Browsing Category
National
ମେକ୍ସିକୋରେ ୧୯ଜଣଙ୍କୁ ଗୁଳି କରି ହତ୍ୟା
ମେକ୍ସିକୋରେ ୧୯ଜଣଙ୍କୁ ହତ୍ୟା। ରବିବାର ଦିନ ସେଣ୍ଟ୍ରାଲ ମେକ୍ସିକୋରେ ୧୯ଜଣଙ୍କୁ ଗୁଳି କରି ହତ୍ୟା କରାଯିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏହି ଘଟଣା ବିଷୟରେ ଷ୍ଟେଟ ଆଟର୍ଣ୍ଣି ଜେନେରାଲ ଅଫିସ…
Read More...
Read More...
ରୁଷଠାରୁ କୋଇଲା ଆମଦାନୀ କରିବ ଭାରତ
ରୁଷ ୟୁକ୍ରେନ୍ ମଧ୍ୟରେ ଲାଗି ରହିଛି ଯୁଦ୍ଧ । ଆଉ ଯୁଦ୍ଧକୁ ନେଇ ରୁଷ ଉପରେ ଆମେରିକା ସହ ପଶ୍ଚାତ୍ୟ ଦେଶଗୁଡ଼ିକ ଆର୍ଥିକ ପ୍ରତିବନ୍ଧକ ଲଗାଇଛନ୍ତି । ହେଲେ ଏହାକୁ ନେଇ ଭାରତ ତାର ଆଭିମୁଖ୍ୟ ସ୍ପଷ୍ଟ କରିଛି । ରୁଷ ସହିତ…
Read More...
Read More...
ସୁରକ୍ଷାରେ ତ୍ରୁଟି; ପୁଷ୍ପାଞ୍ଜଳି ଅର୍ପଣ ବେଳେ ନୀତିଶ କୁମାରଙ୍କୁ ଚାପୁଡ଼ା ମାରିଲେ ଯୁବକ
ରାଜଧାନୀରେ ମୁଖ୍ୟମନ୍ତ୍ରୀ ସୁରକ୍ଷାରେ ତ୍ରୁଟି । ପୁଷ୍ପାଞ୍ଜଳି ଅର୍ପଣ ବେଳେ ମୁଖ୍ୟମନ୍ତ୍ରୀଙ୍କୁ ଚାପୁଡ଼ା ମାରିଲେ ଯୁବକ । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ପାଟଣାରେ ଆକ୍ରମଣ । ପାଟଣାରେ ନୀତିଶ ଏକ…
Read More...
Read More...
ଜୁନ ୩୦ରୁ ଅମରନାଥ ଯାତ୍ରା ଆରମ୍ଭ
୨ ବର୍ଷ ପରେ ପୁଣି ଆରମ୍ଭ ହେବାକୁ ଯାଉଛି ଅମରନାଥ ଯାତ୍ରା ।ସୂଚନା ଅନୁଯାୟୀ, ଜମ୍ମୁ-କାଶ୍ମୀରର ଉପ-ରାଜ୍ୟପାଳ ମନୋଜ ସିହ୍ନା ଆଜି ଅମରନାଥ ବୋର୍ଡ ସହ ଏକ ବୈଠକରେ ଜୁନ ୩୦ ରୁ ଯାତ୍ରା ଆରମ୍ଭ ହେବ ବୋଲି ରାଜ୍ୟପାଳଙ୍କ…
Read More...
Read More...
ଏପ୍ରିଲ ୨୬ରୁ ଆରମ୍ଭ ହେବ ଦଶମ ଶ୍ରେଣୀର ଟର୍ମ-୨ ପରୀକ୍ଷା
ସିବିଏସ୍ଇ ପକ୍ଷରୁ ଘୋଷଣା ହୋଇଛି ପରୀକ୍ଷା ତାରିଖ । ଦଶମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ଟର୍ମ-୨ ପରୀକ୍ଷା ତାରିଖ ଘୋଷଣା କରାଯାଇଛି । ଦଶମ ଶ୍ରେଣୀର ଟର୍ମ-୨ ପରୀକ୍ଷା ଏପ୍ରିଲ ୨୬ରୁ ଆରମ୍ଭ ହେବ । ସକାଳ…
Read More...
Read More...
ଆସନ୍ତାକାଲିଠାରୁ ୨ଦିନ ଭାରତ ବନ୍ଦ
ଆସନ୍ତା କାଲି ଓ ତା'ପର ଦିନ ଭାରତ ବନ୍ଦ। ମାର୍ଚ୍ଚ ୨୮ ଓ ୨୯ରେ ଭାରତ ବନ୍ଦ ଡାକରା ଦେଇଚି ଟ୍ରେଡ୍ ୟୁନିୟନ୍। ଏହି ଭାରତ ବନ୍ଦକୁ ସଫଳ କରିବାକୁ ଆହ୍ୱାନ ଦିଆଯାଇଛି। କେନ୍ଦ୍ର ସରକାରଙ୍କ ନୀତିକୁ ବିରୋଧ କରି ଟ୍ରେଡ୍…
Read More...
Read More...
ଏପ୍ରିଲ୍ ୧ରୁ ବଢିବ ଔଷଧର ମୂଲ୍ୟ
ଦେଶରେ ପେଟ୍ରୋଲ-ଡିଜେଲ ଏବଂ ଏଲପିଜିର ଦାମ୍ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏବେ ସାଧାରଣ ଲୋକ ଆଉ ଏକ ଅସୁବିଧାର ସମ୍ମୁଖୀନ ହେବାକୁ ଯାଉଛନ୍ତି। ରିପୋର୍ଟ ଅନୁଯାୟୀ, ଏପ୍ରିଲ୍ ୧ରୁ ବହୁ ଜରୁରୀ ଔଷଧର ମୂଲ୍ୟ ବୃଦ୍ଧି ପାଇବ।…
Read More...
