Browsing Category

Odisha

ଆଜି ଭୁବନେଶ୍ୱରରୁ ୩୦୬ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ କରୋନା ସଂକ୍ରମଣ ଧୀରେ ଧୀରେ କମିବାରେ ଲାଗିଛି। ଆଜି ଭୁବନେଶ୍ୱରରୁ ୩୦୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୨୩ କ୍ୱାରେଣ୍ଟିନ୍‌ରେ ଥିବା ବେଳେ ୧୮୩ ଲୋକାଲ୍‌ କେସ ରହିଛନ୍ତି।…
Read More...

କରୋନା ମହାମାରୀକୁ ପରାସ୍ତ କଲେ ୯୧ ବର୍ଷୀୟ ବରିଷ୍ଠ ନାଗରିକ; ସମ୍ କୋଭିଡ ହସ୍ପିଟାଲ୍‌ରୁ ସୁସ୍ଥ ହୋଇ ଘରକୁ ଫେରିଲେ

ଭୁବନେଶ୍ୱର : କରୋନା ମହାମାରୀ ସହ ଯୁଦ୍ଧ କରି ଏହି ଅଦୃଶ୍ୟ ଶତ୍ରୁକୁ ପରାସ୍ତ କଲେ ୯୧ ବର୍ଷୀୟ ଜଣେ ବରିଷ୍ଠ ନାଗରିକ । ଭୁବନେଶ୍ୱର ସ୍ଥିତ ସମ୍ କୋଭିଡ ହସ୍ପିଟାଲ୍‌ରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଧିରେନ୍ଦ୍ର ନାଥ ଦାସ ।…
Read More...

କୋଭିଡ୍ ହସ୍ପିଟାଲରେ ଅଗ୍ନିକାଣ୍ଡ; ତଦନ୍ତ ନିର୍ଦ୍ଦେଶ ଦେଲେ ସ୍ୱାସ୍ଥ୍ୟ ମନ୍ତ୍ରୀ

କଟକ: କଟକ ସ୍ଥିତ ଜଗତପୁର କୋଭିଡ୍ ହସ୍ପିଟାଲରେ ଘଟିଥିବା ଅଗ୍ନିକାଣ୍ଡର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାଶ ।ପ୍ରାପ୍ତ ସୂଚନାନୁଯାୟୀ, ସ୍ୱାସ୍ଥ୍ୟ ବିଭାଗ ସଚିବ ଓ ଅଗ୍ନିଶମ ବିଭାଗ ଯୁଗ୍ମ…
Read More...

କଟକ ସଦଗୁରୁ କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ

କଟକ: କଟକ ଜଗତପୁର ସଦ୍‌ଗୁରୁ କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟଣାରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଲେ ଚିଫ୍ ଫାୟାର ଅଫିସର ସୁକାନ୍ତ ସେଠୀ। ସଦଗୁରୁ ହସ୍ପିଟାଲର ଫାୟାର ସେଫ୍ଟି ଲାଇସେନ୍ସ ନଥିଲା । ସଦଗୁରୁ ହସ୍ପିଟାଲକୁ…
Read More...

ଆସନ୍ତା ୨୫ରେ ବସିବ ସର୍ବଦଳୀୟ ବୈଠକ

ଭୁବନେଶ୍ୱର : ବିଧାନସଭା ମୌସୁମୀ ଅଧିବେଶନ ପାଇଁ ବସିବ ସର୍ବଦଳୀୟ ବୈଠକ । ବିଧାନସଭା ଅଧିବେଶନ ନେଇ ଆସନ୍ତା ୨୫ ତାରିଖରେ ସର୍ବଦଳୀୟ ବୈଠକ ବସିବ । ତେବେ ଏହି ବୈଠକରେ କୋଭିଡ ମହାମାରୀ ସମୟରେ ବିଧାନସଭା କେମିତି ଚାଲିବ ତାକୁ…
Read More...

ଓଡିଶାର ପୁଞ୍ଜିକୁ ବିଶ୍ୱ ସ୍ତରରେ ପହଁଚାଇବା ଆମର ଲକ୍ଷ୍ୟ ହେବା ଦରକାର : ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: ଟେକ୍ସଟାଇଲ୍‌, ପର୍ଯ୍ୟଟନ ଏବଂ କୃଷି କ୍ଷେତ୍ର ଓଡିଶାର ମୂଳ ପୁଞ୍ଜି । ସେହିପରି ରାଜ୍ୟର ସଂସ୍କୃତି ଓ ପରମ୍ପରା ମଧ୍ୟ ଆମର ଭିନ୍ନ ଏକ ପୁଞ୍ଜି । ତେବେ ଏହି ସବୁ ପୁଞ୍ଜିକୁ ବିଶ୍ୱସ୍ତରରେ ପହଁଚାଇବା…
Read More...

ସ୍ୱଚ୍ଛଭାରତ ଅଭିଯାନରେ ସଫେଇ କାର୍ଯ୍ୟକ୍ରମ ଏବଂ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ବର୍ଜନ ପାଇଁ ସଂକଳ୍ପ ନେଲେ ବିଜେପି…

ଭୁବନେଶ୍ୱର: ସୁସ୍ଥ ରହିବା ପାଇଁ ପରିବେଶ ସ୍ୱଚ୍ଛ ଏବଂ ନିର୍ମଳ ରହିବା ନିହାତି ଆବଶ୍ୟକ । ଏହି ପ୍ରସଙ୍ଗକୁ ଅତ୍ୟନ୍ତ ଗୁରୁତ୍ୱ ଭାବେ ବିଚାର କରି ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଦାୟୀତ୍ୱ ଗ୍ରହଣ ପରେ…
Read More...

