Browsing Category

National

ଘାଜି ହାଇଦର କଶ୍ମୀର ଘାଟିରେ ହିଜବୁଲ ମୁଜାହିଦ୍ଦିନର ନୂଆ କମାଣ୍ଡର ନିଯୁକ୍ତ

ଶ୍ରୀନଗର : କୁଖ୍ୟାତ ଆତଙ୍କବାଦୀ ସଇଫୁଲ୍ଲା ମୀର ଓରଫ ଘାଜି ହାଇଦର କଶ୍ମୀର ଘାଟିରେ ହିଜବୁଲ ମୁଜାହିଦ୍ଦିନର ନୂଆ କମାଣ୍ଡର ନିଯୁକ୍ତ ହୋଇଛି । ଏହା ସହିତ ଜଫରୁଲ ଇସଲାମକୁ ଘାଟିରେ ସଂଗଠନର ଡେପୁଟି କମାଣ୍ଡର ନିଯୁକ୍ତ…
Read More...

ଟ୍ରେନ ଯାତ୍ରୀଙ୍କ ପାଇଁ ଗାଇଡଲାଇନ ଜାରି…..

ନୂଆଦିଲ୍ଲୀ: ସାରା ଦେଶରେ ଜାରି ରହିଛି ତୃତୀୟ ପର୍ଯ୍ୟାୟ ଲକ ଡାଉନ ଜାରି । ଯାହା ଆସନ୍ତା ୧୭ ମେ’ ରେ ଶେଷ ହେବାକୁ ଯାଉଛି । ହେଲେ ଲକ ଡାଉନ ସରିବା ପୂର୍ବରୁ ରାଜଧାନୀ ଦିଲ୍ଲୀରୁ ଦେଶର ପ୍ରମୁଖ ୧୫ଟି ସହରକୁ ରେଳ ସେବା ଆରମ୍ଭ…
Read More...

ସଡ଼କ କିମ୍ବା ରେଳ ଧାରଣାରେ ଚାଲି ଚାଲି ନ ଯାଇ ଶ୍ରମିକ ସ୍ପେଶାଲ ଟ୍ରେନରେ ଯାତ୍ରା କରନ୍ତୁ

ନୂଆଦିଲ୍ଲୀ: ପ୍ରବାସୀ ଶ୍ରମଜୀବୀମାନେ ଯେମିତି ସଡ଼କ କିମ୍ବା ରେଳଧାରଣା ଉପରେ ଚାଲି ଚାଲି ଘରକୁ ନ ଯାଇ ଶ୍ରମିକ ସ୍ପେସାଲ୍ ଟ୍ରେନ୍‌ରେ ଯାଆନ୍ତି, ସେଥିପ୍ରତି ଦୃଷ୍ଟି ଦେବାକୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳଗୁଡ଼ିକୁ କେନ୍ଦ୍ର…
Read More...

୧୭ଦିନ ପରେ କ୍ୱାରେଂଟାଇନ୍ ଶେଷ କରିପାରିବେ

ନୂଆଦିଲ୍ଲୀ: ଗୃହ ଏକାନ୍ତବାସରେ ଥିବା ରୋଗୀମାନେ ୧୭ ଦିନ ପରେ କ୍ୱାରେଂଟାଇନ୍ ଶେଷ କରିପାରିବେ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏକ ସଂଶୋଧିତ ଗାଇଡ୍‌ଲାଇନ୍‌ରେ କହିଛି। କନ୍ତୁ, ଲକ୍ଷଣ ପ୍ରକାଶ ପାଇବାର ୧୦ ଦିନ…
Read More...

ଜୁନ ୧ ଯାଏଁ ବ୍ରିଟେନରେ ଲକ୍‌ଡାଉନ୍

ଲଣ୍ଡନ: ମହାମାରୀ କରୋନା ଭାଇରସ ଯୋଗୁଁ ଆଗାମୀ ଜୁନ ୧ ତାରିଖ ଯାଏଁ ଲକଡାଉନ ରହିବ । ବ୍ରିଟେନରେ କରୋନା ଭାଇରସ କାୟା ବିସ୍ତାର କରୁଥିବାରୁ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ ଦେଶକୁ ଜୁନ ୧ ତାରିଖ ଯାଏଁ ଲକଡାଉନ ରଖିବାକୁ…
Read More...

ଆସନ୍ତାକାଲି ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥାବାର୍ତା ହେବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଅର୍ଥାତ ଆସନ୍ତାକାଲି ପୁଣିଥରେ କରୋନା ଭାଇରସ ସଙ୍କଟ ସମ୍ପର୍କରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡିଛି । ପ୍ରଧାନମନ୍ତ୍ରୀ ମୋଦୀ ଲକଡାଉନ୍ ୩.୦ ପରେ…
Read More...

ଓଲଟିଲା ଆମ୍ବ ଟ୍ରକ୍; ୫ ଶ୍ରମିକ ମୃତ, ୧୧ ଆହତ

ମଧ୍ୟପ୍ରଦେଶ : ଆମ୍ବ ଟ୍ରକ ଓଲଟି ୫ ଶ୍ରମିକ ମୃତ । ଘଟଣାଟି ଘଟିଛି ମଧ୍ୟପ୍ରଦେଶର ନରସିଂହପୁର ଜିଲ୍ଲା ଅନ୍ତର୍ଗତ ପଥଗ୍ରାମ ପାଖରେ । ଏଥିରେ ୧୧ଜଣ ପ୍ରବାସୀ ଶ୍ରମିକ ଆହତ ହୋଇଛନ୍ତି । ଆହତ ଶ୍ରମିକମାନଙ୍କୁ ଡାକ୍ତରଖାନାରେ…
Read More...

