Browsing Category

National

ଏବର୍ଷ ମୁମ୍ବାଇ ଲାଲବାଗରେ ହେବନି ଗଣେଷ ଉତ୍ସବ

ମୁମ୍ୱାଇ: କରୋନା ମହାମାରୀ ପାଇଁ ଚଳିତବର୍ଷ ଦେଶେ ଫିକା ପଡ଼ିଛି ପର୍ବପର୍ବାଣୀ । ମୁମ୍ବାଇରେ ଏବର୍ଷ ଗଣେଶ ଉତ୍ସବ ବି ମାନ୍ଦା ରହିବ । ଲାଲବାଗରେ ଚଳିତବର୍ଷ ଗଣେଶ ଉତ୍ସବ ପାଳନ କରାଯିବନି । ଆଜି ଏହି ଘୋଷଣା କରିଛି ଲାଲବାଗଚା…
Read More...

ଜମ୍ମୁ କଶ୍ମୀରରେ ସିଆରପିଏଫ୍ ଟିମ୍ ଉପରେ ଆତଙ୍କବାଦୀ ଆକ୍ରମଣ

ଜମ୍ମୁ-କଶ୍ମୀର: ସପୋରରେ ସିଆରପିଏଫ୍ ପାଟ୍ରୋଲିଂ ଟିମ୍ ଉପରେ ଆକ୍ରମଣ କରିଛନ୍ତି ଆତଙ୍କବାଦୀ । ଏଥିରେ ଜଣେ ଯବାନ ସହିଦ ହୋଇଛନ୍ତି । ଆହତ ହୋଇଛନ୍ତି ଆଉ ତିନି ଜଣ । ଆତଙ୍କବାଦୀ ଆକ୍ରମଣରେ ଜଣେ ସାଧାରଣ ନାଗରିକଙ୍କର ମୃତ୍ୟୁ…
Read More...

ଭାରତ ବାୟୋଟେକ୍‌ ପ୍ରସ୍ତୁତ କଲା ଦେଶର ପ୍ରଥମ କେ‌ାଭିଡ୍‌-୧୯ ପ୍ରତିଷେଧକ ଟୀକା

ନୂଆଦିଲ୍ଲୀ: କରୋନା ଭାଇରସ୍‌ର ମୁକାବିଲା ପାଇଁ  ଟିକା ପ୍ରସ୍ତୁତି ଲାଗି  ବହୁ ଦେଶ ଅଣ୍ଟା ଭିଡ଼ିଥିବା ବେଳେ ଆମ ଦେଶ ଭାରତ ମଧ୍ୟ ଏହି ଦୌଡ଼ରେ ନିଜକୁ ସାମିଲ୍‌ କରିଛି। ଶେ‌ଷରେ ଆମ  ଦେଶ ସ୍ଵକୀୟ ଗବେଷଣା ବଳରେ ପ୍ରଥମ…
Read More...

ଦେଶବାସୀଙ୍କୁ ସମ୍ବୋଧିତ କଲେ ମୋଦୀ: ୫ ମାସ ବଢ଼ିଲା ମାଗଣା ରାସନ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା କାଳରେ ଦେଶକୁ ସମ୍ବୋଧିତ କରୁଛନ୍ତି। କୋଭିଡ୍-୧୯ କାରଣରୁ ଦେଶରେ ଉପୁଜିଥିବା ସଙ୍କଟ ମଧ୍ୟରେ ପ୍ରଧାନମନ୍ତ୍ରୀ ଷଷ୍ଠ ଥର ଦେଶକୁ ସମ୍ବୋଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ…
Read More...

ଜମ୍ମୁ-କାଶ୍ମୀରରେ ଭୂକମ୍ପ ଝଟକା ଅନୁଭୂତ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର କତ୍ରା ଠାରେ ମଙ୍ଗଳବାର ଦିନ ତୀବ୍ର ଭୂକମ୍ପର ଝଟକା ଅନୁଭୂତ ହୋଇଛି । ଯାହାଫଳରେ ସ୍ଥାନୀୟ ବାସିନ୍ଦା ଭୟଭୀତ ହୋଇପଡିଛନ୍ତି।ନ୍ୟାସନାଲ ସେଣ୍ଟର ଫର୍ ସେସିମୋଲୋଜିର ରିପୋର୍ଟ ଅନୁଯାୟୀ…
Read More...

