Browsing Category
National
ସମାଜବାଦୀ ପାର୍ଟିର ଭେଟେରାନ ନେତା ଆଜମ ଖାନଙ୍କୁ ୧୦ ବର୍ଷ ଜେଲଦଣ୍ଡ
ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ବାକି ଥିବା ବେଳେ ଏଥିପାଇଁ ପ୍ରାଣମୂର୍ଚ୍ଛା ପ୍ରଚାର ଚଳାଇଛନ୍ତି ଉଭୟ ଶାସକ ଓ ବିରୋଧୀ ଦଳ । ଦେଶରେ ରାଜନୈତିକ ମାହୋଲ ଉଷ୍ମ ଥିବା ବେଳେ ସମାଜବାଦୀ ପାର୍ଟିର ଭେଟେରାନ ନେତା ଆଜମ ଖାନଙ୍କୁ ଏକ…
Read More...
Read More...
କେରଳ ଛୁଇଁଲା ମୌସୁମୀ
କେରଳ ଛୁଇଁଲା ମୌସୁମୀ । ସ୍ବାଭାବିକ ତାରିଖ ଜୁନ ୧ର ଦୁଇ ଦିନ ପୂର୍ବରୁ କେରଳ ଛୁଇଁଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । କେରଳ ଛୁଇଁବା ପରେ ଉତ୍ତର ପୂର୍ବ ଭାରତ ଆଡ଼କୁ ଅଗ୍ରସର ହୋଇଛି । ଏନେଇ ଭାରତୀୟ ପାଣିପାଗ ବିଭାଗ…
Read More...
Read More...
୧୫୦ ଫୁଟ ଖାଇକୁ ଖସିଲା ବସ୍; ୧୫ ମୃତ, ୩୦ରୁ ଅଧିକ ଯାତ୍ରୀ ଆହତ
ଜମ୍ମୁ-କାଶ୍ମୀରରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଜମ୍ମୁର ଅଖନୁରରେ ଘାଟିରୁ ପ୍ରାୟ ୧୫୦ ଫୁଟ ତଳ ଖାଇକୁ ବସଟି ଖସିପଡ଼ିବାରୁ ୧୫ ଜଣଙ୍କ ମୃତ୍ୟୁ ଘଟିଛି। ଏଥିସହ ୩୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି।ସୂଚନା…
Read More...
Read More...
ପରିବାରର ୮ ଜଣ ସଦସ୍ୟଙ୍କୁ କୁରାଢିରେ ହାଣି ହତ୍ୟା କରି ନିଜେ କଲା ଆତ୍ମହତ୍ୟା
ମଧ୍ୟପ୍ରଦେଶର ଛିନ୍ଦୱାଡାଠାରେ ଗୋଟିଏ ପରିବାରର ୮ ଜଣଙ୍କୁ କୁରାଢିରେ ହାଣି ହତ୍ୟା କରାଯାଇଛି। ଏହି ହତ୍ୟାକାଣ୍ଡ ପରିବାରର ଜଣେ ସଦସ୍ୟ ଘଟାଇଛି। ଏହା ପରେ ଅଭିଯୁକ୍ତ ଦଉଡି ଲଗାଇ ଆତ୍ମହତ୍ୟା କରିଛି। ତମିୟା ନିକଟ ଜଙ୍ଗଲରେ…
Read More...
Read More...
ନିର୍ଦ୍ଧାରିତ ସମୟ ପୂର୍ବରୁ କେରଳ ଛୁଇଁବ ମୌସୁମୀ
ନିର୍ଦ୍ଧାରିତ ସମୟଠୁ ଶୀଘ୍ର ଆସିବ ମୌସୁମୀ । ଆଗାମୀ ୫ ଦିନ ଭିତରେ କେରଳ ଛୁଇଁପାରେ ମୌସୁମୀ । ଏନେଇ ସୂଚନା ଦେଇଛି ଭାରତୀୟ ପାଣିପାଗ ସଂସ୍ଥା । ମୌସୁମୀ କେରଳ ଛୁଇଁବା ନେଇ ପାଗ ଅନୁକୂଳ ରହିଛି । ୫ ଦିନ ଭିତରେ ଏହା କେରଳ…
Read More...
Read More...
ଆମେରିକାରେ ତାଣ୍ଡବ ରଚିଲା ଟର୍ଣ୍ଣାଡୋ, ୧୫ ମୃତ
ଆମେରିକାରେ ତାଣ୍ଡବ ରଚିଲା ଟର୍ଣ୍ଣାଡୋ। ଏଥିରେ ଦୁଇ ଶିଶୁଙ୍କ ସମେତ ମୋଟ୍ ୧୫ଜଣଙ୍କର ମୃତ୍ୟୁ ହୋଇଛି। ଏହି ଟର୍ଣ୍ଣାଡୋ ଟେକ୍ସାସ୍, ଆରକାନାସ୍, ଓକାଲୋହୋମା, ମିସୌରୀ ଏବଂ ଇଲିନୋଇସ୍ ଭଳି ୬ ରାଜ୍ୟକୁ ପ୍ରଭାବିତ କରିଛି।…
Read More...
Read More...
ଭୀଷଣ ବାତ୍ୟାରେ ପରିଣତ ହେଲା ବାତ୍ୟା ‘ରେମାଲ’
ଭୀଷଣ ବାତ୍ୟାର ପରିଣତ ହେଲା ବାତ୍ୟା 'ରେମାଲ' । ଆଜି ମଧ୍ୟରାତ୍ରୀରେ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳରେ ଛୁଇଁବ ସ୍ଥଳଭାଗ । ପଶ୍ଚିମବଙ୍ଗ ଉପକୂଳ ପାଇଁ ରେଡ ୱାର୍ଣ୍ଣିଂ ଜାରି । ଉତର-ପଶ୍ଚିମ ଓ ସଂଲଗ୍ନ ଉତର-ପୂର୍ବ…
Read More...
