Browsing Category

National

ଫେସବୁକରେ ବିଜ୍ଞାପନ ୧୦କୋଟି ଟପିଲା

ନୂଆଦିଲ୍ଲୀ: ନିର୍ବାଚନ ସମୟ ପାଖେଇ ଆସୁଥିବାବେଳେ ସାମାଜିକ ଗଣମାଧ୍ୟମରେ ପ୍ରଚାର ବଢିବାରେ ଲାଗିଛି। ବିଭିନ୍ନ ଦଳ ଓ ପ୍ରାର୍ଥୀ ସାମାଜିକ ଗଣମାଧ୍ୟମକୁ ଅନ୍ୟତମ ପ୍ରଚାର ମାଧ୍ୟମ ଭାବେ ଗ୍ରହଣ କରିଛନ୍ତି। ଏହି କ୍ରମରେ…
Read More...

ଫ୍ଲୋରିଡାରେ ୧୭ ଫୁଟିଆ ଅଜଗର ଧରି ରେକର୍ଡ କଲେ ବୈଜ୍ଞାନିକ

ମିଆମି: ପ୍ରଥମ ଥର ଲାଗି ବୈଜ୍ଞାନିକମାନେ ଗୋଟାଏ ୧୭ ଫୁଟ୍‌ରୁ ଅଧିକ ଲମ୍ବ ମାଈ ଅଜଗରଟାଏ ଧରିଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକାର ଫ୍ଲୋରିଡାରୁ ଧରାଯାଇଥିବା ଏହି ଅଜଗରଟିର ଓଜନ ୬୩ କିଲୋ ୫୦୦ ଗ୍ରାମ୍‌। ତା’ ପେଟରେ ରହିଛି…
Read More...

ଆସନ୍ତାକାଲି ଭାରତୀୟ ସେନାରେ ସାମିଲ ହେବ ପ୍ରଥମ ‘ଦେଶୀ ବୋଫୋର୍ସ’ ଧନୁଷ

ନୂଆଦିଲ୍ଲୀ: ଭାରତୀୟ ସେନାର ଶକ୍ତି ଓ ସାମର୍ଥ୍ୟକୁ ବଢ଼ାଇବା ପାଇଁ ସୋମବାରଠାରୁ ସେନାରେ ସାମିଲ୍‌ ହେବାକୁ ଯାଉଛି ଦେଶର ପ୍ରଥମ ‘ଦେଶୀ ବୋଫୋର୍ସ’ ଧନୁଷ ୧୫୫ଏମ୍‌ଏମ୍‌/୪୫ କ୍ୟାଲିବରେ ଟୋଡ୍‌ ଗନ୍‌ ସିଷ୍ଟମ। ଏହା ଏବେ…
Read More...

ଏପ୍ରିଲ ୧୬ ରୁ ୨୦ ମଧ୍ୟରେ ଭାରତ ଆଉ ଏକ ଆକ୍ରମଣ କରିପାରେ : ପାକ୍‌ ବିଦେଶମନ୍ତ୍ରୀ

ଇସଲାମାବାଦ : ଅନ୍ତର୍ଜାତୀୟ ଚାପରେ ଥିବା ପାକିସ୍ତାନ ଭାରତ ବିରୋଧରେ କୁପ୍ରଚାର କରିବା ଆରମ୍ଭ କରିଛି। ଏହି କ୍ରମରେ ପାକିସ୍ତାନ ବିଦେଶ ମନ୍ତ୍ରୀ ଶାହା ମେହମୁଦ କ୍ୟୁରେଶୀ ଏକ ମନଗଢା କାହାଣୀ ଶୁଣାଇଛନ୍ତି। କ୍ୟୁରେଶୀ…
Read More...

