Browsing Category

National

ମୁମ୍ୱାଇରୁ ବିକାଶ ଦୁବେର ସହଯୋଗୀ ଗିରଫ

ମୁମ୍ୱାଇ: କୁଖ୍ୟାତ ଅପରାଧୀ ବିକାଶ ଦୁବେ ଗ୍ୟାଙ୍ଗର ସଦସ୍ୟ ଜଣଙ୍କ ପରେ ଜଣେ ଗିରଫ ହେଉଛନ୍ତି। କାନପୁରରେ ପୁଲିସ ଉପରକୁ ଗୁଳି ଚଳାଇବା ମାମଲାରେ ସଂପୃକ୍ତି ଥିବା ବିକାଶର ସହଯୋଗୀ ଗୁଡନ ତ୍ରିବେଦୀକୁ ମହାରାଷ୍ଟ୍ର ପୁଲିସ…
Read More...

୨ ଆତଙ୍କବାଦୀ ନିହତ

ଜମ୍ମୁ-କାଶ୍ମୀର : ଜମ୍ମୁ-କାଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ନିୟନ୍ତ୍ରଣ ରେଖା ନାଓଗାଁ ସେକ୍ଟରର ବାରାମୁଲ୍ଲାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି।ସୂଚନା ଅନୁଯାୟୀ,…
Read More...

ଧସିଲା ମାଟି ଅତଡ଼ା; ୮ମୃତ

ଗୌହାଟି : ଅରୁଣାଚଳ ପ୍ରଦେଶର ପପୁମ୍ ପାରେ ଜିଲ୍ଲାରେ ମାଟି ଅତଡା ଧସି ଗୋଟିଏ ପରିବାରର ୪ ସଦସ୍ୟଙ୍କ ସହିତ ୮ଜଣ ପ୍ରାଣ ହରାଇଛନ୍ତି। ଶୁକ୍ରବାର ଲଗାଣ ବର୍ଷା ଯୋଗୁଁ ଜିଲ୍ଲାର ବିଭିନ୍ନ ସ୍ଥାନରେ ମାଟି ଅତଡା ଧସିବା ସହିତ…
Read More...

ପ୍ରକାଶ ପାଇଲା ଆଇସିଏସଇ ଦଶମ ଓ ଆଇଏସସି ଦ୍ୱାଦଶ ରେଜଲ୍ଟ

ନୂଆଦିଲ୍ଲୀ: ପ୍ରକାଶ ପାଇଲା ଆଇସିଏସଇ ଦଶମ ଓ ଆଇଏସସି ଦ୍ୱାଦଶ ରେଜଲ୍ଟ । ଆଇସିଏସଇ ଦଶମ ପାସ୍ ହାର ୯୯.୩୩% ରହିଥିବା ବେଲେ ଆଇଏସସି ଦ୍ୱାଦଶ ପାସ୍ ହାର ୯୬.୮୪% ରହିଛି । ବର୍ତମାନ ଛାତ୍ରଛାତ୍ରୀ ଆଇସିଏସଇ ଓ ଆଇଏସସି ଓବସାଇଟରେ…
Read More...

ଏସିଆର ସର୍ବବୃହତ୍ ସୌରଶକ୍ତି ପ୍ଲାଣ୍ଟ୍‌ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଭିଡିଓ କନ୍‌ଫରେନ୍‌ସିଙ୍ଗ୍‌ ମାଧ୍ୟମରେ ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟପ୍ରଦେଶର ରେୱା ଜିଲ୍ଲାରେ ୭୫୦ ମେଗାୱାଟ୍‌ବିଶିଷ୍ଟ ଏସିଆର ସର୍ବବୃହତ୍ ରେୱା ଅଲ୍‌ଟ୍ରା ମେଗା ସୋଲାର୍‌ ପାୱାର୍…
Read More...

ଏନ୍‌କାଉଣ୍ଟରରେ ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ନିହତ

କାନପୁର: ଯାହା ଆଶା କରାଯାଉଥିଲା ସେଇଆ ହିଁ ହେଲା। ପୁଲିସ୍‌ ଦ୍ୱାରା ଗତକାଲି ଗିରଫ ହୋଇଥିବା କୁଖ୍ୟାତ ଗ୍ୟାଙ୍ଗଷ୍ଟର ତା’ର ଅପରାଧ ସାମ୍ରାଜ୍ୟର ଗୁମର ଖୋଲିବା ପୂର୍ବରୁ ପୁଲିସ୍‌ ଗୁଳିରେ ପ୍ରାଣ ହରାଇଛି। ଗୁରୁବାର…
Read More...

