Browsing Category
National
ଋଣଗ୍ରସ୍ତ ଜେଟ୍ ଏୟାର୍ଓଏଜ୍କୁ ସ୍ଥିତି ସମୀକ୍ଷା କରିବାକୁ ଆଦେଶ ଦେଲେ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁ
ନୂଆଦିଲ୍ଲୀ: ଆନ୍ତର୍ଜାତିକ ଓ ଅଭ୍ୟନ୍ତରୀଣ ବିମାନ ଚଳାଚଳ କମାଇବାର ଦିନକ ପରେ ଋଣଗ୍ରସ୍ତ ଜେଟ୍ ଏୟାର୍େଓ୍ଵଜ୍ର ସମସ୍ୟା ସଂକ୍ରାନ୍ତରେ ସମୀକ୍ଷା କରିବାକୁ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁ ଆଦେଶ ଦେଇଛନ୍ତି।!-->!-->!-->…
Read More...
Read More...
ମେ’୧୮ରେ ଅଷ୍ଟ୍ରେଲିଆ ସାଧାରଣ ନିର୍ବାଚନ
ସିଡନୀ : ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍ ମୋରିସନ ଗୁରୁବାର ଦେଶରେ ଆସନ୍ତା ସାଧାରଣ ନିର୍ବାଚନ ମେ’ ୧୮ରେ ହେବ ବୋଲି ଘୋଷଣା କରିଛନ୍ତି। ମୋରିସନଙ୍କ ପାଇଁ ନିର୍ବାଚନରେ ଜଳବାୟୁ ପରିବର୍ତ୍ତନ ଏବଂ ଅର୍ଥବ୍ୟବସ୍ଥା!-->…
Read More...
Read More...
ମନରେଗା କାମ କରୁଥିବାବେଳେ ମାଟି ଧସି ୧୦ ମହିଳା ଶ୍ରମିକ ମୃତ
ତେଲେଙ୍ଗାନାର ନାରାଣୟପେଟ ଜିଲ୍ଲାର ମାରିକ୍କଲ ବ୍ଲକରେ ଆଜି ଏକ ଦୁଃଖଦ ଘଟଣା ଘଟିଛି । ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ ନିଯୁକ୍ତି ଯୋଜନା (ମନରେଗା) ଅଧିନରେ ଏକ ମାଟି ଖନନ କାର୍ଯ୍ୟ କରୁଥିବାବେଳେ ମାଟି ଧସିବା ଫଳରେ ୧୦!-->…
Read More...
Read More...
ଜେଟ ଏୟାରେଓ୍ଵଜ ବିମାନକୁ ଜବତ କଲା ୟୁରୋପୀୟ କମ୍ପାନି
ନୂଆଦିଲ୍ଲୀ : ଆଜି ଆମଷ୍ଟରଡାମରେ ଏକ ୟୁରୋପୀୟ କାର୍ଗୋ କମ୍ପାନି ଜେଟ ଏୟାରେଓ୍ଵଜର ଏକ ବିମାନକୁ ଜବତ କରିଛି । ବକେୟା ଦେୟ ପାଇ ନଥିବାରୁ ଏହି ପଦକ୍ଷେପ ନେଇଛି ୟୁରୋପୀୟ କାର୍ଗୋ କମ୍ପାନି । ଗୋଟିଏ ବିମାନ ସେବା କମ୍ପାନିର!-->…
Read More...
Read More...
ମୋଦୀ ପ୍ରଧାନମନ୍ତ୍ରୀ ହେଲେ ଭାରତ-ପାକ୍ ଶାନ୍ତି ଆଲୋଚନା ଆଶା ଉଜ୍ଜ୍ଵଳ ହେବ: ଇମରାନ୍
ଇସଲାମାବାଦ: ଭାରତରେ ନିର୍ବାଚନ ପୂର୍ବରୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ୍ ଶାନ୍ତି ଆଲୋଚନା ପ୍ରସଙ୍ଗରେ ନିଜର ମତ ରଖିଛନ୍ତି। ଇମରାନ କହିଛନ୍ତି, ଭାରତରେ ହେବାକୁ ଥିବା ନିର୍ବାଚନରେ ଯଦି ନରେନ୍ଦ୍ର ମୋଦୀ ପୁଣି!-->…
Read More...
