Browsing Category

Odisha

ଦଳିତଙ୍କ ଜମି ହାତେଇବା ଘଟଣା : ଜୟ-ଜଗି ଦଣ୍ଡ ପାଇବା ଆବଶ୍ୟକ- ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ର

ଭୁବନେଶ୍ୱର: ଦଳିତଙ୍କ ଜମି ହାତେଇବା ଘଟଣାରେ ହାଇକୋର୍ଟରେ ଜଗି ମଙ୍ଗତ ପଣ୍ଡା ଓ ବୈଜୟନ୍ତ ପଣ୍ଡାଙ୍କ ଆବେଦନ ଖାରଜ ହୋଇଛି । ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ର କହିଛନ୍ତି,…
Read More...

ପିପିଲି ଥାନାରେ ଥାର୍ଡ ଡିଗ୍ରୀ ମାମଲାର ତଦନ୍ତ କରିବେ ବସେଣ୍ଟ୍ରାଲ ରେଞ୍ଜ ଡିଆଇଜି

ପିପିଲି : ଥାନାରେ ଅଭିଯୁକ୍ତଙ୍କୁ ପୋଲିସର ଥାର୍ଡ ଡିଗ୍ରୀ ଘଟଣା, ତଦନ୍ତ ନିର୍ଦ୍ଦେଶ ଦେଲେ କେନ୍ଦ୍ରାଞ୍ଚଳ ଆଇଜି । କଟକସ୍ଥିତ ସେଣ୍ଟ୍ରାଲ ରେଞ୍ଜ ଡିଆଇଜିଙ୍କ ଦ୍ୱାରା ଘଟଣାର ତଦନ୍ତ କରାଯିବ ବୋଲି ରାଜ୍ୟ ପୁଲିସ ପକ୍ଷରୁ…
Read More...

କୋଟିଆରେ ସୀମା ବିବାଦ ସ୍ଥିତିର ସମୀକ୍ଷା କଲେ ଦକ୍ଷିଣାଞ୍ଚଳ ଆରଡିସି

ଜୟପୁର : କୋରାପୁଟ କୋଟିଆ ସମ୍ବାଇରେ ପହଞ୍ଚି ସୀମା ବିବାଦ ସ୍ଥିତିର ସମୀକ୍ଷା କଲେ ଦକ୍ଷିଣାଞ୍ଚଳ ଆରଡିସି। ସୁନାବେଡା ଗାଁର ବିବାଦୀୟ ସ୍ଥାନକୁ ଯାଇ ସ୍ଥିତି ପରଖିବା ସହ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଥିଲେ ଆରଡିସି।…
Read More...

ଓଡ଼ିଶାରେ ୫୭ ହଜାର ୩୭୯ କୋଟି ବ୍ୟୟରେ କାର୍ଯ୍ୟକାରୀ ହେଉଥିବା ୪୬ଟି ସାଗରମାଳା ପ୍ରକଳ୍ପର ସମୀକ୍ଷା କଲେ…

ନୂଆଦିଲ୍ଲୀ/ଭୁବନେଶ୍ୱର :  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଶନିବାର ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟ ଏବଂ ପାରାଦୀପ ବନ୍ଦରର ଅଧ୍ୟକ୍ଷଙ୍କ ସହ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।…
Read More...

ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀଙ୍କ ସୁବିଧା ପାଇଁ ୫-ଟି ଅଧିନରେ ଅନ୍‌ଲାଇନରେ ମିଳିବ ୧୧ ପ୍ରକାର ସେବା :…

ଭୁବନେଶ୍ବର :୫ଟି ଅଧୀନରେ ପ୍ରସ୍ତୁତ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ୧୧ ଟି ଅନଲାଇନ ସେବା କୁ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଛନ୍ତି। ରାଜ୍ୟର ଲୋକମାନଙ୍କୁ ବିଭିନ୍ନ ସରକାରୀ ସୁବିଧା ଓ ସୁଯୋଗକୁ…
Read More...

ଜଣେ ସଫଳ ବ୍ୟକ୍ତିତ୍ୱ ଓ ରାଷ୍ଟ୍ରବାଦୀ ବିଚାରଧାରାର ପୃଷ୍ଠପୋଷକ ଥିଲେ ଡା. ମହତାବ -ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର :  ନବଉତ୍କଳର ନିର୍ମାତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଉତ୍କଳ କେଶରୀ ଡା.ହରେକୃଷ୍ଣ ମହତାବଙ୍କ ବିଚାରଧାରା ଏବଂ ବ୍ୟକ୍ତିତ୍ୱ ଆଜିର ସମୟରେ ମଧ୍ୟ ପ୍ରାସଙ୍ଗିକ ହୋଇଛି । ସେ ଜଣେ ଜଣେ ସଫଳ ବ୍ୟକ୍ତିତ୍ୱ…
Read More...

ଆଜି ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ୧୦୧୧ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଆଜି ୧୦୧୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୪ ହଜାର ୯୦୮କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ…
Read More...

ବିଜେଡ଼ି ବିଧାୟକ ଦଳ ବୈଠକ : ବିଧାୟକମାନେ ଗୃହରେ ଉପସ୍ଥିତ ରହି ବିଭିନ୍ନ ପ୍ରସଙ୍ଗରେ ଭାଗ ନେବାକୁ ନବୀନଙ୍କ ପରାମର୍ଶ

ଭୁବନେଶ୍ବର: ଆସନ୍ତାକାଲିଠାରୁ ଆରମ୍ଭ ହେବ ବିଧାନସଭାର ଶୀତ ଅଧିବେଶନ । ଏହାର ଅବ୍ୟବହିତ ପୂର୍ବରୁ ବିଜେଡ଼ି ବିଧାୟକ ଦଳ ବୈଠକ ଅନୁ​‌ଷ୍ଠିତ ହୋଇଛି । ଦଳର ବିଧାୟକମାନେ ଗୃହରେ ଉପସ୍ଥିତ ରହି ବିଭିନ୍ନ ପ୍ରସଙ୍ଗରେ ଭାଗ ନେବାକୁ…
Read More...

