Browsing Category

National

ମୁଖ୍ୟମାନଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ମୁଖ୍ୟମନ୍ତ୍ରୀମାନଙ୍କ ସହ ଭିଡିଓ କନଫରେନସିଙ୍ଗ ଜରିଆରେ କୋରୋନା ଭାଇରସ୍ ସମ୍ପର୍କରେ କଥାବାର୍ତା ହୋଇଛନ୍ତି । ଏହି ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା…
Read More...

ଗଣମାଧ୍ୟମକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ: କରୋନା ଖବର ପ୍ରକାଶ କରିବା ସମୟରେ ସତର୍କତା ଅବଲମ୍ୱନ କରନ୍ତୁ

ନୂଆଦିଲ୍ଲୀ: ସମଗ୍ର ଦେଶରେ ମହାମାରୀ କରୋନାକୁ ନେଇ ଲାଗି ରହିଛି ଆତଙ୍କ । ଏଭଳି ମୂହୁର୍ତ୍ତରେ କରୋନା ଭାଇରସ୍‌ ସଂପର୍କରେ ଅତ୍ୟନ୍ତ ଦାୟିତ୍ୱ ସଂପନ୍ନ ଭାବେ ଖବର ପ୍ରସାରଣ କରିବା ଲାଗିି, ମୁଦ୍ରିତ, ବୈଦ୍ୟୁତିକ ଏବଂ…
Read More...

ରୁଷରୁ ଭେଂଟିଲେଟର କିଣିବ ଆମେରିକା

ୱାଶିଂଟନ: ଆମେରିକାରେ କରୋନା ସ୍ଥିତି ଅସମ୍ଭାଳ ରହିଛି । ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷରେ ପହଂଚିଥିବାବେଳେ ମୃତ୍ୟୁ ସଂଖ୍ୟା ୫ ହଜାର ଅତିକ୍ରମ କରିଛି । ଦିନକୁ ଦିନ ଆମେରିକାରେ ସ୍ଥିତି ଅସମ୍ଭାଳ କାରଣରୁ ପ୍ରଶାସନ…
Read More...

ରାମ ନବମୀର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ପବିତ୍ର ରାମ ନବମୀ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ରାମ ନବମୀର ଶୁଭେଚ୍ଛା ଜଣାଇଛନ୍ତି । ଏହାକୁ ନେଇ ନିଜ ଟ୍ୱିଟରରେ ସେୟାର କରି ଲେଖିଛନ୍ତି ଯେ, ପବିତ୍ର ରାମ ନବମୀ ଅବସରରେ…
Read More...

ରାମ ନବମୀର ଶୁଭେଚ୍ଛା ଜଣାଇଲେ ଉପ-ରାଷ୍ଟ୍ରପତି

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଏମ୍ ଭେଙ୍କେୟା ନାଇଡୁ ରାମନବମୀର ପୂର୍ବ ସନ୍ଧ୍ୟାରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହାସହ ଶ୍ରୀରାମଙ୍କ ଆଦେଶକୁ ଅନୁକରଣ କରିବାକୁ କହିଛନ୍ତି ।ରାମନବମୀର ପବିତ୍ର ଅବସରରେ…
Read More...

କୋରୋନା ମହାମାରୀ: ୨୪ ଘଂଟାରେ ଆମେରିକାରେ ୮୮୪ ଜଣଙ୍କ ଗଲା ଜୀବନ

ୱାଶିଂଟନ: ମାହାମାରୀ କୋରୋନା ଭାଇରସ ଆମେରିକାରେ ଅତି ଭୟାନକ ପରିସ୍ଥିତି ସୃଷ୍ଟି କରିଛି । ଆମେରିକାରେ କୋରୋନା ମୃତ୍ୟୁ ସଂଖ୍ୟା ଚୀନକୁ ଟପିସାରିଲାଣି । ସେପଟେ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ଚୀନ ଠାରୁ ଦୁଇଗୁଣ ହେବାକୁ ଯାଉଛି…
Read More...

ଭାରତରେ ବୃଦ୍ଧି ପାଇଲା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା; ଦିଲ୍ଲୀର ନିଜାମୁଦ୍ଦିନ୍ ଧାର୍ମିକ ସମ୍ମିଳନୀ ଦାୟୀ

ନୂଆଦିଲ୍ଲୀ: ଭାରତରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ମାତ୍ର ୨୪ ଘଂଟାରେ ଭାରତରେ ୩୮୬ ଜଣ ନୂଆ ସଂକ୍ରମଣ ମାମଲା ସାମ୍ନାକୁ ଆସିଥିବାବେଳେ ମୃତ୍ୟୁ ସଂଖ୍ୟା ୩୮ ରହିଛି । ଗୋଟିଏ ଦିନରେ ଏହା ହେଉଛି…
Read More...

କୋରୋନା: ଭାରତରେ ସଂକ୍ରମଣଙ୍କ ସଂଖ୍ୟା ୧୩୯୭, ମୃତ୍ୟୁ ସଂଖ୍ୟା ୩୫

ନୂଆଦିଲ୍ଲୀ: ଦେଶର ବର୍ତମାନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅନୁସାରେ,ବର୍ତମାନ ଦେଶରେ ମୋଟ ୧୩୯୭ ଜଣ ସଂକ୍ରମଣର ଶିକାର ହୋଇଥିବା ବେଳେ ମୃତ୍ୟସଂଖ୍ୟା ୩୫ରେ…
Read More...

