Browsing Category
National
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ନକଲି ଭିଡିଓ ମାମଲା; ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କୁ ନୋଟିସ୍
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ନକଲି ଭିଡିଓ ସେୟାର କରିବାକୁ ନେଇ ଦିଲ୍ଲୀ ପୋଲିସ ଏକ ମାମଲା ରୁଜୁ କରିଛି । ବର୍ତ୍ତମାନ ଦିଲ୍ଲୀ ପୋଲିସ ଏହି ପ୍ରସଙ୍ଗରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କୁ ମଧ୍ୟ ଏକ…
Read More...
Read More...
ବିଜେପି ସାଂସଦ ଭି ଶ୍ରୀନିବାସ ପ୍ରସାଦଙ୍କ ପରଲୋକ
ବିଜେପି ସାଂସଦ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭି ଶ୍ରୀନିବାସ ପ୍ରସାଦଙ୍କ ପରଲୋକ। ଗତକାଲି ରାତିରେ ବେଙ୍ଗାଲୁରୁର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୬…
Read More...
Read More...
ଦିଦି ହେଲେ ଆହତ
ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ନିର୍ବାଚନ ପ୍ରଚାର ବେଳେ ଲାଗିଛି ଆଘାତ। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଲୋକସଭା ନିର୍ବାଚନ ପ୍ରଚାର ପାଇଁ ଦୁର୍ଗାପୁରରେ ଥିଲେ। ସେଠାରୁ ଆଉ ଏକ ନିର୍ବାଚନ ରାଲିକୁ…
Read More...
Read More...
ନିର୍ବାଚନରେ ଆଉ ଫେରିବନି ବାଲାଟ ପେପର ବ୍ୟବସ୍ଥା
ନିର୍ବାଚନରେ ବାଲାଟ ପେପର ବ୍ୟବସ୍ଥା ଫେରାଇ ଆଣିବାକୁ ହୋଇଥିବା ଆବେଦନ ଖାରଜ। ଆଜି ସର୍ବୋଚ୍ଚ ଅଦାଲତ ଏ ଉପରେ ଶୁଣାଣି କରି ଆବେଦନକୁ ଖାରଜ କରିବା ସହ EVM ଜରିଆରେ ହିଁ ଭୋଟିଂ ହେବ ବୋଲି କହିଛନ୍ତି।ଭୋଟର ଭେରିଫାଏବଲ୍…
Read More...
Read More...
ଦ୍ଵିତୀୟ ପର୍ଯ୍ୟାୟ ମତଦାନ ପ୍ରକ୍ରିୟା ଜାରି, ରାହୁଲ ଗାନ୍ଧୀ, ହେମାମାଳିନୀ ଓ ଶଶୀ ଥରୁରଙ୍କ ଭାଗ୍ୟ ପରୀକ୍ଷା
ଆଜି ଦ୍ବିତୀୟ ପର୍ଯ୍ୟାୟରେ ଭାଗ୍ୟ ପରୀକ୍ଷା ଦେବେ ବହୁ ହେଭି ୱେଟ। କେରଳର ୱାୟନାଡ ଆସନରୁ କଂଗ୍ରେସ ନେତା ରାହୁଲ ଗାନ୍ଧି ଭାଗ୍ୟ ପରୀକ୍ଷା ଦେଉଛନ୍ତି। ଦ୍ୱିତୀୟ ଥର ପାଇଁ କେରଳର ୱାୟନାଡରୁ ପ୍ରାର୍ଥୀ ହୋଇଛନ୍ତି ରାହୁଲ । ଏହି…
Read More...
Read More...
ପ୍ରକାଶ ପାଇଲା ଜେଇଇ ମେନ୍ ପରୀକ୍ଷାର ରେଜଲ୍ଟ
ଜାତୀୟ ପରୀକ୍ଷା ଏଜେନ୍ସି (NTA) ବୁଧବାର ଇଞ୍ଜିନିୟରିଂ ଆଡମିଶନ ପାଇଁ ଜେଇଇ ମେନ୍ (JEE-Mains) ପରୀକ୍ଷାର ଫଳାଫଳ ପ୍ରକାଶ କରିଛି। ଫଳସ୍ୱରୂପ ୫୬ ଜଣ ପ୍ରାର୍ଥୀ ୧୦୦ ପ୍ରତିଶତ ସ୍କୋର କରିଛନ୍ତି। ଏଥିମଧ୍ୟରୁ ଅଧିକାଂଶ…
Read More...
Read More...
ନିର୍ବାଚନ ପୂର୍ବରୁ ସୁରଟରେ ଖାତା ଖୋଲିଲା ବିଜେପି; ଲୋକସଭା ସିଟରୁ ମୁକେଶ ଦଲାଲ ନିର୍ଦ୍ୱନ୍ଦ୍ୱରେ ହେଲେ ନିର୍ବାଚିତ
ଲୋକସଭା ନିର୍ବାଚନ ଫଳାଫଳ ପୂର୍ବରୁ ସୁରଟରେ ଖାତା ଖୋଲିଛି ବିଜେପି । ସୁରଟ ଲୋକସଭା ସିଟରୁ ବିଜେପିର ମୁକେଶ ଦଲାଲ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ତାଙ୍କୁ ଛାଡି ସମସ୍ତ ପ୍ରାର୍ଥୀ ନିଜର ନାମାଙ୍କନ ପତ୍ର…
Read More...
Read More...
