Browsing Category

Odisha

ବିଧାୟକ ପ୍ରକାଶ ସୋରେନ ଗିରଫ

ଭୁବନେଶ୍ୱର : ଜଣେ ଯନ୍ତ୍ରୀଙ୍କୁ ବାଡେ଼ଇବା ଘଟଣାରେ ବାରିପଦା ବିଜେପି ବିଧାୟକ ପ୍ରକାଶ ସୋରେନଙ୍କୁ ପୁଲିସ ଗିରଫ କରିଛି । ଅପରପକ୍ଷରେ ବିଧାୟକଙ୍କୁ ଗିରଫ କରିବା ପ୍ରତିବାଦରେ ସମର୍ଥକମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।…
Read More...

ରାଜ୍ୟର ଏହି ୩ ଜିଲ୍ଲାରେ ଖୋଲିବ ୮ଟି ଅତିରିକ୍ତ କୋଭିଡ-୧୯ ହସ୍‌ପିଟାଲ

ଭୁବନେଶ୍ୱର: କୋଭିଡ୍ ମୁକାବିଲାକୁ ବ୍ୟାପକ କରିବା ଲାଗି ରାଜ୍ୟର ୩ଟି ଜିଲ୍ଲାରେ ୮ଟି ନୂଆ କୋଭିଡ-୧୯ ହସ୍‌ପିଟାଲ ଖୋଲାଯିବ। କଟକ, ଖୋର୍ଦ୍ଧା ଓ କୋରାପୁଟ ଜିଲ୍ଲାରେ ଥିବା ସରକାରୀ ଓ ଘରୋଇ ହସ୍‌ପିଟାଲରେ ଏହି କୋଭିଡ-୧୯…
Read More...

ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି କରୋନା ସଂକ୍ରମିତ

ଭୁବନେଶ୍ୱର: ବିଜେଡିର ବରିଷ୍ଠ ନେତା ତଥା ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି କରୋନା ସଂକ୍ରମିତ ହୋଇଛନ୍ତି। ସେ ଏନେଇ ଆଜି ନିଜ ଫେସବୁକ୍ ମାଧ୍ୟମରେ ସୂଚନା ଦେଇଛନ୍ତି। ଶ୍ରୀ ମୁଦୁଲି ଏବେ ସୁସ୍ଥ ଅଛନ୍ତି ଓ ନିଜକୁ…
Read More...

ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀଙ୍କୁ କରୋନା

ନବରଙ୍ଗପୁର: ଓଡ଼ିଶାର ପୁଣି ଜଣେ ସାଂସଦ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାଯାଇଛି। ଆଜି ତାଙ୍କର ରିପୋର୍ଟ ପଜିଟିଭ୍ ଆସିବା ପରେ ଏନେଇ ସୂଚନା ଦେଇଛନ୍ତି ନବରଙ୍ଗପୁରର ବିଜେଡି ସାଂସଦ ରମେଶ ଚନ୍ଦ୍ର ମାଝୀ ।ତାଙ୍କ…
Read More...

କୋଭିଡ -୧୯ ପରିପ୍ରେକ୍ଷୀରେ ସୋଆ ଏନ୍‌ଏସ୍‌ଏସ୍ ର ବିଭିନ୍ନ କାର୍ଯ୍ୟକ୍ରମ

ଭୁୁବନେଶ୍ୱର : କୋଭିଡ-୧୯ ସଂକ୍ରମଣ ପରବର୍ତୀ ପାଂଚ ମାସ ମଧ୍ୟରେ ସୋଆ ଡିମ୍‌ଡ ବିଶ୍ୱବିଦ୍ୟାଳୟର ଏନ୍‌ଏସ୍‌ଏସ୍ ସ୍ୱେଚ୍ଛାସେବୀ ମାନେ କରୋନା ଭାଇରସ୍ ସଚେତନତା ସହିତ ବିଭିନ୍ନ କାର୍ଯ୍ୟକ୍ରମରେ ସଂପୃକ୍ତ ରହି ଏହି ପରିସ୍ଥିତିର…
Read More...