ଚୀନ ନୌସେନାର ବାର୍ଷିକ ସମାରୋହରେ ଭାଗନେବେ ଭାରତର ଦୁଇ ଜାହାଜ

ବେଜିଂ : ଚୀନ ନୌସେନାର ୭୦ତମ ବାର୍ଷିକ ସମାରୋହରେ ଭାରତୀୟ ନୌସେନାର ଦୁଇଟି ଜାହାଜ ଭାଗ ନେବେ। ଚଳିତ ମାସ ଶେଷ ଆଡକୁ ଚୀନ ନୌସେନାର ୭୦ ତମ ବାର୍ଷିକ ସମାରୋହ ଅନୁଷ୍ଠିତ ହେବ ଓ ଏଥିରେ ଭାରତୀୟ ନୌସେନାର ଆଇଏନ୍‍ଏସ୍‍ କଲକତା…
Read More...

ଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ ଟ୍ରେନରେ ଖାଦ୍ୟ ଖାଇ ଅନେକ ଯାତ୍ରୀ ଅସୁସ୍ଥ

ବୋକାରୋ: ଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସରେ ଫୁଡ୍ ପଏଜନିଂ ଅଭିଯୋଗ । ଟ୍ରେନରେ ଖାଦ୍ୟ ଖାଇଥିବା ଅନେକ ଯାତ୍ରୀ ଅସୁସ୍ଥ ହୋଇଥିବା ସୂଚନା ମିଳିଛି । ବିଶେଷ କରି ଆମିଷ ଖାଇଥିବା ଯାତ୍ରୀ ଅସୁସ୍ଥ ହୋଇଥିବା…
Read More...

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥଙ୍କ ସେକ୍ରେଟେରିଙ୍କ ଘରେ ଆୟକର ବିଭାଗ ଚଢ଼ାଉ

ନୂଆଦିଲ୍ଲୀ: ରବିବାର ସକାଳେ ଆୟକର ବିଭାଗ ଅଧିକାରୀମାନଙ୍କର ଏକ ଟିମ୍‌ ମଧ୍ୟପ୍ରଦେଶର ଇନ୍ଦୋରସ୍ଥିତ ପ୍ରବୀଣ କାକ୍କରଙ୍କ ବାସଭବନ ସମେତ ୫୦ଟି ସ୍ଥାନରେ ଚଢ଼ାଉ କରିଛନ୍ତି। କାକ୍କର ହେଉଛନ୍ତି ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ…
Read More...

ଆଚରଣ ବିଧି ଉଲ୍ଲଂଘନ କରିଛନ୍ତି ନିତି ଆୟୋଗ ଉପାଧ୍ୟକ୍ଷ: ସତର୍କ ରହିବାକୁ ନିର୍ବାଚନ ଆୟୋଗଙ୍କ ପରାମର୍ଶ

ନୂଆଦିଲ୍ଲୀ: ନିତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିଛନ୍ତି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ‘ନ୍ୟାୟ’ ଯୋଜନା ଉପରେ ରାଜୀବ କୁମାର ମନ୍ତବ୍ୟ ଦେଇ ଆଚରଣ ବିଧି ଉଲ୍ଲଂଘନ କରିଥିବା…
Read More...

ବିଜେପିର ପ୍ରତିଷ୍ଠା ଦିବସ ଅବସରରେ ଦଳୀୟ କର୍ମୀଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଓ ଅମିତ ଶାହାଙ୍କ ବାର୍ତ୍ତା

ନୂଆଦିଲ୍ଲୀ: ଏପ୍ରିଲ୍‌ ୬ ତାରିଖ ଶନିବାର ଦିନ ଭାରତୀୟ ଜନତା ପାର୍ଟି ତା’ର ୩୯ତମ ପ୍ରତିଷ୍ଠା ଦିବସ ପାଳନ କରୁଥିବା ଅବସରରେ ଦଳର ଅଧ୍ୟକ୍ଷ ଅମିତ ଶାହା କର୍ମୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଶ୍ୟାମା ପ୍ରସାଦ ମୁଖାର୍ଜୀ,…
Read More...

