Browsing Category

Odisha

ପୁଣି ଭୁବନେଶ୍ୱରରୁ ୫୧୫ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଗତ ୨୪ ଘଂଟା ମଧ୍ୟରେ ରାଜଧାନୀ ଭୁବନେଶ୍ୱରରୁ ପୁଣି ରେକର୍ଡ ସଂଖ୍ୟକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୬୭ ୱାର୍ଡରୁ ୫୧୫ ପଜିଟିଭ ବାହାରିଛନ୍ତି । ଏଥିସହ ରାଜଧାନୀରେ ସଂକ୍ରମିତଙ୍କ ସଂଖ୍ୟା ୧୦ ହଜାର ଟପିଛି ।…
Read More...

ଆସନ୍ତାକାଲି ବନ୍ୟାଂଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ବନ୍ୟାଂଚଳ ପରିଦର୍ଶନ କରିବେ। ବନ୍ୟାଂଚଳ ପରିଦର୍ଶନ ପରେ ସେ ଅଧିକାରୀଙ୍କ ସହିତ ବୈଠକ କରିବେ। ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ଏହି ସୂଚନା ଦେଇଛନ୍ତି।…
Read More...

ଆଜି କଟକରୁ ୨୦୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ

କଟକ: କଟକରୁ ଆଜି ୨୦୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ କଟକ ମହାନଗର ନିଗମ ଟୁଇଟ କରି ସୂଚନା ଦେଇଛି। ଚିହ୍ନଟ ୨୦୬ଜଣଙ୍କ ମଧ୍ୟରୁ କଣ୍ଟେନମେଣ୍ଟ ଜେନ୍‌ରୁ ୨୨ଜଣ, ଘରେ ସଙ୍ଗରୋଧରେ ଥିବା ୫୪ଜଣ, ଇନ୍‌ଷ୍ଟିଚ୍ୟୁସନାଲ…
Read More...

କରୋନାର ଶିକାର ହେଲେ ବିଧାୟକ ଦେବୀ ପ୍ରସାଦ ମିଶ୍ର

ଭୁବନେଶ୍ୱର: ବଡମ୍ବା ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର କରୋନାରେ ଆକ୍ରାନ୍ତ ହୋଇଛନ୍ତି । ତାଙ୍କ ନମୁନା ପରୀକ୍ଷା ପରେ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି । ଏନେଇ ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।ସେ…
Read More...

ବନ୍ୟା ଯୋଗୁଁ ୨୦ ଜିଲ୍ଳା ପ୍ରଭାବିତ, ୧୭ ମୃତ: ଏସ୍‌ଆର୍‌ସି

ଭୁବନେଶ୍ୱର: ରାଜ୍ୟରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଥିଲା । ଫଳରେ ହୀରାକୁଦ ଡ୍ୟାମର ଗୋଟିଏ ପରେ ଗୋଟିଏ ଗେଟ୍ ଖୋଲା ଯାଇଛି । ଏଥିଯୋଗୁଁ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏହି…
Read More...

ଜେଇଇ ପରୀକ୍ଷା ପାଇଁ ବିଏମ୍‌ସି ଓ ଗଂଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା

ଭୁବନେଶ୍ୱର: ଦିନକ ପରେ ଅର୍ଥାତ ସେପ୍ଟେମ୍ବର ୧ ତାରିଖରେ ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ଅନୁଷ୍ଠିତ ହେବ। ଭୁବନେଶ୍ୱର ସମେତ ରାଜ୍ୟର ୭ଟି ସହରରେ ପ୍ରାୟ ୩୭ ହଜାର ପ୍ରାର୍ଥୀ ଏହି ପରୀକ୍ଷା ଦେବେ। କିନ୍ତୁ କରୋନା…
Read More...

ବିପଦ ସଙ୍କେତ ଉପରେ ମହାନଦୀ ଓ ଜଳକା

ଭୁବନେଶ୍ୱର: ବଢୁଛି ମହାନଦୀ । ଜଳସ୍ତର ବଢ଼ିବାରେ ଲାଗିଛି । ବିପଦ ସଙ୍କେତ ଟପିଛି ମହାନଦୀ । ଜଳକା ନଦୀ ବି ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଏହି ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ।ମହାନଦୀ କଟକ…
Read More...

ଯାଜପୁର ଜିଲ୍ଲାରେ ବନ୍ୟା ବିତ୍ପାତ

ଯାଜପୁର: ଯାଜପୁର ଜିଲ୍ଲାରେ ବନ୍ୟା ବିତ୍ପାତ । ବୈତରଣୀ, ବ୍ରାହ୍ମଣୀ ଓ ଖରସ୍ରୋତା ଆଦି ପ୍ରମୁଖ ଭୟଙ୍କର ନଦୀରେ ବନ୍ୟା । ବୈତରଣୀ ପରେ ବ୍ରାହ୍ମଣୀ ଓ ତାର ଶାଖା ଖରସ୍ରୋତା ନଦୀରେ ୧୦ ରୁ ଅଧିକ ଘାଇ ସୃଷ୍ଟି ହୋଇଛି । ଫଳରେ…
Read More...

