Browsing Category
National
କାର୍ଯ୍ୟରତ ସୁରକ୍ଷାବଳ କର୍ମୀଙ୍କ ଉପରେ ପଥର ଫିଙ୍ଗା ଘଟଣା: କାରଣ ଦର୍ଶାଅ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରେ କାର୍ଯ୍ୟରତ ଥିବା ସୁରକ୍ଷାବଳର କର୍ମୀଙ୍କ ଉପରକୁ ସଂଘବଦ୍ଧ ହୋଇ ପଥର ଫିଙ୍ଗା ଘଟଣାକୁ ନେଇ ଆଜି ସୁପ୍ରିମକୋର୍ଟ ନିଜର ରାୟ ରଖିଛନ୍ତି । ଏହାର ଗଭୀର ଉଦ୍ବେଗ ପ୍ରକାଶ କରିବା ସହ ଏହାଦ୍ୱାରା!-->…
Read More...
Read More...
ଏମ୍ଜେ ଆକବର ମିଠୁ ମାମଲା, ସାମ୍ବାଦିକା ପ୍ରିୟାଙ୍କୁ ମିଳିଲା ଜାମିନ୍
ନୂଆଦିଲ୍ଲୀ: ସୋମବାର ଦିଲ୍ଲୀର ଏକ ଅଦାଲତ ସାମ୍ବାଦିକା ପ୍ରିୟା ରମାନିଙ୍କୁ ୧୦ ହଜାର ଟଙ୍କାର ବ୍ୟକ୍ତିଗତ ବେଲ୍ ବଣ୍ଡ୍ରେ ଜାମିନ ମଞ୍ଜୁର କରିଛନ୍ତି। ୨୦ ବର୍ଷ ତଳେ ତାଙ୍କ ସହ ବ୍ୟଭିଚାର କରିଥିବା ମିଠୁରେ ଅଭିଯୋଗ!-->…
Read More...
Read More...
‘ପିରିଅଡ୍ ଏଣ୍ଡ୍ ଅଫ୍ ସେଣ୍ଟେନ୍ସ’କୁ ମିଳିଲା ଓସ୍କାର ପୁରସ୍କାର
ନୂଆଦିଲ୍ଲୀ: ପୁଣିଥରେ ଭାରତ ରଚିଲା ଇତିହାସ । ଏଥର ଭାରତୀୟ ଏକ ଶଟ୍ ଫିଲ୍ମକୁ ସିନେମା ଜଗତର ଶ୍ରେଷ୍ଠ ପୁରସ୍କାର ଓସ୍କାର ଆୱାର୍ଡରେ ସମ୍ମାନିତ କରାଯାଇଛି । ଚଳିତ ବର୍ଷର ଓସ୍କାର ଆୱାର୍ଡ ଆମେରିକାର କାଲିଫର୍ଣ୍ଣିଆର!-->…
Read More...
Read More...
କୁମ୍ଭମେଳାରେ ବୁଡ ପକାଇଲେ ପ୍ରଧାନମନ୍ତ୍ରୀ
ଲକ୍ଷେ୍ନø: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୁମ୍ଭମେଳାରେ ପବିତ୍ର ତ୍ରିବେଣୀ ସଙ୍ଗମରେ ବୁଡ ପକାଇଛନ୍ତି । ଏହି ସମୟରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଧାନମନ୍ତ୍ରୀଙ୍କ ସହ ଉପସ୍ଥିତ ଥିଲେ । ତ୍ରିବେଣୀ!-->…
Read More...
Read More...
ପ୍ରେମରେ ଧୋକା ଦେଉଥିବା ନେଇ ସନ୍ଦେହ: ପ୍ରେମିକାକୁ ଛୁରୀ ଭୁସିଲା ପ୍ରେମିକ
ଗୁରୁଗ୍ରାମ: ଜଣେ ପ୍ରେମିକା ପ୍ରେମରେ ଧୋକା ଦେଉଛନ୍ତି ବୋଲି ସନ୍ଦେହ କରି ଜଣେ ପ୍ରେମିକ ମାଡ ମାରିବା ସହ ଛୁରୀ ଭୁସିଥିବା ନେଇ ଘଟଣା ସାମ୍ନାକୁ ଆସିଛି । ଏହି ଘଟଣା ପରେ ପ୍ରେମିକାଙ୍କୁ ଡାକ୍ତରଖାନାରେ ଭର୍ତି!-->…
Read More...
Read More...
ଭାରତ-ପାକିସ୍ତାନ ୱାର୍ଲ୍ଡକପ୍ ମ୍ୟାଚ୍କୁ ନେଇ ପ୍ରଶ୍ନବାଚୀ
ନୂଆଦିଲ୍ଲୀ: ଆଗକୁ ଆସୁଛି ୱାର୍ଲ୍ଡକପ୍ । ତେବେ ପୁଲୱାମା ଆକ୍ରମଣ ପରେ ଭାରତ ପାକିସ୍ତାନ ସହ ୱାର୍ଲ୍ଡକପ୍ ମ୍ୟାଚ୍ ଖେଳିବ ନାହିଁ ବୋଲି ମନା କରିଛି । ମାତ୍ର ଏଯାବତ୍ ଏ ନେଇ କୌଣସି ନିଷ୍ପତି ହୋଇନାହିଁ । ଅନ୍ୟପଟେ ଓଡ଼ିଶା!-->…
Read More...
Read More...