ଆଇଏଏସ୍‍ ଟପ୍ପର ହେଲେ କନିଷ୍କ କାଟାରିଆ,୧୧୮ ର‍୍ୟାଙ୍କ୍‌ରେ ଓଡ଼ିଶାର ସୌମ୍ୟରଞ୍ଜନ ରାଉତ

ନୂଆଦିଲ୍ଲୀ: ପ୍ରକାଶ ପାଇଲା ୨୦୧୮ ସିଭିଲ୍‌ ସର୍ଭିସ ପରୀକ୍ଷା ଫଳ। ଏଥର ଆଇଏଏସ୍‌ ପରୀକ୍ଷାରେ ଟପ୍ପର ହୋଇଛନ୍ତି କନିଷ୍କ କାଟାରିଆ। କନିଷ୍କଙ୍କ ପରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି ଅକ୍ଷତ ଜୈନ୍‌। ତୃତୀୟ ସ୍ଥାନ ଅକ୍ତିଆର…
Read More...

ଏପ୍ରିଲ ୧୫ ଯାଏଁ ଉତ୍ତରପ୍ରଦେଶ- ଦିଲ୍ଲୀ ମଧ୍ୟରେ ୬୦ରୁ ଅଧିକ ରେଳ ଚଳାଚଳ ବାତିଲ

ନୂଆଦିଲ୍ଲୀ : ଉତ୍ତର ରେଳବାଇର ରେଳ ଧାରଣା ମରାମତି ଏବଂ ସଂରଚନା ପାଇଁ ଏପ୍ରିଲ ୧୫ ପର୍ଯ୍ୟନ୍ତ ୬୦ରୁ ଅଧିକ ଯାତ୍ରୀବାହୀ ରେଳ ଚଳଚାଳ ବାତିଲ କରିଦିଆଯାଇଛି। ଏହି କ୍ରମରେ ଦିଲ୍ଲୀ-ଉତ୍ତରପ୍ରଦେଶ-ହରିୟାଣା ମଧ୍ୟରେ ଚଳାଚଳ…
Read More...

ସାସଂଦ ପ୍ରାର୍ଥୀଙ୍କ ଘରେ ଆୟକର ଚଢ଼ାଉ: ଧାରଣାରେ ବସିଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ନିର୍ବାଚନ ସମୟରେ ଆୟକର ବିଭାଗର ଚଢ଼ାଉକୁ ବିରୋଧ କରିଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ। କେନ୍ଦ୍ର ସରକାର ଜାଣି ଜାଣି ବିରୋଧୀ ପ୍ରାର୍ଥୀଙ୍କୁ ହଇରାଣ କରିବା ଲାଗି ଆୟକର ବିଭାଗକୁ…
Read More...

ମେ ତୃତୀୟ ସପ୍ତାହରେ ପ୍ରକାଶ ପାଇବ ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ

ନୂଆଦିଲ୍ଲୀ: ସର୍ବ ଭାରତୀୟ ସ୍ତରରେ ସେଣ୍ଟ୍ରାଲ୍‌ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଡୁକେସନ୍‌ (ସିବିଏସ୍‌ଇ) ଦ୍ୱାରା ପରିଚାଳିତ ହୋଇଥିବା ୨୦୧୯ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ଆସନ୍ତା ମେ ମାସ ତୃତୀୟ ସପ୍ତାହରେ ପ୍ରକାଶ…
Read More...

୪୦ ଦିନରେ ଯବାନ ତିଆରି କଲେ ୨୬୦ ଫୁଟ୍‌ ଝୁଲା ସେତୁ

ଲେହ : ଭାରତୀୟ ସେନା ଯବାନମାନେ ସିନ୍ଧୁ ନଦୀ ଉପରେ ମାତ୍ର ୪୦ ଦିନରେ ୨୬୦ ଫୁଟ ଦୀର୍ଘ ଏକ ଝୁଲା ସେତୁ ନିର୍ମାଣ କରିଛନ୍ତି। ‘ମୈତ୍ରି ସେତୁ’ ନାମକ ଏହି ସେତୂ କେବୁଲ ସାହାଯ୍ୟରେ ନିର୍ମିତ ହୋଇଛି। ଏତେ କମ୍‌ ସମୟ ମଧ୍ୟରେ…
Read More...