Browsing Category

National

ଚଳିତ ବର୍ଷ ଶେଷ ସୁଦ୍ଧା ଆମେରିକା ବାହାର କରିବ କରୋନା ଭାଇରସ୍ ଟୀକା

ୱାଂଶିଟନ: କରୋନା ଯୋଗୁଁ ଚାରିଆଡେ ସ୍ଥିତି ଖରାପ ହୋଇଥିବାବେଳେ ଏହାର ଅଧିକ ପ୍ରଭାବ ସବୁଠାରୁ ଅଧିକ ଆମେରିକାରେ ଦେଖିବାକୁ ମିଳୁଛି । ଏହି ସମୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ,  ମୋର ବିଶ୍ୱାସ ଯେ,…
Read More...

ଭାରତୀୟ ରେଳବାଇ ପକ୍ଷରୁ ‘ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍‌’ ପାଇଁ ନିର୍ଦ୍ଦେଶାବଳୀ ଜାରି

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ରବିବାର ଦିନ ଲକଡାଉନ କାଳରେ ଦେଶର ବିଭିନ୍ନ ସ୍ଥାନରେ ଅଟକି ରହିଥିବା ଶ୍ରମିକ, ତୀର୍ଥଯାତ୍ରୀ, ପର୍ଯ୍ୟଟକ, ଛାତ୍ର ତଥା ଅନ୍ୟାନ୍ୟ ବ୍ୟକ୍ତିଙ୍କ ପରିବହନ ପାଇଁ ନିୟୋଜିତ ‘ଶ୍ରମିକ ସ୍ୱତନ୍ତ୍ର…
Read More...

ହଣ୍ଡୱାରା ଘଟଣାରେ ସହିଦଙ୍କ ଅବସରରେ ପ୍ରତିରକ୍ଷାମନ୍ତ୍ରୀଙ୍କ ଶୋକ

ନୂଆଦିଲ୍ଲୀ: ରବିବାର ଜମ୍ମୁ ଓ କଶ୍ମୀରର ହଣ୍ଡୱାରା ସହରରେ ଆତଙ୍କବାଦୀଙ୍କ ସହ ଗୁଳିବିନିମୟ କରି ସହିଦ ହୋଇଥିବା ୫ଜଣ ସୁରକ୍ଷାକର୍ମୀଙ୍କ ପ୍ରତି ଶୋକବ୍ୟକ୍ତ କରିଛନ୍ତି।ଟୁଇଟ୍ କରି ସିଂହ ଲେଖିଛନ୍ତି, ଅଭିଯାନରେ ସହିଦ…
Read More...

ହଣ୍ଡୱାରାରେ ଗୁଳିବିନିମୟ: ୪ ଯବାନ, ଜଣେ ପୋଲିସ କର୍ମଚାରୀ ଓ ୨ ଆତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁ ଓ କଶ୍ମୀରର କୁପ୍‌ୱାଡ଼ା ଜିଲ୍ଲା ଅନ୍ତର୍ଗତ ହଣ୍ଡ୍‌ୱାରା ସହରରେ ଆତ୍ମଗୋପନ କରିଥିବା ଆତଙ୍କବାଦୀ ଓ ନିରାପତା ବଳଙ୍କ ମଧ୍ୟରେ ଚାଲିଥିବା ଭୀଷଣ ଗୁଳି ବିନିମୟ ପ୍ରାୟ ୮ ଘଂଟା ପରେ ଶେଷ ହୋଇଛି। ଏହି…
Read More...

କରୋନା ସଂକ୍ରମଣରେ ଲୋକପାଳ ସଦସ୍ୟ ଜଷ୍ଟିସ ଅଜୟ କୁମାର ତ୍ରିପାଠୀଙ୍କ ପରଲୋକ

ନୂଆଦିଲ୍ଲୀ : କରୋନା ସଂକ୍ରମଣରେ ଲୋକପାଳ ସଦସ୍ୟ ତଥା ଛତିଶଗଡ଼ ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ଅଜୟ କୁମାର ତ୍ରିପାଠୀଙ୍କର ଶନିବାର ସନ୍ଧ୍ୟାରେ ପରଲୋକ ଘଟିଛି । ତାଙ୍କୁ ୬୩ବର୍ଷ ହୋଇଥିଲା । ସେ ନୂଆଦିଲ୍ଲୀ…
Read More...

ପରିଶେଷରେ ସାମ୍ନାକୁ ଆସିଲେ କିମ୍ ଜୋଙ୍ଗ ଉନ୍

ପୋଙ୍ଗୟାଙ୍ଗ: ଉତରକୋରିଆର ଏକଚ୍ଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ ଉନ୍‌ଙ୍କ ମୃତ୍ୟୁକୁ ନେଇ ଲାଗିରହିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି। କିମ୍‌ ଗତ ଶୁକ୍ରବାର ସାମ୍ନାକୁ ଆସିଛନ୍ତି। ଉତରକୋରିଆର ରାଜଧାନୀରେ କିମ୍‌ ଏକ…
Read More...

ଉରି ସେକ୍ଟରରେ ଗୁଳି ବିନିମୟ; ୨ ଯବାନ ଶହିଦ୍

ଶ୍ରୀନଗର: ଜମ୍ମୁ କଶ୍ମୀରର ଉରି ସେକ୍ଟରରେ ପାକିସ୍ତାନ ତରଫରୁ ହୋଇଥିବା ଗୁଳିରେ ଭାରତୀୟ ସେନାର ୨ ଜଣ ଯବାନ ଶହିଦ ହୋଇଛନ୍ତି । ଏଥି ସହିତ ୪ ଜଣ ଭାରତୀୟ ନାଗରିକ ମଧ୍ୟ ଆହତ ହୋଇଥିବା ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି…
Read More...