ଆମେରିକା ପାଇଁ ଆଗାମୀ ଦୁଇ ସପ୍ତାହ ଅତ୍ୟନ୍ତ ଯନ୍ତ୍ରଣାଦାୟକ: ଟ୍ରମ୍ପ

ୱାସିଂଟନ୍: କୋରୋନା ମହାମାରୀରେ ସର୍ବାଧିକ କ୍ଷତି ସହୁଛି ଇଟାଲି, ସ୍ପେନ୍‌, ଇରାକ୍‌ ଓ ଆମେରିକା ।  ମଙ୍ଗଳବାର ଆମେରିକାରେ କୋରାନା ଭାଇରସରେ ମୃତ୍ୟୁ ସଂଖ୍ୟା ୩, ୪୧୬ରେ ପହଂଚିଛି । ଏହା ପରେ ରାଷ୍ଟ୍ରପତି ଟ୍ରମ୍ପ୍…
Read More...

ନିଜାମୁଦ୍ଦିନ୍ ଧାର୍ମିକ ସମ୍ମିଳନୀ: ୯୦ ଜଣଙ୍କର କୋରୋନା ପଜିଟିଭ୍‌

ନୂଆଦିଲ୍ଲୀ: ନିଜାମୁଦ୍ଦିନ୍ ରେ ଆୟୋଜିତ ହୋଇଥିବା ଧାର୍ମିକ ସମ୍ମିଳନୀରେ ଯୋଗ ଦେଇଥିବା ଲୋକଙ୍କ ମଧ୍ୟରୁ ୯୦ଜଣ କୋରୋନାର ଶିକାର ହୋଇଥିବା ସାମ୍ନାକୁ ଆସିଛି । ଏହାବ୍ୟତୀତ ବର୍ତମାନ ସୁଦ୍ଧା ୭ଜଣଙ୍କ ପ୍ରାଣହାନୀ ହୋଇଥିବା ମଧ୍ୟ…
Read More...

ପିଏମ୍ କେୟାର୍ସ ଫଣ୍ଡକୁ ୨୫ ହଜାର ଟଙ୍କା ଦାନ କଲେ ପ୍ରଧାନମନ୍ତ୍ରୀଙ୍କ ମା’

ନୂଆଦିଲ୍ଲୀ: କୋରୋନା ମୁକାବିଲା ପାଇଁ ପିଏମ୍ କେୟାର୍ସ ଫଣ୍ଡକୁ ବିଭିନ୍ନ ଆଡୁ ଦାନର ସୁଅ ଛୁଟିବାରେ ଲାଗିଛି । ଏଥିରେ ପ୍ରଧାନମନ୍ତ୍ରୀଙ୍କ ମା’ ମଧ୍ୟ ସାମିଲ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ ହୀରାବେନ…
Read More...

ଦିଲ୍ଲୀରେ ମେଟ୍ରୋରେ ମାଗଣାରେ ଯାତ୍ରା କରିବେ ପୋଲିସ

ନୂଆଦିଲ୍ଲୀ: ଦିଲ୍ଲୀରେ ଲକ୍ ଡାଉନ୍ କୁ ଦୃଷ୍ଟିରେ ରଖି ପୋଲିସ କର୍ମୀମାନେ ମାଗଣାରେ ମେଟ୍ରୋରେ ଯାତାୟତ କରିପାରିବେ । ଏନେଇ ଏକ ରିପୋର୍ଟରୁ ଜଣାପଡିଛି । ଡ୍ୟୁଟିରେ ମୁତୟନ ଥିବା ପୋଲିସକର୍ମୀମାନେ ଘର, ଥାନା ଅଥବା ବ୍ୟାଙ୍କ…
Read More...

ଦିଲ୍ଲୀର ନିଜାମୁଦ୍ଦିନ୍ ର ଧାର୍ମିକ ସମାବେଶ: ୨୪ଜଣ ପଜିଟିଭ୍‌, ୭ମୃତ

ନୂଆଦିଲ୍ଲୀ: ଦିଲ୍ଲୀର ନିଜାମୁଦ୍ଦିନ୍ ଧାର୍ମିକ ସମାବେଶ ଏବେ ଦେଶ ପାଇଁ ସୃଷ୍ଟି କରିଛି ଚିନ୍ତାର କାରଣ । ତେବେ ଏହି ଧାର୍ମିକ ସମାବେଶରୁ ଆସିଥିବା ଲୋକଙ୍କ ମଧ୍ୟରୁ ୨୪ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଥିବାବେଳେ ବର୍ତମାନ…
Read More...

କ୍ୱାରେନଂଟାଇନ୍ ରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ

ଇସ୍ରାଏଲ: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁଙ୍କୁ କ୍ୱାରେଂଟାଇନ୍ ରେ ରଖାଯାଇଛି । କିଛି ଗଣମାଧ୍ୟରେ ତାଙ୍କର କୋରୋନା ରିପୋର୍ଟ ପଜିଟିଭ ବୋଲି ପ୍ରକାଶ ପାଇଥିଲା । ମାତ୍ର ନେତନ୍ୟାହୁଙ୍କୁ ରିପୋର୍ଟ ନେଗେଟିଭ୍…
Read More...