Browsing Category

Odisha

ଡକ୍ଟର ଉମାକାନ୍ତ ମିଶ୍ର ‘ସକାଳ’ର ସମ୍ପାଦକ

ଭୁବନେଶ୍ୱର : ନୂଆ ପରିପାଟୀରେ ଡିସେମ୍ବର ପହିଲାରେ ଆତ୍ମପ୍ରକାଶ କରିବାକୁ ଯାଉଥିବା ‘ସକାଳ’ ଦୈନିକ ଓଡିଆ ଖବର କାଗଜ ‘ସକାଳ’ର ସମ୍ପାଦକ ଭାବେ ଡକ୍ଟର ଉମାକାନ୍ତ ମିଶ୍ର ଯୋଗ ଦେଇଛନ୍ତି । ଦୈନିକ ‘ସକାଳ’ ନୂଆ ପରିପାଟୀରେ…
Read More...

ଓଡ଼ିଶା ମୋ ପରିବାର ସହାୟତାରେ କତାରରୁ ଓଡ଼ିଶା ଫେରିଲେ କୋମାରେ ଥିବା ବ୍ୟକ୍ତି

ଭୁବନେଶ୍ୱର: ଓଡିଶା ମୋ ପରିବାର, ଓଡ଼ିଆ ମହାମଞ୍ଚ ଓ ଯାଜପୁର ସାଂସଦଙ୍କ ଉଦ୍ୟମ କ୍ରମେ କତାରରୁ ଓଡିଶା ଫେରିଛନ୍ତି ଅଜୟ କୁମାର ମଲ୍ଲିକ। ଲକଡାଉନ କଟକଣା ଯୋଗୁଁ ଫେରିବାରେ ସୃଷ୍ଟି ହୋଇଥିଲା ସମସ୍ୟା । ଇତିମଧ୍ୟରେ ସେ ବ୍ରେନ୍‌…
Read More...

ଡିସେମ୍ବର‌ରେ ୭୫% କର୍ମଚାରୀଙ୍କୁ ନେଇ ଚାଲିବ ସରକାରୀ ଅଫିସ

ନୂଆଦିଲ୍ଲୀ: ଡିସେମ୍ବର‌ରେ ୭୫% କର୍ମଚାରୀଙ୍କୁ ନେଇ ରାଜ୍ୟରେ ଚାଲିବ ସରକାରୀ ଅଫିସ। ଏ ନେଇ ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଆସନ୍ତା ମାସ‌ରେ କଟକ ଏବଂ ଭୁବନେଶ୍ବରରେ ଥିବା ସରକାରୀ…
Read More...

‘ପରୀ’ ମୃତ୍ୟୁ ଘଟଣାର ତଦନ୍ତ ଲାଗି ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ଏସଆଇଟି ଗଠନ : ହାଇକୋର୍ଟଙ୍କୁ ଜଣାଇଲେ ସରକାର

ଭୁବନେଶ୍ୱର: ନୟାଗଡ଼ର ବହୁଚର୍ଚ୍ଚିତ ‘ପରୀ’ ହତ୍ୟା ଘଟଣା ଓଡ଼ିଶା ହାଇକୋର୍ଟର ଜଣେ କାର୍ଯ୍ୟରତ ବିଚାରପତିଙ୍କ ତତ୍ତ୍ବାବଧାନରେ ଏସଆଇଟି ତଦନ୍ତ କରିବା ଦିଗରେ ପ୍ରକ୍ରିୟା ଆରମ୍ଭ କରିଛନ୍ତି ରାଜ୍ୟ ସରକାର।  ବରିଷ୍ଠ ଆଇପିଏସ…
Read More...

