Browsing Category

National

ପାକିସ୍ତାନର ଏଫ-୧୬ ବିମାନ ଖସାଇଲା ଭାରତ

ନୂଆଦିଲ୍ଲୀ: ଆଜି ପାକିସ୍ତାନର ଏଫ-୧୬ ବିମାନକୁ ଖସାଇ ଦେଇଛି ଭାରତ । ଭାରତୀୟ ସୀମାରେ ୩ କିମି ଭିତରେ ପାକ୍ ବିମାନକୁ ଖସାଇ ଦେଇଛନ୍ତି ଭାରତୀୟ ସେନା । ଜମ୍ମୁ-କାଶ୍ମୀରର ନୌସେରା ସେକ୍ଟରରେ ପାକିସ୍ତାନ ବିମାନ ପ୍ରବେଶ…
Read More...

‘ଆମେ ମାରି ଖସାଇ ଦେଲୁ ବିମାନ, ଜଣେ ପାଇଲଟକୁ କରିଛୁ ଗିରଫ’: ପାକିସ୍ତାନର ଯୁକ୍ତି

ନୂଆଦିଲ୍ଲୀ: ଆଜି ସକାଳେ ବାୟୁସେନାର ଏକ ବିମାନ ଦୁର୍ଘଟଣାଗସ୍ତ ହୋଇଛି । ଏହି ଦୁର୍ଘଟଣାରେ ୨ଜଣ ପାଇଲଟ୍ ମୃତ୍ୟୁବରଣ କରିଥିବା ଜଣାପଡିଛି । ତେବେ ଏହି ଘଟଣାକୁ ନେଇ ପାକିସ୍ତାନ ସେନା ଏକ ଅଜବ ଯୁକ୍ତି ବାଢ଼ିଛନ୍ତି ।…
Read More...

ବାୟୁସେନାର ମିଗ୍‌-୨୧ ବିମାନ ଦୁର୍ଘଟଣାଗ୍ରସ୍ତ, ୨ ପାଇଲଟ ମୃତ

ଶ୍ରୀନଗର: ବୁଧବାର ସକାଳେ ଜମ୍ମୁ ଓ କଶ୍ମୀର ଅନ୍ତର୍ଗତ ବଡ୍‌ଗାମ୍‌ ଅଞ୍ଚଳରେ ଭାରତୀୟ ବାୟୁସେନାର ଗୋଟିଏ ମିଗ୍‌-୨୧ ବାଇସନ୍‌ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୨ଜଣ ପାଇଲଟ୍ ମୃତ୍ୟୁବରଣ କରିଥିବା…
Read More...

ଅନଶନ ସ୍ଥଗିତ ରଖିଲେ କେଜରିୱାଲ

ନୂଆଦିଲ୍ଲୀ: ପାକିସ୍ତାନ ଓ ଭାରତ ମଧ୍ୟରେ ଉତ୍ତେଜନାକୁ ଦୃଷ୍ଟିରେ ରଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ତାଙ୍କ ଆନ୍ଦୋଳନକୁ ବର୍ତ୍ତମାନ ସମୟରେ ସ୍ଥଗିତ ରଖିଛନ୍ତି। ଆସନ୍ତା ୧ ତାରିଖରୁ ଦିଲ୍ଲୀକୁ ପୂର୍ଣ୍ଣ…
Read More...

ପାକ୍ ଉପରେ ଭାରତୀୟ ବାୟୁସେନା ଆକ୍ରମଣ: ଆତଙ୍କବାଦୀ ଆଝାର ୟୁସୁଫ ନିହତ

ନୂଆଦିଲ୍ଲୀ: ଆଜି ଭାରତୀୟ ବାୟୁସେନାର ଆକ୍ରମଣ ଫଳରେ ଜୈଶ୍-ଇ-ମହମ୍ମଦର ମୁଖ୍ୟ ମାସୁଦ ଆଝାର ଶାଳକ ତଥା କୁଖ୍ୟାତ ଆତଙ୍କବାଦୀ ଆଝାର ୟୁସୁଫ ନିହତ ହୋଇଥିବା ଜଣାଯାଇଛି । ଏହି କୁଖ୍ୟାତ ଆତଙ୍କବାଦୀ ୧୯୯୯ ମସିହାରେ ଇଣ୍ଡିଆନ୍…
Read More...

