Browsing Category
National
କ୍ରମାଗତ ଦ୍ଵିତୀୟଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଯୋଗୀ ଆଦିତ୍ୟନାଥ
ପୁଣି ୟୁପିରେ ଆରମ୍ଭ ହେଲା ଯୋଗୀ ରାଜ। ଯୋଗୀ ଆଦିତ୍ୟନାଥ ଶୁକ୍ରବାର ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ପ୍ରାୟ ୫୦ ହଜାର ଅତିଥିଙ୍କ ଉପସ୍ଥିତିରେ ରାଜ୍ୟପାଳ…
Read More...
Read More...
ଦ୍ୱିତୀୟ ଥର ପାଇଁ ପରମାଣୁ ବୋମା ଆକ୍ରମଣ ନେଇ ଧମକ ଦେଲା ଋଷ
ୟୁକ୍ରେନ ଉପରେ ଋଷର ଆକ୍ରମଣ ଜାରି ରହିଛି । ଏହାରି ମଧ୍ୟରେ ପୁଣି ଥରେ ଋଷ ତରଫରୁ ପରମାଣୁ ବୋମା ଆକ୍ରମଣ ନେଇ ଧମକ ଦିଆଯାଇଛି । ୨୪ ଘଣ୍ଟା ମଧ୍ୟରେ ଦ୍ୱିତୀୟ ଥର ଧମକ ଦେଇଛି ଋଷ । ଆମେରିକାରେ ଋଷର ରାଜଦୂତ ଦିମିତ୍ରୀ…
Read More...
Read More...
କରୋନା ମୃତ୍ୟୁର ସତ୍ୟତା ଯାଞ୍ଚ ହେଉ
କରୋନାରେ ମୃତ୍ୟୁବରଣ କରିଥିବା ନେଇ ମିଥ୍ୟା ଦାବି କରିଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଯାଞ୍ଚ କରିବା ନେଇ ସର୍ବୋଚ୍ଚ ନ୍ୟାୟଳୟ କେନ୍ଦ୍ର ସରକାରଙ୍କୁ ଅନୁମତି ଦେଇଛନ୍ତି । ବର୍ତ୍ତମାନ ଆନ୍ଧ୍ରପ୍ରଦେଶ,ଗୁଜରାଟ,କେରଳ ଓ…
Read More...
Read More...
ବସରେ ମଦ ପିଇଲେ ଛାତ୍ରଛାତ୍ରୀ; ଭାଇରାଲ ହେଉଛି ଭିଡିଓ
ତାମିଲନାଡୁର ଏକ ସ୍କୁଲ ଛାତ୍ରଛାତ୍ରୀ ମାନେ ବସରେ ମଦ ପିଇବାର ଭିଡିଓ ବେଶ ଭାଇରାଲ ହୋଇଛି । ସ୍କୁଲ ବସରେ ଥିବା ସମୟରେ ତଥା ସ୍କୁଲ ୟୁନିଫର୍ମ ପିନ୍ଧି ଛାତ୍ରଛାତ୍ରୀ ମାନେ ମଦ ପିଇଥିଲେ । ତାମିଲନାଡୁର ଚେଙ୍ଗଲପଟୁ ଜିଲ୍ଲାରେ…
Read More...
Read More...
ଭାରତର ୧୬ ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କଲା ଶ୍ରୀଲଙ୍କାର ନୌସେନା ବିଭାଗ
ଭାରତର ୧୬ ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛି ଶ୍ରୀଲଙ୍କାର ନୌସେନା ବିଭାଗ । ସାମୁଦ୍ରିକ ସୀମା ଉଲ୍ଲଙ୍ଘନ କରିବା ଅଭିଯୋଗରେ ସେମାନଙ୍କୁ ଗିରଫ କରାଯାଇଥିବା କୁହାଯାଇଛି । ତେବେ ଗିରଫ ହୋଇଥିବା ମତ୍ସ୍ୟଜୀବୀ ତାମିଲନାଡୁ…
Read More...
Read More...
ଏପ୍ରିଲ ୧ରୁ ହଟିବ କୋଭିଡର ସମସ୍ତ କଟକଣା
୨ ବର୍ଷ ପରେ ଦେଶରୁ ହଟିଲା ମହାମାରୀ ଆଇନ। ମାର୍ଚ୍ଚ ୩୧ତାରିଖରୁ ଦେଶରୁ କୋଭିଡ ୧୯ ସମ୍ବନ୍ଧୀୟ କଟକଣାକୁ ହଟାଇ ଦେବାକୁ ନିଷ୍ପତ୍ତି ନେଇଛି କେନ୍ଦ୍ର ଗୃହ ମନ୍ତ୍ରାଳୟ। ଏପ୍ରିଲ ୧ରୁ ମହାମାରୀ ଆଇନ ହଟିବା ନେଇ କେନ୍ଦ୍ର ଗୃହ…
Read More...
Read More...
ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ପୁଷ୍କର ସିଂହ ଧାମି
ଉତ୍ତରାଖଣ୍ଡର ୧୨ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ପୁଷ୍କର ସିଂହ ଧାମି। ରାଜ୍ୟପାଳ ଗୁରମିତ ସିଂହ ଧାମିଙ୍କ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଛନ୍ତି। କ୍ରମାଗତ ଦ୍ଵିତୀୟ ଥର ମୁଖ୍ୟମନ୍ତ୍ରୀ ହୋଇ ରେକର୍ଡ କରିଛନ୍ତି ପୁଷ୍କର…
Read More...
