Browsing Category

National

ଲଦାଖରେ ରାଜନାଥ ସିଂ; ସୀମାରେ ସୁରକ୍ଷା ବ୍ୟବସ୍ଥାର କଲେ ସମୀକ୍ଷା

ଲଦାଖ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ଲଦାଖ ଗସ୍ତ କରିଛନ୍ତି। ସେଠାରେ ରାଜନାଥ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ସେନା ପକ୍ଷରୁ ଆଗୁଆ ଘାଟିରେ ଟ୍ୟାଙ୍କ ଓ ହେଲିକପ୍ଟରରେ ଶକ୍ତି ପ୍ରଦର୍ଶନ କରାଯାଇଛି।…
Read More...

କୁଳଭୂଷଣ ଯାଦବଙ୍କୁ ମିଳିଲା ଦ୍ୱିତୀୟ କନସୁଲାର ଆସେସ୍

ନୂଆଦିଲ୍ଲୀ: ଗୁଇନ୍ଦାଗିରି ଅଭିଯୋଗରେ ଗିରଫ ହୋଇ ପାକିସ୍ତାନରେ ଫାଶୀ ଦଣ୍ଡ ପାଇଥିବା ଭାରତୀୟ ନାଗରିକ କୁଳଭୂଷଣ ଯାଦବଙ୍କୁ ଇସଲାମାବାଦ ଦ୍ୱିତୀୟ ଥର ପାଇଁ କନସୁଲାର ଆସେସ ଯୋଗାଇ ଦେଇଛି। ପାକିସ୍ତାନ କୁଳଭୂଷଣ ଯାଦବଙ୍କ ନାଁରେ…
Read More...

ପୁଣି ଥରେ କୋଭିଡ୍-୧୯ ପଜିଟିଭ୍ ହେଲେ ବ୍ରାଜିଲ୍ ରାଷ୍ଟ୍ରପତି

ବ୍ରାସିଲିଆ: ବ୍ରାଜିଲୀୟ ରାଷ୍ଟ୍ରପତି ଜାଇର୍ ବଲ୍‌ସୋନାରୋ ପୁଣି ଥରେ କରୋନାଭାଇରସ୍ ପଜିଟିଭ୍ ହୋଇଥିବା କଥା ପରୀକ୍ଷାରୁ ଜଣାପଡ଼ିଛି ବୋଲି ବୁଧବାର ଦିନ ସେ ବ୍ରାସିଲିଆରେ ସାମ୍ବାଦିକମାନଙ୍କୁ କହିଛନ୍ତି। ଗତ ସପ୍ତାହରେ…
Read More...

କାଡିଲା ଆରମ୍ଭ କଲା‌ ମଣିଷଙ୍କ ଉପ‌ରେ କରୋନା ପ୍ରତିଷେଧକ ଟୀକାର ପରୀକ୍ଷଣ

ନୂଆଦିଲ୍ଳୀ: ଔଷଧ କମ୍ପାନି ଜିଡସ୍‌ କାଡିଲା ପକ୍ଷରୁ ବୁଧବାର କୁହାଯାଇଛି କି କୋଭିଡ୍‌-୧୯ ପ୍ରତିଷେଧକ ଟୀକା ଜିକୋଭ୍‌-ଡିର ପରୀକ୍ଷଣ ମଣିଷଙ୍କ ଉପରେ ଆରମ୍ଭ ହୋଇଯାଇଛି। ପୂର୍ବରୁ ଗତ ମାସରେ କମ୍ପାନିକୁ ମଣିଷମାନଙ୍କ ଉପରେ…
Read More...