ଏଣିକି ହେଲମେଟ ନ ପିନ୍ଧି ଦୁଇଚକିଆ ଚଲାଇଲେ ଲାଇସେନ୍ସ  ବାତିଲ୍ ହେବ

ଭୁବନେଶ୍ୱର: ହେଲମେଟ ନ ପିନ୍ଧି ଦୁଇ ଚକିଆ ଯାନ ଚଲାଇବା‌ ଏଣିକି ଚାଳକଙ୍କୁ ମହଙ୍ଗା ପଡ଼ିବ। ରାସ୍ତାରେ ବିନା ହେଲମେଟରେ ଯଦି ପୁଲିସ ହାତରେ ଧରାପଡ଼ନ୍ତି ତେବେ ଡ୍ରାଇଭିଂ ଲାଇସେନ୍ସକୁ ବାତିଲ୍ କରାଯିବ ବୋଲି ସରକାର ରାଜ୍ୟ…
Read More...

ଆସନ୍ତା ବର୍ଷ ରାଜ୍ୟରେ କାର୍ଯ୍ୟକ୍ଷମ ହେବ ୩ ମେଡିକାଲ କଲେଜ

ଭୁବନେଶ୍ୱର: ରାଜ୍ୟର ୩ଟି ନୂଆ ମେଡିକାଲ କଲେଜର ଅଗ୍ରଗତି ନେଇ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ସମୀକ୍ଷା କରିଛନ୍ତି। ତାଳଚେର, ସୁନ୍ଦରଗଡ଼ ଓ ପୁରୀରେ ନିର୍ମାଣାଧୀନ ୩ଟି ନୂଆ ମେଡିକାଲ କଲେଜକୁ ଆସନ୍ତାବର୍ଷ…
Read More...

‘ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଗୋପାଳନ ନିମନ୍ତେ ପର୍ଯ୍ୟାପ୍ତ ସୁଯୋଗ ଓ ରିହାତିର ବ୍ୟବସ୍ଥା କରାଯାଇଛି’ :…

ଭୁବନେଶ୍ୱର :  ରାଜ୍ୟରେ ଦୁଗ୍ଧ ଓ ଦୁଗ୍ଧଜାତୀୟ ଖାଦ୍ୟର ପର୍ଯ୍ୟାପ୍ତ ଚାହିଦା ରହିଥିବାରୁ ଗୋପାଳନ କରି ଆତ୍ମନିଯୁକ୍ତି ପାଇବା ସହିତ ଚାଷୀଙ୍କର ଆୟ ବୃଦ୍ଧିର ସୁଯୋଗ ରହିଛି । ବର୍ଦ୍ଧିତ ଜନସଂଖ୍ୟାର ଖାଦ୍ୟର ଆବଶ୍ୟକତା…
Read More...

ପଡୋଶୀ ରାଜ୍ୟ ଏବଂ ଓଡିଶା ମଧ୍ୟରେ ସୀମା ବିବାଦ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ୱର :  ଓଡିଶା ସହ ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ଛତିଶଗଡ ଓ ଝାଡଖଣ୍ଡ ସହ ରହିଥିବା ଦୀର୍ଘ ଦିନର ସୀମା ବିବାଦକୁ ସମାଧାନ କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ତଥା ଆପୋଷ ବୁଝାମଣା…
Read More...

ସର୍ବଦଳୀୟ ବୈଠକରେ ନିଷ୍ପତ୍ତି : ବିନା ପ୍ରଶ୍ନକାଳରେ ଦୈନିକ ସାଢେ ଚାରିଗଣ୍ଟା ଚାଲିବଗୃହ

ଭୁବନେଶ୍ୱର : ବିନା ପ୍ରଶ୍ନକାଳରେ ଦୈନିକ ସାଢେ ଚାରିଗଣ୍ଟା ଚାଲିବଗୃହ । ବିଧାନସଭାରେ ଏଥର ବି ରହିବନି ପ୍ରଶ୍ନକାଳ । ଦିନକୁ ସାଢେ ୪ ଘଣ୍ଟା ଚାଲିବ ଗୃହ । ଅଧିବେଶନ ପାଇଁ ସର୍ବଦଳୀୟ ବୈଠକ ପରେ ଏହା କହିଛନ୍ତି ବାଚସ୍ପତି ।…
Read More...

ଲେଖାଶ୍ରୀଙ୍କ ବୟାନ ବିବାଦ : ବଢୁଛି ପ୍ରତିବାଦ,କାର୍ଯ୍ୟାନୁଷ୍ଠାନ ଦାବି

ଭୁବନେଶ୍ବର : ପୁରୀ ସଂପର୍କୀତ ବୟାନ ଦେଇ ବିବାଦୀୟ ହୋଇଥିବା ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ନେଇ ବିବାଦ ଥମୁନି । ଏ ଅପମାନକୁ ନେଇ ଗାଁରୁ ସହର ସବୁଠି ତାତି, ବିକ୍ଷୋଭ, ନାରାବାଜି ଓ କୁଶ ପୁତ୍ତଳିକା ଦାହ ।…
Read More...