Read More...
ଘରୋଇ ସ୍କୁଲରେ ଏନ୍ସିଇଆର୍ଟି ବହି ବ୍ୟବହାର ବାଧ୍ୟତାମୂଳକ
ଘରୋଇ ସ୍କୁଲ୍ଗୁଡ଼ିକୁ ଏନ୍ସିଇଆର୍ଟି ବହି ବ୍ୟବହାର ପାଇଁ ପ୍ରାଥମିକ ଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଏହାର ସଠିକ ଯାଞ୍ଚ ଲାଗି ପ୍ରାଥମିକ ଶିକ୍ଷା ବିଭାଗ ପକ୍ଷରୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି…
Read More...
Read More...
ହିରୋ ମୋଟୋକର୍ପ ଚେୟାରମ୍ୟାନଙ୍କ ଘରେ ଆୟକର ବିଭାଗର ଚଢ଼ାଉ
ହିରୋ ମୋଟୋକର୍ପ ଚେୟାରମ୍ୟାନ ତଥା ଏମ୍ଡି ପୱନ ମୁଞ୍ଜାଲଙ୍କ ଘରେ ଆୟକର ବିଭାଗ(ଆଇଟି) ଚଢ଼ାଉ କରିଛି। ବୁଧବାର ସକାଳୁ ତାଙ୍କ ବାସଭବନ ଓ ଗୁରୁଗାଓଁ ସ୍ଥିତ କାର୍ଯ୍ୟାଳୟରେ ଛାନ୍ଭିନ୍ ଜାରି ରହିଛି। ସୂଚନାଯୋଗ୍ୟ, ମୁଞ୍ଜାଲ…
Read More...
Read More...
ନିରବ ମୋଦୀ, ମେହୁଲ ଚୋକସୀ ଓ ବିଜୟ ମାଲ୍ୟାଙ୍କର ପ୍ରାୟ ୧୯,୧୧୧ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି
ବ୍ୟାଙ୍କରୁ କୋଟି କୋଟି ଟଙ୍କାର ଋଣ ହଡ଼ପ କରି ଫେରାର ହୋଇଯାଇଥିବା ନିରବ ମୋଦୀ, ମେହୁଲ ଚୋକସୀ ଓ ବିଜୟ ମାଲ୍ୟାଙ୍କର ପ୍ରାୟ ୧୯,୧୧୧ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଥିବା ସରକାର ସଂସଦକୁ ସୂଚୀତ କରିଛନ୍ତି ।…
Read More...
Read More...
ସେନସୋଡାଇନ ଟୁଥପେଷ୍ଟ କମ୍ପାନୀ ଉପରେ ୧୦ ଲକ୍ଷ ଟଙ୍କାର ଜରିମାନା
ଲୋକଙ୍କୁ ବିଭ୍ରାନ୍ତିକର ତଥ୍ୟ ଦେଉଥିବା ସେନସୋଡାଇନ ଟୁଥପେଷ୍ଟ କମ୍ପାନୀ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବିଭ୍ରାନ୍ତିକର ବିଜ୍ଞାପନକୁ ତୁରନ୍ତ ହଟାଇବା ସହ କମ୍ପାନୀ ଉପରେ ୧୦ ଲକ୍ଷ ଟଙ୍କାର ଜରିମାନା ଲାଗୁ…
Read More...
Read More...
ବିଗିଡ଼ିଲା ଲାଲୁ ଯାଦବଙ୍କ ସ୍ବାସ୍ଥ୍ୟାବସ୍ଥା
ବିଗିଡ଼ିଲା ଲାଲୁ ଯାଦବଙ୍କ ସ୍ବାସ୍ଥ୍ୟାବସ୍ଥା। ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟ ପୁଣି ଥରେ ଖରାପ ହୋଇଥିବା ଜଣାପଡ଼ିଛି। ଚିକିତ୍ସା ପାଇଁ ଏୟାର ଆମ୍ବୁଲାନ୍ସ ଯୋଗେ ଲାଲୁ ଯାଦବଙ୍କୁ ଦିଲ୍ଲୀ ଅଣାଯିବ ବୋଲି…
Read More...
Read More...
କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟଗୁଡ଼ିକରେ ନାମଲେଖାଇବା ପାଇଁ ପ୍ରବେଶିକା ପରୀକ୍ଷା ବାଧ୍ୟତାମୂଳକ
ସମସ୍ତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟଗୁଡ଼ିକରେ ନାମଲେଖାଇବା ପାଇଁ ୟୁନିଭରସିଟି ଗ୍ରାଣ୍ଟ କମିଶନ (ୟୁଜିସି) ପକ୍ଷରୁ ଏକ ନୂଆ ନିୟମ ଲାଗୁ କରାଯାଇଛି । ଏଣିକି ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମରେ ଆଡମିଶନ ପାଇଁ କମନ୍…
Read More...
Read More...
୨୮ରେ ଶପଥ ନେବେ ପ୍ରମୋଦ ସାୱନ୍ତ
ଗୋଆ ମୁଖ୍ୟମନ୍ତ୍ରୀ ଭାବେ ପୁଣିଥରେ ପ୍ରମୋଦ ସାୱନ୍ତ ମାର୍ଚ୍ଚ ୨୮ରେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି । ତାଙ୍କ ଶପଥଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେବାର ସୂଚନା ରହିଛି ।ସୋମବାର ପ୍ରମୋଦ ସାୱନ୍ତ…
Read More...
Read More...
