Browsing Category

National

ଝାଡ଼ଖଣ୍ଡରେ ଜୁଲାଇ ୩୧ଯାଏଁ ବଢ଼ିଲା ଲକ୍‌ଡାଉନ

ରାଞ୍ଚି: ସାରା ଦେଶରେ କରୋନା ସଙ୍କଟ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ନିୟନ୍ତ୍ରଣାଧିନ ହୋଇପାରୁ ନ ଥିବାରୁ ଏହାକୁ ଦୃଷ୍ଟିରେ ରଖି କେତେକ ରାଜ୍ୟରେ ଲକ୍‌ଡାଉନ…
Read More...

ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ କୋଭିଡ-୧୯ ରିପୋର୍ଟ ନେଗେଟିଭ

ନୂଆଦିଲ୍ଲୀ: କରୋନାରେ ସଂକ୍ରମିତ ହୋଇ ଗୁରୁତର ହୋଇଥିବା ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ସୁସ୍ଥ ହୋଇଛନ୍ତି। ଶୁକ୍ରବାର ହୋଇଥିବା କରୋନା ପରୀକ୍ଷାରେ ରିପୋର୍ଟ ନେଗେଟିଭ୍ ଆସିଛି। ଖୁବଶୀଘ୍ର ସେ…
Read More...

ଜୁଲାଇ ୧୫ ଯାଏ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ବାତିଲ

ନୂଆଦିଲ୍ଲୀ:କରୋନାର ପ୍ରକୋପକୁ ଦୃଷ୍ଟିରେ ରଖି ଜୁଲାଇ ୧୫ ତାରିଖ ଯାଏ ବିମାନ ଉଡ଼ାଣ ବାତିଲ କରାଯାଇଛି। କୌଣସି ଯାତ୍ରୀବାହୀ ବିମାନ ଭାରତରୁ ଅନ୍ୟ ଦେଶକୁ କିମ୍ବା ଅନ୍ୟ ଦେଶରୁ ଭାରତକୁ ଚଳାଚଳ କରିପାରିବ ନାହିଁ। କେବଳ କାର୍ଗୋ…
Read More...

କୋଭିଡ୍‌ ଟିକା ନ ବାହାରିବା ପର୍ଯ୍ୟନ୍ତ ପିନ୍ଧନ୍ତୁ ମାସ୍କ

ନୂଆଦିଲ୍ଲୀ: ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ଟପିଥିବା ବେଳେ ଶୁକ୍ରବାର ୧୭,୨୯୬ଟି ନୂଆ କେସ୍‌ ରହିଛି। ଅନ୍ୟପକ୍ଷରେ ୧୫ ହଜାରରୁ ଊର୍ଦ୍ଧ୍ୱ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିସାରିଛି।ଦେଶରେ କରୋନା…
Read More...

ଜୁଲାଇ ୧୫ ସୁଦ୍ଧା ଘୋଷଣା କରାଯିବ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଫଳାଫଳ

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ଶୁକ୍ରବାର ଦିନ ଘୋଷଣା କରିଛି ଯେ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଫଳାଫଳ ଜୁଲାଇ ୧୫ ସୁଦ୍ଧା ଘୋଷଣା କରାଯିବ ।ପରୀକ୍ଷା ନିୟନ୍ତ୍ରକ ସମୟ…
Read More...

ଭିଡିଓ କନ୍‌ଫରେନ୍ସିଂ ଜରିଆରେ ‘ଆତ୍ମନିର୍ଭର ଉତ୍ତର ପ୍ରଦେଶ ରୋଜଗାର ଅଭିଯାନ’ ର ଶୁଭାରମ୍ଭ କଲେ ମୋଦି

ଲକ୍ଷ୍ନୌ: କରୋନା ସଙ୍କଟ ଓ ଲକ୍‌ଡାଉନ୍‌ ଯୋଗୁ କୋଟି କୋଟି ଶ୍ରମିକ ନିଜ ଘରକୁ ଫେରିଆସିଛନ୍ତି। ରାଜ୍ୟକୁ ଫେରିବା ପରେ ସେମାନଙ୍କୁ ଆତ୍ମନିର୍ଭର କରିବା ପାଇଁ ଉରତ୍ତରପ୍ରଦେଶ ସରକାର ଓ କେନ୍ଦ୍ର ସରକାର ଅଣ୍ଟା ଭିଡ଼ିଛନ୍ତି।…
Read More...

ସମସ୍ତ ଟ୍ରେନ ଅଗଷ୍ଟ ୧୨ ଯାଏଁ ବାତିଲ

ନୂଆଦିଲ୍ଲୀ : ଦେଶରେ କୋରୋନା ସ୍ଥିତି ଦୃଷ୍ଟିରୁ ରେଳ ବୋର୍ଡ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଦେଶବ୍ୟାପୀ ଅଗଷ୍ଟ ୧୨ ଯାଏ ବନ୍ଦ ରହିବ ସମୟ-ସାରଣୀଭୁକ୍ତ ଟ୍ରେନ୍ । ସମସ୍ତ ମେଲ୍‌, ଏକ୍ସପ୍ରେସ,…
Read More...