ଉଜ୍ଜଳା ଯୋଜନାକୁ ୪ ବର୍ଷ : ଆଠ କୋଟି ଗରିବ ମହିଳାଙ୍କୁ ମିଳିଲା ମାଗଣା ଗ୍ୟାସ, ଧର୍ମେନ୍ଦ୍ର କହିଲେ ଉଜ୍ଜ୍ବଳା ଏକ…

ଭୁବନେଶ୍ୱର   :  ଉଜ୍ଜଳା ଯୋଜନାକୁ ୪ ବର୍ଷ  । ୨୦୧୬ ମେ ପହିଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତର ପ୍ରଦେଶ ବାଲିଆରେ ଉଜ୍ଜ୍ବଳା ଯୋଜନାର ଶୁଭାରମ୍ଭ କରିଥିଲେ । ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଦେଶରେ…
Read More...

ପାଳଘର ହତ୍ୟାକାଣ୍ଡ: ୨ ଶିଶୁଙ୍କ ପାଠ ପଢ଼ା ଖର୍ଚ୍ଚ ତୁଲାଇବେ ରବୀନା

ମୁମ୍ବାଇ: ମହାରାଷ୍ଟ୍ର ପାଳଘରଠାରେ ସାଧୁମାନଙ୍କ ସମେତ ଜଣେ ୩୫ ବର୍ଷୀୟ ବାହନ ଚାଳକ ନୀଲେଶ ତେଲଗଡେଙ୍କୁ ମଧ୍ୟ ହତ୍ୟା କରାଯାଇଥିଲା । ନୀଲେଶଙ୍କ ପରିବାରରେ ତାଙ୍କର ମା’ ଓ ପତ୍ନୀଙ୍କ ବ୍ୟତୀତ ୨ ଜଣ ଶିଶୁ ଅଛନ୍ତି । ବଲିଉଡ…
Read More...

କରୋନାର ଶିକାର ହେଲେ ଋଷ୍ ର ପ୍ରଧାନମନ୍ତ୍ରୀ

ଋଷ୍‌: ଋଷ୍ ରେ କରୋନା ଭାଇରସର ପ୍ରକୋପ ବଢ଼ିବାରେ ଲାଗିଛି । ଏପରିକି ଦେଶର ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ କରୋନା ଭାଇରସ ଛାଡ଼ିନାହିଁ । ଋଷ୍  ର ପ୍ରଧାନମନ୍ତ୍ରୀ ମିଖାଲି ମିସୁସ୍ତିନ୍‌ କରୋନା ଭାଇରସ ସଂକ୍ରମିତ ଚିହ୍ନଟ ହୋଇଛନ୍ତି…
Read More...

ଖୋଲିଲା କେଦାରନାଥଙ୍କ ଦ୍ୱାର, ମାତ୍ର ଯାଇପାରିବେନି ଶ୍ରଦ୍ଧାଳୁ

ନୂଆଦିଲ୍ଲୀ: କରୋନା ଭାଇରସ ପାଇଁ ଦେଶରେ ଲକଡାଉନ ଜାରି ରହିଥିବା ବେଳେ ଆଜି ସକାଳ ୬ଟା ୧୦ରେ ପ୍ରସିଦ୍ଧ କେଦାରନାଥ ମନ୍ଦିରର ଦ୍ୱାର ଖୋଲିଛି । ବିଧି ବିଧାନ ଓ ପରମ୍ପରା ସହିତ ଭଗବାନ ଶିବଶଙ୍କରଙ୍କ ପ୍ରବେଶ ଦ୍ୱାରକୁ…
Read More...

୨ ଆତଙ୍କବାଦୀ ନିହତ

ଶ୍ରୀନଗର:  ଜମ୍ମୁ ଓ କଶ୍ମୀରର ଶୋପିଆଁ ଜିଲ୍ଲା ଅନ୍ତର୍ଗତ ମେଲହୋରା ଠାରେ ମଙ୍ଗଳବାର ରାତିରେ ନିରାପତା ବଳ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ଅନ୍ୟୂନ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।ସୂଚନା…
Read More...

କରୋନାରେ ମୃତ୍ୟୁ ହେଲେ ବନ୍ଦର କର୍ମଚାରୀଙ୍କୁ ମିଳିବ ୫୦ ଲକ୍ଷ କ୍ଷତିପୂରଣ

ନୂଆଦିଲ୍ଲୀ : କରୋନା ସଂକ୍ରମଣରେ କୌଣସି ବନ୍ଦର କର୍ମଚାରୀଙ୍କ ଓ ଶ୍ରମିକଙ୍କର ମୃତ୍ୟୁ ଘଟିଲେ ସେମାନଙ୍କୁ ପରିବାରକୁ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରାଯିବ। ଜାହାଜ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଏହି ଘୋଷଣା…
Read More...

ସିରିଆରେ ବୋମା ବିସ୍ଫୋରଣ: ୪୦ ମୃତ

ସିରିଆ: ସିରିଆ ସହର ଆଫରିନରେ ମଙ୍ଗଳବାର ବିଳମ୍ବିତ ରାତିରେ ବୋମା ବିସ୍ଫୋରଣ ଫଳରେ ୪୦ଜଣଙ୍କର ମୃତ୍ୟୁ ଘଟିଛି । ଏଥିରେ ୧୧ଜଣ ପିଲା ସାମିଲ ଥିବା ଜଣାପଡିଛି । ଏ ନେଇ ତୁର୍କୀର ପ୍ରତିରକ୍ଷା ମନ୍ତ୍ରାଳୟ କହିଛି । ଏଥିପାଇଁ…
Read More...