Browsing Category

Odisha

ସମ୍ ଅଲ୍ଟିମେଟ ମେଡିକେୟାରରେ ୨ଟି ସଫଳ କିଡନୀ ପ୍ରତ୍ୟାରୋପଣ

ଭୁବନେଶ୍ୱର: କରୋନା ମହାମାରୀ ସମୟରେ ରୋଗୀଙ୍କୁ ଉତ୍କୃଷ୍ଟ ସେବା ଯୋଗାଇ ଆସୁଛି ସମ୍ ଅଲ୍ଟିମେଟ୍ ମେଡିକେୟାର। ଏହି ଜଟିଳ ପରିସ୍ଥିତରେ ନିକଟରେ ସମ୍ମମ୍‌ରେ ଦୁଇଟି କିଡ୍‌ନୀ ପ୍ରତ୍ୟାରୋପଣ ସଫଳତାର ସହ କରାଯାଇଛି ।ଉଭୟ…
Read More...

ଓଡ଼ିଶୀକୁ ଶାସ୍ତ୍ରୀୟ ସଂଗୀତ ମାନ୍ୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦାବି

ଭୁବନେଶ୍ୱର: ଓଡ଼ିଶୀ ସଂଗୀତ ୨ ହଜାର ବର୍ଷର ପୁରୁଣା । ଏହା ଶାସ୍ତ୍ର ଆଧାରିତ ହୋଇଥିବାବେଳେ ନିଜସ୍ୱ ରାଗ ରହିଛି । ଓଡ଼ିଶୀ ସଂଗୀତକୁ ଶାସ୍ତ୍ରୀୟ ସଂଗୀତର ମାନ୍ୟତା ଦେବା ପାଇଁ ଓଡ଼ିଶାର କଳା ଓ ସଂଗୀତ ପ୍ରେମୀମାନେ ଦାବି କରି…
Read More...

ସେପ୍ଟେମ୍ବର ୨୭ରୁ ପୁରୀ ଓ କୋଣାର୍କକୁ ଗଡିବ ମୋ ବସ୍

ଭୁୁବନେଶ୍ୱର: କରୋନା ମହାମାରୀ ଯୋଗୁଁ ପୁରୀ ଓ କୋଣାର୍କକୁ ମୋ ବସ୍‌ ସେବା ବନ୍ଦ କରାଯାଇଥିଲା। ଏବେ ପୁଣିଥରେ ଯାତାୟତ ସେବା ଆରମ୍ଭ କରାଯାଇଛି। ସେପ୍ଟେମ୍ବର ୨୭ରୁ ପୁରୀ ଓ କୋଣାର୍କକୁ ମୋ ବସ୍ ସେବା ପୁଣି ଆରମ୍ଭ ହେବାକୁ…
Read More...

ଆଜି ଭୁବନେଶ୍ୱରରେ ୩୨୬ ପିଜିଟିଭ ଚିହ୍ନଟ; ସୁସ୍ଥ ହେଲେ ୩୯୨ ଜଣ

ଭୁବନେଶ୍ୱର: ଆଜି ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦ ହଜାର ଅତିକ୍ରମ କରିଛି । ରାଜଧାନୀରୁ ଆଜି ୩୨୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୩୯୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ନୂଆ ପଜିଟିଭଙ୍କ ମଧ୍ୟରେ…
Read More...

୭ ଦିନ ପାଇଁ ଝାରସୁଗୁଡା ଜିଲ୍ଲାରେ ସଟଡାଉନ୍‌

ଝାରସୁଗୁଡା: ଝାରସୁଗୁଡା ଜିଲ୍ଲାରେ ମହାମାରୀ କରୋନାର ସଂକ୍ରମଣ ହୁ ହୁ ହୋଇ ବଢି ଚାଲିଛି। ଏହାକୁ ରୋକ ଲଗାଇବା ପାଇଁ ଆଗାମୀ ୭ ଦିନ ପାଇଁ ଝାରସୁଗୁଡା ଜିଲ୍ଲାରେ ସଟଡାଉନ୍‌ ଘୋଷଣା କରିଛି ଜିଲା ବାଣିଜ୍ୟ ସଂଘ।ସକାଳ ୭ଟାରୁ…
Read More...

କରୋନା ମୁକାବିଲା ପାଇଁ ରାଜଧାନୀରେ ହେଲା ଆଉ ୬୦ ଆଇସିୟୁ ବେଡ୍‌ର ବ୍ୟବସ୍ଥା

ଭୁବନେଶ୍ୱର : ରାଜଧାନୀରେ ୩ ହଜାର ୬୮୩ ଜଣ କରୋନା ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି । କିନ୍ତୁ ସେମାନଙ୍କ ମଧ୍ୟରେ ୭୫ ପ୍ରତିଶତ ଘରେ ସଙ୍ଗରୋଧରେ ଅଛନ୍ତି । ଏ ନେଇ ଆଜି ସୂଚନା ଦେଇଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର…
Read More...