ଆସନ୍ତାକାଲି ଠାରୁ ଦୁଇ ଦିନ ବନ୍ଦ ରହିବ ହାଇକୋର୍ଟ

କଟକ: ଆସନ୍ତାକାଲି ଠାରୁ ୨ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ ଓଡ଼ିଶା ହାଇକୋର୍ଟ । ସେପ୍ଟେମ୍ବର ୨୧ ଓ ୨୨ ତାରିଖରେ ହାଇକୋର୍ଟ ବନ୍ଦ ନେଇ ରେଜିଷ୍ଟ୍ରାର ଜେନେରାଲ ନିର୍ଦେଶ ଦେଇଛନ୍ତି । ନିର୍ଦେଶ ଅନୁସାରେ ହାଇକୋର୍ଟ ସହ ଏହାର…
Read More...

ଓଡ଼ିଶା ସ୍ଥାପତ୍ୟ କୃଷି ଭବନକୁ ମିଳିବ AZ ପିପୁଲ୍ସ ପସନ୍ଦ ପୁରସ୍କାର

ଭୁବନେଶ୍ୱର: ଓଡିଶା ସ୍ଥାପତ୍ୟର ଚମତ୍କାର କ୍ରୁଶି ଭବନ ସାମାଜିକ ଉତ୍ତମ ବର୍ଗରେ AZ ପୁରସ୍କାର ୨୦୨୦ ପାଇଁ ରେ ମନୋନୀତ ହୋଇଛି । ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାର କୃଷକ ତଥା କାରିଗରମାନଙ୍କୁ ଏହି ପୁରସ୍କାର…
Read More...

ଆଜି ଭୁବନେଶ୍ୱରରେ ୩୨୫ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ଆଜି ୩୨୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୩୮୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ନୂଆ ପଜିଟିଭଙ୍କ ମଧ୍ୟରେ ସଂଗରୋଧରୁ ୧୦୭ ଜଣ ଓ ସ୍ଥାନୀୟ ଅଂଚଳରୁ ୨୧୮ ଜଣ ଆକ୍ରାନ୍ତ ବୋଲି…
Read More...

ଏଣିକି ମାତ୍ର ଅଧଘଂଟାରେ ହୋଇପାରିବ କରୋନା ଟେଷ୍ଟ

ନୂଆଦିଲ୍ଲୀ: ଏଣିକି ମାତ୍ର ଅଧଘଂଟାରେ ହୋଇପାରିବ କରୋନା ଟେଷ୍ଟ । ସେ ବି କମ୍ ଖର୍ଚ୍ଚରେ । ଏଭଳି ଏକ କିଟ୍ ତିଆରି କରିଛି ଟାଟା । ଦେଶର ପ୍ରଥମ ସ୍ୱେଦେଶୀ କୋଭିଡ ସିଆର୍‌ଆଇଏସ୍‌ପିଆର୍ ଟେଷ୍ଟ କିଟ୍ ଫେଲୁଦା'କୁ ଡିସିଜିଆଇର…
Read More...

ଆଇଏମଏଫର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କ ପରାମର୍ଶଦାତା ଭାବେ ନିଯୁକ୍ତ ହେଲେ ଓଡ଼ିଆ ଆଇଆରଏସ ଅଧିକାରୀ; ଶୁଭେଚ୍ଛା…

ଭୁବନେଶ୍ୱର : ଓଡ଼ିଆ ଆଇଆରଏସ (ଭାରତୀୟ ରାଜସ୍ୱ ସେବା ) ଅଧିକାରୀ ସୀମାଚଳ ଦାଶଙ୍କୁ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମଏଫ)କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କ ପରାମର୍ଶଦାତା ନିଯୁକ୍ତ କରାଯାଇଛି ।Congratulate IRS…
Read More...

କଥା ରଖିଲେ ବର୍ଷା, ରେକର୍ଡ ହେଲା ନମିତାଙ୍କ ପ୍ରଥମ ଗୀତ

ଭୁବନେଶ୍ୱର: କୋରାପୁଟର ଆଦିବାସୀ ଝିଅ ନମିତା ମେଲେକା। ସ୍ୱପ୍ନ ତାଙ୍କର ଦିନେ ବଡ଼ ଗାୟିକା ହେବା। ଏବେ ସେହି ସ୍ୱପ୍ନକୁ ସତ କରିବାର ପ୍ରଥମ ପାହାଚ ଚଢ଼ିଛନ୍ତି ସେ। ସୁଦୂର କୋରାପୁଟରୁ ଆସି ସେ ଆଜି କଟକର ନିଉ ରେକର୍ଡ଼ିଂ…
Read More...

ପାଲଲହଡା ବିଧାୟକ ମୁକେଶ ପାଲ କରୋନା ପଜିଟିଭ

ଭୁବନେଶ୍ୱର: ବିଜେଡି ନେତା ତଥା ପାଲଲହଡା ବିଧାୟକ ମୁକେଶ କୁମାର ପାଲ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏସମ୍ପର୍କରେ ସେ ସୋସିଆଲ୍ ମିଡିଆରେ ସୂଚନା ଦେଇଛନ୍ତି ।ସେ କହିଛନ୍ତି ଯେ "ମୁଁ କରୋନା ପଜିଟିଭ ଚିହ୍ନଟ ହୋଇଛି ।…
Read More...