ଲିଭର ପ୍ରତ୍ୟାରୋପଣ ପାଇଁ ସମ ହସ୍ପିଟାଲ ଓ ଏସିଆନ ଇନ୍ଷ୍ଟିଚ୍ୟୁଟ ଅଫ ଗ୍ୟାଷ୍ଟ୍ରୋଏନଟେରୋଲୋଜି (ଏଆଇଜି ) ମଧ୍ୟରେ…

ଭୁବନେଶ୍ୱର  : ଶିକ୍ଷା ଓ ଅନୁସନ୍ଧାନ (ଡିମଡ଼ ଟୁ ବି ୟୁନିଭରସିଟି ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନସେସ ଆଣ୍ଡ ସମ ହସ୍ପିଟାଲ ସହିତ ହାଇଦ୍ରାବାଦ ସ୍ଥିତ ଏସିଆନ ଇନ୍ଷ୍ଟିଚ୍ୟୁଟ ଅଫ ଗ୍ୟାଷ୍ଟ୍ରୋଏନଟେରୋଲୋଜି…
Read More...

ଗିରଫ ପରେ ଆଇଏଫଏସ୍ ଅଭୟକାନ୍ତ ପାଠକଙ୍କୁ ନିଲମ୍ବନ କଲେ ରାଜ୍ୟ ସରକାର

ଭୁବନେଶ୍ବର : ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ରାଜ୍ୟ ଭିଜିଲାନ୍ସ ଦ୍ବାରା  ଗିରଫ ହୋଇ ଜେଲ ଯାଇଥିବା ଜଙ୍ଗଲ ବିଭାଗର ଅଧିକାରୀ ଅଭୟ ପାଠକଙ୍କୁ ରାଜ୍ୟ ସରକାର ନିଲମ୍ବନ କରିଛନ୍ତି । ବରିଷ୍ଠ ଆଇଏଫଏସ୍ ଅଧିକାରୀ ତଥା…
Read More...

ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ୍‌ କଲେଜ୍

ଭୁବନେଶ୍ୱର: କୋଭିଡ-୧୯ ଯୋଗୁଁ ଦୀର୍ଘ ୮ ମାସ ବନ୍ଦ ହୋଇଥିବା ଓଡ଼ିଶାର ସମସ୍ତ ମେଡିକାଲ କଲେଜ ଡିସେମ୍ବର ୧ରୁ ପୁଣି ଖୋଲିବ। ଉଚ୍ଚଶିକ୍ଷା ବିଭାଗର ସଚିବ, ଡିନ୍ ,ପ୍ରିନ୍ସିପାଲ ଓ ବିଭିନ୍ନ ମେଡିକାଲ୍ କଲେଜର ପରୀକ୍ଷା…
Read More...

ମୋ ପରିବାର ସମନ୍ଵୟରେ ବାହାରିନରୁ ଓଡ଼ିଶା ଆସିଲା ମୃତ ଯୁବକଙ୍କ ପାର୍ଥିବ ଶରୀର

ଭୁବନେଶ୍ୱର: ଓଡ଼ିଶା ମୋ ପରିବାର ସମନ୍ଵୟ ରେ ବାହାରିନରୁ ଆସିଲା ଓଡ଼ିଆ ଯୁବକଙ୍କ ପାର୍ଥିବ ଶରୀର । ଚାନ୍ଦବାଲି କିସ୍ମତ ଗାଁ ର ଯୁବକ ଦେବାଶିଷ ସାହୁ । ବାହାରିନରେ କ୍ରାଉନ ଇଲେକ୍ଟିକାଲ କମ୍ପାନୀରେ ଦୀର୍ଘ ୫ବର୍ଷ ହେବ…
Read More...

‘ପରୀ’ ମୃତ୍ୟୁ ମାମଲାର ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ପରୀ’ ମୃତ୍ୟୁ ମାମଲାର ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ବିଧାନସଭାରେ ଏହି ବିଷୟ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ସେ ବିଧାନସଭାକୁ ସୁରୁଖୁରୁ ଭାବେ ଚଳାଇବା ଲାଗି…
Read More...