ହାଇଆଲର୍ଟ ପରେ ‘ଏୟାର ଡିଫେନ୍ସ ସିଷ୍ଟମ’କୁ ‘ଷ୍ଟ୍ରାଇକିଂ ମୋଡ଼୍‍’ରେ ରଖିଲା ଭାରତୀୟ ବାୟୁସେନା

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ପକ୍ଷରୁ ଆଜି ଭୋରରୁ ହୋଇଥିବା ଆକ୍ରମଣ ପରେ ଭାରତ-ପାକ୍ ସୀମାରେ ହାଇ ଆଲର୍ଟ ଜାରି ହୋଇଛି । ହାଇ ଅଲର୍ଟ ଜାରି ପରେ ଭାରତୀୟ ବାୟୁସେନା ପକ୍ଷରୁ ସମସ୍ତ ‘ଏୟାର ଡିଫେନ୍ସ ସିଷ୍ଟମ’କୁ…
Read More...

ବାୟୁସେନାର ଆକ୍ରମଣ ପରେ ଇମ୍ରାନ ଡାକିଲେ ଜରୁରିକାଳୀନ ବୈଠକ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ଆକ୍ରମଣ ପରେ ପାକିସ୍ତାନରେ ହଇଚଇ ସୃଷ୍ଟି ହୋଇଛି । ପାକ୍ ବୈଦେଶିକ ବ୍ୟାପାର ମନ୍ତ୍ରୀ ଶାହ ମହମ୍ମଦ କ୍ୟୁରେସି ଜରୁରୀ ବୈଠକ ଡାକିଛନ୍ତି । ଏହି ବୈଠକରେ ପରେ ବିଦେଶ ମନ୍ତ୍ରୀ, ପାକିସ୍ତାନ…
Read More...

ପାକିସ୍ତାନୀ ଡ୍ରୋନକୁ ଗୁଳିକରି ଖସାଇଲା ଭାରତୀୟ ସଶସ୍ତ୍ର ବାହିନୀ

ନୂଆଦିଲ୍ଲୀ: ଆଜି ସକାଳେ ଗୁଜୁରାଟର କଛ ଜିଲ୍ଲାରେ ପାକିସ୍ତାନର ଏକ ମାନବ ରହିତ ଉଡାଜାହଜ (ୟୁଏଭି) (ଡ୍ରୋନ୍)କୁ ଅନ୍ତରାଷ୍ଟ୍ରୀୟ ସୀମା ନିକଟରେ ଗୁଳିକରି ଖସାଇ ଦିଆଯାଇଥିବା ଜଣାଯାଇଛି। ପୁଲିସ୍ ସୂତ୍ରରୁ ମିଳିଥିବା ସୂଚନା…
Read More...

ପୁଲ୍‌ୱାମା ପ୍ରତିଶୋଧ ପରେ ସୀମାରେ ହାଇ ଆଲର୍ଟ

ନୂଆଦିଲ୍ଲୀ: ପୁଲ୍‌ୱାମା ଆକ୍ରମଣ ପରେ ଆଜି ଭୋରରୁ ପ୍ରତିଶୋଧ ନେଇଛନ୍ତି ଭାରତୀୟ ସେନା। ପାକିସ୍ତାନ ଅଧିକୃତ କଶ୍ମୀରରେ ଥିବା ଜୈଶ୍‌-ଇ-ମହମ୍ମଦର ଆତଙ୍କୀ କ୍ୟାମ୍ପଗୁଡ଼ିକ ଉପରେ ଯୋଜନାବଦ୍ଧ ଭାବରେ ୧ ହଜାର କେଜି ଓଜନର ବୋମା…
Read More...