Read More...
ରାଫେଲ ମାମଲାରେ କେନ୍ଦ୍ରକୁ ବଡ଼ ଝଟକା: ସୁପ୍ରିମକୋର୍ଟରେ ପୁଣି ହେବ ଶୁଣାଣି
ନୂଆଦିଲ୍ଲୀ: ରାଫେଲ ଡିଲ୍ ମାମଲାରେ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଝଟ୍କା ମିଳିଛି। ଏହି ମାମଲାର ପୁଣି ଶୁଣାଣି ହେବ ବୋଲି କୋର୍ଟ କହିଛନ୍ତି। ଆବେଦନକାରୀ ଲିକ୍ ହୋଇଥିବା ଗୋପନୀୟ କାଗଜପତ୍ର ଦାଖଲ!-->…
Read More...
Read More...
ଲାଲୁ ପ୍ରସାଦଙ୍କ ଜାମିନ ଆବେଦନ ଖାରଜ କଲେ ସୁପ୍ରିମ୍ କୋର୍ଟ
ନୂଆଦିଲ୍ଲୀ: କୋଟି କୋଟି ଟଙ୍କା ଦୁର୍ନୀତି ହୋଇଥିବା ତିନୋଟି ଗୋଖାଦ୍ୟ ମାମଲାରେ ବୁଧବାର ଦିନ ସୁପ୍ରିମ୍ କୋର୍ଟ ଆର୍ଜେଡି ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି।ଲାଲୁଙ୍କ ଅନୁରୋଧ ବିରୋଧରେ!-->!-->!-->…
Read More...
Read More...
ନିର୍ବାଚନ ପରେ ଭାରତ ସହ ଆମେ ଆଲୋଚନା ପାଇଁ ପ୍ରସ୍ତୁତ: ପାକ୍ ମନ୍ତ୍ରୀ
ନୂଆଦିଲ୍ଲୀ: ପୁଲୱାମା ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କରେ ତିକ୍ତତା ବୃଦ୍ଧି ପାଇଛି। ଏଥିରେ ସୁଧାର ଆଣିବା ସହିତ ପୂର୍ବ ପରି ସମ୍ପର୍କ ଫେରାଇ ଆଣିବା ଲାଗି ଭାରତ ସହ ଆଲୋଚନା କରିବା!-->…
Read More...
Read More...
ଦିଲ୍ଲୀ ଡାକ୍ତରଖାନାରେ ଦଲାଇଲାମାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା
ନୂଆଦିଲ୍ଲୀ: ମଙ୍ଗଳବାର ଦିନ ଦିଲ୍ଲୀର ଏକ ଡାକ୍ତରଖାନାରେ ତିବ୍ଦତୀୟ ଆଧ୍ୟାତ୍ମିକ ନେତା ଦଲାଇ ଲାମାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି।ଧରମଶାଳାରୁ ଏହି ୮୩ ବର୍ଷିୟ ନେତା ସ୍ୱାସ୍ଥ୍ୟ ପରୀକ୍ଷା ନିମନ୍ତେ ସାକେତସ୍ଥିତ!-->…
Read More...
Read More...
ଜେକେଏଲ୍ଏଫ୍ ମୁଖ୍ୟ ୟାସିନ୍ ମାଲିକ୍ଙ୍କୁ ତିହାର ଜେଲ୍ ଅଣାଗଲା
ନୂଆଦିଲ୍ଲୀ: ଜମ୍ମୁ କଶ୍ମୀର ଲିବରେସନ୍ ଫ୍ରଣ୍ଟ୍ର (ଜେକେଏଲ୍ଏଫ୍) ମୁଖ୍ୟ ୟାସିନ୍ ମାଲିକଙ୍କୁ ଜମ୍ମୁର କୋଟ୍ ବାଲ୍ଓ୍ଵାଲ୍ ଜେଲ୍ରୁ ନେସ୍ନାଲ୍ ଇନ୍ଭେଷ୍ଟିଗେସନ୍ ଏଜେନ୍ସି (ଏନ୍ଆଇଏ) ମଙ୍ଗଳବାର ରାତିରେ!-->…
Read More...