ସାନିଟାଇଜର ଉପରେ ଲାଗିବ ୧୮% ଜିଏସ୍‌ଟି

ନୂଆଦିଲ୍ଲୀ: କରୋନା ମହାମାରୀ ମଧ୍ୟରେ ମାସ୍କ ଓ ସାନିଟାଇଜରର ଚାହିଦା ବଢ଼ିବାରେ ଲାଗିଛି। ପୂର୍ବରୁ ଏହାକୁ ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ବାଦ୍‌ ଦେଇଥିବା ଭାରତ ସରକାର ଏବେ ସାନିଟାଇଜର ଉପରେ ଜିଏସଟି ଲାଗୁ କରିବାକୁ ଯୋଜନା…
Read More...

ପ୍ରକାଶ ପାଇଲା ସିବିଏସ୍ଇ ୧୦ମ ପରୀକ୍ଷା ଫଳ

ନୂଆଦିଲ୍ଲୀ: ଆଜି ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ସେକେଣ୍ଡାରି ଏଜୁକେସନ୍ (ସିବିଏସ୍‌ଇ) ତା’ର ୱେବ୍‌ସାଇଟ୍‌ରେ ୨୦୨୦ ଶିକ୍ଷାବର୍ଷର ୧୦ମ ଶ୍ରେଣୀ ବୋର୍ଡ ପରୀକ୍ଷା ଫଳ ପ୍ରକାଶ କରିଛି।ଏଥିରେ ପ୍ରାୟ ୧୮ ଲକ୍ଷ ଛାତ୍ରଛାତ୍ରୀ…
Read More...

କରୋନା ଯୋଗୁଁ ଉପଜିଲ୍ଲାପାଳଙ୍କ ଜୀବନ ଗଲା

କୋଲକାତା : କରୋନା ସଂକ୍ରମଣରେ ପଶ୍ଚିମବଙ୍ଗ ହୁଗୁଳି ଜିଲ୍ଲା ଚନ୍ଦନନଗର ସବଡିଭିଜନର ଉପଜିଲ୍ଲାପାଳ ଦେବଦତ୍ତା ରାୟ (୩୮)ଙ୍କର ମୃତ୍ୟୁ ହୋଇଛି। ଦେବଦତ୍ତାଙ୍କଠାରେ କରୋନା ଲକ୍ଷଣ ଦେଖାଯାଇଥିବାବେଳେ ସେ ହୋମ୍ କ୍ୱାରେଣ୍ଟାଇନରେ…
Read More...

ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ଜାରି କଲା ସ୍କୁଲ୍ ଅନଲାଇନ୍ କ୍ଲାସ୍ ପାଇଁ ଗାଇଡଲାଇନ୍

ନୂଆଦିଲ୍ଲୀ: ସ୍କୁଲ୍ ଦ୍ୱାରା ହେଉଥିବା ଅନ୍‌ଲାଇନ୍ କ୍ଲାସ୍ ପାଇଁ ମଙ୍ଗଳବାର ଦିନ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ଗାଇଡ୍‌ଲାଇନ୍ ଜାରି କରିଛି। ଏଥିରେ ମନ୍ତ୍ରାଳୟ ଛାତ୍ରଛାତ୍ରୀଙ୍କ ପାଇଁ ସ୍କ୍ରିନ୍ ସମୟ…
Read More...

ଏହି ରାଜ୍ୟ ଜୁଲାଇ ୧୬ରୁ ୩୧ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲକ୍‌ଡାଉନ୍ କଲା ଘୋଷଣା

ପାଟନା: କୋଭିଡ୍-୧୯ ବିସ୍ତାର ଦମନ କରିବାକୁ ଜୁଲାଇ ୧୬ରୁ ୩୧ ତାରିଖଯାଏଁ ବିହାରରେ ସମ୍ପୂର୍ଣ୍ଣ ଲକ୍‌ଡାଉନ୍ ହେବ ବ‌ୋଲି ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀ ସୁଶୀଳ କୁମାର ମୋଦୀ ଘୋଷଣା କରିଛନ୍ତି। ରାଜ୍ୟରେ କରୋନାଭାଇରସ୍…
Read More...

