Browsing Category
National
ଏକାଥରେ ମାଡ଼ି ଆସୁଛି ୫ଟି ଟ୍ରପିକାଲ୍ ସାଇକ୍ଲୋନ୍
ନୂଆଦିଲ୍ଲୀ: ଏକାଥରେ ମାଡ଼ି ଆସୁଛି ୫ଟି ଟ୍ରପିକାଲ୍ ସାଇକ୍ଲୋନ୍। ଆଣ୍ଟଲାଟିକ୍ ମହାସାଗରରେ ଏହି ଟ୍ରପିକାଲ୍ ସାଇକ୍ଲୋନ୍ ଗୁଡ଼ିକ ସୃଷ୍ଟି ହୋଇଛି। ଇତିହାସରେ ଦ୍ୱିତୀୟ ଥର ପାଇଁ ଏମିତି ଗୋଟିଏ ମହାସାଗରରେ ଏକା ଥରକେ ୫ଟି…
Read More...
Read More...
ଜାପାନର ନୂଆ ପ୍ରଧାନମନ୍ତ୍ରୀ ହେଲେ ୟୋଶିହିଦେ ସୁଗା
ଟୋକିଓ: ଜାପାନର ସଂସଦରେ ବୁଧବାର ୟୋଶିହିଦେ ସୁଗାଙ୍କୁ ନୂତନ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ କରାଯାଇଛି । ପୂର୍ବତନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେ ଅସୁସ୍ଥତା କାରଣରୁ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ । ଏହା ପରେ ଏହି ପଦ…
Read More...
Read More...
ନୱାଜ ଶରିଫଙ୍କ ନାମରେ ଜାମିନ ବିହୀନ ଗିରଫ ପରୱାନା
ଇସଲାମାବାଦ : ପାକିସ୍ତାନର ପୂର୍ବତନ ମୁଖ୍ୟମନ୍ତ୍ରୀ ନୱାଜ ଶରିଫଙ୍କ ନାମରେ ଗିରଫ ପରୱାନା ଜାରି ହୋଇଛି । ମଙ୍ଗଳବାର ଇସଲାମାବାଦ ହାଇକୋର୍ଟ ଶରିଫଙ୍କ ନାମରେ ଏହି ଗିରଫ ପରୱାନା ଜାରି କରିଛନ୍ତି । ଅଲ ଅଜିଜିଆ ମାମଲାରେ…
Read More...
Read More...
ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ କରୋନା
ନୂଆଦିଲ୍ଲୀ: ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କରୋନା ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ସେ ଟ୍ୱିଟ କରି ସୂଚନା ଦେଇଛନ୍ତି। ସେ ତାଙ୍କ ଟ୍ୱିଟରେ ଲେଖିଛନ୍ତିଯେ, "ସାମାନ୍ୟ ଜ୍ୱର ହେବା ପରେ ଆଜି କରୋନା ପରୀକ୍ଷା…
Read More...
Read More...
ମହାରାଷ୍ଟ୍ର ରାଜ୍ୟପାଳଙ୍କୁ ଭେଟିଲେ କଙ୍ଗନା
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାନାୱତ ଓ ମହାରାଷ୍ଟ୍ରର ଶିବସେନା ସରକାରଙ୍କ ମଧ୍ୟରେ ଲାଗି ରହିଛି ବିବାଦ । ଏହାରି ଭିତରେ ବିଏମ୍ସି ପକ୍ଷରୁ ମୁମ୍ବାଇରେ ଥିବା କଙ୍ଗନାଙ୍କ କାର୍ଯ୍ୟାଳୟର କିଛି ଅଂଶକୁ ବେଆଇନ…
Read More...
Read More...
ମୌସୁମୀ ଅଧିବେଶନ ପୂର୍ବରୁ ବସିବନି ସର୍ବଦଳୀୟ ବୈଠକ
ନୂଆଦିଲ୍ଲୀ:କୋରୋନା ମହାମାରୀକୁ ଦୃଷ୍ଟିରେ ରଖି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଜୋଶୀ ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ କରିବେ ନାହିଁ ।
ସଂସଦ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଏଜେଣ୍ଡା ଉପରେ…
Read More...
Read More...
ଅସୁସ୍ଥ ହେଲେ ଅମିତ ଶାହା; ପୁଣି ଭର୍ତ୍ତି ହେଲେ ଏମ୍ସରେ
ନୂଆଦିଲ୍ଲୀ : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଅସୁସ୍ଥତା କାରଣରୁ ପୁଣିଥରେ ଦିଲ୍ଲୀ ଏମସ୍ରେ ଭର୍ତ୍ତି ହୋଇଛନ୍ତି। ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ଗତକାଲି ରାତିରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଶନିବାର…
Read More...
Read More...