ସରକାରଙ୍କ ସହ ଆଲୋଚନା କରିବ ଟିକଟକ

ନୂଆଦିଲ୍ଲୀ : ଲୋକପ୍ରି୍ରୟ ଭିଡ଼ିଓ ସେୟାରିଂ ଆପ ଟିକଟକ ସମେତ ୫୯ ଆପକୁ କେନ୍ଦ୍ର ସରକାର ବ୍ୟାନ କରିଦେଇଛନ୍ତି । ଏମିତିକି ଗୁଗୁଲ ପ୍ଲେ ଷ୍ଟୋର ଓ ଆପଲ ପ୍ଲେ ଷ୍ଟୋରରୁ ମଧ୍ୟ ଏହା ହଟିଯାଇଛି । ଯାହାକି ଚାଇନିଜ ଆପ କମ୍ପାନୀଙ୍କ…
Read More...

ଗୁଗଲ ପ୍ଲେ ଷ୍ଟୋରରୁ ହଟିଲା ଟିକ୍‌ଟକ୍

ନୂଆଦିଲ୍ଲୀ: ପୂର୍ବ ଲଦାଖରେ ଚୀନ ଉପୁଜାଇଥିବା ସଂଘର୍ଷର କଡ଼ା ଜବାବ ଦେଇଛି ଭାରତ। ଚୀନର ୫୯ଟି ଆପକୁ ଭାରତ ସରକାରଙ୍କ ପକ୍ଷରୁ ବ୍ୟାନ କରାଯାଇଛି। ସବୁଠୁ ଲୋକପ୍ରିୟ ଆପ୍‌ ଟିକ୍‌ ଟକକୁ ଗୁଗଲ୍‌ ପ୍ଲେ ଷ୍ଟୋରରୁ ହଟାଯାଇଛି।…
Read More...

ଅନଲକ୍ ୨.୦: ଜାଣନ୍ତୁ କ’ଣ ଖୋଲା ରହିବ ଏବଂ କ’ଣ ବନ୍ଦ

ନୂଆଦିଲ୍ଲୀ: କୋଭିଡ୍-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସୋମବାର ଅନଲକ୍‌-୨ ପାଇଁ ମାର୍ଗଦର୍ଶିକା ଜାରି କରିଛନ୍ତି।   ଅନଲକ୍-୨ରେ କଣ ଖୋଲା ରହିବା କଣ ବନ୍ଦ ରହିବ କୁହାଯାଇଛି। ଅନଲକ୍‌ ୨ର ଅବଧି ଜୁଲାଇ ୩୧…
Read More...

ପଙ୍ଗପାଳଙ୍କ ଉପରେ ଆକାଶମାର୍ଗରୁ ସିଞ୍ଚନ କରାଯିବ କୀଟନାଶକ

ନୂଆଦିଲ୍ଲୀ: ତ୍ତତ୍ତରପ୍ରଦେଶ, ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ଉପଦ୍ରବ ଚଳାଇଛନ୍ତି ପଲ ପଲ ପଙ୍ଗପାଳ । କେଇ ଘଣ୍ଟା ଭିତରେ ଏକର ଏକର ଫସଲ ଖାଇ ସଫା କରି ଦେଉଛନ୍ତି । ଏଭଳି ସ୍ଥିତିରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି…
Read More...