ଅରୁଣାଚଳ ପ୍ରଦେଶ ଉପମୁଖ୍ୟମନ୍ତ୍ରୀଙ୍କ ବଙ୍ଗଳାରେ ନିଆଁ ଲଗାଇଲେ ପ୍ରତିବାଦକାରୀ
କୋଲ୍କାତା: ଇଟାନଗର ଠାରେ ରାଜ୍ୟ ସରକାରଙ୍କ ବିରୋଧରେ ରାଗ ଓ ଅସନ୍ତୋଷ ଚାଲିଥିବା ବେଳେ ଉପମୁଖ୍ୟମନ୍ତ୍ରୀ ଚୋଓନା ମେନ୍ଙ୍କ ବଙ୍ଗଳାରେ ନିଆଁ ଲଗାଇ ଦିଆଯାଇଛି। ଏହାପରେ ଚୋଓନା ମେନ୍ଙ୍କୁ ରାଜ୍ୟ ରାଜଧାନୀ ଇଟାନଗରରୁ!-->…
Read More...
Read More...
ପିଏମ କିଷାନ ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ,ପ୍ରଥମ କିସ୍ତିରେ ଚାଷୀଙ୍କୁ ମିଳିବ ୨ ହଜାର ଟଙ୍କା
ଲକ୍ଷେ୍ନø: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରପ୍ରଦେଶର ଗୋରଖପୁରଠାରେ ‘ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି’ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆଜି ଦେଶ ପାଇଁ!-->…
Read More...
Read More...
ଆକ୍ରମଣ ପରେ ଆତଙ୍କବାଦୀଙ୍କୁ ନିପାତ କରିବାକୁ ସଂକଳ୍ପ ନେଇଛି ସେନା: ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ କି ବାତ୍ ଜରିଆରେ ଦେଶବାସୀଙ୍କୁ ଉଦ୍ବୋଧନ ଦେଇଛନ୍ତି । ପ୍ରଥମେ ସହିଦ ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ବୀର ପୁତ୍ରଙ୍କୁ ପ୍ରଣାମ ଜଣାଇଛନ୍ତି!-->…
Read More...
Read More...
ପରମାଣୁ ବୋମା ପକାଇବାର ଧମକ ଦେଲେ ପାକିସ୍ତାନୀ ସାମ୍ବାଦିକ
ନୂଆଦିଲ୍ଲୀ: ପୁଲୱାମା ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟର ତିକ୍ତତା ବଢ଼ିବାରେ ଲାଗିଛି । ଅନ୍ୟପଟେ ଜଣେ ପାକିସ୍ତାନୀ ସାମ୍ବାଦିକ ଏକ ଭିଡିଓରେ ଭାରତରେ ବୋମା ପକାଇବାର ଧମକ ଦେଇଛନ୍ତି । ସାମ୍ବାଦିକ ଜଣଙ୍କ ହେଉଛନ୍ତି!-->…
Read More...
Read More...
କୁମ୍ଭ ମେଳାରେ ଡ୍ୟୁଟି କରୁଥିବା ପୁଲିସକର୍ମୀଙ୍କୁ ମିଳିବ ସମ୍ମାନ
ଲକ୍ଷେ୍ନø: କୁମ୍ଭ ମେଳାରେ ଡ୍ୟୁଟି କରୁଥିବା ପ୍ରତ୍ୟକ ପୁଲିସକର୍ମୀଙ୍କୁ କୁମ୍ଭ ମେଳା ୨୦୧୯ ମେଡାଲ ଦ୍ୱାରା ସମ୍ମାନିତ କରାଯିବ । ଏ ନେଇ ଏବେ ପ୍ରସ୍ତୁତି ଚାଲିଛି ବୋଲି ଉତ୍ତର ପ୍ରଦେଶର ପୁଲିସ ମହାନିର୍ଦ୍ଦେଶକ ଓପି ସିଂହ!-->…
Read More...
Read More...
ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ନକ୍ସଲ ନିହତ
ରାଞ୍ଚି: ଓଡିଶା ସୀମାନ୍ତରେ ଥିବା ଝାଡ଼ଖଣ୍ଡର ଗୁମଲା ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଦୁଇ ଜଣ ନକ୍ସଲ ନିହତ ହୋଇଛନ୍ତି । ସେମାନଙ୍କ ଠାରୁ ଦୁଇଟି ଏକେ ୪୭ ବନ୍ଧୁକ ସହ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ!-->…
Read More...
Read More...
ମାର୍ଚ୍ଚ ୧ରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅନଶନ ଧାରଣାରେ ବସିବେ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲ
ନୂଆଦିଲ୍ଲୀ: ଦିଲ୍ଲୀକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ପ୍ରଦାନ ଦାବୀରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦ୍ମୀ ପାର୍ଟି (ଆପ୍) ସୁପ୍ରିମୋ ଅରବିନ୍ଦ କେଜ୍ରିଓ୍ଵାଲ ଆସନ୍ତା ମାର୍ଚ୍ଚ ୧ ତାରଖରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ!-->…
Read More...
Read More...
ଏୟାର ଇଣ୍ଡିଆ ବିମାନ ଅପହରଣ କରି ପାକିସ୍ତାନ ନେବା ପାଇଁ ଆତଙ୍କବାଦୀଙ୍କ ଧମକ
ନୂଆଦିଲ୍ଲୀ : ପାକିସ୍ତାନୀ ଆତଙ୍କବାଦୀମାନେ ଏୟାର ଇଣ୍ଡିଆର ଏକ ବିମାନ ଅପହରଣ କରି ନେବା ପାଇଁ ଆତଙ୍କବାଦୀ ଧମକ ଦେଇଛନ୍ତି । ଏହାପରେ ଦେଶବ୍ୟାପୀ ଥିବା ବିଭିନ୍ନ ଏୟାରପୋର୍ଟରେ ସୁରକ୍ଷାବ୍ୟବସ୍ଥାକୁ କଡାକଡି କରାଯାଇଛି । ଏ!-->…
Read More...
Read More...