Read More...
ଦିଲ୍ଲୀର ଡାକ୍ତରଖାନାରେ ଭୟଙ୍କର ଅଗ୍ନିକାଣ୍ଡ, ୭ ନବଜାତ ଶିଶୁ ମୃତ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଦିଲ୍ଲୀରେ ଏକ ଡାକ୍ତରଖାନାରେ ଭୟଙ୍କର ଅଗ୍ନିକାଣ୍ଡ । ଦିଲ୍ଲୀର ବିବେକ ବିହାର ଅଞ୍ଚଳରେ ଥିବା ଏକ ଶିଶୁ ଡାକ୍ତରଖାନାରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୭ଜଣ ନବଜାତ ଶିଶୁ ଆଖି ବୁଜିଛନ୍ତି। ସେହିଭଳି ଅନେକଙ୍କ ଅବସ୍ଥା ଗୁରୁତର…
Read More...
Read More...
ଏଣିକି ଅଯୋଧ୍ୟା ରାମ ମନ୍ଦିରକୁ ମୋବାଇଲ୍ ମନା
ଅଯୋଧ୍ୟାରେ ଥିବା ରାମ ମନ୍ଦିରକୁ ଏବେ ମୋବାଇଲ୍ ମନା। ଏହି ମନ୍ଦିର ପରିସରକୁ ଏବେ ମୋବାଇଲ୍ ଫୋନ୍ ନେବା ନିଷେଧ କରାଯାଇଛି। ସାଧାରଣ ଲୋକଙ୍କ ହୁଅନ୍ତୁ ଅବା ଭିଆଇପି ସମସ୍ତଙ୍କୁ ମନ୍ଦିର ପରିବରରେ ମୋବାଇଲ୍ ବ୍ୟବହାର କରିବାକୁ…
Read More...
Read More...
ପପୁଆ ନ୍ୟୁ ଗିନିରେ ପ୍ରବଳ ଭୂସ୍ଖଳନ, ୩୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଆଶଙ୍କା
ପପୁଆ ନ୍ୟୁ ଗିନିର ଉତ୍ତର ଭାଗରେ ଥିବା ଏକ ଦୁର୍ଗମ ଗାଁରେ ପ୍ରବଳ ଭୂସ୍ଖଳନ ଯୋଗୁଁ ୩୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ରାଜଧାନୀ ପୋର୍ଟ ମୋରେସ୍ବିଠାରୁ ପ୍ରାୟ ୬୦୦ କିଲୋମିଟର ଉତ୍ତର-ପଶ୍ଚିମରେ ଥିବା…
Read More...
Read More...
ଭୋଟ୍ ଦେଲେ ରାଷ୍ଟ୍ରପତି
ଗଣତନ୍ତ୍ର ମହାପର୍ବ ଆରମ୍ଭ ହୋଇଛି। ଆଜି ଦେଶର ଷଷ୍ଠ ପର୍ଯ୍ୟାୟ ଓ ରାଜ୍ୟର ତୃତୀୟ ପର୍ଯ୍ୟାୟ ନିର୍ବାଚନ। ଏହି କ୍ରମରେ ଭୋଟିଂ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଭୋଟ୍ ଦେଲେ ରାଷ୍ଟ୍ରପତି। ଦେଶର ପ୍ରଥମ ନାଗରିକ ରାଷ୍ଟ୍ରପତି…
Read More...
Read More...
ନକ୍ସଲ-ପୋଲିସ ମୁହାଁମୁହିଁ; ୭ ନକ୍ସଲ ମୃତ
ଛତିଶଗଡ ନାରାୟଣପୁର ଜିଲ୍ଲାର ନକ୍ସଲ-ପୋଲିସ ମୁହାଁମୁହିଁ । ନାରାୟଣପୁର, ବିଜାପୁର ଏବଂ ଦନ୍ତେୱାଡାରେ ପୋଲିସ ନକ୍ସଲଙ୍କୁ ଘେରି ରହିଛନ୍ତି । ଉଭୟ ପକ୍ଷରୁ ଗୁଳିବିନିମୟ ହୋଇଥିଲା ଯେଉଁଥିରେ ୭ ଜଣ ନକ୍ସଲଙ୍କ ମୃତ୍ୟୁ ଘଟିଛି ।…
Read More...
Read More...
୨୦ ଫୁଟ୍ ତଳକୁ ଖସିଲା ପିକ୍ଅପ୍ ଭ୍ୟାନ୍, ୧୭ ମୃତ
ଛତିଶଗଡ଼ର କବୀରଧାମ ଜିଲ୍ଲା କବର୍ଧାର ବହପାଣି ଅଞ୍ଚଳରେ ସୋମବାର ଏକ ପିକ୍ଅପ୍ ଭ୍ୟାନ୍ ରାସ୍ତାରୁ ୨୦ ଫୁଟ୍ ତଳକୁ ଖସି ପଡ଼ିବାରୁ ୧୭ ଜଣଙ୍କ ମୃତ୍ୟ ଘଟିଛି। ଏଥିରେ ଆହୁରି ୧୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ମୃତାହତମାନେ କୁଇର…
Read More...
Read More...
ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତରେ ଇରାନର ରାଷ୍ଟ୍ରପତିଙ୍କ ଦେହାନ୍ତ; ପ୍ରଧାନମନ୍ତ୍ରୀଙ୍କ ଶୋକ
ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି। ରବିବାର ଦିନ ଇବ୍ରାହିମ ରାଇସିଙ୍କ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସେ ଏଥିରେ ମୃତ୍ୟୁ ବରଣ କରିଥିଲେ।…
Read More...
Read More...