ୟାସିନ ମଲ୍ଲିକଙ୍କ ସମେତ ଅନେକ ବିଚ୍ଛିନ୍ନତାବାଦୀ ନେତାଙ୍କ ଠିକଣା ଉପରେ ଏନଆଇଏର ଚଢ଼ାଉ

ଜାମ୍ମୁ-କାଶ୍ମୀର: ପୁଲୱାମା ଆକ୍ରମଣ ପରେ ଜାମ୍ମୁ-କାଶ୍ମୀରରେ ଦୃଢ଼ କାର‌୍ୟ୍ୟାନୁଷ୍ଠାନ ଜାରି ରହିଛି । ମଙ୍ଗଳବାର ଜାତୀୟ ତଦନ୍ତକାରୀ ସଂସ୍ଥା (ଘଓଇ) ବିଚ୍ଛିନ୍ନତାବାଦୀ ନେତା ୟାସିନ୍ ମଲ୍ଲିକ୍, ନଇମ ଖାନ୍ ଓ ଜଫର ଭଟ୍ଟର…
Read More...

ବାୟୁସେନାର ଆକ୍ରମଣ ପରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ

ନୂଆଦିଲ୍ଲୀ:ପାକ୍‌ ଅଧିକୃତ କଶ୍ମୀରରେ ବାୟୁସେନାର ଆକ୍ରମଣ ପରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ହୋଇଛି। ଏହି ବୈଠକରେ କେନ୍ଦ୍ର…
Read More...

ପୁଲୱାମା ଆକ୍ରମଣର ପ୍ରତିଶୋଧ ନେଲା ଭାରତ: ୩୦୦ ଆତଙ୍କବାଦୀ ନିହତ

ନୂଆଦିଲ୍ଲୀ: ପୁଲୱାମା ଆକ୍ରମଣ ପ୍ରତିଶୋଧ ନେଇଛି ଭାରତ । ଆଜି ଭୋରରୁ ଭାରତୀୟ ବାୟୁସେନା ପାକ୍ ଅଧିକୃତ କାଶ୍ମୀର(ପିଓକେ)ରେ ପ୍ରବେଶ କରି ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ୨ ଶହରୁ ୩ଶହ…
Read More...

ପାକିସ୍ତାନକୁ ପାନ ଦେବାକୁ ମନା କଲେ ଭାରତୀୟ ପାନଚାଷୀ

ନୂଆଦିଲ୍ଲୀ: ପୁଲୱାମା ଆକ୍ରମଣ ପରେ ପାକିସ୍ତାନ ଉପରେ ପ୍ରତିଶୋଧ ନେବାର ନିଆଁ ଦେଶବ୍ୟାପୀ ଦେଖିବାକୁ ମିଳୁଛି । ତେବେ କେନ୍ଦ୍ର ସରକାର ପାକିସ୍ତାନ ବିରୋଧରେ ପ୍ରତିଦିନ ନୂଆ ନୂଆ ପଦକ୍ଷେପ ନେଉଥିବାବେଳେ ଏଥିରେ ବାଦ୍…
Read More...

‘ରେଳ ଦୃଷ୍ଟି ଡାଶବୋର୍ଡ’ ପୋର୍ଟାଲ ଲଞ୍ଚ: ଟ୍ରେନ୍ ସମ୍ବନ୍ଧୀୟ ସମସ୍ତ ତଥ୍ୟ ସହ ରୋଷେଇ ଘରର ଲାଇଭ ଦେଖିପାରିବେ ଯାତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ରୀୟ ରେଳ ମନ୍ତ୍ରୀ ପୀୟୁଷ ଗୋଏଲ ସୋମବାର ‘ରେଳ ଦୃଷ୍ଟି ଡାଶବୋର୍ଡ’ ପୋର୍ଟାଲ ଲଞ୍ଚ କରିଛନ୍ତି । ଏହି ପୋର୍ଟାଲ ଜରିଆରେ ଲୋକମାନେ ରେଳ ସମ୍ବନ୍ଧିତ ସୂଚନା ପାଇ ପାରିବେ । ଏଥିସହ ରେଳ ରୋଷେଇ ଘରର ଲାଇଭ…
Read More...