ଆଜି ’ଆତ୍ମନିର୍ଭରଶୀଳ ଉତ୍ତରପ୍ରଦେଶ ରୋଜଗାର ଅଭିଯାନ’ର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ଲକ୍ଷ୍ନୌ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି  ’ଆତ୍ମନିର୍ଭରଶୀଳ ଉତ୍ତରପ୍ରଦେଶ ରୋଜଗାର ଅଭିଯାନ’ର ଉଦଘାଟନ କରିବେ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପସ୍ଥିତିରେ ପ୍ରଧାନମନ୍ତ୍ରୀ ମୋଦୀ ସକାଳ ୧୧ ଟାରେ ଭିଡିଓ…
Read More...

ସିଟିଇଟି ପରୀକ୍ଷା ବାତିଲ

ନୂଆଦିଲ୍ଲୀ: ବାତିଲ ହେଲା ସିଟିଇଟି ପରୀକ୍ଷା । ସିବିଏସ୍‌ଇ ପକ୍ଷରୁ ଗୁରୁବାର ଦିନ ସମସ୍ତ ପରୀକ୍ଷା ବାତିଲ ହୋଇଥିବା ବେଳେ ଆଜି ସିଟିଇଟି ପରୀକ୍ଷାକୁ ବାତିଲ କରାଯାଇଥିବା ସୂଚନା ମିଳିଛି । କରୋନା ସଂକଟରେ ସାମାନ୍ୟ ସୁଧାର…
Read More...

‘ଫେୟାର ଆଣ୍ଡ ଲଭଲି’ରୁ ହଟିବ ‘ଫେୟାର’

ନୂଆଦିଲ୍ଲୀ: ବଡ କମ୍ପାନୀ ହିନ୍ଦୁସ୍ତାନ ୟୁନିଲିଭର ନିଜ ବ୍ରାଣ୍ଡ ଫେୟାର ଆଣ୍ଡ ଲଭଲୀର ନାଁକୁ ପରିବର୍ତ୍ତନ କରିବାକୁ ଯାଉଛି । ଫେୟାର ଆଣ୍ଡ ଲଭଲୀରୁ ଫେୟାର ଶବ୍ଦଟିକୁ ହଟାଇବାର ଆଲୋଚନା ଚାଲିଥିବା କମ୍ପାନୀ ପକ୍ଷରୁ…
Read More...

ବିହାର ପୁଲିସ୍ କଂଗ୍ରେସ ନେତା ସିଦ୍ଧୁଙ୍କ ବାସଭବନ ସମ୍ମୁଖରେ ଲଗେଇଲା ନୋଟିସ୍‌

ଅମୃତସର: କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ ବିହାର ପୁଲିସ ଠାରୁ ଏକ ନୋଟିସ୍‌କୁ ଗ୍ରହଣ କରିବା ପାଇଁ ଦୀର୍ଘ ସପ୍ତାହେ କାଳ ଧରି ଚକ୍‌ମା ଦେଖାଇବା ପରେ ଶେଷରେ ବିହାର ପୁଲିସ୍‌ ଅନୋନ୍ୟପାୟ ତାଙ୍କ ଘର ବାହାରେ ନୋଟିସ୍‌…
Read More...

ବାତିଲ୍ ହେଲା ସିବିଏସଇ ଦଶମ, ଦ୍ୱାଦଶ ପରୀକ୍ଷା

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ଼ (ସିବିଏସଇ) ଚଳିତ ବର୍ଷର ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ବାତିଲ୍ କରିବାକୁ ନିଷ୍ପତ୍ତି ଗ୍ରହଣ କରିଛି । ଏନେଇ ବୁଧବାର ଦିନ ସିବିଏସଇ ପକ୍ଷରୁ ସୁପ୍ରିମକୋର୍ଟଙ୍କୁ ଅବଗତ…
Read More...

୨ ଆତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁ ଓ କଶ୍ମୀରର ବାରମୂଳା ଜିଲ୍ଲା ଅନ୍ତର୍ଗତ ସୋପୋର୍‌ ଠାରେ ଗୁରୁବାର ସୁରକ୍ଷାବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଚାଲିଥିବା ଗୁଳିବିନିମୟରେ ନିହତ ହୋଇଛନ୍ତି ଦୁଇଜଣ ଆତଙ୍କବାଦୀ।ଜମ୍ମୁ ଓ କଶ୍ମୀର ପୁଲିସ,…
Read More...

ଜୁଲାଇ ୩୧ ଯାଏଁ ଲକ୍‌ଡାଉନ ଅବଧି ବଢ଼ାଇଲେ ମମତା

କୋଲକାତା: ପଶ୍ଚିମବଙ୍ଗରେ ବଢ଼ିଲା ଲକ୍‌ଡାଉନ। ଜୁଲାଇ ୩୧ ଯାଏଁ ଲକ୍‌ଡାଉନ ବୃଦ୍ଧି କରିବାକୁ ରାଜ୍ୟସରକାର ନିଷ୍ପତ୍ତି ନେଇଛନ୍ତି। ସୁବେରେ ଲଗାତର ବୃଦ୍ଧି ପାଉଥିବା କରୋନା ଭାଇରସ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି…
Read More...