ଗୁଗୁଲ ଭାରତରେ ନିବେଶ କରିବ ୭୫ ହଜାର କୋଟି

ନୂଆଦିଲ୍ଲୀ: ଆଗାମୀ ୫ ରୁ ୭ ବର୍ଷ ମଧ୍ୟରେ ଗୁଗୁଲ ଭାରତରେ ୧୦ ବିଲିୟନ ଡଲାର ଅର୍ଥାତ ୭୫ ହଜାର କୋଟି ଟଙ୍କାର ନିବେଶ କରିବ ବୋଲି ସୋମବାର ଘୋଷଣା କରିଛି । ଗୁଗୁଲ ସିଇଓ ସୁନ୍ଦର ପିଚାଇ ଆଜି ଗୁଗୁଲ ଫର୍ ଇଣ୍ଡିଆ ଡିଜିଟାଇଜେସନ…
Read More...

ପ୍ରକାଶ ପାଇଲା ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ରେଜଲ୍ଟ

ନୂଆଦିଲ୍ଲୀ: ସିବିଏସଇ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ଏନେଇ ମାନବ ସମ୍ବଳ ମନ୍ତ୍ରୀ ରମେଶ ପୋଖରିୟାଲ ଟ୍ୱିଟ କରି ସୂଚନା ଦେଇଛନ୍ତି। cbseresults.nic.in ପିଲାମାନେ ନିଜର ରେଜଲ୍ଟ ଦେଖିପାରିବେ।…
Read More...

ପଶ୍ଚିମବଙ୍ଗ ବିଜେପି ବିଧାୟକ ଦେବେନ୍ଦ୍ର ନାଥ ରାୟଙ୍କ ରହସ୍ୟଜନକ ମୃତ୍ୟୁ

କୋଲକାତା: ପଶ୍ଚିମବଙ୍ଗର ବିଜେପି ବିଧାୟକ ଦେବେନ୍ଦ୍ର ନାଥ ରାୟଙ୍କ ରହସ୍ୟଜନକ ମୃତ୍ୟୁ । ଉତ୍ତର ଦିନଜପୁର ଜିଲ୍ଲାର ବନ୍ଦୋଲରେ ଘର ନିକଟରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି ମୃତଦେହ । ପରିବାର ଲୋକ ହତ୍ୟା ଅଭିଯୋଗ…
Read More...

ବିଶ୍ୱର ପ୍ରଥମ କରୋନା ଭ୍ୟାକସିନ ବାହାର କଲା ଋଷିଆ

ମୋସ୍କୋ:କରୋନା ଭ୍ୟାକସିନର ସମସ୍ତ ପରୀକ୍ଷଣ ସଫଳ ହୋଇଛି। ଋଷିଆର ସେଚେନୋଭ ବିଶ୍ୱବିଦ୍ୟାଳୟ ଦାବି କରିଛି ଯେ କରୋନା ଭାଇରସର ଭ୍ୟାକସିନ ପ୍ରସ୍ତୁତି ଶେଷ ହୋଇଛି। ଯଦି ଏହି ଦାବି ସତ ହେବ, ତା’ହେଲେ କରୋନା ଭ୍ୟାକସିନ…
Read More...

ପ୍ରଥମ ଥର ପାଇଁ ଟ୍ରମ୍ପ ପିନ୍ଧିଲେ ମାସ୍କ

ୱାଶିଂଟନ: କରୋନା ମହାମାରୀ ଭିତରେ ପ୍ରଥମ ଥର ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମାସ୍କ ପିନ୍ଧିଥିବା ନଜରକୁ ଆସିଛି। ଶନିବାର ଏକ ସେନା ହସ୍ପିଟାଲକୁ ବୁଲିବାକୁ ଯାଇଥିବା ବେଳେ ଟ୍ରମ୍ପ ମାସ୍କ ପିନ୍ଧିଥିଲେ। ଆହତ…
Read More...