବ ମୋଦୀଙ୍କୁ ଗୁରୁବାର ଲଣ୍ଡନ ଅଦାଲତରେ ଆଗତ କରାଯାଇଛି। ନୀରବ ମୋଦୀଙ୍କ ରିମାଣ୍ଡ ଅବଧି ଜୁନ ୨୭ ତାରିଖ ପର୍ଯ୍ୟନ୍ତ…
Read More...

ଇଡିରେ ହାଜର ହେଲେ ରବର୍ଟ ଭଦ୍ରା

ନୂଆଦିଲ୍ଲୀ : ବିଦେଶରେ ଅବୈଧ ସମ୍ପତ୍ତି କିଣିଥିବା ସମ୍ପର୍କିତ କଳାଧନ ବୈଧ ମାମଲାରେ ଗୁରୁବାର କଂଗ୍ରେସ ସଭାପତି ରାହୁଲ୍‍ ଗାନ୍ଧିଙ୍କ ଭିଣୋଇ ରବର୍ଟ ଭଦ୍ରା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇଛନ୍ତି । ଶ୍ରୀ…
Read More...

କାରଗିଲ ଯୁଦ୍ଧରେ ଲଢ଼ିଥିବା ଯବାନ ବିଦେଶୀ ଘୋଷିତ

ନୂଆଦିଲ୍ଲୀ: ଦୁଇ ଦଶନ୍ଧି ପୂର୍ବେ କାରଗିଲ ଯୁଦ୍ଧରେ ଲଢ଼ିଥିବା ଭାରତୀୟ ଯବାନ ମହମ୍ମଦ ସନାଉଲ୍ଲାଙ୍କୁ ବିଦେଶୀ ଘୋଷଣା କରାଯାଇଛି। ଏହା ପରେ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି। ୫୨ ବର୍ଷୀୟ ସନାଉଲ୍ଲା ବର୍ତ୍ତମାନ ଆସାମ…
Read More...

ମୋଦୀଙ୍କ ଶପଥ ଗ୍ରହଣ ସମାରୋହରେ ସାମିଲ ହେବେ ପୁଲଓ୍ଵାମାରେ ସହିଦ୍‌ ହୋଇଥିବା ଯବାନଙ୍କ ପରିବାର

ନୂଆଦିଲ୍ଲୀ : ଗତ ଫେବୃଆରୀ ୧୪ରେ ପୁଲଓ୍ଵାମାରେ ସହିଦ୍‌ ହୋଇ ଯାଇଥିବା ଯବାନଙ୍କ ପରିବାର ଲୋକ ଆଜି ମୋଦୀଜୀଙ୍କ ଶପଥ ଗ୍ରହଣ ସମାରୋହରେ ସାମିଲ ହେବେ ବୋଲି ଜଣା ପଡ଼ିଛି । ଏହି ସମାରୋହରେ ମୋଟ ୬,୫୦୦ ଲୋକ ସାମିଲ ହେବାକୁ ଥିବା…
Read More...

ହ୍ରାସ ପାଇଲା ପେଟ୍ରୋଲ ଏବଂ ଡିଜେଲ୍ ଦର

ନୂଆଦିଲ୍ଲୀ: ନିର୍ବାଚନର ଫଳାଫଳ ଆସିବାପରେ ଆଜି ପ୍ରଥମ ଥରଲାଗି ବଢିଥିବା ପେଟ୍ରୋଲ ଏବଂ ଡିଜେଲ୍ ଦର ହ୍ରାସ ପାଇଛି । ଦେଶର ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ୬ ପଇସା ଏବଂ ଡିଜେଲ ଲିଟର ପିଛା ୬ ପଇସା ହ୍ରାସ…
Read More...