ଏଣିକି ୪ ବର୍ଷର ଡିଗ୍ରୀ ହାସଲ ପରେ କରିପାରିବେ ପିଏଚଡ଼ି
୪ ବର୍ଷର ସ୍ନାତକ ହାସଲ କରିଥିବା ଶିକ୍ଷାର୍ଥୀମାନେ ଏବେ ସିଧାସଳଖ ପିଏଚଡି କରିପାରିବେ। ଯଦି ତାଙ୍କ ପାଖରେ ୭୫% ଏଗ୍ରିଗେଟ୍ ମାର୍କ ଥିବ। ରବିବାର ଦିନ, ୟୁଜିସିର ନିୟମରେ ବଡ଼ ପରିବର୍ତ୍ତନ ଆଣିବାବେଳେ ୟୁଜିସି ଅଧ୍ୟକ୍ଷ…
Read More...
Read More...
ନିର୍ବାଚନ ପରେ ବିଜେପି ପ୍ରାର୍ଥୀଙ୍କ ପରଲୋକ
ନିର୍ବାଚନ ପରେ ଚାଲିଗଲା ମୁରାଦାବାଦରୁ ବିଜେପି ପ୍ରାର୍ଥୀ ସର୍ଭେଶ ସିଂଙ୍କ ଜୀବନ । ମୁରାଦାବାଦରେ ଗତକାଲି ଶୁକ୍ରବାର ଲୋକସଭା ପାଇଁ ଭୋଟ ହୋଇଥିଲା । କିଛି ଦିନ ପୂର୍ବେ ସେ ଅସୁସ୍ଥତା ଅନୁଭବ କରିଥିଲେ । ତାଙ୍କ ଦାନ୍ତରେ…
Read More...
Read More...
ଭାଇସ ଆଡମିରାଲ ଦୀନେଶ କେ ତ୍ରିପାଠୀ ଭାରତୀୟ ନୌସେନାର ପରବର୍ତ୍ତୀ ମୁଖ୍ୟ ଭାବେ ହେଲେ ନିଯୁକ୍ତ
ଭାରତୀୟ ନୌସେନାର ପରବର୍ତ୍ତୀ ମୁଖ୍ୟ ଭାବେ ନୌସେନାର ଉପମୁଖ୍ୟ ଭାଇସ ଆଡମିରାଲ ଦୀନେଶ କେ ତ୍ରିପାଠୀଙ୍କୁ ନିଯୁକ୍ତ କରାଯାଇଛି। ଚଳିତ ମାସ ୩୦ ତାରିଖରେ ଅବସର ନେଉଥିବା ଆଡମିରାଲ ଆର ହରି କୁମାରଙ୍କ ସ୍ଥାନରେ ସେ ଦାୟିତ୍ୱ…
Read More...
Read More...
ନାମାଙ୍କନପତ୍ର ଦାଖଲ କଲେ ଅମିତ ଶାହ
କେନ୍ଦ୍ର ଗୃହମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଅମିତ ଶାହ ଶୁକ୍ରବାର ଦିନ ଲୋକସଭା ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଗୁଜୁରାଟ ଗାନ୍ଧୀନଗର ଆସନ ପାଇଁ ନାମାଙ୍କନ ଭରିଛନ୍ତି ଅମିତ । ଶାହ ଗାନ୍ଧିନଗର ଆସନରୁ…
Read More...
Read More...
ଲୋକସଭା ନିର୍ବାଚନ ପାଇଁ ଆରମ୍ଭ ହେଲା ପ୍ରଥମ ପର୍ଯ୍ୟାୟ ମତଦାନ ପ୍ରକ୍ରିୟା
ଲୋକସଭା ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ହୋଇଛି ପ୍ରଥମ ପର୍ଯ୍ୟାୟ ମତଦାନ ପ୍ରକିୟା । ପ୍ରଥମ ପର୍ଯ୍ୟାୟରେ ମୋଟ ୧ ଲକ୍ଷ ୮୭ ହଜାର ପୋଲିଂ କେନ୍ଦ୍ରରେ ମତଦାନ ହେବାକୁ ଥିବା ବେଳେ ୧୬ କୋଟି ୫୩ କୋଟି ଲୋକ ମତଦାନ କରିବେ । ମତଦାନ…
Read More...
Read More...
ଏଣିକି ଫେଲ ହୋଇଥିବା ଛାତ୍ରଛାତ୍ରୀ ମଧ୍ୟ ଆଗାମୀ ବର୍ଷର ରେଗୁଲାର ପିଲାଙ୍କ ଭଳି ଦେଇପାରିବେ ପରୀକ୍ଷା
ପରୀକ୍ଷାରେ ପାସ କରି ପାରି ନଥିବା ଛାତ୍ର ମାନଙ୍କ ପାଇଁ ଏବେ ଖୁସି ଖବର । ଫେଲ ହେଲେ ଅଧିକାଂଶ ପିଲା ଅଧାରୁୁ ପଢା ଛାଡି ଦେଉଥିଲେ । ଏସବୁକୁ ଦୃଷ୍ଟିରେ ରଖି ଶିକ୍ଷା ମନ୍ତ୍ରାଳୟ ଶିକ୍ଷା ବ୍ୟବସ୍ଥାରେ କିଛି ପରିବର୍ତ୍ତନ…
Read More...
Read More...
ଦେଶବାସୀଙ୍କୁ ରାମନବମୀର ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ
ଆଜି ପବିତ୍ର ରାମନବମୀ । ଏହି ଅବସରରେ ସମଗ୍ରୀ ଦେଶରେ ଉତ୍ସବର ମାହୋଲ । ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ସାରା ଦେଶରେ ଥିବା ରାମ ମନ୍ଦିରରେ ପହଞ୍ଚି ପ୍ରଭୁ ଶ୍ରୀରାମଙ୍କୁ ଦର୍ଶନ କରୁଛନ୍ତି । ଏହା ସହିତ ଏହି ଖାସ୍ ଅବସରରେ…
Read More...
Read More...