ଆଜିଠୁ ସମ୍ ରେ ଦ୍ଵିତୀୟ ପର୍ଯ୍ୟାୟ ଭ୍ୟାକ୍ସିନ ପରୀକ୍ଷଣ

ଭୁବନେଶ୍ୱର: ଆଜି ଭୁବନେଶ୍ୱର ସ୍ଥିତ ସମ ହସ୍ପିଟାଲରେ ପରୀକ୍ଷଣ ହେବାକୁ ଯାଉଛି କରୋନା ଟିକା 'କୋଭାକ୍ସିନ'ର ଦ୍ୱିତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ। ଏନେଇ ସମସ୍ତ ପ୍ରସ୍ତୁତି ସରିଛି । ପ୍ରାୟ ୭୦ରୁ ୧୦୦ ଜଣ ସ୍ୱେଚ୍ଛାସେବୀଙ୍କ…
Read More...

ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଓ ବେଆଇନ ଗର୍ଭପାତ ମାମଲା: ଥାନା ଡ୍ରାଇଭର ଗୃହରକ୍ଷୀ ଗୁରୁଚରଣ ଗିରଫ

ରାଉରକେଲା: ସୁନ୍ଦରଗଡ ଜିଲ୍ଳା ବୀରମିତ୍ରପୁର ଅଂଚଳରେ ବହୁଚର୍ଚ୍ଚିତ ନାବାଳିକା ଦୁଷ୍କର୍ମ ଓ ବେଆଇନ ଗର୍ଭପାତ ମାମଲାର ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିଛି କ୍ରାଇମବ୍ରାଞ୍ଚ। ଟିଆଇ ପରେଡ୍‌ରେ ଚିହ୍ନଟ ବୀରମିତ୍ରପୁର ଥାନା…
Read More...

ନିୟମଗିରି ଡଙ୍ଗରିଆ କନ୍ଧଙ୍କ ଜୀବନଶୈଳୀ ଓ ସଂସ୍କୃତି ସହିତ ଶ୍ରମ ସମବାୟ ଉପରେ ବୃତ୍ତଚିତ୍ର ଓ ଭିଡିଓ

ଭୁବନେଶ୍ୱର:  ଅନୁସୂଚିତ ଜାନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଅନ୍ତର୍ଗତ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଆନୁକୂଲ୍ୟରେ ଅଗଷ୍ଟ ୩୦ ତାରିଖ ରବିବାର ଦିନ ନିୟମଗିରି ଡଙ୍ଗରିଆ…
Read More...

ନୂଆ ଶିକ୍ଷା ନୀତି ମାଧ୍ୟମରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଆତ୍ମନିର୍ଭର ଭାରତ ନିର୍ମାଣରେ ଅଗ୍ରଣୀ ଭୂମିକା ନିର୍ବାହ…

ନୂଆଦିଲ୍ଲୀ/ଭୁବନେଶ୍ୱର: ଓଡ଼ିଶାର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟତ୍ରୀଙ୍କ ପରିଶ୍ରମ ବଳରେ ନୂଆ ଶିକ୍ଷା ନୀତି ମାଧ୍ୟମରେ ଆତ୍ମନିର୍ଭର ଭାରତ ନିର୍ମାଣରେ ଅଗ୍ରଣୀ ଭୂମିକା ନିର୍ବାହ କରିବ ବୋଲି…
Read More...

ମାଲକାନଗିରିରେ ମାଓବାଦୀଙ୍କ ସ୍ଥିତି ସମୀକ୍ଷା କଲେ ଡିଜିପି ଅଭୟ

ମାଲକାନଗିରି: ଜିଲ୍ଲା ଗସ୍ତରେ ଡିଜିପି ଅଭୟ । ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ ଶନିବାର ହେଲିକପ୍ଟର ଯୋଗେ MV-3 ରେ ଥିବା ବିଏସଏଫ କ୍ୟାମ୍ପରେ ଓହ୍ଲାଇ ଏସପିଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ପ୍ରଥମେ କୋଭିଡ ଯୋଦ୍ଧାଙ୍କୁ…
Read More...

ଖୋଲିଲା ହୀରାକୁଦର ୪୬ଟି ଗେଟ୍

ଭୁବନେଶ୍ୱର: ଶନିବାର ସକାଳେ ହୀରାକୁଦ ଡ୍ୟାମର ୨ଟି ଗେଟ୍‌ ଖୋଲାଯିବା ପରେ ଏବେ ଡ୍ୟାମର ଆଉ ୨ ଟି ଗେଟ୍‌ ଖୋଲାଯାଇଛି। ଫଳରେ ଏବେ ୪୬ ଗେଟ୍‌ ଦେଇ ବନ୍ୟା ଜଳ ନିଷ୍କାସନ ହେଉଛି। ତେବେ ଡ୍ୟାମ୍‌ର ଜଳଧାରଣ କ୍ଷମତା ୬୩୦ ଫୁଟ ଥିବା…
Read More...