ସାମାଜିକ କର୍ମୀ ସ୍ୱାମୀ ଅଗ୍ନିବେଶଙ୍କର ଦେହାନ୍ତ
ନୂଆଦିଲ୍ଲୀ: ସାମାଜିକ କର୍ମୀ ସ୍ୱାମୀ ଅଗ୍ନିବେଶଙ୍କର ଦେହାନ୍ତ ହୋଇଛି। ଯକୃତ ରୋଗରେ ପୀଡିତ ଥିଲେ ଅଗ୍ନିବେଶ। ମଙ୍ଗଳବାର ପାଖରୁ ସେ ଭେଣ୍ଟିଲେଟରରେ ଥିଲେ। ମୃତ୍ୟୁ ପୂର୍ବରୁ ତାଙ୍କ ଶରୀରର ଅନେକ ପ୍ରମୁଖ ଅଙ୍ଗ ଅକାମୀ…
Read More...
Read More...
ଭାଜପାରେ ସାମିଲ ହେଲେ କଙ୍ଗନାଙ୍କ ମା’
ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ଓ ମହାରାଷ୍ଟ୍ର ସରକାରଙ୍କ ମଧ୍ୟରେ ବାକ ଯୁଦ୍ଧ ଲାଗି ରହିଛି। ଏହାକୁ ନେଇ ବର୍ତ୍ତମାନ ସେଠାରେ ରାଜନୀତି ସରଗରମ। ଏହି କ୍ରମରେ କଙ୍ଗନାଙ୍କ ମା' ଆଶା ରାଣାୱତ କଂଗ୍ରେସ ଛାଡ଼ି…
Read More...
Read More...
ବେରୁଟ ବନ୍ଦରରେ ପୁଣି ଭୟାବହ ଅଗ୍ନିକାଣ୍ଡ
ବେରୁଟ: ବେରୁଟ ବନ୍ଦରରେ ପୁଣି ଭୟାବହ ଅଗ୍ନିକାଣ୍ଡ ଘଟିଛି । ଗୁରୁବାର ମଧ୍ୟାହ୍ନରେ ବନ୍ଦରର ଡ୍ୟୁଟିମୁକ୍ତ ଅଞ୍ଚଳରେ ତେଲ ଏବଂ ଟାୟାର ରଖାଯାଇଥିବା ସ୍ଥାନରେ ଏହି ଦୁର୍ଘଟଣା ଘଟିଛି । ସେହି ସ୍ଥାନରେ ନିଆଁ ଲାଗିବା ପରେ ପ୍ରବଳ…
Read More...
Read More...
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ନିଟ-୨୦୨୦ ପରୀକ୍ଷା ଗାଇଡଲାଇନ୍ ଜାରି
ନୂଆଦିଲ୍ଲୀ: ଆସନ୍ତା ୧୩ ତାରିଖରେ ଆୟୋଜିତ ହେବ ନିଟ-୨୦୨୦ ପରୀକ୍ଷା । ତେବେ କରୋନା କାଳରେ ଏହି ପରୀକ୍ଷା ପରିଚାଳନା ନିମେନ୍ତ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ନୂଆ ଗାଇଡଲାଇନ୍ ଜାରି ହୋଇଛି । 'ଅଲ୍ ଇଣ୍ଡିଆ…
Read More...
Read More...
ଭାରତରେ ସ୍ଥଗିତ ହେଲା କୋଭାସିଲ୍ଡ ଭ୍ୟାକସିନର ଟ୍ରାଏଲ୍
ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଏହା ମଧ୍ୟରେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଯେ ସାଧାରଣ ଲୋକଙ୍କ ପାଖରେ କରୋନା ଭ୍ୟାକସିନ୍ କେବେ ପହଞ୍ଚିବ। କିନ୍ତୁ ଏବେ ଭ୍ୟାକସିନକୁ ନେଇ ଆସିଛି…
Read More...
Read More...
ଏନଏସଡିର ମୁଖ୍ୟ ହେଲେ ଅଭିନେତା ପରେଶ ରାୱଲ
ମୁମ୍ବାଇ: ପ୍ରଖ୍ୟାତ ବଲିଉଡ ଅଭିନେତା ତଥା ଭାଜପାର ପୂର୍ବତନ ସାଂସଦ ପରେସ ରାୱଲ ନ୍ୟାସନାଲ ସ୍କୁଲ ଅଫ ଡ୍ରାମାର ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଇଛନ୍ତି । କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ ଆଜି ଏବାବଦରେ…
Read More...
Read More...
କଙ୍ଗନାଙ୍କ ଅଫିସ ଭଙ୍ଗା ଉପରେ କୋର୍ଟ ଲାଗାଇଲେ ରୋକ, ବିଏମ୍ସିକୁ ଜବାବ ତଲବ
ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ଅଫିସ୍ ଭାଙ୍ଗିବା ଉପରେ ଲାଗିଲା ରୋକ । ବମ୍ବେ ହାଇକୋର୍ଟ ଏହାଉପରେ ରହିତାଦେଶ ଲଗାଇଛନ୍ତି । ଏଥିସହ ଏନେଇ 'ବୃହନ୍ମୁମ୍ବାଇ ମହାନଗର ନିଗମ' (ବିଏମସି)କୁ ଜବାବ ତଲବ ମଧ୍ୟ…
Read More...
Read More...