ଭାରତର ବିକାଶ ପାଇଁ ନୂଆ ଆଇଡିଆ ଦେବାକୁ ଆହ୍ୱାନ କଲେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର :  ପୂର୍ବକାଳରେ ଓଡିଆ ଲୋକମାନେ ଦକ୍ଷିଣ-ପୂର୍ବ ଏସୀୟ ଦେଶ ଗୁଡିକରେ ବେପାର ବଣିଜ କରି ବଡ ନାଁ କରିଥିଲେ । ବର୍ତମାନ ଘଡିସନ୍ଧି ମୁହୂର୍ତରେ ଦକ୍ଷିଣ-ପୂର୍ବ ଏସୀୟ ଦେଶ ମାନଙ୍କରେ ରହୁଥିବା ସଫଳ ଓଡିଆମାନେ ଓଡିଶାର…
Read More...

ଘରୋଇ କଲେଜ ଛାତ୍ରଛାତ୍ରୀଙ୍କ ଫି ଛାଡ଼ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଲକଡାଉନ ଯୋଗୁଁ ବନ୍ଦ ଥିବା ଘରୋଇ କଲେଜ ଗୁଡ଼ିକ ଛାତ୍ରଛାତ୍ରୀଙ୍କ ଫି ଛାଡ଼ କରନ୍ତୁ ବୋଲି ଦାବି କରି କରି କରାଯାଇଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । ଏହି ଆବେଦନର ବିଚାର କରି କୋର୍ଟ କହିଛନ୍ତି…
Read More...

ଚୀନର ୱୁହାନ ବଜାରରୁ କରୋନାର ବିସ୍ତାର ହୋଇଛି ବୋଲି ମାନିଲା ଡବ୍ଲ୍ୟୁଏଚଓ

ନୂଆଦିଲ୍ଲୀ: କରୋନା ଜୀବାଣୁ ବିସ୍ତାରକୁ ନେଇ ଚୀନ୍ ଏବଂ ଅନ୍ୟାନ୍ୟ ଦେଶରେ ଚାଲିଥିବା ଆରୋପ ପ୍ରତ୍ୟାରୋପ ମଧ୍ୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ ) ଶେଷରେ ସ୍ୱୀକାର କରିଛି ଯେ କରୋନା ଭାଇରସ ବଢିବାରେ ଚୀନ୍ ଏକ…
Read More...

ମେ’ ୧୫ ରୁ ଆରମ୍ଭ ହୋଇପାରେ ବିମାନ ଚଳାଚଳ!

ନୂଆଦିଲ୍ଲୀ: ଦେଶରେ ବିମାନ ଚଳାଚଳ ଖୁବ୍‌ଶୀଘ୍ର ଆରମ୍ଭ ହେବ। ଆସନ୍ତା ୧୫ ତାରିଖ ସୁଦ୍ଧା ଘରୋଇ ବିମାନ ଉଡ଼ାଣ ଆରମ୍ଭ କରିବାକୁ ଯୋଜନା ହେଉଛି ବୋଲି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ ସଙ୍କେତ…
Read More...

୪ ମାଓବାଦୀ ନିହତ; ଜଣେ ପୋଲିସ ଏସଆଇ ଶହୀଦ

ରାୟପୁର : ଛତିଶଗଡ଼ରେ ଶନିବାର ପୋଲିସ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି। ଏଥିରେ ୪ ଜଣ ମାଓବାଦୀ ନିହତ ହୋଇଥିବାବେଳେ ଜଣେ ପୋଲିସ ଏସଆଇ ଶହୀଦ ହୋଇଛନ୍ତି। ମାନପୁର ଥାନା ଅନ୍ତର୍ଗତ ପରଧୋନୀ ଗାଁ ନିକଟ ଜଙ୍ଗଲରେ…
Read More...

ମଦର ହୋମ୍ ଡେଲିଭରି ପାଇଁ ରାଜ୍ୟ ସରକାରମାନେ ବିଚାର କରନ୍ତୁ

ନୂଆଦିଲ୍ଲୀ : ଦେଶର ବିଭିନ୍ନ ସହରରେ ମଦ ଦୋକାନ ଖୋଲିବା ପରେ ସେଗୁଡ଼ିକ ସାମନାରେ ପ୍ରବଳ ଗହଳି ପରିଲକ୍ଷିତ ହୋଉଛି । ଏହାକୁ ନେଇ ସରକାରଙ୍କ ଚିନ୍ତା ବଢିଯାଇଛି । ତେବେ ଏ ପ୍ରସଙ୍ଗରେ ଆଜି ଏକ ଗୁରୁତ୍ୱପୂର୍ଣ ମତାମତ ଦେଇଛନ୍ତି…
Read More...

ବାୟୁସେନାର ମିଗ୍‌-୨୯ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ

ଚଣ୍ଡୀଗଡ଼: ପଞ୍ଜାବରେ ଭାରତୀୟ ବାୟୁସେନାର ମିଗ୍‌-୨୯ ଯୁଦ୍ଧ ବିମାନ ଶୁକ୍ରବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ନୱାଁସହର ଜିଲା ଅନ୍ତର୍ଗତ ଚୁହାଡ଼ପୁର ଗାଁ ନିକଟରେ ବିମାନଟି ଆକାଶରୁ ହଠାତ୍‌ ଖସିପଡ଼ିଥିଲା। ଏହା ପରେ ସେଥିରେ ନିଆଁ…
Read More...