Read More...
କୃଷକ ଏବଂ ଯୁବ କ୍ଷୁଦ୍ର ଉଦ୍ୟୋଗୀମାନଙ୍କୁ ପ୍ରଶଂସା କଲେ ମୋଦି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରାୟୋଜିତ ରେଡିଓ କାର୍ଯ୍ୟକ୍ରମ ମନ କି ବାତର ୮୭ ତମ ସଂସ୍କରରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଭାରତ ତରଫରୁ କରାଯାଉଥିବା…
Read More...
Read More...
ଆସନ୍ତାକାଲିଠାରୁ ଆରମ୍ଭ ହେବ ଆନ୍ତର୍ଜାତୀୟ ବିମାନ ସେବା
କରୋନା ମହାମାରୀ ହେତୁ ମାର୍ଚ୍ଚ ୨୦୨୦ ଠାରୁ ବନ୍ଦ ହୋଇଥିବା ଆନ୍ତର୍ଜାତୀୟ ବିମାନ ସେବା ଆସନ୍ତାକାଲି ଅର୍ଥାତ୍ ମାର୍ଚ୍ଚ ୨୭ ରୁ ଆରମ୍ଭ ହେବାକୁ ଯାଉଛି। ଏହାପୂର୍ବରୁ ବିମାନ ବନ୍ଦର ଏବଂ ବିମାନ ଉଡ଼ାଣରେ ଥିବା କୋଭିଡ୍-୧୯…
Read More...
Read More...
ଦ୍ୱିତୀୟ ଇନିଂସ୍ରେ ଯୋଗୀ ଆଦିତ୍ୟନାଥଙ୍କ ବଡ ଘୋଷଣା; ଆଉ ୩ ମାସ ମାଗଣା ମିଳିବ ରାସନ୍ ସାମଗ୍ରୀ
ଶୁକ୍ରବାର ଦ୍ୱିତୀୟ ଥର ପାଇଁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ଯୋଗୀ ଆଦିତ୍ୟନାଥ। ଦ୍ୱିତୀୟ ଥର ପାଇଁ ୟୁପିର ମଙ୍ଗ ଧରି ସେ ସୃଷ୍ଟି କରିଛନ୍ତି ରେକର୍ଡ। ତେବେ ୟୁପିରେ ନିଜ ଦ୍ୱିତୀୟ ଇନିଂସ୍ ଆରମ୍ଭ…
Read More...
Read More...
ସୋମାଲିଆର ଭୋଟିଂ ସେଣ୍ଟରରେ ଆତ୍ମଘାତୀ ବିସ୍ଫୋରଣ; ୪୮ ମୃତ
ସୋମାଲିଆର ଭୋଟିଂ ସେଣ୍ଟରରେ ଦୁଇ ଦୁଇଟି ଆତ୍ମଘାତୀ ବିସ୍ଫୋରଣ। ଜଣେ ମହିଳା ସାଂସଦଙ୍କ ସମେତ ୪୮ ମୃତ। ସୋମାଲିଆର ରାଜଧାନୀ ମୋଗାଦିଶୁର ହିରେନ ଅଞ୍ଚଳର ବେଲେଡବେୟନ କସବେରେ ଏହି ଆକ୍ରମଣ ହୋଇଛି। ମୃତକ ମହିଳା ସାଂସଦ ଜଣଙ୍କ…
Read More...
Read More...
ପ୍ରଥମେ ସୀମାକୁ ସେନା ହଟାଅ; ତାପରେ ଆଲୋଚନା
ଚୀନର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ଗତକାଲି ଭାରତ ଗସ୍ତରେ ଆସିଥିବା ବେଳେ ଆଜି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଏବଂ ବୈଦେଶିକ ମନ୍ତ୍ରୀ ଡ.ଏସ ଜୟଶଙ୍କରଙ୍କୁ ଭେଟିଛନ୍ତି। ଚୀନର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି…
Read More...
Read More...
ପଞ୍ଜାବର ବିଧାୟକ ପେନସନ ଯୋଜନାରେ ଏଭଳି ପରିବର୍ତ୍ତନ କଲେ ମୁଖ୍ୟମନ୍ତ୍ରୀ
ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କ ପୁଣି ଏକ ବଡ ଘୋଷଣା । ପଞ୍ଜାବର ବିଧାୟକ ପେନସନ ଯୋଜନାରେ ପରିବର୍ତ୍ତନ କଲେ ମୁଖ୍ୟମନ୍ତ୍ରୀ । ଏଣିକି ଗୋଟିଏ ପାଳି ପାଇଁ ବିଧାୟକଙ୍କୁ ମିଳିବ ପେନସେନ୍ । ତେବେ ଥରେ ବିଧାୟକ ହେଲେ…
Read More...
Read More...
ଯୁଦ୍ଧ ଶେଷ କରିବାକୁ ନିର୍ଦ୍ଦେଶ ଦେଲେ ପୁଟିନ୍
ରୁଷ ଏବଂ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧର କେବେ ଅନ୍ତ ଘଟିବ ତାହା ଅନିଶ୍ଚିତତା ଥିବା ବେଳେ ୟୁକ୍ରେନ୍ ସେନା ଏକ ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି। ଯୁଦ୍ଧ କେବେ ବନ୍ଦ ହେବ ସେନେଇ ଏକ ସମ୍ଭାବ୍ୟ ତାରିଖ ଘୋଷଣା କରିଛି…
Read More...
Read More...