ବିସ୍ଫୋରଣରେ ହୋଟେଲ୍ ତାଜ୍‌କୁ ଉଡ଼ାଇ ଦେବାକୁ ଧମକ

ମୁମ୍ବାଇ : ପୁଣି ଟାର୍ଗେଟରେ ତାଜ୍ ହୋଟେଲ୍ । ବିସ୍ଫୋରଣରେ ହୋଟେଲ୍ ତାଜ୍‌କୁ ଉଡ଼ାଇ ଦେବାକୁ ଧମକ । ବିସ୍ଫୋରଣରେ ଉଡ଼ାଇ ଦେବାକୁ ପାକିସ୍ତାନର କରାଚିରୁ ଧମକ । ଧମକ ପରେ ହୋଟେଲ ତାଜ୍ ଓ ଆଖପାଖ ଅଂଚଳରେ କଡ଼ା ସୁରକ୍ଷା । ଗତକାଲି…
Read More...

ଭାରତରେ ‘ଟିକଟକ’ ବ୍ୟାନ

ନୂଆଦିଲ୍ଲୀ : ଭାରତ ସରକାର ଲୋକପ୍ରିୟ ଚାଇନିଜ ଆପ ଟିକଟକକୁ ନିଷିଦ୍ଧ କରିଛନ୍ତି । ଟିକଟକ ସମେତ ମୋଟ ୫୯ଟି ଚାଇନିଜ ମୋବାଇଲ ଆପକୁ ଭାରତରେ ନିଷିଦ୍ଧ କରାଯାଇଛି । ଏସବୁ ଆପକୁ ନେଇ ଗୁଇନ୍ଦା ବାହିନୀ ସତର୍କତା ଜାରି କରିବା ପରେ…
Read More...

ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ନାଁରେ ଗିରଫ ପରୱାନା

ୱାଶିଂଟନ: ଜେନେରାଲ କାସିମ ସୁଲେମାନିଙ୍କ ମୃତ୍ୟୁ ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପକୁ ଇରାନ ସରକାର ଦାୟୀ କରିଛି । ଏ ନେଇ ଟ୍ରମ୍ପ ଏବଂ ତାଙ୍କ ଅଧିକାରୀଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଛି । ଟ୍ରମ୍ପଙ୍କ…
Read More...

ଜୁଲାଇ ୩୧ ସୁଦ୍ଧା ଭାରତରେ ପହଞ୍ଚିବ ୬ଟି ରାଫେଲ ଯୁଦ୍ଧ ବିମାନ

ନୂଆଦିଲ୍ଲୀ: ଗେମ ଚେଞ୍ଜର କୁହାଯାଉଥିବା ରାଫେଲ ଯୁଦ୍ଧ ବିମାନ ଖୁବଶୀଘ୍ର ଭାରତ ପାଖରେ ପହଞ୍ଚିବାକୁ ଯାଉଛି। ଆସନ୍ତା ଜୁଲାଇ ୩୧ ସୁଦ୍ଧା ଭାରତ ପାଖରେ 'ଫୁଲ ଲୋଡେଡ୍‌' ୬ଟି ରାଫେଲ ଯୁଦ୍ଧ ବିମାନ ପହଞ୍ଚି ଯିବ ବୋଲି ଜଣାପଡ଼ିଛି।…
Read More...

ହୁରିୟତ୍ କନ୍‌ଫରେନ୍‌ସ୍ ଅଧ୍ୟକ୍ଷ ପଦରୁ ସୟେଦ୍ ଅଲି ଗୀଲାନିଙ୍କ ଇସ୍ତଫା

ଶ୍ରୀନଗର: ଗତବର୍ଷ ଅଗଷ୍ଟ ମାସରୁ ଗୃହବନ୍ଦୀ ଥିବା ଜମ୍ମୁ ଓ କଶ୍ମୀରସ୍ଥିତ ବିଚ୍ଛିନ୍ନତାବାଦୀ ସୟେଦ୍ ଅଲି ଶାହା ଗୀଲାନି ଆଜି ‘ଅଲ୍ ପାର୍ଟିଜ୍ ହୁରିୟତ୍ କନ୍‌ଫରେନ୍‌ସ୍’ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି। ସେ ହୁରିୟତ୍‌ର…
Read More...