Read More...
ଦାନ୍ତେୱାଡାରେ ମାଓବାଦୀଙ୍କ ଆକ୍ରମଣ: ବିଧାୟକ ମୃତ, ୫ ଯବାନ ସହିଦ
ଦାନ୍ତେୱାଡା : ଲୋକସଭା ନିର୍ବାଚନ ପ୍ରଥମ ପ୍ରର୍ଯ୍ୟାୟ ମତଦାନର ଦୁଇ ଦିନ ପୂର୍ବରୁ ମଙ୍ଗଳବାର ଅପରାହ୍ଣରେ ମାଓବାଦୀମାନେ ଛତିଶଗଡ଼ ଦାନ୍ତେୱାଡାରେ ବଡ଼ଧରଣର ଆକ୍ରମଣ କରିଛନ୍ତି। ଏଥିରେ ସ୍ଥାନୀୟ ବିଧାୟକଙ୍କ ମୃତ୍ୟୁ!-->…
Read More...
Read More...
ହସ୍ପିଟାଲରେ ଆତଙ୍କବାଦୀ ଆକ୍ରମଣ; ସୁରକ୍ଷାକର୍ମୀ ମୃତ: ଆରଏସଏସ ନେତା ଗୁରୁତର
ଜାମ୍ମୁ: ଜାମ୍ମୁ-କାଶ୍ମୀରର ଏକ ହସ୍ପିଟାଲରେ ମଙ୍ଗଳବାର ଆତଙ୍କବାଦୀ ଆକ୍ରମଣ ହୋଇଛି। ଜଣେ ଆରଏସଏସ ନେତାଙ୍କୁ ଟାର୍ଗେଟ କରି ଏହି ଆକ୍ରମଣ କରାଯାଇଥିବାବେଳେ ଏଥିରେ ତାଙ୍କ ବ୍ୟକ୍ତିଗତ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ଘଟିଛି।!-->…
Read More...
Read More...
ଆତଙ୍କବାଦୀଙ୍କ ବିରୋଧରେ ୨୦୩ ଆସଲ୍ଟ ରାଇଫଲ ବ୍ୟବହାର କରିବ ସେନା
ନୂଆଦିଲ୍ଲୀ : ଖୁବଶୀଘ୍ର ଆତଙ୍କବାଦୀ ବିରୋଧୀ ଅଭିଯାନରେ ସାମିଲ ଯବାନଙ୍କୁ ଏକେ-୨୦୩ ଆସଲ୍ଟ ରାଇଫଲ ପ୍ରଦାନ କରାଯିବ। ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀ ବିରୋଧୀ ଅଭିଯାନରେ ଏହି ରାଇଫଲ ବ୍ୟବହାର କରାଯିବ। ଏହି ଆସଲ୍ଟ ରାଇଫଲ!-->…
Read More...
Read More...
ଲଣ୍ଡନ କୋର୍ଟରେ ମାଲ୍ୟାଙ୍କୁ ଝଟକା: ପ୍ରତ୍ୟାର୍ପଣ ବିରୋଧୀ ଆବେଦନ ଖାରଜ
ନୂଆଦିଲ୍ଲୀ : ପଳାତକ ମଦ ବ୍ୟବସାୟୀ ତଥା ଅର୍ଥନୈତିକ ଅପରାଧୀ ବିଜୟ ମାଲ୍ୟାଙ୍କୁ ସୋମବାର ଲଣ୍ଡନ କୋର୍ଟରେ ବଡ଼ ଝଟକା ଲାଗିଛି। ସୂଚନା ଅନୁସାରେ ପ୍ରତ୍ୟାର୍ପଣ ନିର୍ଦେଶ ବିରୋଧରେ ମାଲ୍ୟାଙ୍କ ଆବେଦନକୁ ଲଣ୍ଡନ କୋର୍ଟ ଖାରଜ!-->…
Read More...
Read More...