ଧର୍ମପଦ ପୁରସ୍କାର ଓ ଶିଳ୍ପୀ ସମ୍ବର୍ଦ୍ଧନା ଘୋଷଣା

ଭୁବନେଶ୍ୱର : ଓଡିଶା ଲଳିତ କଳା ଏକାଡେମୀ ଆନୁକୂଲ୍ୟରେ ଦିଆଯାଉଥିବା ସର୍ବୋଚ୍ଚ ସମ୍ମାନ “ଧର୍ମପଦ ସମ୍ମାନ” ଆଜି ଘୋଷଣା କରାଯାଇଛି । ରାଜ୍ୟ ପର୍ଯ୍ୟଟନ, ଓଡିଆ ଭାଷା,ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଜ୍ୟୋତିପ୍ରକାଶ…
Read More...

ଶ୍ରୀଜିଉଙ୍କ ଦୁର୍ଲଭ ନାଗାର୍ଜୁନ ବେଶ ସଂପନ୍ନ,  ବେଶ ଦର୍ଶନରୁ ଭକ୍ତ-ଶ୍ରଦ୍ଧାଳୁ ବଞ୍ଚିତ

ପୁରୀ:  ଶ୍ରୀକ୍ଷେତ୍ରରେ ସଂପନ୍ନ ହୋଇଛି ଶ୍ରୀଜିଉଙ୍କ ଦୁର୍ଲଭ ନାଗାର୍ଜୁନ ବେଶ । ଏ ନେଇ ପୁରୀ ଜିଲ୍ଲାପାଳ ବଲଓ୍ୱନ୍ତ ସିଂ ସୂଚନା ଦେଇଛନ୍ତି। ୨୬ ବର୍ଷ ପରେ ଆଜି ରତ୍ନ ସିଂହାସନରେ ମହାପ୍ରଭୁଙ୍କ ବୀର ବେଶ ବା ପର୍ଶୁରାମ ବେଶ…
Read More...

ସାମ୍ବାଦିକଙ୍କ କଲ୍ୟାଣ ପାଣ୍ଠିର ସଂଶୋଧନ : କାର୍ଯ୍ୟରତ ସାମ୍ବାଦିକଙ୍କ ମୃତ୍ୟୁ ହେଲେ ପରିବାରକୁ ମିଳିବ ୪ ଲକ୍ଷ ଟଙ୍କାର…

ଭୁବନେଶ୍ୱର: ସାମ୍ବାଦିକଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା । ଓଡିଶା ରାଜ୍ୟ କାର୍ଯ୍ୟରତ ସାମ୍ବାଦିକଙ୍କ କଲ୍ୟାଣ ପାଣ୍ଠି ୨୦୦୬ର ସଂଶୋଧନ କରିଛନ୍ତି ରାଜ୍ୟ ସରକାର । କାର୍ଯ୍ୟରତ ସାମ୍ବାଦିକଙ୍କ ମୃତ୍ୟୁ ହେଲେ ପରିବାର…
Read More...

କଟକ ସଦର ଥାନା ଅଞ୍ଚଳରେ ନକଲି ଘିଅ କାରଖାନା ଠାବ

କଟକ: କଟକରେ ପୁଣି ଠାବ କରାଯାଇଛି ନକଲି ଘିଅ କାରଖାନା। ସଦର ଥାନା ଅଞ୍ଚଳର ଗବଗସ୍ତରେ ନକଲି ଘିଅ କାରଖାନା ଠାବ କରିଛି ପୁଲିସ। କାରଖାନାରେ ନକଲି ଘିଅ କାରଖାନା ଠାବ କରାଯିବା ପରେ କାରଖାନାକୁ ସିଲ କରାଯାଇଛି। ମାଲଗୋଦାମରୁ…
Read More...

ପରି ମୃତ୍ୟୁ ଘଟଣାରେ ଯିଏ ବି ଦୋଷୀ ସେ ଦଣ୍ଡ ପାଉ,ଘଟଣାର ରାଜନୀତିକରଣ ନ ହେଉ : ମନ୍ତ୍ରୀ ଅରୁଣ ସାହୁ

ଭୁବନେଶ୍ବର:  ‘ପରୀ’ ହତ୍ୟା ଘଟଣାରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ଏବଂ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ଆଜି ବିଧାନସଭାରେ ବିବୃତ୍ତି ରଖିଛନ୍ତି। ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି ଯେ…
Read More...