ଏଯାଏଁ ଭାରତରେ ଗୋଷ୍ଠୀ ସଂକ୍ରମଣ ହୋଇନି

ନୂଆଦିଲ୍ଲୀ: ଭାରତରେ ଏଯାଏଁ ହୋଇନି ଗୋଷ୍ଠୀ ସଂକ୍ରମଣ । ଦିନକୁ ଦିନ ଦେଶରେ ସଂକ୍ରମଣ ବଢ଼ୁଥିଲେ ମଧ୍ୟ ଏପର୍ଯ୍ୟନ୍ତ ଆମେ ଗୋଷ୍ଠୀ ସଂକ୍ରମଣ ଷ୍ଟେଜକୁ ଯାଇନେ । ଏନେଇ ଆଜି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି…
Read More...

ମିଜୋରାମରେ ଭୂମିକମ୍ପ ଝଟକା

ଆଇଜଲ: ଦେଶର ଉତ୍ତର- ପୂର୍ବ ରାଜ୍ୟ ମିଜୋରାମରେ ଆଜି (ଗୁରୁବାର) ଅପରାହ୍ନରେ ଏକ ଭୂମିକମ୍ପ ଅନୁଭୂତ ହୋଇଛି। ରିଚର ସ୍କେଲ୍‌ରେ ଏହି ଭୂମିକମ୍ପର ତୀବ୍ରତା ୪.୩ ରହିଥିବା ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ୍‌) ପକ୍ଷରୁ…
Read More...

ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ଗିରଫ

ଭୋପାଲ: ଶୁକ୍ରବାର ଠାରୁ ଚାଲିଥିବା ଛକାପଞ୍ଝାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଉତ୍ତର ପ୍ରଦେର ଗାଙ୍ଗଷ୍ଟର ତଥା କାନପୁର ଶୁଟଆଉଟ ବେଳେ ୮ ଜଣ ପୁଲିସ୍‌କୁ ହତ୍ୟା କରିଥିବା ବିକାଶ ଦୁବେ ଶେଷରେ ଗିରଫ ହୋଇଛି। ତାକୁ ମଧ୍ୟପ୍ରଦେଶର…
Read More...

ଜାମ୍ମୁ କାଶ୍ମୀରରେ ନିର୍ମିତ ୬ଟି ସେତୁର ଉଦଘାଟନ କରିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ଜାମ୍ମୁ କାଶ୍ମୀର: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ଜମ୍ମୁ କାଶ୍ମୀର ସୀମା ସଡକ ସଂଗଠନ (BRO) ଦ୍ୱାରା ନିର୍ମିତ ୬ଟି ନୂତନ ସେତୁର ଉଦଘାଟନ କରିଛନ୍ତି। ନୂଆଦିଲ୍ଲୀରୁ ଭିଡ଼ିଓ କନଫେରେନ୍ସରେ ଏହାର ଉଦଘାଟନ କରାଯାଇଛି।…
Read More...

ସହରରେ ରହୁଥିବା ଗରିବ ଏବଂ ପ୍ରବାସୀଙ୍କ ରହିବା ପାଇଁ ସୁଲଭ ମୂଲ୍ୟରେ ଘର ଯୋଗାଇଦେବେ ସରକାର

ନୂଆଦିଲ୍ଲୀ: ସହରରେ ରହୁଥିବା ଗରିବ ଏବଂ ପ୍ରବାସୀଙ୍କ ରହିବା ପାଇଁ ସୁଲଭ ମୂଲ୍ୟରେ ଘର ଯୋଗାଇ ଦେବେ ସରକାର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକ ଏବଂ ସିସିଇଏ ବୈଠକରେ ଏହି…
Read More...

ହୋମ୍‌ କ୍ୱାରେଣ୍ଟିନ୍‌ରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ

ରାଞ୍ଚି: ଜଣେ ମନ୍ତ୍ରୀ କରୋନାଭାଇରସ୍ ପଜିଟିଭ୍ ‌ବୋଲି ପରୀକ୍ଷାରୁ ଜଣାପଡ଼ିବା ପରେ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ତାଙ୍କ ରାଞ୍ଚି ବାସଭବନରେ ହୋମ୍ କ୍ୱାରେଣ୍ଟିନ୍‌ରେ ରହିଛନ୍ତି। ସେ ମନ୍ତ୍ରୀଙ୍କୁ ସୋରେନ୍…
Read More...

ଥରିଲା ଜମ୍ମୁ-କାଶ୍ମୀରର ରାଜୌରୀ

ଜମ୍ମୁ-କାଶ୍ମୀର : ଜମ୍ମୁ-କାଶ୍ମୀରର ରାଜୌରୀରେ ଭୂ-କମ୍ପ ଝଟକା ଅନୁଭବ ହୋଇଥିବା ଆଜି ଜଣାପଡ଼ିଛି। ଭୂ-କମ୍ପର ଝଟକା ମଙ୍ଗଳବାର ବିଳମ୍ବିତ ରାତି ପ୍ରାୟ ୨ଟା ୧୨ମିନିଟରେ ଅନୁଭବ ହୋଇଛି। ରିକ୍ଟର ସ୍କେଲରେ ଭୂ-କମ୍ପର ତିବ୍ରତା…
Read More...