୯ ରୁ ଭୁବନେଶ୍ୱର-ସୁରାଟ ବିମାନ ସେବା ଆରମ୍ଭ

ଭୁବନେଶ୍ୱର: ଅନଲକ୍-୪ ପରେ ବିମାନ ଯାତ୍ରୀଙ୍କ ପାଇଁ ଏକ ଖୁସି ଖବର। ଯେଉଁମାନେ କରୋନା ମହାମାରୀ ମଧ୍ୟରେ ଗୁଜୁରାଟ ଯାତ୍ରା କରିବାକୁ ଯୋଜନା କରୁଛନ୍ତି, ସେମାନେ ବିମାନରେ ଯାଇପାରିବେ। କାରଣ ଭୁବନେଶ୍ୱର-ସୁରାଟ ପ୍ରତ୍ୟକ୍ଷ…
Read More...

ପୁରୀରୁ ହଟିଲା କଟକଣା: ହୋଟେଲ ବୁକିଂ ପାଇଁ ପର୍ଯ୍ୟଟକଙ୍କୁ ମିଳିଲା ଅନୁମତି

ପୁରୀ: ଓଡିଶା ପର୍ଯ୍ୟଟନର ମେରୁଦଣ୍ଡ ବୋଲାଉଥିବା ପୁରୀ ସହରରୁ ହଟିଲା କଟକଣା । ପର୍ଯ୍ୟଟକଙ୍କ ପାଇଁ ଖୋଲାଗଲା ପୁରୀ।କରୋନା ପାଇଁ ସବୁଆଡେ ତାଲା ବନ୍ଦ ରହିଥିବା ବେଳେ ପୁରୀରେ ମଧ୍ୟ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ…
Read More...

ଆଜି ଭୁବନେଶ୍ୱରରୁ ୫୮୦ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ସ୍ଥାନରୁ ଆଜି ୫୮୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ । ସଂଗରୋଧରୁ ୨୨୧ ଜଣ ଓ ସ୍ଥାନୀୟ ସଂକ୍ରମଣ ଯୋଗୁଁ ୩୫୯ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି। ଭୁବନେଶ୍ୱର ମହାନଗର…
Read More...

ବନ୍ୟା ଅନୁସନ୍ଧାନକାରୀ କମିଟିର ବୈଠକ ଓ ଦାୟିତ୍ୱ ବଣ୍ଟନ

ଭୁବନେଶ୍ୱର: ଓଡିଶା ବନ୍ୟା କ୍ଷୟକ୍ଷତି ଅଞ୍ଚଳରେ ରିଲିଫ ଥଇଥାନ କାର୍ଯ୍ୟକୁ ତଦାରଖ କରିବା ପାଇଁ ଏଆଇସିସି ନିର୍ଦେଶ ଅନୁସାରେ ଗତକାଲି କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ନରସିଂହ ମିଶ୍ରଙ୍କ ଅଧକ୍ଷତା ରେ ଏକ ୯ ଜଣିଆ କମିଟି ଗଠନ…
Read More...

ଅନୁଗୁଳ ଇଲେକ୍ଟ୍ରିକ୍ ଲୋକୋସେଡ୍‌ର ଇଲେକ୍ଟ୍ରିକ୍ ଲୋକୋ ପରିଚାଳନା ଦିଗରେ ମିଶନ୍ ମୋଡ୍‌ରେ କାର୍ଯ୍ୟ

ଅନୁଗୁଳ: ଇଲେକ୍ଟ୍ରିକ୍ ଲୋକୋସେଡ୍‌, ଅନୁଗୁଳ ହେଉଛି ଭାରତୀୟ ରେଳବାଇର ଏକ ଲୋକୋମୋଟିଭ୍ ସେଡ୍ ଯାହା ସର୍ବଦା ନିଜ କାର୍ଯ୍ୟକୁ ସୁପରିଚାଳନା କରିବାରେ ଏବଂ ସର୍ବଶ୍ରେଷ୍ଠ ପ୍ରଦର୍ଶନ ସହିତ ରେକର୍ଡ କରିବାରେ ସର୍ବଦା ଆଗରେ ରହିଛି…
Read More...

ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ଇଣ୍ଟର ସିଟି ସ୍ୱତନ୍ତ୍ର ଏକ୍ସପ୍ରେସ ସବୁଦିନ କରିବ ଚଳାଚଳ

ଭୁବନେଶ୍ୱର: ୦୮୪୯୩/୦୮୪୯୪ ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ଇଣ୍ଟର ସିଟି ସ୍ୱତନ୍ତ୍ର ଏକ୍ସପ୍ରେସକୁ ଆସନ୍ତା କାଲି ଠାରୁ ସପ୍ତାହରେ ପାଞ୍ଚଦିନ ପରିବର୍ତ୍ତେ ସବୁଦିନ ଚଳାଚଳ କରାଇବାକୁ ନିଷ୍ପତ୍ତି ନିଆଯାଇଅଛି Iଏହି…
Read More...

ଜେଇଇ(ମେନ୍) ପରୀକ୍ଷାର୍ଥୀଙ୍କୁ ଓଡିଶା-ମୋ ପରିବାର ତରଫରୁ ନିବେଦନ

ଭୁବନେଶ୍ୱର: ଗତ ୧ ତାରିଖରୁ ସର୍ବ ଭାରତୀୟ ସ୍ତରରେ ଜେଇଇ(ମେନ୍) ପରୀକ୍ଷା ଆରମ୍ଭ ହୋଇସାରିଛି | ରାଜ୍ୟରେ କରୋନା ମହାମାରୀର ସାମ୍ପ୍ରତିକ ପରିସ୍ଥିତିରେ ସଂକ୍ରମଣକୁ ରୋକିବା ଲାଗି ସମସ୍ତ କୋଭିଡ୍ ନିୟମ ଅନୁପାଳନ କରି…
Read More...

ପୁଣି କୃଷି କାର୍ଯ୍ୟରେ ଆଗରେ ଓଡିଶା, ନବରଙ୍ଗପୁରକୁ ନୀତି ଆୟୋଗଙ୍କ ପ୍ରଶଂସା

ଭୁବନେଶ୍ୱର : କୃଷି କାର୍ଯ୍ୟରେ ଅଭିନବ ପ୍ରଦ୍ଧତି ସହ ଜଳ ସଂରକ୍ଷଣ ଏବଂ ନୂତନ ପ୍ରଣାଳୀରେ ସ୍ଥାୟୀ ଉନ୍ନତ ଚାଷ କରି ପୁଣି ସଫଳତାର ଆଉ ପାଦେ ଆଗରେ ଓଡ଼ିଶା । ରାଜ୍ୟର ନବରଙ୍ଗପୁର ଓ କନ୍ଧମାଳ ଜିଲ୍ଲା ଏହି କ୍ରମରେ ନିତି ଆୟୋଗ…
Read More...

ରାଜ୍ୟରେ ନୌକା-ବିହାର ପର୍ଯ୍ୟଟନ ଆରମ୍ଭ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: କୋଭିଡ୍ ପ୍ରଭାବିତ ପର୍ଯ୍ୟଟନ ଶିଳ୍ପକୁ ପୁନଃ ଚଳଚଞ୍ଚଳ କରିବା ନିମନ୍ତେ  ରାଜ୍ୟରେ ନୌକା-ବିହାର  ପର୍ଯ୍ୟଟନ ( ରିଭର କ୍ରୁଇସ୍ ) ଆରମ୍ଭ କରିବାକୁ  ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ୍ ତ୍ରିପାଠୀ ନିର୍ଦ୍ଦେଶ…
Read More...