କ୍ରୀଡ଼ା ଓ ଯୁବ ସେବା ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କୁ କରୋନା

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ମନ୍ତ୍ରୀ ଶ୍ରୀ ବେହେରା ଟୁଇଟ ଜରିଆରେ ଏହି ସୂଚନା ଦେଇଛନ୍ତି । ଏଥି ସହିତ ସେ କହିଛନ୍ତି, ବିଗତ ୭…
Read More...

ଶନିବାର ହେବ ବିଧାୟକଙ୍କ କରୋନା ଟେଷ୍ଟ

ଭୁବନେଶ୍ୱର: ବିଧାନସଭା ମୌସୁମୀ ଅଧିବେଶନ ପୂର୍ବରୁ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି ସର୍ବଦଳୀୟ ବୈଠକ । ଆସନ୍ତା ଶନିବାର ଦିନ ବିଧାୟକ ମାନଙ୍କ କୋଭିଡ ଟେଷ୍ଟ ହେବ ବୋଲି କହିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।…
Read More...

ସୋମବାରଠାରୁ ଦୁଇ ଦିନିଆ ସଟଡାଉନ

ଭୁବନେଶ୍ୱର: ରାଜ୍ୟରେ କରୋନା ମହାମାରୀ ତାର ଉଗ୍ରରୂପ ଧାରଣ କରିଛି। ଇତି ମଧ୍ୟରେ ନୟାଗଡ ଜିଲ୍ଲାରେ ଦିନକୁ କରୋନା କାୟାବିସ୍ତାର କରିବାରେ ଲାଗିଛି। ତେବେ ସଂକ୍ରମଣ ରୋକିବାକୁ ନୟାଗଡ଼ ସହର ୨ ଦିନ ସଟଡାଉନ୍ ଘୋଷଣା କରାଯାଇଛି।…
Read More...

ରହିବନି ପ୍ରଶ୍ନକାଳ, ଆସିବେନି ବରିଷ୍ଠ ବିଧାୟକ

ଭୁବନେଶ୍ୱର: ସର୍ବଦଳୀୟ ବୈଠକ ପରେ ବାଚସ୍ପତିଙ୍କ ପ୍ରତିକ୍ରିୟା । ବିଧି ଅନୁସାରେ ଗୃହ କାର୍ଯ୍ୟ ଚାଲିବ। ପ୍ରଶ୍ନକାଳ ରହିବନି। ସେହି ସମୟରେ କଣ ହେବ ଗୃହରେ ହି ନିଷ୍ପତି ହେବ। ୨୯ ତାରିଖ ଦିନ ୧୧ ଟା ରୁ ଅଧିବେଶନ ଆରମ୍ଭ ହେବ।…
Read More...

ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କୁ କରୋନା

ଭୁବନେଶ୍ୱର : ପୂର୍ବତନ ମନ୍ତ୍ରୀ ତଥା ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ ଦାସବର୍ମା କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଗତ କିଛି ଦିନ ମଧ୍ୟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ପ୍ରତ୍ୟେକ ସଙ୍ଗରୋଧରେ ରହିବା ସହିତ ଲକ୍ଷଣ…
Read More...

ସୁସ୍ଥତା ତାଲିକାରେ ଅଷ୍ଟମ ସ୍ଥାନରେ ଓଡିଶା

ଭୁବନେଶ୍ୱର: ପ୍ରତିଦିନ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢୁଥିବା ବେଳେ ତାଳ ଦେଇ ବଢୁଛି ସୁସ୍ଥତା ହାର । ଭାରତରେ ୨୪ ଘଣ୍ଟାରେ ସର୍ବାଧିକ ସୁସ୍ଥତା ହାର ରେକର୍ଡ ହୋଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର…
Read More...

ହୋମ୍‌ ଆଇସୋଲେସନ୍‌ରେ ରହିପାରିବେ ଜଟିଳ ରୋଗ ଥିବା କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଦୀର୍ଘ ୭ ଦନ ଧରି ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇଥିବା ସାମ୍ବାଦକ ସମ୍ମିଳନୀର ଆଜି ଥିଲା ଅନ୍ତିମ ଦିବସ। ଏହି ସମ୍ମିଳନୀରେ ମହାମାରୀ କରୋନା ପକ୍ଷରୁ ନିଜକୁ ବଞ୍ଚାଇବା ପାଇଁ ହୋମ୍‌ ଆଇସୋଲେସନ୍‌ କେତେ…
Read More...

ଆଜି ଭୁବନେଶ୍ୱରରୁ ୩୪୯ ପଜିଟିଭ୍ ଚିହ୍ନଟ, ୩୭୩ ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ଆଜି ୩୪୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୩୭୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ନୂଆ ପଜିଟିଭଙ୍କ ମଧ୍ୟରେ ସଂଗରୋଧରୁ ୧୨୦ଜଣ ଓ ସ୍ଥାନୀୟ ଅଂଚଳରୁ ୨୨୯ଜଣ ଆକ୍ରାନ୍ତ ଚିହ୍ନଟ…
Read More...